January 26, 2025

Odia Express

Leading Odia News Portal of Odisha

ଫଟା ଗୋଇଠିରୁ ରକ୍ଷା ପାଇବାର ଅଚୁକ ଉପାୟ – ଘରେ ନିଜେ ଏବେ ବ୍ୟବହାର କରିକି ଦେଖନ୍ତୁ..

ହାତ ଏବଂ ଗୋଡ଼ରେ ତେଲ ଅଂଶ ନଥିବାରୁ ସବୁବେଳେ ଶୁଖିଲା ରହି ଥାଏ। ଏହି କାରଣ ଥଣ୍ଡା ପଡିବ ଯୋଗୁ ଖୋଲା ପାଦ ଏବଂ ମାଟି ଧୂଳି ଲାଗି ଗୋଇଠି ଶକ୍ତ ହୋଇ ଯାଏ।ଏହାର ମାସ ବଢିଥାଏ। ଏହାକୁ ଆମେ ଫଟା ଗୋଇଠି କହି ଥାଉ ।ଧୀରେ ଧୀରେ ଏହି ଗୋଇଠିରୁ ରକ୍ତ ବାହାରିବାର ଲାଗି ଥାଏ।ଏହା ଆମକୁ ବହୁତ ଚିନ୍ତାରେ ପକାଇ ଥାଏ ଯେମିତି ଆମେ ଆମର ଚେହେରାର ଧ୍ୟାନ ରଖି ଥାଉ ସେହିପରି ଗୋଇଠିର ମଧ୍ୟ ଧ୍ୟାନ ରଖିବା ଉଚିତ।ଏହା ଆପଣଙ୍କ ଫଡ ଗୋଇଠିକୁ ଠିକ କରିବା ଆରମ୍ଭ କରି ଦେବା ପ୍ରଥମ ଦିନଠୁ ରାତି ସାରା ଆପଣ ଦେଖିବେ ଆପଣଙ୍କ ଗୋଇଠି କୋମଳ ହେବାର।ଆସନ୍ତୁ ଜାଣିବା ଏହାକୁ ଆମେ କିପରି ତିଆରି କରିବା।

ଏହି କ୍ରିମକୁ ତିଆରି କରିବା ପାଇଁ ପ୍ରଥମେ ଆପଣ ନିଅନ୍ତି ମସ୍ତର୍ଡ ତେଲ।ଫଟା ଗୋଇଠିକୁ ଠିକ କରିବା ସହିତ ଯଦି ଆପଣଙ୍କ ଗୋଇଠିରୁ ରକ୍ତ ବାହାରୁ ଥାଏ କିମ୍ବା ଗୋଇଠିର କିଛି ଖଣ୍ଡିଆ ଥାଏ ଏହାକୁ ସୋରିଷ ତେଲ ଭଲ କରି ଥାଏ। ଏଥିପାଇଁ ଦେହରେ ଆମେ ସୋରିଷ ତେଲ ବ୍ୟବହାର କରି ଥାଉ।ଗୋଟିଏ ଚାମଚ ସୋରିଷ ତେଲ ନିଅନ୍ତୁ।ତାପରେ ଦରକାର ପେଟ୍ରୋଲିୟମ ଜେଲ୍ଲୀ।ଆପଣ ଏହି ଥରେ କୌଣସି ବି ପେଟ୍ରୋଲିୟମ ଜେଲ୍ଲୀ ନେଇ ପାରନ୍ତି କାରଣ ଏହା ଫଟା ଗୋଇଠିକୁ ଠିକ କରି ଥାଏ।ମୈସଚର ହବ ନିହାତି ଦରକାର କରନା ଏହା ଆମ ଗୋଇଠିକୁ ନରମ କରି ଥାଏ ଏବଂ ଏହାକୁ ଆଗ ଭଳିଆ ଠିକ କରିଥାଏ ।

ଏକ ଚାମଚ ଭେସଲିନ ନିଅନ୍ତୁ ତାପରେ ଏହାକୁ ସୋରିଷ ତେଲରେ ମିଶାଇ ଦିଅନ୍ତୁ।ତାପରେ କର୍ପୁର ନିଅନ୍ତୁ।ସେହି କର୍ପୁର ନିଅନ୍ତୁ ଯାହାକୁ ଆମେ ପୂଜା କରିବା ପାଇଁ ବ୍ୟବହାର କରି ଥାଉ।

ଏହି କର୍ପୁର ଆପଣଙ୍କୁ ଆରାମରେ କୌଣସି ଦୋକାନରୁ ବି ମିଳି ଯିବ।ଏହି କର୍ପୁର ନିଅନ୍ତୁ ଏବଂ ଏହାକୁ ବାହାର କରନ୍ତୁ। ଫଟା ଗୋଇଠି ଠିକ କରିବାକୁ କର୍ପୁର ବହୁତ ଫାଇଦା ଦେଇ ଥାଏ ଆପଣ ଏହି କର୍ପୁରକୁ ଭାଙ୍ଗିକି ଗୁଣ୍ଡ ଗୁଣ୍ଡ କରି ଦିଅନ୍ତୁ। ଏହାକୁ ପେଷିବା ପରେ। ଏକ ଚୁଟିକି କର୍ପୁର ନିଅନ୍ତୁ ଏବଂ ଏଥିରେ ଭଲ ଭାବରେ ମିଶେଇ ଦିଅନ୍ତ।ନଡ଼ିଆ ତେଲ ନିଅନ୍ତୁ ଏହା ଫଟା ଗୋଇଠି ପାଇଁ ବହୁତ ଲାଭ ଦାୟକ।ଆପଣ କୌଣସି ବି ନଡ଼ିଆ ତେଲ ନେଇ ପାରିବେ।

ଦୁଇ ଚାମଚ ନଡ଼ିଆ ତେଲ ନିଅନ୍ତୁ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ।ଏହାକୁ ଆପଣ ଏକରୁ ଦୁଇ ମିନିଟ ଯାଏ ମିଶାନ୍ତୁ। ଏହା ପୁରା ପେଷ୍ଟ ହେଇ ଯିବ ତାପରେ ଆପଣ ଏହି ପେଷ୍ଟକୁ ଅଧା ଘଣ୍ଟା ଯାଏ ଏମିତି ଛାଡି ଦିଅନ୍ତୁ।ଆପଣ ଚାହିଁଲେ ଏହାକୁ ଫିଜରେ ରଖି ପାରିବେ।ଏହା ଗୋଟିଏ କ୍ରିମ ପରି ହେଇଯିବ।ଆସନ୍ତୁ ଜାଣିବା ଏହାର ବ୍ୟବହାର ଗୋଇଠି ଉପରେ କେମିତି କରିବା। ପ୍ରଥମେ ଆପଣ ଆପଣଙ୍କ ଗୋଡ଼କୁ ଗରମ ପାଣିରେ ଧୋଇ ଦିଅନ୍ତୁ ଏବଂ ଭଲ ଭାବରେ ସଫା କରନ୍ତୁ।ଏହି କ୍ରିମକୁ ଆଙ୍ଗୁଠିରେ ନିଅନ୍ତୁ ଏବଂ ଗୋଇଠିର ଲଗାନ୍ତୁ ରାତି ସମୟରେ ଦେଖିବେ ତାପରେ ଏହା ତାର କାମ ଦେଖେଇ ଦବ।ଏହା ବହୁତ ଜଲଦି ଗୋଇଠି ଭଲ କରି ଦେବାଏବଂ ଆପଣଙ୍କ ଗୋଇଠି ପୁଣି ପୂର୍ବ ପରି ହେଇ ଯିବ।

Leave a Reply

Your email address will not be published. Required fields are marked *