March 18, 2025

Odia Express

Leading Odia News Portal of Odisha

ଏମିତି ମସ୍ତକ ବାଲି ମହିଳା ହୋଇଥାନ୍ତି ସୌଭାଗ୍ୟଶାଳୀ, ଏମାନଙ୍କ ଘରକୁ ଆସିବାକୁ ଲାଗିଥାଏ ଧନର ବର୍ଷା..

ଆମର ସାମୁଦ୍ରିକ ଶାସ୍ତ୍ରରେ ଏମିତି ବହୁତ ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଛି , ଯାହା ଆମ ଶରୀରର ଅଙ୍ଗର ରଙ୍ଗ, ରୁପ ଓ ଗଢଣ ରୁ କେଉଁ ବ୍ୟକ୍ତିର ଚରିତ୍ର ଓ ଭାଗ୍ୟର ଅନ୍ଦାଜା ଲଗାଇପାରିବେ , ଉଦାହରଣ ପାଇଁ ଯଦି କେଉଁ ପୁଅ ବିବାହ ପାଇଁ କେଉଁ ଝିଅର ଖୋଜୁଛନ୍ତି, ତେବେ ସାମୁଦ୍ରିକ ଶାସ୍ତ୍ରର ଆଧାରରେ ସେ ଝିଅ ମସ୍ତକର ଗଢଣ ଦେଖିକରି କହିପାରିବେ , ଏହି ଝିଅ ତାଙ୍କ ଘର ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହେବ କି ନାହିଁ , ଆଜି ଆମେ ସାମୁଦ୍ରିକ ଶାସ୍ତ୍ରର୍ ଜରିଆରେ ସ୍ତ୍ରୀମାନଙ୍କର ମସ୍ତକର ଆକାର ଅନୁସାରେ ଜାଣିପାରିବେ କି ସେ ଆପଣଙ୍କ ଘର ପାଇଁ କିପରି ରହିବ ।

୧) ଗୋଲ ମସ୍ତକବାଲି ମହିଳାମାନେ- ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଯେଉଁ ସ୍ତ୍ରୀମାନଙ୍କର ମସ୍ତକ ଗୋଲାକାର ଏବଂ ଆଖି ଚଞ୍ଚଳ ହୋଇଥାନ୍ତି ସେହି ମହିଳାମାନେ ମନରୁ ସଫା ଅଟନ୍ତି। ଏହି ମହିଳାମାନଙ୍କର ସ୍ୱର କୋଇଲି ପରି ମଧୁର ଏବଂ ସେମାନେ କଦାପି କାହାର ଖରାପ ଚାହାଁନ୍ତି ନାହିଁ | ଭାଗ୍ୟର ମାମଲାରେ ଏହି ସ୍ତ୍ରିମାନେ ଆଗୁଆ ରୁହନ୍ତି  ଅଛନ୍ତି। ଏହି ଝିଅମାନେ ଯାହା ଘରେ ପ୍ରବେଶ କରନ୍ତି ସେହି ପରିବାରର ଭାଗ୍ୟ ଖୋଲିଯାଏ | ଏହି ମହିଳାମାନଙ୍କର ଭାଗ୍ୟ ଏତେ ପ୍ରବଳ ଯେ ସେମାନେ ଶାଶୁଘର ବାଲାଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ଧନ ବର୍ଷା କରନ୍ତି | ଏହିପରି ମହିଳାମାନେ ପ୍ରାୟତଃ ବୁଦ୍ଧିମାନ ଅଟନ୍ତି ଏବଂ ବୁଝିବିଚାର କରି ଘର ଚଳାଇବାରେ ବିଶ୍ୱାସ କରନ୍ତି |

୨) ଚକୋର ମସ୍ତକବାଲି ମହିଳାମାନେ – ଯେଉଁ ମହିଳାମାନଙ୍କର ମସ୍ତକ ଚକୋର, ସେମାନେ ଟିକେ କ୍ରୋଧୀ ପ୍ରବୃତିର ହୁଅନ୍ତି | ଏହି ମହିଳାମାନଙ୍କର ମୁଣ୍ତର ପାରା ଅତିଶୀଘ୍ର ବଢିଯାଏ ଯେଉଁଥିପାଇଁ ଏମାନେ ଲଢେଇ ଝଗଡାରେ ଆଗୁଆ ରୁହନ୍ତି  | କିନ୍ତୁ ଏହି ମହିଳାମାନଙ୍କର ମଧ୍ୟ ଏକ ବିଶେଷତା ଅଛି | ଏହି ମହିଳାମାନେ କଠିନ ପରିଶ୍ରମ କରିବାରେ ପଛଘୁଞ୍ଚା ଦିଅନ୍ତି ନାହିଁ | ଏମାନେ ଭାଗ୍ୟରୁ ଅଧିକା ପରିଶ୍ରମୀ ଓ ପରିଶ୍ରମରୁ ଉପାର୍ଜନ କରି ଖାଇବାରେ ବିଶ୍ୱାସ କରନ୍ତି , ଏମିତି ମହିଳାଙ୍କୁ ଚକୋର ଆକାର ମସ୍ତକ ବାଲା ପୁରୁଷଙ୍କୁ ବିବାହ କରିବା ଉଚିତ୍ , ଏହି ପରି ଦୁହେଁ କ୍ରୋଧରେ ନିୟନ୍ତ୍ରଣ ରଖିପାରିବେ , ଓ ତାଙ୍କ ଲାଇଫ ସହଜରେ ଚାଲିପାରିବ ।

୩) ଲମ୍ବା ମସ୍ତକବାଲି ମହିଳାମାନେ- ଯେଉଁ ମହିଳାମାନଙ୍କର ମସ୍ତକ ଅଧିକ ଲମ୍ବା, ସେମାନେ ବହୁତ ଖୁସି ପ୍ରକୃତିର | ଯେଉଁ ଘରେ ଏପରି ମହିଳାମାନେ ମଧ୍ୟ ଯାଆନ୍ତି, ସମସ୍ତଙ୍କ ମୁଖରେ ଖୁସି ଚାଲିଆସେ | ଏହି ମହିଳାମାନେ କଥାକୁ ଏତେ ଖରାପ ଭାବନ୍ତି ନାହିଁ  ଏବଂ ଏମାନେ ଅଯଥା ଟେନସେନ୍ ନେବା ପ୍ରବୃତିର ନୁହନ୍ତି  | ସେମାନେ କେବଳ ଖୁସି ଜୀବନରେ ଆଗକୁ ବ ବଢିବାରେ ବିଶ୍ୱାସ କରନ୍ତି | ଯେଉଁ ବ୍ୟକ୍ତି ଏହି ପ୍ରକାରର ମହିଳାଙ୍କୁ ବିବାହ କରେ, ସେ ନିଜ ଜୀବନକୁ ହସ ଏବଂ ଖୁସିରେ ବିତିଥାଏ ।

Leave a Reply

Your email address will not be published. Required fields are marked *