ଓଡ଼ିଆ କୁଇଜ ଏବଂ ଏହାର ଉତ୍ତର – କେଉଁ ଗଛକୁ ଓପଡି ଦେଲେ ଛୁଆଙ୍କ ପରି କାନ୍ଦେ ? ବର୍ତମାନ ଦେଖନ୍ତୁ ନିୟନ୍ତୁ ଉତ୍ତର..

ଆସନ୍ତୁ ଜାଣିବା ସବୁ ପ୍ରଶ୍ନ ଏବଂ ତାହାର ଉତର । ପ୍ରଶ୍ନ ଏବଂ ଉତ୍ତର ମଧ୍ୟରେ ରହିଛି ୫ ସେକେଣ୍ଡ ର ସମୟ । ଏହାର ଉତ୍ତର ଯିଏ କହିବା ସିଏ ଭଲ ପିଲା ହେବ।ଏହି ପରି ବହୁତ ପ୍ରଶ୍ନ ଅଛି ଯାହାର ଉତ୍ତର ଆପଣଙ୍କୁ ଦେବାକୁ ପଡିବ।ଏହି ପରି କୁଇଜ ର ଉତ୍ତର ଜାଣିବାକୁ ଆମ ସହିତ ସବୁ ବେଳେ ରୁହନ୍ତୁ।ଆପଣଙ୍କୁ ଏହା କିପରି ଲାଗିଲା ମଧ୍ୟ କୁହନ୍ତୁ।
୧. ଲାଲ ସେନା କେଉଁ ଦେଶର ସେନାଙ୍କୁ କୁହାଯାଏ ।
ଏହାର ଉତ୍ତର ହେଉଛି ରୁଷ । ଯାହାର ସେନା ବାହିନୀ ଙ୍କୁ ଲାଲ ସେନା କୁହାଯାଏ।
ପରବର୍ତ୍ତୀ ପ୍ରଶ୍ନ ହେଉଛି
୨. ବିଶ୍ୱର କେଉଁ ମହା ଦେଶ କୁ ଅନ୍ଧକାର ମୟ ଦେଶ କୁହ ଯାଏ ?
ଏହାର ଉତ୍ତର ହେଉଛି ଆଫ୍ରିକା ମହା ଦେଶ କୁ ଅନ୍ଧକାର ମୟ ଦେଶ କୁହ ଯାଏ।
ପରବର୍ତ୍ତୀ ପ୍ରଶ୍ନ ହେଉଛି ଆସନ୍ତୁ ଜାଣିବା
୩. ରକ୍ତ ପରି ପ୍ରଭାବିତ ହେଉ ଥିବା ନଦୀର ନାମ କଣ ଅଟେ ?
ଏହାର ଉତ୍ତର ହେଉଛି ଟିଓଟିନ ଯାହା କି ସ୍ପେନ ରେ ପ୍ରବାହିତ ହେଉଛି।ଏହା ରକ୍ତ ପରି ପ୍ରଭାବିତ ହୋଇ ଥାଏ।
ପରବର୍ତ୍ତୀ ପ୍ରଶ୍ନ ହେଉଛି ଆସନ୍ତୁ ଜାଣିବା
୪. ଭାରତର କେଉଁ ରାଜ୍ୟରେ ଅଧିକ ହାତୀ ଅଛନ୍ତି ?
ଏହାର ଉତ୍ତର ହେଉଛି କର୍ଣ୍ଣାଟକ।ଏହି ଠାରେ ବହୁତ ହାତୀ ଦେଖା ଯାଆନ୍ତି।
ପରବର୍ତ୍ତୀ ପ୍ରଶ୍ନ ହେଉଛି ଆସନ୍ତୁ ଜାଣିବା
୫. କେଉଁ ପକ୍ଷୀ ମାସ ମାସ ଧରି ନ ଖାଇ ମଧ୍ୟ ବଂଚି ପାରେ ?
ଏହାର ଉତ୍ତର ହେଉଛି ଧ୍ରୁବୀୟ ପେଙ୍ଗୁଇନ ।ଏହି ପକ୍ଷୀ ନ ଖାଇ ମଧ୍ୟ ବଂଚିପରେ ମାସ ମାସ ଧରି।
ପରବର୍ତ୍ତୀ ପ୍ରଶ୍ନ ହେଉଛି ଆସନ୍ତୁ ଜାଣିବା
୬. କେଉଁ ରାଜ ପରିବାରକୁ ଏକାନ୍ତରେ ଜଗନ୍ନାଥ ଦର୍ଶନ କରିବାକୁ ଦିଅ ଯାଏ ?
ଏହାର ଉତ୍ତର ହେଉଛି ନେପାଳର ରାଜ ପରିବାର।ଏମାନଙ୍କୁ ଏକାନ୍ତରେ ଦର୍ଶନ କରିବାକୁ ଦିଅ ଯାଏ।ଏହା ଓଡ଼ିଶାର ପ୍ରଶ୍ନ ଅଟେ।
ପରବର୍ତ୍ତୀ ପ୍ରଶ୍ନ ହେଉଛି ଆସନ୍ତୁ ଜାଣିବା
୭. ପୃଥିବୀର କେଉଁ ପକ୍ଷୀ ବାଘ ପରି ଗର୍ଜନ କରି ଥାଏ ?
ଏହାର ଉତ୍ତର ହେଉଛି ବିଟନ ପକ୍ଷୀ । ଯାହା ଦକ୍ଷିଣ ଆମେରିକାରେ ଦେଖା ଯାଏ।ଏହି ପକ୍ଷୀ ବାଘ ପରି ଗର୍ଜନ କରି ଥାଏ।
ପରବର୍ତ୍ତୀ ପ୍ରଶ୍ନ ହେଉଛି ଆସନ୍ତୁ ଜାଣିବା
୮. ସଂସାରରେ କାହାର ଗତି ସବୁଠାରୁ ଅଧିକ ?
ଏହାର ଉତ୍ତର ଆପଣ କୁହନ୍ତୁ।ସଠିକ କହି ଥିବା ବ୍ୟକ୍ତିଙ୍କ ନାମ ପରବର୍ତ୍ତୀ ଲେଖାରେ ଲେଖା ଯିବ।
ପରବର୍ତ୍ତୀ ପ୍ରଶ୍ନ ହେଉଛି
୯. ବିଶ୍ୱର ସବୁଠାରୁ କ୍ଷୁଦ୍ର ଗଣତାନ୍ତ୍ରିକ ରାଷ୍ଟ୍ର କିଏ ?
ଏହାର ଉତ୍ତର ହେଉଛି ନୋଇ।ଏହା ସବୁଠାରୁ କ୍ଷୁଦ୍ର ଗଣତାନ୍ତ୍ରିକ ରାଷ୍ଟ୍ର ଅଟେ।
ପରବର୍ତ୍ତୀ ପ୍ରଶ୍ନ ହେଉଛି
୧୦. ପୃଥିବୀର କେଉଁ ପ୍ରାଣୀ ଠିଆ ହୋଇ ଶୋଇ ପରେ ?
ଏହାର ଉତ୍ତର ହେଉଛି ଘୋଡା।ଏହି ପ୍ରାଣୀ ଠିଆ ହୋଇକି ସୋଇ ପାରେ ।
ପରବର୍ତ୍ତୀ ପ୍ରଶ୍ନ ହେଉଛି ଆସନ୍ତୁ ଜାଣିବା
୧୧. କେଉଁ ଗଛକୁ ଓପଡି ଦେଲେ ଛୁଆଙ୍କ ପରି କାନ୍ଦେ ?
ଏହାର ଉତ୍ତର ହେଉଛି ମେଣ୍ଡୁକ ଗଛ । ଏହି ଗଛ କୁ ଓପଡି ଦେଲେ ଏହା ଛୁଆଙ୍କ ପରି କାନ୍ଦି ଥାଏ। ପରବର୍ତ୍ତୀ ପ୍ରଶ୍ନ ହେଉଛି
୧୨. କେଉଁ ଜୀବର ଗୋଡ ନ ଥାଇ ମଧ୍ୟ ଦଉଡି ପରେ ?
ଏହାର ଉତ୍ତର ହେଉଛି ସାପ।ଏହି ଜୀବ ଗୋଡ ନ ଥାଇ ମଧ୍ୟ ଜୋରେ ଦୌଡ଼ି ପାରେ ।