May 20, 2025

Odia Express

Leading Odia News Portal of Odisha

ପ୍ରତିଦିନ କ୍ଷୀରରେ ଏହି ଜିନିଷକୁ ମିଶାଇ ସେବନ କରିବା ଦ୍ଵାରା ଆପଣଙ୍କ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ,ହାଡ଼ର କମଜୋରି ପରି ସମସ୍ତ ପ୍ରକାରର ସମସ୍ୟା ଦୂର କରିଥାଏ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏପରି ଓଷଧି ଆଣିଛୁ ଯାହା ଦ୍ଵାରା ଆପଣ ନିଜର ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ,ହାଡ଼ର କମଜରି ପରି ସମସ୍ତ ପ୍ରକାରର ସମସ୍ୟା ଦୂର କରିପାରିବେ । ତେବେ ଆଜିକାଲି ଏହିପରି ସମସ୍ୟା ମାନ ସାଧାରଣତଃ ୩୫ ରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତି ମାନଂକ ପାଖରେ ଦେଖିବାକୁ ମିଳୁଛି ଏବଂ ବହୁତ୍ ପ୍ରକାରର ଔଷଧ ମାନ ଖାଇବା ଦ୍ଵାରା ମଧ୍ୟ ଏହା ଭଲ ହୋଇନଥାଏ ସେଥିପାଇଁ ଆପଣ ମାନେ ଏହି ଆୟୁର୍ବେଦିକ ଚିକିତ୍ସା ପ୍ରଣାଳୀ କୁ ଅନୁସରଣ କରିପାରିବେ।ଯଦି ଆପଣ ଅନ୍ୟ ଔଷଧ ଖାଇବା ସହ ଏହାର ସେବନ କରିବେ ତାହେଲେ ବହୁତ୍ ଜଲ୍ଦୀ ଆପଣଙ୍କ ଏହି ପ୍ରକାରର ସମସ୍ତ ସମସ୍ୟା ଦୂର ହୋଇଯିବ।ତେବେ ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରି ସେବନ କରାଯାଏ ।

ପ୍ରଥମେ ଆପଣଙ୍କୁ ୪ ଟି ବାଦାମ ନେବାକୁ ହେବ।ଆପଣ ମାନେ ଏହା ତ ନିଶ୍ଚିତ ଜାଣିଥିବେ କି ଏହି ବାଦାମ ଆମ ଶରୀରର ସମସ୍ତ ଅଙ୍ଗ କୁ ସୁସ୍ଥ ରଖିବା ରେ ବହୁତ୍ ସହାୟକ ହୋଇଥାଏ।ଏହି ବାଦାମ ଆମ ହାଡ଼ ର ଯନ୍ତ୍ରଣା ଏବଂ ଆଣ୍ଠୁ ଗଣ୍ଠି ଜନିତ ଯନ୍ତ୍ରଣା ପାଇଁ ବହୁତ୍ ଲାଭ ଦାୟକ ହୋଇଥାଏ ।ଏହାପରେ ଆପଣ ୫ ରୁ ୬ ଟି ମରିଚ ନିଅନ୍ତୁ।ଏହି ମରିଚ ଆମ ହାଡ଼ର ଯନ୍ତ୍ରଣା ଏବଂ ଆଣ୍ଠୁ ଗଣ୍ଠି ଜନିତ ଯନ୍ତ୍ରଣା କୁ କମ୍ କରିଥାଏ। ଏହାପରେ ଆପଣ ଦୁଇ ଚାମଚ୍ ଧଳା ସୋରିଷ ନିଅନ୍ତୁ।ଏହି ଧଳା ସୋରିଷରେ ବହୁତ୍ ପରିମାଣରେ କ୍ୟାଲସିୟମ ରହିଥାଏ।ଏହି କ୍ୟାଲସିୟମ ର ପରିମାଣ କମ୍ ହେବା କାରଣରୁ ହିଁ ଆମ ହାଡ଼ର ଯନ୍ତ୍ରଣା ଏବଂ ଆଣ୍ଠୁ ଗଣ୍ଠି ଜନିତ ଯନ୍ତ୍ରଣା ହୋଇଥାଏ ।


ସେଥିପାଇଁ ଏହାକୁ ସେବନ କରିବା ଦ୍ୱାରା ଏହା କ୍ୟାଲସିୟମ ର ପରିମାଣ କୁ ଠିକ୍ ରଖିଥାଏ ।ଏହା ଆମ ହାଡକୁ ଶକ୍ତ କରିଥାଏ ।ଏହା ପରେ ଆପଣ ୩ ଟି ଅଁଳା ନିଅନ୍ତୁ ।ଏହା ବହୁତ୍ ଲାଭ ଦାୟକ ହୋଇଥାଏ ଆମ ଶରୀର ପାଇଁ ଯେମିତିକି ଏଥିରେ ଭିଟାମିନ ସି , ଫ୍ୟାଟି ଏସିଡ, ଧତୁସର୍ ରହିଥାଏ।ଏହାପରେ ଆପଣ ୬ ରୁ ୭ ଟି ଖିସ ମିସ ନିଅନ୍ତୁ।ଏହା ଆମ ପାଚନ ଶକ୍ତି କୁ ବହୁତ୍ ସକ୍ରିୟ କରିଥାଏ । ଆମେ ଏହି ଯେଉଁ ସବୁ ଜିନିଷ ନେଇଛୁ ଏହି ସବୁଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଥାଏ।ସେଥିପାଇଁ ଏହା ଆମ ହାଡ଼ ର ଯନ୍ତ୍ରଣା ଏବଂ ଆଣ୍ଠୁ ଗଣ୍ଠି ଜନିତ ଯନ୍ତ୍ରଣା ସମସ୍ୟା ପାଇଁ ବହୁତ୍ ଲାଭ ଦାୟକ ହୋଇଥାଏ।ତେବେ ଏହା ପରେ କିପରି ପ୍ରସ୍ତୁତ କରିଯିବ ଆସନ୍ତୁ ଜାଣିବା ।

ଏହାପରେ ତାହାକୁ ସବୁ ମିଶାଇ ତାହାକୁ ଛେଚି ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାପରେ ରାତି ରେ ଖାଇବାର ୩୦ ମିନିଟ ପରେ ଏହି ମିଶ୍ରଣ ଟି କୁ ଏକ ଗ୍ଲାସ ଗରମ କ୍ଷୀର ରେ ମିଶାଇ ସେବନ କରନ୍ତୁ ଆପଣଙ୍କ ଆଣ୍ଠୁ ଗଣ୍ଠି ଜନିତ ଯନ୍ତ୍ରଣା ତଥା ହାଡ଼ର କମଜରୀ ସବୁ ଦୂର ହୋଇଯିବ । ଏହିପରି ପ୍ରତିଦିନ କରି ଯଦି ଆପଣ ଏହାକୁ ୩ ରୁ ୪ ମାସ ପର୍ଯ୍ୟନ୍ତ ସେବନ କରିବେ ତାହେଲେ ଆପଣଙ୍କ ଏହି ପ୍ରକାରର ସମସ୍ତ ସମସ୍ୟା ଦୂର ହୋଇଯିବ।ଆପଣ ୧୫ ଦିନ ଏହାର ସେବନ କରନ୍ତୁ ଏହାର କିପରି ପ୍ରଭାବ ରହିଥାଏ ଆପଣ ବେଶ୍ ଭଲ ଭାବରେ ଜାଣି ପାରିବେ ।

Leave a Reply

Your email address will not be published. Required fields are marked *