ମଜାଦାର୍ ଜୋକ୍ସ : ମହିଳା – ମୋତେ ମୋର ପୁର୍ବ ସ୍ୱାମୀକୁ ଆଉଥରେ ବାହା ହେବାର ଅଛି – ଓକିଲ- ଏବେ ତ ୮ ଦିନ ପୁର୍ବରୁ ଆପଣଙ୍କ ଛାଡପତ୍ର ହୋଇଥିଲା..
ଆମେ ସମସ୍ତେ ଜାଣୁ ଯେ ହସିବା ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ଏବଂ ଯେତେବେଳେ ବି ଆମେ ହସିବା, ଆମ ଭିତରୁ ଏକ ସକରାତ୍ମକ ଶକ୍ତି ବାହାରିଥାଏ, ଯାହା ଆମର ପ୍ରତ୍ୟେକ କାର୍ଯ୍ୟକୁ ସଠିକ୍ ଭାବରେ ସଂମ୍ପାଦନ କରିଥାଏ ଏବଂ ସେଥିପାଇଁ ଆମେ ପୁଣି ଥରେ ଆପଣଙ୍କ ପାଇଁ କିଛି ମଜାଳିଆ ଜୋକ୍ସ ନେଇ ଆସିଛୁ, ଯାହାକୁ ପଢିବା ପରେ, ତୁମର ମନୋବଳ ମଧ୍ୟ ସଂପୂର୍ଣ୍ଣ ସତେଜ ହେବ ଏବଂ ତୁମେ ହସି ହସି ବେଦମ୍ ହୋଇଯିବ, ତେବେ ଆଉ ବିଳମ୍ବ କାହିଁକି । ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।
୧) ବାପା- ଝିଅ ଏବେ ତୁମେ ବଡ ହୋଇଯାଇଛ । ଏବେ ତୁମର ବାହାଘର କରାଇଦେବା । ଝିଅ- ହଁ ବାପା, ବାପା-ତୁମକୁ କିପରି ପୁଅ ଦରକାର ? ଝିଅ-ଲାଜେଇ କରି କହିଲା- ପିଙ୍କ୍ କଲରର ।
୨) ବାହାଘର ପରେ ହାଲଚାଲ୍ ପଚାରିବା ପାଇଁ ଶାଶୁ ନିଜ ଜ୍ୱାଇଁକୁ ଫୋନ୍ କରେ , ଶାଶୁ- କେମିତି ଅଛ ଜ୍ୱାଇଁପୁଅ ? ଏତିକି ଶୁଣିବାପରେ ଜ୍ୱାଇଁପୁଅ କହେ , ଜ୍ୱାଇଁପୁଅ- ଆମର ଛାଡନ୍ତୁ, ଆପଣଙ୍କ କଣ ଅଛି , ମୁଁ ତ ଏବେ ଶାନ୍ତିରେ ଅଛ ନା ।
୩) ଉର୍ଦ୍ଧୁ ଶିକ୍ଷକ ପ୍ରଶ୍ନ ପଚାରିଲେ- ନାକାମ୍ ଇସ୍କ,ଓ ମୁକମ୍ମଲ ଇସ୍କରେ କଣ ଫରକ ଅଛି ? ଛାତ୍ର ଜବାବ୍ ଦେଲା- ନାକାମ୍ ଇସ୍କ ବଢିଆ ସାୟେରୀ କରିଥାଏ , ଗଜଲ ଗାଇଥାଏ, ପାହାଡରେ ବୁଲିଥାଏ, ମସ୍ତ ମଦ ପିଇଥାଏ , ମୁକମ୍ମଲ ଇସ୍କ ତରକାରୀ ସହ ମାଗଣାରେ ଧନିଆଁ କିପରି ମିଶାଇବା, ରାସ୍ତାରୁ ବ୍ରେଡ୍ ଆଣିବା, ଓ ଡାଲିରେ ଲୁଣ ଅଧିକା କମ୍ , ରବିବାରକୁ ପଙ୍ଖା ସଫା କରିବାରେ ନିଜ ଦମ୍ ଭାଙ୍ଗିଦିଏ ।
୪) ଦୋକାନୀ-ମ୍ୟାଡାମ୍-କଣ ପାଇଁ ଚିନ୍ତିତ ଅଛ ? ଝିଅ- ମୋର ମୋବାଇଲ୍ ନେଟୱର୍କ ଆସୁନି ଦେଖିବ ତ, ଦୋକାନୀ- ମ୍ୟାଡାମ୍, ଏହା ତ ଖରାପ ପାଗ ଯୋଗୁ ଏମିତି ହେଉଛି ଝିଅ- ଏଇ ନିଅ ୫୦୦ ଟଙ୍କା ନୁଆ ପାଗ ପକାଇଦିଅ, ଦୋକାନୀ ବେହୋସ୍ ।
୫) ପୁଅ- ବାପା- ଆପଣ ବହୁତ ଭାଗ୍ୟବାନ, ବାପା- ସେ କେମିତି ପୁଅ? ପୁଅ- କାରଣ ମୁଁ ଫେଲ୍ ହୋଇଯାଇଛି, ଆପଣ ମୋର୍ ପାଇଁ ନୁଆ ବହି କିଣିବାକୁ ପଡିବ ନାହିଁ ।
୬) ବୟଫ୍ରେଣ୍ତ- ଜାନ୍ ତୁମର ନାଁ ହାତରେ ଲେଖିନା ହୃଦୟରେ ? ଗାର୍ଲଫ୍ରେଣ୍ତ- ଏପଟ ସେପଟ ଲେଖୁଛ, ଯଦି ସଚ୍ଚା ଭଲ ପାଉଛ , ତେବେ ସିଧା ନିଜ ପ୍ରୋପର୍ଟିର ପେପରରେ ଲେଖ, ପୁଅ- ବେହୋସ୍ ।
୭) ସୋନୁ- କ୍ଷୀର ଉତୁରିଗଲେ ଲେଡିଜ୍ କଣପାଇଁ ଦୌଡନ୍ତି ? ମୋନୁ- ମଲାଇ ବଞ୍ଚାଇବା ପାଇଁ , ସୋନୁ- ନା, ମୋନୁ-କ୍ଷୀର୍ ବଞ୍ଚାଇବାପାଇଁ , ସୋନୁ- ବିଲକୁଲ୍ ନୁହେଁ , ମୋନୁ- ଆରେ ତେବେ କଣପାଇଁ କହ ? ସୋନୁ- ଯାହାଦ୍ୱାରା ଗ୍ୟାସ୍ ଓ ପ୍ଲାଟଫର୍ମ ପୋଛିବାକୁ ନପଡେ ।
୮)ଶିକ୍ଷକ ସାଇନ୍ସ ଲ୍ୟାବରେ ନିଜ ପକେଟରୁ ଏକ ପଇସା ବାହାର କଲେ ଓ ଏସିଡ୍ ପକାଇଦେଲେ , ତାପରେ ଛାତ୍ର ପଚାରିଲା- କୁହ ଏହି ପଇସା ତରଳିଯିବ କି ନାହିଁ ? ଛାତ୍ର-ନା ସାର୍ ତରଳିବ ନାହିଁ , ଶିକ୍ଷକ-ସାବାସ୍, ତୁମେ କେମିତି ଜାଣିଲ ? ଛାତ୍ର- ସାର୍ ଯଦି ଏସିଡ୍ ରେ ପକେଇଲେ ପଇସା ତରଳିଯାଇଥାନ୍ତା, ତେବେ ଆପଣ ପଇସା ଆମକୁ ମାଗିଥାନ୍ତେ, ନା ହିଁ ନିଜ ପକେଟରୁ ବାହାର କରିଥାନ୍ତେ ।
୯) ସଂନ୍ଧ୍ୟାକୁ ସ୍ୱାମୀ ଘରକୁ ଆସିଲେ ସ୍ତ୍ରୀର ଖିଚ୍ ଖିଚ୍ ଆରମ୍ଭ ହୋଇଗଲା, ଚିନ୍ତିତ ସ୍ୱାମୀ- ଆରେ ଦିନ ସାରା କାମକରି ଥକିକରି ଆସିଛି, ପ୍ରଥମେ ଫ୍ରେସ୍ ତ ହେବାକୁ ଦିଅ, ସ୍ତ୍ରୀ-ମୁଁ ବି ଦିନସାରା ଏକେଲା ଅଛି ତେବେ ମୁଁ ବି ଫ୍ରେସ୍ ହୋଇକି ଆସୁଛି ।
୧୦) ମହିଳା ବନ୍ଧୁକ ଦୋକାନରେ ପହଞ୍ଚିଲା, ଓ ଦୋକାନୀକୁ କହିଲା- ମୋତେ ମୋର ସ୍ୱାମୀପାଇଁ ଏକ ରିଭଲବର୍ କିଣିବାର ଅଛି, ଦୋକାନୀ-ହଁ ଆପଣ ନିଜ ସ୍ୱାମୀଙ୍କ ପସନ୍ଦ କୁହନ୍ତୁ, ବ୍ରାଣ୍ତ କଣ ଦରକାର ? ମହିଳା- ବ୍ରାଣ୍ତ କଣ କରିବାର ଅଛି କିଛି ବି ଚାଲିବ ? ଖାଲି ଗୋଟେ ଗୁଳିରେ ଶେଷ ହେବା ଦରକାର ।
୧୧) ଏକ ବୟସ୍କ ବ୍ୟକ୍ତି- ପୁଅ କେମିତି ଅଛ ? ଛୁଆ- ଠିକ୍ ଅଛି, ବୟସ୍କ ବ୍ୟକ୍ତି- ପାଠପଢା କେମିତି ଚାଲୁଛି ? ଛୁଆ- ଠିକ୍ ଆପଣଙ୍କ ଜୀବନ ପରି , ବୟସ୍କ ବ୍ୟକ୍ତି- ମତଲବ୍ ? ଛୁଆ- ଭଗବାନଙ୍କ ଭରସାରେ
୧୨) ୱାଟ୍ସଆପ୍ ଇନଷ୍ଟାଲ୍ କରିବାପରେ ବାପା ପୁଅକୁ ମେସେଜ୍ କଲେ , ବାପା- ଆରେ ଜୋକ୍ସ ପଠା, ପୁଅ- ଏବେ ମୁଁ ପଢୁଛି, ଟିକିଏ ସମୟ ପରେ ବାପା- ମସ୍ତ ଥିଲା ଆହୁରି ପଠା,
୧୩) ମୋତେ ମୋର ପୁର୍ବତନ ସ୍ୱାମୀକୁ ଆଉଥରେ ବାହାହେବାର ଅଛି, ଓକିଲ- ଏବେ ତ ୮ ଦିନ ପୁର୍ବରୁ ଆପଣଙ୍କ ଛାଡପତ୍ର ହୋଇଥିଲା, ତାପରେ କଣପାଇଁ ? ମହିଳା- ସେ ଛାଡପତ୍ର ପରେ ବହୁତ ଖୁସି ଦେଖାଯାଉଛନ୍ତି, ମୋତେ ଏହା ସହ୍ୟ ହେଉନି ।
୧୪) ଗୋଟେ ରାତିରେ ଭିଣେଇ ନିଜ ଶାଳୀ ସହ ରୋଡରେ ବୁଲୁଥିଲା, ଭିଣେଇ ଶାଳିକୁ – ଚାଲ ତୁମର ଦିଦିକୁ ବାହା ହୋଇ ମୋର ଗୋଟିଏ ବଡ ଫାଇଦା ହେଲା, ଶାଳୀ –କେଉଁ ଫାଈଦା? ଭିଣେଇ- ମୋତେ ମୋର ଦୋଷର ଦଣ୍ତ ବଞ୍ଚିଥିବା ସମୟରେ ମିଳିଯାଇଛି