January 25, 2025

Odia Express

Leading Odia News Portal of Odisha

ମଜାଦାର୍ ଜୋକ୍ସ : ସୁନ୍ଦର ସେକ୍ରେଟାରୀ ରାଗରେ ଗାଳି ଦେଇ ଅ ମାଲିକଙ୍କ କେବିନ୍ ରୁ ବାହାରିଲା, ସାଙ୍ଗ ମାନେ ପଚାରିଲେ

କୁହାଯାଏ କି ହସ ଅଗଣିତ ଓ ଅକୁହା ଶବ୍ଦରରୁ କୁହାଯାଏ , ଗୋଟେ ହସ ମାନସିକ ଚିନ୍ତାରୁ ମୁକ୍ତି ପାଇବାପାଇଁ ଆପଣଙ୍କୁ ବହୁତ ସାହାଯ୍ୟ କରେ , ଚିନ୍ତା ସମସ୍ତଙ୍କ ଜୀବନରେ ଏମିତି ଘର କରିନେଇଛି କି ବାହାରିପାରିବା ମୁସକିଲ୍ ଅଟେ, ଏହି କଥା ବି ସମସ୍ତଙ୍କୁ ମାଲୁମ୍ ଅଛି କି ଚିନ୍ତାରୁ କିଛି ବି ସମସ୍ୟା ବୁଝାଇପାରିବ ନାହିଁ , ଏହାପରେ ବି ଲୋକେ ସମସ୍ତେ ଚିନ୍ତାରେ ରହୁଛନ୍ତି , କିନ୍ତୁ ଏହି କର୍ମ ବ୍ୟସ୍ତ ଜୀବନରେ ଯଦି କେଉଁ ଜିନିଷ ଅଛି ତେବେ ସେ କିଛି ସମୟ ପାଇଁ ସୁଖ ଦେଇଥାଏ ,ଓ ତାହା ହେଲା ଜୋକ୍ସ ବା ମଜାଦାର୍ ଚୁଟକୁଲା, ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କ ପାଇଁ କିଛି ଖାସ୍ ଜୋକ୍ସ ନେଇକରି ଆସିଛୁ, ଯେବେ ଆପଣ ଏହି ଜୋକ୍ସ ପଢିବେ ତେବେ ହସକୁ ଅଟକାଇ ରହିପାରିବେ ନାହିଁ ।

୧) ସାଙ୍ଗ ଲୋକ କହନ୍ତି କି ଠୋକର୍ ମଣିଷକୁ ଚାଲିବା ଶିଖାଇଥାଏ , ଗପୁ- ହଁ ସଠିକ୍ କଥା, ପପୁ- କିନ୍ତୁ ମୋର ତ ପାଦର ଆଙ୍ଗୁଠିର ନଖ ଭାଙ୍ଗିଯାଇଛି ନା ।

୨) ମଦୁଆ ମଦ ପିଇବାପରେ ନିଜ ସ୍ତ୍ରୀକୁ- ତୁମେ କିଏ ? ସ୍ତ୍ରୀ-ପାଗଳ ହୋଇଯାଇଛ କି କଣ ? ନିଜ ସ୍ତ୍ରୀକୁ ଭୁଲି ଗଲ ? ମଦୁଆ- ନିଶା ସବୁ ଦୁଃଖ ଭୁଲାଇଦିଏ , ଭଉଣୀ ।

୩) ଜଣେ ସ୍ୱାମୀ ସକାଳୁ ସକାଳୁ ଖବରକାଗଜ ପଢୁଥିଲା, ଯେଉଁଥିରେ ଗୋଟେ ଜାଗାରେ ଲେଖା ହୋଇଥିଲା ସ୍ତ୍ରୀ ଛାଡ, ଝୋଲା ଧର, ଏହା ପଢିକରି ସ୍ୱାମୀର ମୁଣ୍ତ ଘୁମାଇଦେଲା,  ସେ ଆଉଥରେ ପଢିଲା ଓ ବୁଝିଲା ଯେ ଲେଖା ହୋଇଥିଲା କି ସ୍ତ୍ରୀ ଛାଡ ଝୋଲା ଧର ।

୪) ଏକ ଅଳସୁଆ ବ୍ୟକ୍ତି କହୁଥିଲା,  ଜଣା ନାହିଁ ସମାଜ ଅଳସୁଆ ଲୋକଙ୍କୁ ଘୃଣା କରନ୍ତି କଣପାଇଁ? ଯେବେ କି ସେମାନେ ତ୍ ବିଚରା କିଛି ବି କରନ୍ତି ନାହିଁ ।

୫) ଜଣେ ସାଙ୍ଗ- ବିବାହ କଣପାଇଁ କରିବା ଉଚିତ୍ ? ଦ୍ୱିତୀୟ ସାଙ୍ଗ- ବିବାହ ଏଥିପାଇଁ କରିବାକୁ ଉଚିତ୍ , ଯାହା ଦ୍ୱାରା ଜଣାପଡିପାରେ କି ବିବାହ କଣପାଇଁ କରିବା ଉଚିତ୍ ନୁହେଁ ।

୬) ଗୋଲୁ କୁ ମୋଗଲ୍ ଧରିନେଲେ ଓ ଆକବରଙ୍କ ପାଖକୁ ନେଇଗଲେ , ଆକବର- ଏହାକୁ ବନ୍ଧୀ ବନାଇଦିଆଯାଉ, ଗୋଲୁ- ନା ନା, ଜାହାଁପନାହ୍ ରହମ୍ କରୋ, ମୋତେ ବନ୍ଦା ରହିବାକୁ ଦିଅ ,

୭) ପୁଅ- ଚାଲ ବାପା ସର୍କସ୍ ଦେଖିବାକୁ ଯିବା ,ବାପା- ନା ପୁଅ ମୁଁ ବହୁତ୍ ବ୍ୟସ୍ତ ଅଛି ପୁଅ- ବାପା ସେଥିରେ କ୍ୟାଟରିନା କୈଫ୍ ବାଘ ସହ ସବାରି କରି ବୁଲିବ ,ବାପା- ବହୁତ ଜିଦ୍ଦି ହୋଇଯାଇଛୁ ତୁ, ସବୁ କଥାରେ ଜିଦ୍ କରି ମନାଇଦେଉଛୁ, ଚାଲ ବହୁତ ଦିନ ହୋଇଗଲାଣି ବାଘ ଦେଖିବାରେ ।

୮)ସ୍ୱାମୀ ଆରେ ଶୁଣ, ପୁଅ କାନ୍ଦୁଛି, ଚୁପ୍ କରାଓ ତାକୁ, ସ୍ତ୍ରୀ-ରାଗରେ- ମୁଁ କାମ କରିବି କି ଛୁଆକୁ ସଂମ୍ଭାଳିବି? ମୁଁ ତାକୁ ଯୌତୁକରେ ଆଣିନଥିଲି, ନିଜେ ହିଁ ଚୁପ୍ କରାଓ, ସ୍ୱାମୀ- ତାହେଲେ କାନ୍ଦିବାକୁ ଦିଅ, ମୁଁ କେଉଁ ତାକୁ ବରଯାତ୍ରୀରେ ଆଣିଥିଲି କି ?

୯) ସ୍ୱାମୀ ନିଜ ଚାକରାଣୀକୁ ପ୍ରେମ କରୁଥିଲା,  ସ୍ୱାମୀ- ତୁମେ ତ ମୋର ସ୍ତ୍ରୀଠାରୁ ବି ସୁନ୍ଦର ଦେଖାଯାଉଛ , ଚାକରାଣୀ- ମିଛ କୁହନି ମାଲିକ୍ , ସ୍ୱାମୀ- ଆରେ ନାହିଁ ସତ କହୁଛି, ଚାକରାଣୀ- ଆଛା ଡ୍ରାଇଭର୍ ତ କହୁଥିଲା, ମେମ୍ ସାହେବ ହିଁ ଅଧିକା ସୁନ୍ଦର ବୋଲି,  ସ୍ୱାମୀ-ବେହୋସ୍ ।

୧୦) ମାଷ୍ଟରଜୀ- ମୁହବରାର ଅର୍ଥ କୁହ- ସାପର ଲାଞ୍ଜରେ ପାଦ ରଖିବା , ଛାତ୍ର- ସ୍ତ୍ରୀକୁ ବାପଘରଯିବାରେ ଅଟକାଇବା , ମାଷ୍ଟରଜୀ- ବୁଝିହେଉନି, ଏଇ ପିଲାକୁ ବାହାରକୁ ବାହାରକରିବି କି କ୍ଲାସର ମନିଟର୍ କରାଇବି ।

୧୧) ସ୍ୱାମୀ- ଏଇଟା କଣ? ତୁମେ ଆଉ ଏକ ଶାଢୀ ନେଇଆସିଲ,  ଏବେ ପରଦିନ ତ !! ସ୍ତ୍ରୀ-ରାଗରେ- କଣ କହିଲ ? କଣ ଏବେ ପରଦିନ!! ସ୍ୱାମୀ- ନା ମୋର ମତଲବ ହେଲା କି ପରଦିନ ବି ତ ଗୋଟେ ଆଣିଥିଲ,  ଆଜି ଦୁଇଟା ନେଇ ଆସିଥାନ୍ତ ।

୧୨) ସୁନ୍ଦର୍ ସେକ୍ରେଟାରୀ ରାଗରେ ଗାଳିଦେଇକରି ମାଲିକଙ୍କ କେବିନ୍ ରୁ ବାହାରିଲା,  ସହ କର୍ମଚାରୀ ମାନେ ପଚାରିଲେ –ଆରେ କଣ ହେଇଗଲା , ସେକ୍ରେଟାରୀ- ପଚାରୁଥିଲା କି ସଂନ୍ଧ୍ୟାରେ ଫ୍ରୀ ଅଛ କି ? ସହ କର୍ମଚାରୀ-ତାପରେ, ସେକ୍ରେଟାରୀ- ଯେବେ କହୁଛି କି ହଁ ଅଛି , ତେବେ ସେ ପାଗଲ ମୋତେ ୬୦ ପେଜ୍ ର ଟାଇପିଙ୍ଗ୍ କରିବାକୁ ଦେଇଦେଇଛି ।

୧୩) ସ୍ତ୍ରୀ – ତୁମକୁ  ଜନ୍ମଦିନରେ କଣ ଉପହାର ଦରକାର? ସ୍ୱାମୀ- ଖାଲି ଟିକିଏ ଇଜ୍ଜତର ସହ କଥା କହିବା ଶିଖ,  ସ୍ତ୍ରୀ- ୨ ମିନିଟ୍ ଭାବିକରି କହିଲା- ନା ମୁଁ ତ ଗିଫ୍ଟ ହିଁ ଦେବି

Leave a Reply

Your email address will not be published. Required fields are marked *