ମଜାଦାର ଓଡ଼ିଆ କମେଡି – ସ୍ତ୍ରୀ ଅଚାନକ ସ୍ୱାମୀକୁ ଜୋର୍ ରେ ଗୋଇଁଠା ପକାଇଲେ , ସ୍ୱାମୀ- ବିଚରା ବିଳବିଳାଇ ଗଲା, ସ୍ୱାମୀ- କଣପାଇଁ ମାରିଲ , ସ୍ତ୍ରୀ ଯାହା କହିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ..
ଯେପରିକି ଆମେ ସମସ୍ତେ ଜାଣିଛନ୍ତି କି ହସିବା ହସାଇବା ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାଦାୟକ ହୋଇଥାଏ , ଓ ଏଥିପାଇଁ ଆମେ ଆପଣଙ୍କ ପାଇଁ ସବୁଦିନ କିଛି ନେଇକରି ଆସୁଛୁ, କିଛି ବଢିଆ ଓ ମଜାଦାର୍ ଜୋକ୍ସ ଯାହାକୁ ପଢିବା ପରେ ଆପଣଙ୍କ ହସ ଅଟକିବ ନାହିଁ , ତେବେ ଆଉ ଡେରି କଣପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।
୧-ପ୍ରେମ ହେଉଛି ଏକ ବସ ଯାତ୍ରା କଲା ଭଳି, ଓ ବିବାହ ବିମାନ ଯାତ୍ରା ସହ ସମାନ , ବିରକ୍ତ ହୋଇ ଆପଣ ବସରୁ ଓହ୍ଲାଇପାରିବେ କିନ୍ତୁ ବିମାନରୁ ନୁହେଁ ।
୨) ସାନ୍ତା- କାର୍ ଧୋଉଥିଲା , ତେବେ ପାଖରେ ଜଣେ ମାଉସୀ ଯାଉଥିଲେ , ଓ ତାକୁ ଦେଖି ପଚାରିଲେ- କାର୍ ଧୋଉଛ ? ସାନ୍ତା- ନା ପାଣୀ ଦେଉଛି, ବୋଧେ ବଡ ହୋଇକରି ବସ୍ ହୋଇଯିବ ।
୨) ପପୁ ଏକ ରେଷ୍ଟୁରାଣ୍ଟକୁ ଖାଇବାକୁ ଗଲା , ମହିଳା ୱେଟର୍- ସାର୍ କଣ ନେବେ ? ପପୁ- ତୁମ ନମ୍ବର, ତାପରେ କଣ ଖାଇବା ମିଳିଲା ନାହିଁ ଓ ଉପରୁ ପପୁ ଉପରେ ମାଡର ବର୍ଷଣ ।
୩) ଜଣେ ବ୍ୟକ୍ତି ବସର ପାଖ ବାଲା ସିଟ୍ ବାଲା ମହିଳାକୁ ପଚାରିଲା ଆପଣ ଯେଉଁ ପରଫ୍ୟୁମ୍ ଲଗାଇଛନ୍ତି , ତାର ନାଁ ଜାଣିପାରିବି ? ନିଜ ସ୍ତ୍ରୀକୁ ଉପହାର ଦେବି, ମହିଳା- ସ୍ତ୍ରୀକୁ ଗିଫ୍ଟ୍ କରିବନି, ନହେଲେ କେଉଁ ଲୋକ ତାଙ୍କୁ କଥାବାର୍ତ୍ତା କରିବାକୁ ବାହାନା ପାଇଯିବ ।
୪) ଇଣ୍ଟରଭ୍ୟୁଅର୍- ମୁଁ ତୁମକୁ ଗୋଟେ ହିଁ ପ୍ରଶ୍ନ କରିବି , କୁହ ଜୀବନରେ କଣ ହରାଇଛ ଓ କଣ ପାଇଛ ? ସ୍ମାର୍ଟ ପିଲା- ସାର୍ ଯେଉଁଥିରେ ମିଠା ତିଆରି ହୁଏ ସେ ହରାଇଛି ଓ ଯାହା ଖଟରେ ଲାଗିଥାଏ ତାହା ପାଇଛି । ଇଣ୍ଟରଭ୍ୟୁଅର୍ ବେହୋସ୍ ହେଉ ହେଉ ବଞ୍ଚିଲା ।
୫) ଆଜି ସକାଳୁ ସକାଳୁ ଟିକିଏ ଆଧ୍ୟାତ୍ମିକ ହୋଇଗଲି, ଆଖି ବନ୍ଦ କରି ଭାବିବାକୁ ଲାଗିଲି କିଏ ମୁଁ ? କେଉଁଠୁ ଆସିଛି, କଣ ନେଇକରି ଆସିଛି, ତେବେ ରୋଷେଇଘରୁ ଆବାଜ୍ ଆସିଲା ଗୋଟେ ନମ୍ବର ଅଳସୁଆ ତୁମେ ଜଣା ନାହିଁ କେଉଁ ଦୁନିଆଁରୁ ଆସିଛ , ମୋର ସମୟ ଖରାପ କରିବାପାଇଁ , ଉଠ ଜଲଦି ଗାଧୋଇବ ଯାଅ ।
୬) ଦୋକାନୀ- ମୁଁ ଆପଣଙ୍କ ଦୋକାନରୁ ଗୋଟେ ଗୋଟେ ଚପଲ ଦେଖାଇଲି, ଏବେ ତ ଆଉ କିଛି ବାକି ନାହିଁ ଦେଖାଇବାପାଇଁ , ମହିଳା- ସେ ସାମ୍ନା ବାଲା ଡବାରେ କଣ ଅଛି ? ଦୋକାନୀ- ଭଉଣୀ ଛାଡି ଦିଅ ସେଇଟା ମୋର ଲଞ୍ଚ ବକ୍ସ ଅଟେ ।
୭) ନାତି- ଜେଜେମା ତୁମେ କେଉଁ କେଉଁ ଦେଶ ବୁଲିଛ ? ଜେଜେମା- ନିଜ ପୁରା ହିନ୍ଦୁସ୍ଥାନ, ପାକିସ୍ଥାନ, ଆଫଗାନିସ୍ଥାନ, ଉଜବେସ୍ଥାନ, ନାତି- ଏବେ କେଉଁଟା ବୁଲିବ ,ତେବେ ପଛକଡୁ ଛୋଟ ନାତିର ଆବାଜ୍ ଆସିଲା କବ୍ରିସ୍ଥାନ, ତାପରେ ଜେଜେମା ବହୁତ କୁଟିଲେ ।
୮) ସ୍ତ୍ରୀ ଅଚାନକ ସ୍ୱାମୀକୁ ଜୋର୍ ରେ ଗୋଇଁଠା ପକାଇଲେ , ସ୍ୱାମୀ- ବିଚରା ବିଳବିଳାଇ ଗଲା, ସ୍ୱାମୀ- କଣପାଇଁ ମାରିଲ , ସ୍ତ୍ରୀ- ମଶା ଥିଲା , ମୋର ଥାଉ ଥାଉ ତୁମର ରକ୍ତ କିଏ ଶୋଷିବ , ମୋତେ ବର୍ଦାସ୍ତ କରିହେବ ନାହିଁ ।
୯) ବସନ୍ତି ଧନୋକୁ କହେ , ବସନ୍ତି- ଭାଗ ଧନୋ ଭାଗ୍ ଆଜି ତୋର ବସନ୍ତି ର ଇଜ୍ଜତର ସବାଲ୍ ଅଟେ, ଧନୋ- ତୋତେ ତୋ ନିଜ କଥା ପଡିଛି, ମୋର କଥା ଭାବେ ଯାହାର ପଛରେ ଗବର୍ ର ୧୦ ଟା ଘୋଡା ପଡିଛନ୍ତି ।