March 21, 2025

Odia Express

Leading Odia News Portal of Odisha

କେବେ ବି ଧନୀ ହୋଇ ପାରିବେ ନାହିଁ ଏହି ୫ଟି ଲୋକ – ରାମଚରିତ ମାନସ ଜ୍ଞାନ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ରାମଚରିତ ମାନସ ଜ୍ଞାନରେ ଥିବା୫ଟି ଏପରି ବ୍ୟକ୍ତିଙ୍କ ବିଷୟରେ ବର୍ଣନା କରାଯାଇଛି ଯେଉଁ ମାନେ ନିଜ ଜୀବନରେ କେବେ ବି ଧନୀ ହୋଇ ପାରିବେ ନାହିଁ କିମ୍ବା ଧନ ସମ୍ପତ୍ତି ଲାଭ କରିପାରିବେ ନାହିଁ।ଏହି ପରି ଧରଣର ବ୍ୟକ୍ତି ଯେତେବି ପରିଶ୍ରମ କରନ୍ତୁ ନା କାହିଁକି ଯେତେବି ଧ୍ୟାନ ଦେଇ କାମ କରନ୍ତୁ ନା କାହିଁକି କିନ୍ତୁ ଧନୀ ହେବା କିମ୍ବା ଧନ ସମ୍ପତ୍ତି ଲାଭ କରିବା ଏହି ପରି ବ୍ୟକ୍ତିଙ୍କ ପାଖରେ ସମ୍ଭବ ହୋଇପାରିବ ନାହିଁ।ତେଣୁ ଆଜିର ବିଷୟବସ୍ତୁରେ ଆମେ ଏହି ପରି୫ଟି ବ୍ୟକ୍ତି ବିଶେଷ୍ୟଙ୍କ ବିଷୟରେ ଆଲୋଚନା କରିବା ବା ଅବଗତ ହେବା ଯେଉଁ ମାନଙ୍କୁ ରାମଚରିତ ମାନସର ଅନୁସାରେ କେବେ ବି ଧନୀ ହେବାର କିମ୍ବା ଧନ ସମ୍ପତ୍ତି ଲାଭ କରିବାର ସୁଖ ମିଳିପାରିବ ନାହିଁ।ସେଥିପାଇଁ ଏହି ୫ଟି ଜଣ ବ୍ୟକ୍ତି ବିଶେଷ୍ୟ ମାନଙ୍କ ବିଷୟରେ ଆପଣ ଟିକେ ଭଲ ଭାବରେ ଧ୍ୟାନ ଦେଇ ଜାଣି ରଖନ୍ତୁ।ଏବଂ ଯଦି ଆପଣ ମଧ୍ୟ ଏହି ୫ଟି ଜଣ ବ୍ୟକ୍ତି ବିଶେଷ୍ୟ ମାନଙ୍କ ମଧ୍ୟରୁ କୌଣସି ଏକ ପ୍ରକାରର ବି ଅଟନ୍ତି କିମ୍ବା ଏହି ପରି ବ୍ୟକ୍ତିଙ୍କ ଲକ୍ଷଣ ଆପଣଙ୍କ ମଧ୍ୟରେ ଦେଖିବାକୁ ପାଉଛନ୍ତି ତେବେ ତୁରନ୍ତ ହିଁ ନିଜକୁ ଓ ନିଜର ଆଚାର ବ୍ୟବହାରକୁ ବଦଳେଇବା ପାଇଁ ନିଜ ମନକୁ ସୃଦୃଢ କରି ନିଅନ୍ତୁ।ଯଦି ଏପରି ନ କରିବେ ତେବେ ଆପଣ ମଧ୍ୟ ଜୀବନ ସାରା ଗରିବ ହୋଇ ରହିଯିବେ।ତେବେ ଚାଲନ୍ତୁ ଜାଣିବା ସେହି ୫ଜଣ ବ୍ୟକ୍ତି ବିଶେଷ୍ୟ ମାନଙ୍କ ବିଷୟରେ ଯେଉଁ ମାନେ ସବୁବେଳେ ଗରିବ ହୋଇ ରହିବେ।ଏବଂ କଠିନ ପରିଶ୍ରମ କରିବା ସତ୍ତ୍ୱେ ମଧ୍ୟ ଧନ ସମ୍ପତ୍ତି ଲାଭ କରିପାରିବେ ନାହିଁ।

ପ୍ରଥମ ଧରଣର ବ୍ୟକ୍ତି ହେଉଛନ୍ତି ଚାକିରୀ କରିଥିବା ଲୋକ ରାମଚରିତ ମାନସ ଅନୁସାରେ ଯେଉଁ ମାନେ ଅନ୍ୟ ପାଖରେ ଚାକିରୀ କରନ୍ତି ସେମାନେ କେବେ ହେଲେବି ନିଜ ସ୍ବପ୍ନ ପୁରା କରିପାରିବେ ନାହିଁ।ଚାକିରୀ କରୁଥିବା ଲୋକଙ୍କ ପାଇଁ ଧନ ସଞ୍ଚୟ କରିବା ବହୁତ କଷ୍ଟ ହୋଇଥାଏ।ଏମାନେ ପରିଶ୍ରମ ତ ବହୁତ କରିଥାନ୍ତି ନିଜର ସାଧାରଣ ଜୀବନ ମଧ୍ୟ କାଟିପାରନ୍ତି କିନ୍ତୁ ଧନୀ କେବେ ହୋଇପାରନ୍ତି ନାହିଁ।

ଦ୍ଵିତୀୟ ଧରଣର ବ୍ୟକ୍ତି ହେଉଛନ୍ତି ଧୋକା ଦେଉଥିବା ଜୀବନସାଥୀ।ଯେଉଁ ଲୋକ ମାନେ ନିଜ ଜୀବନ ସାଥୀଙ୍କ ସହ ଧୋକା କରନ୍ତି ବା ତାଙ୍କୁ ଧୋକା ଦିଅନ୍ତି ସେମାନେ ମଧ୍ୟ କେବେ ବି ଧନ ସମ୍ପତ୍ତି ଲାଭ କରିପାରନ୍ତି ନାହିଁ।ଏପରି ଲୋକ ନିଜ ସ୍ୱାମୀ ଓ ସ୍ତ୍ରୀଙ୍କ ଠାରୁ ଲୁଚିକି ସମସ୍ତ ଧନ ଅନ୍ୟ ଲୋକଙ୍କ ଉପରେ ଖର୍ଚ୍ଚ କରିଦିଅନ୍ତି ଯାହାକି ଜମାରୁ ଠିକ କଥା ନୁହେଁ।ଏପରି ଲୋକଙ୍କୁ ଜୀବନ ସାରା ଗରିବତା ଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ।ଏମାନେ କେବେବି ଧନ ସମ୍ପତ୍ତି ଲାଭ କରିପାରିବେ ନାହିଁ।

ତୃତୀୟ ଧରଣର ବ୍ୟକ୍ତି ହେଉଛନ୍ତି ମଦ୍ୟପାନ କରୁଥିବା କିମ୍ବା ନିଶା ଯୁକ୍ତ ପଦାର୍ଥର ସେବନ କରୁଥିବା ବ୍ୟକ୍ତି ବିଶେଷ୍ୟ।ସେହି ଲୋକ ଯିଏକି ସବୁବେଳେ ନିଶାରେ ଲୀନ ହୋଇ ରହିଥାନ୍ତି ତାଙ୍କର ସମସ୍ତ ଧନ ନିଜର ଏହି ଅଭ୍ୟାସ ଉପରେ ବ୍ୟର୍ଥ ହୋଇଯାଏ।

ଚର୍ତୁର୍ଥ ଧରଣର ଲୋକ ହେଉଛନ୍ତି ଲୋଭୀ ଲୋକ।ଧନର ଅଧିକ ଲୋଭ ରଖୁଥିବା ବ୍ୟକ୍ତି କେବେବି ଧନୀ ହୋଇନଥାଏ।ଏମାନେ ପରିଶ୍ରମ ମଧ୍ୟ କରିନଥାନ୍ତି।ସବୁବେଳେ ଧନ ବିଷୟରେ ଭାବି କାଟନ୍ତି।

ପଞ୍ଚମ ହେଉଛନ୍ତି ଗର୍ବୀ ଲୋକ।ଯେଉଁମାନେ ଅନ୍ୟମାନଙ୍କୁ ସମ୍ମାନ ଦେବା ଜାଣିନଥାନ୍ତି।ଯିଏ ସବୁବେଳେ ଅନ୍ୟକୁ ଛୋଟ ଦେଖାନ୍ତି ଓ ନିଜକୁ ଅନ୍ୟଠାରୁ ଉଚ୍ଚ ଦେଖାନ୍ତି ସେମାନେ ଧନୀ ହୋଇପାରନ୍ତି ନାହିଁ।ଏମାନେ ସବୁବେଳେ ଗରିବ ହୋଇ ରହିଯାନ୍ତି।

Leave a Reply

Your email address will not be published. Required fields are marked *