January 18, 2025

Odia Express

Leading Odia News Portal of Odisha

୨୮ ଫ୍ରେବୃୟାରୀ ଶୁକ୍ର ଗ୍ରହ କୁମ୍ଭ ରାଶିକୁ ପରିବର୍ତ୍ତନ – ମିଳିବ ଏହି ସବୁ ସଫଳତା – କିନ୍ତୁ ଏହି ଜିନିଷ ଧ୍ୟାନ ଦେବେ ନଚେତ..

ପ୍ରତ୍ୟେକ ପ୍ରଣୀ ହୁଅନ୍ତୁ ବା ମନୁଷ୍ୟ; ଈଶ୍ବର ସମସ୍ତଙ୍କ ପଛରେ ଏକ ଗୂଢ଼ ରହସ୍ୟ ରଖିଥାନ୍ତି।ଯାହାକି ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ଉନ୍ମୋଚିତ ହୋଇଥାଏ।ସେହିପରି ପ୍ରତ୍ୟେକ ବ୍ୟକ୍ତିଙ୍କ ନାମ ପଛରେ କିଛିନାକିଛି ନିଆରା ରହସ୍ୟ ରହିଥାଏ।ଓ ତାହା ସେମାନଙ୍କ ପରିଚୟକୁ ଅତ୍ୟନ୍ତ ଦୃଢୀଭୂତ କରିଥାଏ।ବିଭିନ୍ନ ପୁରାଣ ଓ ଗ୍ରନ୍ଥ ମଧ୍ୟରେ ଜ୍ୟୋତିଷ ଶାସ୍ତ୍ରର ସ୍ଥାନ ଅନନ୍ୟ ଅଟେ।ବୈଦିକ ଯୁଗରୁ ଜ୍ୟୋତିଷ ଶାସ୍ତ୍ର ମାନବ ଜୀବନକୁ ନିରନ୍ତର ସହାୟକ ହୋଇଆସିଛି।ଜ୍ୟୋତିଷ ଶାସ୍ତ୍ର ମାନବ ଜୀବନ ଶୈଳୀକୁ ଅନେକାଂଶରେ ସୁଗମ କରିଆସିଛି।ଏହାକୁ ମନୁଷ୍ୟ ଭାଗ୍ୟର ମୂଳଭିତ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।ଏହା ମନୁଷ୍ୟ ଜୀବନର ଅବିଛେଦ୍ୟ ଅଙ୍ଗ ରୂପେ ପ୍ରତିବିଦିତ ଓ ଏହା ଜୀବନକୁ ବିଭିନ୍ନ କ୍ଷେତ୍ରରେ ସହାୟ ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ର ଗ୍ରହ ଓ ନକ୍ଷତ୍ରଙ୍କ ଚଳନ ଉପରେ ପର୍ଯ୍ୟବେସିତ ହୋଇଥାଏ।ଏହା ଭବିଷ୍ୟତର ସମ୍ୟକ ସୂଚନା ଦେଇଥାଏ।ଭବିଷ୍ୟତରେ ଥିବା ବିପଦର ସମାଧାନରେ ବହୁତ ସାହାଯ୍ୟ ହୋଇଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଭାଗ୍ୟଚକ୍ରକୁ ୧୨ଗୋଟି ରାଶିରେ ବିଭକ୍ତ କରାଯାଇଛି।ଏହି ରାଶିଫଳ ନିଜର ଭାଗ୍ୟରେଖା ସହିତ ଜଡିତ ହୋଇଛି।ଓ ଏହା ବହୁତ ପରିମାଣରେ ସତ ମଧ୍ୟ ହୋଇଥାଏ।ତେଣୁ ନିମ୍ନରେ କୁମ୍ଭ ରାଶିର ବ୍ୟକ୍ତିଙ୍କର ଫ୍ରେବୃୟାରୀ ୨୮ ରେ ରାହୁଙ୍କ ଚଳନ ସମ୍ପର୍କରେ ବର୍ଣ୍ଣିତ ହୋଇଛି।

ସୂର୍ଯ୍ୟ ମାନ ସଂମାନ ଓ ଉଚ୍ଚକୋଟୀର ପ୍ରତୀକ ହୋଇଥାନ୍ତି।ରାହୁଙ୍କ ଚଳନ ଜୀବନରେ ବହୁତ ପ୍ରଭାବ ପକାଇଥାଏ।ରାହୁଙ୍କର ଶୁଭ ଚଳନ ଧନ ବୃଦ୍ଧି କରିବା ସହିତ ପିତାଙ୍କ ସହାୟତା ପ୍ରଦାନ କରିଥାଏ।କୁମ୍ଭ ରାଶିର ବ୍ୟକ୍ତି ମାନେ ବହୁତ ଉଚ୍ଚ ବ୍ୟକ୍ତିତ୍ବର ଅଧିକାରୀ ହୋଇଥାନ୍ତି।ଆଗାମୀ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହିତ ପ୍ରେମ ସମ୍ପର୍କ ମଧ୍ୟ ମଧୁମୟ ହେବ। ଏଥି ସହିତ ଆପଣଙ୍କୁ ସନ୍ତାନ ପ୍ରାପ୍ତିର ସୁଯୋଗ ରହିଛି।ଓ ଆପଣଙ୍କ ସନ୍ତାନର ଭବିଷ୍ୟତ ପାଇଁ ମଧ୍ୟ ଭଲ ସମୟ ଅଛି।

ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହା ପରିଶ୍ରମର ମାସ ଅଟେ।ଏକ ସକାରତ୍ମକ ଶକ୍ତି ଆପଣଙ୍କୁ ପରିଶ୍ରମ ନିମନ୍ତେ ପ୍ରେରଣା ଦାୟକ ହେବ।ଓ ଆପଣ କଠିନ ପରିଶ୍ରମ କରିବେ।ସୂର୍ଯ୍ୟ ସରକାରୀ କ୍ଷେତ୍ରର ସ୍ୱାମୀ ଅଟନ୍ତି।ସରକାରୀ ଚାକିରୀ କ୍ଷେତ୍ରରେ ମଧ୍ୟ ଆପଣ ବହୁତ ସଫଳତା ପାଇବେ ଓ ଲାଭବାନ ହେବେ।ବ୍ୟବସାୟୀ ମାନେ ମଧ୍ୟ ଉନ୍ନତି କରିବେ।ରାହୁଙ୍କର ଅବସ୍ଥିତି ଆପଣଙ୍କ ଦିନକୁ ବହୁତ ସୁଖପ୍ରଦ କରିବ।ଆଶା କରୁଛି ଏହା ଆପଣଙ୍କୁ ବହୁତ ପସନ୍ଦ ଆସିବ।ଓ ଆପଣଙ୍କ ପାଇଁ ସହାୟକ ହେବ।

Leave a Reply

Your email address will not be published. Required fields are marked *