ଆଜିର ସବୁଠୁ ମଜାଦାର ପଜଲ – ଅପଣଙ୍କ ସାମ୍ନାରେ ଏକ ଚିତ୍ର ଦେଖାଯାଇଛି ଏହି ଚିତ୍ରରେ ପ୍ରଥମେ ଏକ ଗାଈ ଅଛି ଏବଂ ଦ୍ୱିତୀୟ ଚିତ୍ର ରେ ଏକ ଗଛକୁ ଅଛି – ତେବେ ଝିଅଟିର ନାମ କଣ ଅଟେ?ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ..

ବାଳକର ନାମ କୁହନ୍ତୁ?ଏହାକୁ ଖାଲି ବୁଦ୍ଧିମାନ ବ୍ୟକ୍ତି ବତାଇପାରିବେ ଏଠାରେ ଆମେ ଆପଣଙ୍କୁ କିଛି କୌତୁହଳପୂର୍ଣ ଚିତ୍ର ପ୍ରହେଳିକା ଜଣାଇବୁ।ଯାହାର ଉତ୍ତର ଆପଣଙ୍କୁ ୧୦ସେକେଣ୍ଡ ମଧ୍ୟରେ ଦେବାର ଅଛି।ଯଦି ଆପଣ ୧୦ ସେକେଣ୍ଡ ମଧ୍ୟରେ ଠିକ ଉତ୍ତର ଦେବେ ତେବେ ଆପଣଙ୍କୁ ବୁଦ୍ଧିମାନ ବୋଲି ଘୋଷଣା କରାଯିବ।ଅପଣଙ୍କ ଉତ୍ତର ନିଶ୍ଚିତ ଜଣାନ୍ତୁ।ଚଳାନ୍ତୁ ତେବେ ଆରମ୍ଭ କରିବା।
ପ୍ରହେଳିକା ୧. ସାଙ୍ଗମାନେ ଆପଣଙ୍କ ସାମ୍ନାରେ ଏକ ଚିତ୍ର ଦେଖାଯାଇଛି ଏବଂ ଏହାକୁ ଦେଖିକି ଅପଣଙ୍କୁ ଏକ ମିଠାର ନାମ ବତେଇବାର ଅଛି। ଅପଣଙ୍କ ସାମ୍ନାରେ ଏକ ଵୃକ୍ଷ ଏବଂ ଏକ ଇଂରାଜୀ ଅକ୍ଷର A ରଖା ଯାଇଛି।ଏବେ ୧୦ ସେକେଣ୍ଡ ମଧ୍ୟରେ ଆପଣଙ୍କୁ ଏକ ମିଠାର ନାମ ବତେଇବାର ଅଛି।
ଏହାର ଠିକ ଉତ୍ତର ହେଉଛି ପେଡା।ଆପଣଙ୍କୁ ପ୍ରଥମ ଚିତ୍ରରେ ଗଛ ଦେଖାଯାଇଛି ଯାହାର ହିନ୍ଦୀ ଅନୁବାଦ ହେଉଛି ପେଡ।ଏବଂ ଦ୍ୱିତୀୟ ଚିତ୍ରରେ ‘A’ ଦେଖାଯାଇଛି ଯାହାର ହିନ୍ଦୀ ଅନୁବାଦ ହେଉଛି ‘ଆ’।ଏହିଭାବରେ ମିଶାଇ ଦେଖିଲେ ଏହାର ଉତ୍ତର ହେବ ପେଡା।
ପ୍ରହେଳିକା ୨. ଏକ ନାଲି ଡବା ରେ ଅଛି ହଳଦିଆ ଖାଦ୍ୟ।ଖାଦ୍ୟରେ ଅଛି ମୋତିର ଦାନା।ତେବେ ବତାନ୍ତୁ ଏହା କଣ?
ଏହି ପ୍ରଶ୍ନର ଉତ୍ତର ହେବ ଡାଲିମ୍ବ।କାରଣ ଡାଲିମ୍ବର ବାହାର ଆବରଣ ନାଲି ରଙ୍ଗର ଅଟେ ଏବଂ ଏହା ମଧ୍ୟରେ ଡାଲିମ୍ବ ମଞ୍ଜିଥାଏ।
ପ୍ରହେଳିକା ୩. ସାଙ୍ଗମାନେ ଅପଣଙ୍କ ସାମ୍ନାରେ ଏହା ଏକ ଚିତ୍ର ଦେଖାଯାଇଛି ଏହି ଚିତ୍ରରେ ପ୍ରଥମେ ଏକ ଗାଈ ଅଛି।ଏବଂ ଦ୍ୱିତୀୟ ଚିତ୍ର ରେ ଏକ ଗଛକୁ ଦେଖାଯାଇଛି।ଏଠାରେ ଆପଣଙ୍କୁ ଏକ ଝିଅର ନାମ କହିବାର ଅଛି।
ଏହି ପ୍ରହେଳିକାର ଠିକ ଉତ୍ତର ହେବ ଗାୟତ୍ରୀ।ପ୍ରଥମ ଚିତ୍ରରେ ଆପଣଙ୍କୁ ଗାଈ ଦେଖା ଯାଇଛି।ଏବଂ ଦୂତୀୟ ଚିତ୍ରରେ ଗଛ ଦେଖାଯାଇଛି ଯାହାର ଇଂରାଜୀ ଅର୍ଥ ହେଉଛି ଟ୍ରି।ଏହାକୁ ମିଶାଇ ଲେଖିଲେ ଏହାର ଉତ୍ତର ହେବ ଗାୟତ୍ରୀ।
ପ୍ରହେଳିକା ୪.ତିନି ଅକ୍ଷର ନାମ ଅଛି।ଏହାକୁ ଆଗରୁ କିମ୍ବା ପଛରୁ ପଢ଼ିଲେଏହାର ଅର୍ଥ ସମାନ ଆସିଥାଏ।ତେବେ କୁହନ୍ତୁ ଏହା କଣ ହେବ।ଏହାର ଉତ୍ତର ବହୁତ ସହଜ।ଦେଖାଯାଉ କେତେଜଣ ଠିକ ଉତ୍ତର ଦେଇପାରୁଛନ୍ତି।
ଏହି ପ୍ରହେଳିକାର ଉତ୍ତର ହେବ ଜାହାଜ।
ପ୍ରହେଳିକା ୫.ସାଙ୍ଗମାନେ ଆପଣଙ୍କ ସାମ୍ନାରେ ଏକ ଚିତ୍ର ରଖା ଯାଇଛି ଯାହାକୁ ଦେଖି ଆପଣଙ୍କୁ ଏକ ବାଳକର ନାମ ବତାଇବାର ଅଛି।ଏଠାରେ ପ୍ରଥମ ଚିତ୍ରରେ ଓଁ ଏବଂ ଦୂତୀୟ ଚିତ୍ରରେ ଏକ କାର ଦେଖାଯାଇଛି।
ଏହି ପ୍ରହେଳିକାର ଠିକ ଉତ୍ତର ହେବ ଓଁମକାର।ପ୍ରଥମ ଚିତ୍ରରେ ଆପଣଙ୍କୁ ଓଁ ଦେଖାଯାଇଛି ଏବଂ ଦୂତୀୟ ଚିତ୍ରରେ କାର ଦେଖାଯାଇଛି।ତେବେ ଏହାକୁ ମିଶାଇ ଉତ୍ତର ହେବ ଓଁମକାର।
ପ୍ରହେଳିକା ୬.ବିନା ତେଲରେ ଜଳେ ଆଉ ବିନା ପାଦରେ ଚାଲେ ଅନ୍ଧାରକୁ ଚିରିକରି ଚାରିଆଡେ ଆଲୋକ ପ୍ରଦାନ କରେ।ବଟାନ୍ତୁ ଏହାର ଉତ୍ତର କଣ ହେବ।
ଏହାର ଠିକ ଉତ୍ତର ହେବ ସୂର୍ଯ୍ୟ।
ପ୍ରହେଳିକା ୭.ସାଙ୍ଗମାନେ ଏଠାରେ ଏକ ଚିତ୍ର ଦେଖାଯାଇଛି।ଏବଂ ଅପଣଙ୍କୁ ଏକ ଗୀତର ନାମ କହିବାର ଅଛି।ପ୍ରଥମ ଚିତ୍ରରେ ତିନୋଟି ଲୋକ ଏବଂ ଦୂତୀୟ ଚିତ୍ରରେ ଏକ ହାତୀ ଦେଖାଯାଇଛି।ଦେଖାଯାଉ କେତେଜଣ ଏହି ପ୍ରହେଲିର ଉତ୍ତର ଦେଇପାରୁଛନ୍ତି।
ଏହାର ଉତର ହେଉଛି ଚାଲ ଚାଲ ଚାଲ ମୋର ହାତୀ।ଏହି ଫୋଟୋରେ ଆପଣଙ୍କୁ ଚାଲୁଥିବା ତିନି ଲୋକ ଦେଖାଯାଉଥିବେ ଏବଂ ଏକ ହାତୀ ଦେଖିପାରୁଥିବେ।ତ ଏହିପରି ମିଳାଇକି ଏହାର ଉତ୍ତର ହେବ ଚାଲ ଚାଲ ଚାଲ ମୋର ହାତୀ।
ପ୍ରହେଳିକା ୮.ବାହାରୁ ସବୁଜ ଭିତରୁ ହଳଦିଆ ମୋତିର ଦାନା।ଲୋକମାନେ ତାହାର ଦିବାନା ତେବେ ବତାନ୍ତୁ ଏହାର ଉତ୍ତର କଣ? ହେବ।ଦେଖାଯାଉ କେତେଜଣ ଠିକ ଉତ୍ତର ଦେଇପାରୁଛନ୍ତି।
ଏହି ପ୍ରହେଲିକାର ଠିକ ଉତର ହେଉଛି ମକା।