October 14, 2024

Odia Express

Leading Odia News Portal of Odisha

ଲୁଣର ଅଧିକ ବ୍ୟବହାରର କରିଲେ ଆପଣଙ୍କ ପାଇଁ ଏହି ବଡ କ୍ଷତି ସହିବା ପାଇଁ ପଡିପାରେ – ନିଶ୍ଚୟ ଏହି କଥା ଜାଣିରଖନ୍ତୁ

ମାଜରେ ଯେକୌଣସି ସ୍ତରର ବ୍ୟକ୍ତି ହୁଅନ୍ତୁ ନା କାହିଁକି ସମସ୍ତେ ସବୁବେଳେ ସୁସ୍ଥ ରହିବାକୁ ଚାହାନ୍ତି ଓ ସୁସ୍ଥ ଖାଦ୍ୟର ଆବଶ୍ୟକ ମଧ୍ୟ କରନ୍ତି।ତେଣୁ ଏକ ସୁସ୍ଥ ସମାଜ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ୱାସ୍ଥ୍ୟର ଉଚିତ ଯତ୍ନ ନେବା ନିହାତି ଆବଶ୍ୟକ।ବର୍ତ୍ତମାନ ସମାଜ ଉନ୍ନତିର ଚରମ ସୀମାରେ ଉପନୀତ।ତେଣୁ ପ୍ରତ୍ୟେକ ଲୋକଙ୍କ ଜୀବନ ହୋଇଛି ବିଳାସ ତଥା ଅଳସ୍ୟତା ପୂର୍ଣ୍ଣ।ଅଳସ୍ୟତା ପୂର୍ଣ୍ଣ ଜୀବନ, ଆଧୁନିକ ଖାଦ୍ୟ ଓ ଅତ୍ୟାଧୁନିକ ଔଷଧ ଆଦିର ପ୍ରଭାବରେ ମନୁଷ୍ୟର ସୁସ୍ଥ ସ୍ୱାସ୍ଥ୍ୟ ହୋଇଛି ଅସନ୍ତୁଳିତ ଓ ବିଭିନ୍ନ ରୋଗର ବଶୀଭୂତ। ଲୁଣ ବିନା ଖାଦ୍ୟ ସ୍ୱାଦିଷ୍ଟ ଲାଗେନାହିଁ।ଲୁଣ ହେଉଛି ଖାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ।କିନ୍ତୁ ଲୁଣର ଅତ୍ୟଧିକ ବ୍ୟବହାର ଶରୀରକୁ କ୍ଷତି ପହଞ୍ଚାଇ ଥାଏ।ଆବଶ୍ୟକତା ଠାରୁ ଅଧିକ ଲୁଣ ସେବନ ହାନିକାରକ ହୋଇଥାଏ।ତାହା ନିମ୍ନରେ ବର୍ଣ୍ଣିତ ହୋଇଛି।

ଅଧିକ ଲୁଣର ସେବନ ଧମନୀରେ ରକ୍ତ ସଞ୍ଚାଳନର ମାତ୍ରା ତୀବ୍ର କରିଥାଏ। ଯାହା ଫଳରେ ଉଚ୍ଚ ରକ୍ତଚାପ ସମସ୍ୟା ବୃଦ୍ଧି ହୁଏ ଓ ହୃଦଘାତ ହେବାର ସମ୍ଭାବନା ବହୁତ ଥାଏ।ଅଧିକ ଲୁଣ ସେବନ ଦ୍ୱାରା କିଡନୀରେ କ୍ୟାଲସିୟମ ମାତ୍ରା ବଢିଯାଏ ଓ ଷ୍ଟୋନ ସମସ୍ୟା ଦେଖାଯାଏ।ଏଥିସହିତ ଡାଇବେଟିସ ସମସ୍ୟା ମଧ୍ୟ ଦେଖାଯାଏ।ଅଧିକ ଲୁଣ ସେବନ ମଧ୍ୟ ଶରୀରରେ dehydretion ମାତ୍ରାକୁ ତ୍ୱରାନ୍ୱିତ କରିଥାଏ।

ଏଣୁ ଆପଣମାନେ ଲୁଣ କମ ସେବନ କରିବା ଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଫଳପ୍ରଦ ଅଟେ।ଅଶାକରୁଛି ଏହା ଆପଣଙ୍କ ପାଇଁ ଲାଭ ଦାୟକ ହେବ।ଏକ ସୁସ୍ଥ ସ୍ୱାସ୍ଥ୍ୟ ଏକ ସୁସ୍ଥ ପରିବେଶ ତଥା ସୁସ୍ଥ ସମାଜ ଗଠନ ଅଭିମୁଖେ ପ୍ରୋତ୍ସାହିତ କରିଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ଏକ ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଜୀବନ ଅତିବାହିତ କରିବାର ପ୍ରୟୋଜନ ରଖିଥାନ୍ତି।ତେଣୁ ଏହାର ସଠିକ ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ।ବିଳାସ ବ୍ୟସନ ପୂର୍ଣ୍ଣ ଜୀବନ ବର୍ତ୍ତମାନ ଯୁଗରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର କାରଣ ହୋଇଥାଏ।ତେଣୁ ଏହାର ଠିକ ଭାବରେ ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।

ଇଂରାଜୀରେ କୁହାଯାଇଛିକି “ସ୍ୱାସ୍ଥ୍ୟ ହିଁ ସମ୍ପଦ”।ଏକ ସୁସ୍ଥ ସ୍ୱାସ୍ଥ୍ୟ ବଞ୍ଚିବାର ଏକ ଅନନ୍ୟ ଆଶ୍ରା ଅଟେ।ଏହା ମନୁଷ୍ୟର ପ୍ରତିଯୋଗୀତତ୍ମକ ଭାବନାକୁ ଦ୍ବିଗୁଣିତ କରିବା ସହିତ ମନୁଷ୍ୟକୁ ଆନନ୍ଦରେ ରଖିଥାଏ।ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଜୀବନ ଅତିବାହିତ କରୁଥିବା ବ୍ୟକ୍ତି ଶାରୀରିକ ଓ ମାନସିକ ସ୍ତରରେ ଆତ୍ମସନ୍ତୋଷ ଲାଭ କରିଥାନ୍ତି।ଏକ ସୁସ୍ଥ ସ୍ୱାସ୍ଥ୍ୟ ସମସ୍ତଙ୍କ ପ୍ରୟୋଜନୀୟତାର କେନ୍ଦ୍ରସ୍ଥଳ ଅଟେ।

ସମାଜରେ ଯେକୌଣସି ସ୍ତରର ବ୍ୟକ୍ତି ହୁଅନ୍ତୁ ନା କାହିଁକି ସମସ୍ତେ ସବୁବେଳେ ସୁସ୍ଥ ରହିବାକୁ ଚାହାନ୍ତି ଓ ସୁସ୍ଥ ଖାଦ୍ୟର ଆବଶ୍ୟକ ମଧ୍ୟ କରନ୍ତି।ତେଣୁ ଏକ ସୁସ୍ଥ ସମାଜ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ୱାସ୍ଥ୍ୟର ଉଚିତ ଯତ୍ନ ନେବା ନିହାତି ଆବଶ୍ୟକ।ବର୍ତ୍ତମାନ ସମାଜ ଉନ୍ନତିର ଚରମ ସୀମାରେ ଉପନୀତ।ତେଣୁ ପ୍ରତ୍ୟେକ ଲୋକଙ୍କ ଜୀବନ ହୋଇଛି ବିଳାସ ତଥା ଅଳସ୍ୟତା ପୂର୍ଣ୍ଣ।ଅଳସ୍ୟତା ପୂର୍ଣ୍ଣ ଜୀବନ, ଆଧୁନିକ ଖାଦ୍ୟ ଓ ଅତ୍ୟାଧୁନିକ ଔଷଧ ଆଦିର ପ୍ରଭାବରେ ମନୁଷ୍ୟର ସୁସ୍ଥ ସ୍ୱାସ୍ଥ୍ୟ ହୋଇଛି ଅସନ୍ତୁଳିତ ଓ ବିଭିନ୍ନ ରୋଗର ବଶୀଭୂତ।

Leave a Reply

Your email address will not be published. Required fields are marked *