March 24, 2025

Odia Express

Leading Odia News Portal of Odisha

ଆଣ୍ଠୁ ଗଣ୍ଠି ଯନ୍ତ୍ରଣାର ଘରୋଇ ଉପଚାର – ବର୍ଷ ବର୍ଷ ର କଷ୍ଟ ହେଇଯିବ ଉଭାନ – ଆପଣାନ୍ତୁ ଏହି ଉପାୟ ଗୁଡିକ..

ଆପଣଙ୍କ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଯେତେ ପୁରୁଣା ହେଉ ନ କାହିଁକି କେବଳ ଗୋଟିଏ ରାତି ଏହାକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କୁ ବହୁତ୍ ଆରାମ ମିଳିବ।ଆଶା କରୁଛି ଆପଣ ମାନେ ସମସ୍ତେ ଭଲ ଥିବେ, ଆଜି ମୁଁ ଆପଣ ମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବାକୁ ଯାଉଛି ଯାହା ଦ୍ଵାରା ଆପଣ ମାନଙ୍କ ପୁରୁଣା ଆଣ୍ଠୁ ଗଣ୍ଠି ର ଯନ୍ତ୍ରଣା ଉପଶମ କରିପାରିବେ।ଆଣ୍ଠୁ ଯନ୍ତ୍ରଣା ହେଉ କି ଗଣ୍ଠି ଯନ୍ତ୍ରଣା ଯଦି ଏହା କାହାକୁ ହେଲା ତ ତାର ବୁଲିବା ଚାଲିବା ଅସମ୍ଭବ ହୋଇଯାଏ।ଆଉ ଏହାର କଷ୍ଟ ସେ ହିଁ କେବଳ କହିପାରିବ।କାରଣ ଏହି ରୋଗ ଯେତେବେଳେ ଜଣଙ୍କୁ ହୁଏ ତ ତାକୁ ବହୁତ୍ ଯନ୍ତ୍ରଣା ହୋଇଥାଏ।ପୁରୁଣା କାଳରେ କେବଳ ବୟସାଧିକ ବ୍ୟକ୍ତି ମାନଙ୍କୁ ଏହି ରୋଗ ହେଉଥିଲା କିନ୍ତୁ ଆଜିର ଦିନରେ ଏହି ସମସ୍ୟା ପ୍ରାୟ ସମସ୍ତଙ୍କୁ ହେଉଛି।

ଏହାର ମୁଖ୍ୟ କାରଣ ହେଉଛି ଖରାପ ଖାଦ୍ୟ ବ୍ୟବସ୍ଥା ,ଯଥା ଅଧିକ ଚର୍ବିଯୁକ୍ତ ଖାଦ୍ୟ ଯାହାଦ୍ଵାରା ଆମ ଶରୀରରେ ଗ୍ୟାସ ସୃଷ୍ଟି ହୁଏ। ଆମେ ବାହାର ର ତେଲ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଆମ କୋଲେଷ୍ଟରୋଲ ବଢ଼ିଥାଏ। ଆଉ ଦ୍ଵିତୀୟ କାରଣ ହେଉଛି ଖରାପ ଜୀବନ ବ୍ୟବସ୍ଥା ଓ ଶାରୀରିକ ବ୍ୟାୟାମ ର ଅଭାବ।ଠିକ୍ ସମୟ ରେ ଖାଇବା ପିଇବା ନ କରିବା ଦ୍ୱାରା ଜୀବନ ବ୍ୟବସ୍ଥା ରେ ପରିବର୍ତ୍ତନ ଆସିଥାଏ ଯାହା କୁ ସ୍ବାସ୍ଥ୍ୟ ପାଇଁ ହାନିକାରକ, ତ ଆଜି ମୁଁ ଆପଣଙ୍କୁ ଯାହା କହିବି ତାହା ବହୁତ୍ ପ୍ରଭାବ ଶାଳୀ, ତ ଯେବେ ଆପଣ ଏହାକୁ ପ୍ରୟୋଗକରିବେ ଆପଣଙ୍କୁ ବହୁତ୍ ଫାଇଦା ମିଳିବ ଯାହା ଆପଣ କେବେ ବି ଭାବି ନଥିବେ।

୧.ସର୍ବ ପ୍ରଥମେ ଆପଣଙ୍କୁ ଏକ ଖାଲି ପାତ୍ରରେ ଦୁଇ ଚାମଚ ସୋରିଷ ତେଲ ନେବାକୁ ପଡ଼ିବ କାରଣ ଏଥିରେ ବହୁତ୍ କଷ୍ଟ ନିବାରଣ କରିବାର କ୍ଷମତା ଥାଏ ଓ ସୋରିଷ ତେଲ ରେ ପ୍ରଚୁର ଆୟର୍ବେଦିକ ଗୁଣ ରହିଥାଏ ଓ ଏହା ଭରସା ଯୋଗ୍ୟ ଅଟେ,କିନ୍ତୁ ଧ୍ୟାନ ରଖିବେ ସୋରିଷ ତେଲ ଶୁଦ୍ଧ ହୋଇଥିବା ଆବଶ୍ୟକ।

୨.ଦ୍ଵିତୀୟରେ ଆପଣଙ୍କୁ ସେହି ପାତ୍ରରେ ୨ଚାମଚ୍ ମୁତାବକ ଅଦା ଗୁଣ୍ଡ ନେବାକୁ ପଡ଼ିବ କାରଣ ଅଦା ରେ ବହୁତ୍ ଗୁଣାତ୍ମକ ଜିନିଷ ରହିଥାଏ ଓ ଏହା ପୁରାତନ କାଳରୁ ବ୍ୟବହାର ହୋଇ ଆସୁଚି। ଅଦା ରେ ବହୁତ୍ ଆୟର୍ବେଦିକ ଗୁଣ ରହିଥାଏ। ଆପଣ କଞ୍ଚା ଅଦା କୁ ଶୁଖାଇ କରି ତାକୁ ଗୁଣ୍ଡ ମଧ୍ୟ କରି ପାରିବେ ଓ ତାପରେ ଆପଣଙ୍କୁ ସେହି ପେଷ୍ଟକୁ ମିଶାଇବାକୁ ପଡ଼ିବ।

ଶେଷରେ ଆପଣଙ୍କୁ ଏହି ଲେପରେ କିଛି ଆଣ୍ଠୁ ଉପରେ ଭଲ ଭାବରେ ଶୁଖାଇ କରି ଏକ କପଡା ସହାୟତା ରେ ବାନ୍ଧି ଘୋଡାଇ ଦେବେ।ଏହି କପଡାକୁ ପରଦିନ ସକାଳେ ଖୋଲିବା ପରେ ଉଷୁମ ପାଣିରେ ଧୋଇ ଭଲ ଭାବରେ ଧୋଇ ଦେବେ ଓ ଦେଖିବେ ଆପଣଙ୍କ ଯନ୍ତ୍ରଣା କମିଯିବ ,ଯଦି ଆପଣଙ୍କ ଯନ୍ତ୍ରଣା ଅଧିକ ହେଉଥାଏ ତ ଆପଣଙ୍କୁ ଏହାକୁ ୧୦ ଦିନ ଏହିପରି କରିବାକୁ ପଡ଼ିବ ତ ଦେଖିବେ ଆପଣଙ୍କ କଷ୍ଟ ପୁରା ଲାଘବ ହୋଇଯିବ।ଏହାକୁ ନିୟମିତ ଭାବେ କରିବା ଦ୍ୱାରା ଆପଣଙ୍କ ଆଣ୍ଠୁ ଗଣ୍ଠି ରେ ଅଦ୍ଭୁତ ପୂର୍ବ ପରିବର୍ତ୍ତନ ଆସିବ। ଆଶା କରୁଛି ଏହି ଲେଖା ଆପଣକଂ କାମରେ ଆସିବ।

Leave a Reply

Your email address will not be published. Required fields are marked *