ମୂଷା ଦୂର କରିବାର ଉପାୟ – ଏହି ଉପାୟ ଥରେ କରିଦେଲେ ମୂଷା ଆପଣଙ୍କ ଘରଠୁ ଅନେକ ଦୂର ଯାଏ ମଧ୍ୟ ଆସିବେ ନାହିଁ..
ସାଙ୍ଗମାନେ ଆଜି ଆମେ ଅପଣଙ୍କୁ ଏକ ପୁରା ଅଲଗା ପ୍ରକାରର ବାର୍ତା ଜଣାଇବୁ।ଆପଣ କିପରି ନିଜ ଘରେ ଥିବା ମୂଷାମାନଙ୍କୁ ଅପଣଙ୍କଘର ବାହାରକୁ ଛାଡିପାରିବେ।ଯଦି ଆପଣ ଚାହାନ୍ତି ଅପଣଙ୍କ ଘରକୁ ମୂଷା ନଆସେ ତେବେ ଆପଣ ଏହାକୁ ପୁରା ପଢନ୍ତୁ।ଆପଣ କେତେଥର ବଜାରରୁ ବହୁତ ଦାମୀକିଆ ବସ୍ତ୍ର କିଣିକି ଆଣନ୍ତି ଏବଂ ଆପଣ ଆଣିବାପରେ ତାହାକୁ ମୂଷାମାନେ କଟିଦିଅନ୍ତି।ଆଉ ଆପଣଙ୍କ ବହୁତ ଅଧିକ କ୍ଷତି ହୋଇଥାଏ।ଏବଂ କେତେଥର ମୂଷାମାନେ ରାତ୍ରି ସମୟରେ ମଧ୍ୟ ହଇରାଣ କରନ୍ତି। ରାତିରେ ଯେବେ ଆପଣଙ୍କୁ ନିଦ ଲାଗୁଥାଏ ତେବେ ମୂଷାମାନେ ଘରେପସି ବହୁତ ହଇରାଣ କରନ୍ତି।
ଆପଣ ବିଲକୁଲ ଚିନ୍ତାମୁକ୍ତ ହୋଇଯାନ୍ତୁ ଆପଣ ଏହି ଉପାୟର ବ୍ୟବହାର କରି ଦେଖିବେ ଆପଣଙ୍କ ଘର ଭିତରେ ଗୋଟେ ହେଲେ ମୂଷା ଦେଖାଯିବେ ନାହିଁ।ସାଙ୍ଗମାନେ ଆପଣ ଏହାକୁ ପ୍ରଥମରୁ ଶେଷ ଯାଏଁ ଦେଖନ୍ତୁ।ଚାଲନ୍ତୁ ଦେଖିବା।
ସର୍ବ ପ୍ରଥମେ ଆପଣଙ୍କୁ ଦରକାର ହେବ ମକାର ଅଟା।ଅପଣଙ୍କୁ ପ୍ରଥମେ ମକାର ଅଟା ନେବାର ଆଛି।ମନେ ରଖନ୍ତୁ ଆପଣଙ୍କୁ ଗହମ ଅଟା ଜାଗାରେ ମକାର ଅଟା ନେବାର ଅଛି।ମକାର ଅଟା ମୂଷାମାନଙ୍କୁ ବହୁତ ଭଲ ଲାଗିଥାଏ।ଏବଂ ସ୍ୱାଦିଷ୍ଟ ମଧ୍ୟ ଲାଗିଥାଏ।ଏଥିପାଇଁ ମୂଷାମାନେ ମକାର ଅଟାକୁ ବହୁତ ମଜାନେଇ ଖାଇଥାନ୍ତି।
ଆପଣ ଏଠାରେ ଏକ ପାତ୍ରରେ ଦୁଇ ଚାମଚ ମାତ୍ରାର ମକାର ଅଟା ନିଅନ୍ତୁ।ଏହାପରେ ଦ୍ୱିତୀୟ ପଦାର୍ଥ ନେବାର ଅଛି ନାଲି ଲଙ୍କାଗୁଣ୍ଡ।ନାଲି ଲଙ୍କା ଗୁଣ୍ଡ ମୂଷାଙ୍କର ସବୁଠାରୁ ବଡ ଶତ୍ରୁ ଅଟେ।ଯଦି ଆପଣ ଏହି ଦୁଇ ପଦାର୍ଥକୁ ମିଳାଇଦିଆନ୍ତି ଏବଂ ମୂଷା ଯେଉଁଠାରୁ ଆସନ୍ତି ସେଠାରେ ରଖନ୍ତି ତେବେ ଦେଖିବାକୁ ପାଇବେ ଯେ ମୂଷାମାନେ ଯେବେ ତାକୁ ଚାଖିବେ ତାହାପରେ ଘର ଭିତରେ ଦେଖାଦେବେ ନାହିଁ।
ଏହାକୁ ମିଳାଇ ଦିଅନ୍ତୁ ଏବଂ ଯଦି ମୂଷା ଝରକା ପାଖରେ ଆସନ୍ତି ତେବେ ଝରକା ପାଖରେ ରଖନ୍ତୁ।ଆଉ ଯଦି ଦୁଆର ପଟେ ଆସନ୍ତି ତେବେ ସେଠାରେ ରଖି ଦିଅନ୍ତୁ।ଏହାପରେ ଯେବେ ଏହାକୁ ମୂଷାମାନେ ଖାଇବେ ତାହାପରେ ଅପଣଙ୍କ ଘର ମଧ୍ୟକୁ ପ୍ରବେଶ କରିବେ ନାହିଁ।ଗୋଟେ ଥର ଖାଇବା ପରେ ମୂଷାଙ୍କର ଅପଣଙ୍କ ଘର ମଧ୍ୟକୁ ପ୍ରବେଶ କରିବା ପାଇଁ ଇଛା ମଧ୍ୟ ହେବ ନାହିଁ।ଯେତେବେଳେ ମୂଷା ଏହାକୁ ଚାଖିବା ଆରମ୍ଭ କରିବ ତେବେ ତାହାର ଗଳାରେ ଦରଜ ଏବଂ ଖରାସ ହେବ ଏବଂ ତୀବ୍ର ଜଳନ ମଧ୍ୟ ହେବ ଆଉ ସେ ସେଠାରୁ ଚାଲିଯିବେ।ଏହା ଚମତ୍କାରି ଉପାୟ।ଏହା ଦ୍ଵାରା ଆପଣ ଅତ୍ୟନ୍ତ ଲାଭବାନ ହୋଇପାରିବେ।ସର୍ବଦା ଧ୍ୟାନ ରଖନ୍ତୁ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଏହାକୁ ଆଉ ଥରେ ନିଶ୍ଚିତ ପଢନ୍ତୁ।