October 7, 2024

Odia Express

Leading Odia News Portal of Odisha

ଥଣ୍ଡା, କାଶ ,ଓ କଫକୁ ଗୋଟିଏ ଥରରେ ଠିକ କରିବାର ଭାରତୀୟ ଔଷଧ – ଜାଣିଦେଲେ ଆଵୌ କେବେ ମେଡିକାଲ ଯିବାକୁ ପଡ଼ିବନି..

ପାଗ ବଦଳିବ ଯୋଗୁ ବହୁତ ଥର ଲୋକଙ୍କୁ କାଶ , ଥଣ୍ଡା ହୋଇଥାଏ । ଶୁଖିଲା କାଶ ହୋଇ ଥାଏ , କଫ ହୋଇଯାଏ। ଆସନ୍ତୁ ଜାଣିବା ଗୋଟିଏ ଘରୋଇ ଉପଚାର ବିଷୟରେ ଯାହା ଦ୍ୱାରା ଆପଣଙ୍କର ଥଣ୍ଡା , କାଶ , କଫକୁ ଦୂର କରିଥାଏ। ଖାସ କରି ଶୁଖିଲା କାଶ ପାଇଁ ଏହା ବହୁତ ଭଲ।କାରଣ ଥଣ୍ଡା , କାଶ , ଏମିତି ଗୋଟେ ରୋଗ ଯଦି ହୋଇଯାଏ ତାହେଲେ ଜଲଦି ଠିକ ହୋଇ ନଥାଏ । ଏହି ଘରୋଇ ଉପଚାରକୁ ବନେଇବା ପାଇଁ ଆପଣ ପ୍ରଥମେ ଅଦା ନିଅନ୍ତୁ।ଅଦା ଭିତରେ ହିଲିଙ୍ଗ ପ୍ରକୃତି ବହୁତ ପରିମାଣରେ ରହି ଥାଏ।ଏହା ଆମ ଶରୀରରୁ କାଶ ଦୂର କରି ଥାଏ।ଏହା ଭାରତୀୟ ରୋଷେଇ ଘରେ ଅଦା ବହୁତ ଜଲଦି ମିଳି ଯାଇ ଥାଏ ।ପ୍ରଥମେ ଆପଣ ଅଦା ନିଅନ୍ତୁ।ଏହାକୁ ଖଣ୍ଡ ଖଣ୍ଡ କରନ୍ତୁ ।


ତାପରେ ଏହାର ରସକୁ ବାହାର କରି ଦିଅନ୍ତୁ।ବହୁତ ସାରା ଲୋକ ଏହି ଘରୋଇ ଉପଚାର ବିଷୟରେ ଜାଣି ଥିବେ ।ଏହା ଏହି ପରି ରସ ବାହାର କରନ୍ତୁ। ଏହି ଘରୋଇ ଉପଚାର କେବଳ ସେମାଙ୍କ ପାଇଁ ଯାହାର ଶୁଖିଲା କାଶ ହେଉ ଥିବ। ଏବଂ ଯାହାର କଫ ହୋଇ ଯାଇ ଥାଏ। ଆପଣ ଏହିପରି ଅଦା ରସକୁ ବାହାର କରି ଦିଅନ୍ତୁ।ଏହା ସହିତ ଆପଣ ଗୋଟିଏ ଭଲ ବ୍ରାଣ୍ଡର ମହୁ ବ୍ୟବହାର କରନ୍ତୁ। ଏହା ଦ୍ୱାରା ବହୁତ ଫାଇଦା ମିଳିବ।ଯଦି କେଉଁଠି ସୁଧ ମହୁ ପାଇଁ ଯିବେ ତ ଆପଣ ଏହାର ବ୍ୟବହାର କରନ୍ତୁ।ଆପଣଙ୍କୁ ଗୋଟିଏ ଥରରେ କଫରୁ ଏବଂ କାଶରୁ ରକ୍ଷା ପାଇ ପାରିବେ ।

ଆପଣ ଏଠାରେ ଗୋଟିଏ ଚାମଚ ମହୁ ନିଅନ୍ତୁ ଏବଂ ଆଉ ଅଳ୍ପ ମାତ୍ରାରେ ଅଦା ରସ ନିଅନ୍ତୁ।ଭାର ମାତ୍ର ସମାନ ନ ହେବା ଦରକାର।ମହୁ ଅଦାଠୁ ଅଧିକ ରହିବା ଆବଶ୍ୟକ।ଅଦାର ମାତ୍ରା କମ ହେବା ଦରକାର।ତାପରେ ଆପଣ ଏହି ପରି ଭାବେ ମିଶେଇ ଦିଅନ୍ତୁ।ଏହାର ବ୍ୟବହାର ସମସ୍ତେ କରି ପାରିବେ ଛୁଆ , ବୁଢା ସମସ୍ତେ କିନ୍ତୁ ଏହାର ଡୋଜ ଅଲଗା ଅଲଗା ଅଟେ।ଆସନ୍ତୁ ଜାଣିବା ସେବନ କିପରି କରିବା।ଏହାକୁ ଗୋଳେଇବା ପରେ ଯଦି ଆପଣ ଗୋଟିଏ ପୁରୁଷକୁ ଦେବାକୁ ଚଂହୁଛନ୍ତି ତାହେଲେ ଏକ ଚାମଚ ମାତ୍ରାରେ ସକାଳେ ଏବଂ ଏକ ମାତ୍ର ଚାମଚ ସନ୍ଧ୍ୟାରେ ଦିଅନ୍ତୁ ।

ଯେପରି ଆପଣ ସିରପ ନେଇଥାନ୍ତି କଫକୁ ଦୂର କରିବା ପାଇଁ ସେହି ପରି ଭାବେ ଏହାକୁ ନିଅନ୍ତୁ ଯଦି ଆପଣ ଗୋଟିଏ ଛୁଆକୁ ଦେବାକୁ ଚଂହୁଛନ୍ତି ତାହେଲେ ଅଧା ଚାମଚର ଅଧା ଦିଅନ୍ତୁ।ଏହାର ସେବନ ସକାଳେ ଖାଲି ପେଟରେ ଖାଆନ୍ତୁ ନାହିଁ ଏହା କରିବା ଦ୍ୱାରା ବହୁତ ଖରାପ ହୋଇ ଥାଏ।ଖାଇବା ପରେ ଆପଣ ଏହାକୁ ସେବନ କରନ୍ତୁ ସକାଳ ଏବଂ ସନ୍ଧ୍ୟାରେ।ଏହା ଦ୍ୱାରା ବହୁତ ଜଲଦି କଫ , କାଶ ଭଲ ହେଇ ଯିବ। ଯାହା ଦ୍ୱାରା ଆପଣଙ୍କର ଥଣ୍ଡା , କାଶ , କଫକୁ ଦୂର କରିଥାଏ। ଖାସ କରି ଶୁଖିଲା କାଶ ପାଇଁ ଏହା ବହୁତ ଭଲ ।ଏହାର ବ୍ୟବହାର ସମସ୍ତେ କରି ପାରିବେ ଛୁଆ , ବୁଢା ସମସ୍ତେ କିନ୍ତୁ ଏହାର ଡୋଜ ଅଲଗା ଅଲଗା ଅଟେ।ଯଦି କେଉଁଠି ସୁଧ ମହୁ ପାଇଁ ଯିବେ ତ ଆପଣ ଏହାର ବ୍ୟବହାର କରନ୍ତୁ।ଆପଣଙ୍କୁ ଗୋଟିଏ ଥରରେ କଫରୁ ଏବଂ କାଶରୁ ରକ୍ଷା ପାଇ ପାରିବେ।

Leave a Reply

Your email address will not be published. Required fields are marked *