ଗ୍ୟାସ ଚୁଲା ସଫା କରିବାର ତରିକା – ନିଶ୍ଚୟ ଏହି କଥା ଜାଣିରଖନ୍ତୁ ଓ ଦେଖନ୍ତୁ ଏଭଳି ଚମତ୍କାର…
ଖାଦ୍ୟ ହେଉଛି ଆମ ଜୀବନର ଆବଶ୍ୟକୀୟ ଅଙ୍ଗ।ବୈଦିକ ଯୁଗରୁ ଅତ୍ୟାଧୁନିକ ଯୁଗ ପର୍ଯ୍ୟନ୍ତ କାରିଗରୀ କୌଶଳର ସବୁଜ ବିକାଶ ହୋଇଛି।ବିଭିନ୍ନ କ୍ଷେତ୍ରରେ ବୁଦ୍ଧିର ଯଥେଷ୍ଟ ବିକାଶ ସାଧନ ହୋଇଛି।ଖାଦ୍ୟର ପ୍ରସ୍ତୁତି ନିମନ୍ତେ ମଧ୍ୟ ବିଭିନ୍ନ କୌଶଲର ଅବଲମ୍ବନ ହୋଇଛି।ଏହାର ବର୍ତ୍ତମାନ ଏକ ବିକଳ୍ପ ଅବଲମ୍ବନ ହେଉଛି ଗ୍ୟାସ ଚୁଲା।ଏହା ସମସ୍ତଙ୍କ ଘରେ ପ୍ରଚଳିତ ଓ ବିଦିତ।ଏଥିରେ ରୋଷେଇ କରିବା ସମସ୍ତଙ୍କ ପାଇଁ ସହଜ ସାଧ୍ୟ ହୋଇଛି।ଏହା ସମସ୍ତଙ୍କ ଜୀବନକୁ କରିଛି ସହକ, ସରଳ ଓ ଶୀଘ୍ର।
ଏଥି ସହିତ ପରିଷ୍କାର ପରିଚ୍ଛନ୍ନତା ମଧ୍ୟ ଜୀବନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ।ଖାଦ୍ୟ ଆମ ଶରୀର ପାଇଁ ଆବଶ୍ୟକ ହେଲେ ମଧ୍ୟ ଏହା କେତେ ପରିଷ୍କାର ଓ ସୁସ୍ଥ ତାହା ଆମ ପାଇଁ ବେଶି ଗୁରୁତ୍ୱପୂର୍ଣ୍ଣ।ଏକ ସୁସ୍ଥ ବାତାବରଣ ଏକ ସୁସ୍ଥ ସ୍ୱାସ୍ଥ୍ୟ ଦେଇଥାଏ।ତେଣୁ ଖାଦ୍ୟ ଯେତେ ପରିଷ୍କାରରେ ପ୍ରସ୍ତୁତ ହେବ।ତାହା ଆମ ଶରୀର ପାଇଁ ବେଶି ଉପକାରୀ ହେବ।ତେଣୁ ଖାଦ୍ୟ ପ୍ରସ୍ତୁତି ସମୟରେ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱାରୋପ କରିବା ଉଚିତ।
ଏଥିପାଇଁ ଗ୍ୟାସ ଚୁଲା ସଫା କରିବା ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।ଯାହା ଫଳରେ ଏକ ସୁସ୍ଥ ଓ ସ୍ୱଚ୍ଛ ବାତାବରଣରେ ଆମେ ଖାଦ୍ୟ ପ୍ରସ୍ତୁତ କରିପାରିବା।ଏହାକୁ ସଫା କରିବାର ଏକ ଘରୋଇ ଉପଚାର ହେଉଛି ଏକ ପାତ୍ରରେ କିଛି ଗରମ ପାଣି ନେବା।ଏଥିରେ କିଛି ଲେମ୍ବୁ ରସ ମିଶାଇବା।ଓ ଇନୋ ମିଶାଇବା।୧୦ ରୁ ୧୫ମିନିଟ ପରେ ଏହାକୁ କାଢ଼ିବା।ଓ ଏହା ଉପରେ ବାସନ ମଜା ଜେଲ ପକାଇ ବ୍ରସରେ ଏହାକୁ ଘଷିବା।ଆପଣ ଦେଖିବେ ଏହା ସମ୍ପୂର୍ଣ୍ଣ ସଫା ଓ ଜୀବାଣୁ ମୁକ୍ତ ହୋଇ ରହିବ।ଓ ଆପଣଙ୍କ ପାଇଁ ଉପକାରୀ ଓ ସ୍ୱାସ୍ଥ୍ୟପ୍ରଦ ଅଟେ।ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଜୀବନ ଅତିବାହିତ କରୁଥିବା ବ୍ୟକ୍ତି ଶାରୀରିକ ଓ ମାନସିକ ସ୍ତରରେ ଆତ୍ମସନ୍ତୋଷ ଲାଭ କରିଥାନ୍ତି।ଏକ ସୁସ୍ଥ ସ୍ୱାସ୍ଥ୍ୟ ସମସ୍ତଙ୍କ ପ୍ରୟୋଜନୀୟତାର କେନ୍ଦ୍ରସ୍ଥଳ ଅଟେ।
ସମାଜରେ ଯେକୌଣସି ସ୍ତରର ବ୍ୟକ୍ତି ହୁଅନ୍ତୁ ନା କାହିଁକି ସମସ୍ତେ ସବୁବେଳେ ସୁସ୍ଥ ରହିବାକୁ ଚାହାନ୍ତି ଓ ସୁସ୍ଥ ଖାଦ୍ୟର ଆବଶ୍ୟକ ମଧ୍ୟ କରନ୍ତି।ତେଣୁ ଏକ ସୁସ୍ଥ ସମାଜ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ୱାସ୍ଥ୍ୟର ଉଚିତ ଯତ୍ନ ନେବା ନିହାତି ଆବଶ୍ୟକ।ବର୍ତ୍ତମାନ ସମାଜ ଉନ୍ନତିର ଚରମ ସୀମାରେ ଉପନୀତ।ତେଣୁ ପ୍ରତ୍ୟେକ ଲୋକଙ୍କ ଜୀବନ ହୋଇଛି ବିଳାସ ତଥା ଅଳସ୍ୟତା ପୂର୍ଣ୍ଣ।ଅଳସ୍ୟତା ପୂର୍ଣ୍ଣ ଜୀବନ, ଆଧୁନିକ ଖାଦ୍ୟ ଓ ଅତ୍ୟାଧୁନିକ ଔଷଧ ଆଦିର ପ୍ରଭାବରେ ମନୁଷ୍ୟର ସୁସ୍ଥ ସ୍ୱାସ୍ଥ୍ୟ ହୋଇଛି ଅସନ୍ତୁଳିତ ଓ ବିଭିନ୍ନ ରୋଗର ବଶୀଭୂତ।
ଏକ ସୁସ୍ଥ ସ୍ୱାସ୍ଥ୍ୟ ଏକ ସୁସ୍ଥ ପରିବେଶ ତଥା ସୁସ୍ଥ ସମାଜ ଗଠନ ଅଭିମୁଖେ ପ୍ରୋତ୍ସାହିତ କରିଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ଏକ ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଜୀବନ ଅତିବାହିତ କରିବାର ପ୍ରୟୋଜନ ରଖିଥାନ୍ତି।ତେଣୁ ଏହାର ସଠିକ ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ।ବିଳାସ ବ୍ୟସନ ପୂର୍ଣ୍ଣ ଜୀବନ ବର୍ତ୍ତମାନ ଯୁଗରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର କାରଣ ହୋଇଥାଏ।ତେଣୁ ଏହାର ଠିକ ଭାବରେ ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।