March 18, 2025

Odia Express

Leading Odia News Portal of Odisha

ଦୁଇ ସେକେଣ୍ଡରେ ଜାଣନ୍ତୁ କର୍ପୁରର ସତ୍ୟତା, ଅସଲି କି ନକଲି – ଏହି ଉପାୟ ଆଜି ଜାଣିରଖନ୍ତୁ – କେବେ ମଧ୍ୟ କାମରେ ଆସିପାରେ..

କର୍ପୁରର ପ୍ରୟୋଗ ପୂଜା ପାଠ ପାଇଁ ହୋଇଥାଏ।ଏହାକୁ ମନ୍ଦିରରରେ ଜଳାଯାଇ ଥାଏ ଏବଂ ନିଜ ଘରେ ମଧ୍ୟ ଜଳା ଯାଇଥାଏ।କର୍ପୁରର ପ୍ରୟୋଗ ବହୁତ ସବୁ ଔଷଧ ତିଆରି କରିବାରେ ହୋଇଥାଏ।ବହୁତ ଘରୋଇ ଉପଚାରକୁ ତିଆରି କରିବା ପାଇଁ କର୍ପୁରର ପ୍ରୟୋଗ ହୋଇଥାଏ।ସେଠି ପାଇଁ ଆପଣଙ୍କୁ ସାବଧାନ ରହିବ ଉଚିତ କି ଅସ୍ପନ ଯେଉଁ କର୍ପୁର ଆପଣଙ୍କ ଚୁଟି ପାଇଁ ଚେହେରା ପାଇଁ ଏହା ଅସଲି ଅଟେ କିମ୍ବା ନକଲି।କର୍ପୁରକୁ ବ୍ୟବହାର କରିବା ପାଇଁ କର୍ପୁର ସିଂଥେଟିକ ଥାଏ ରହିଥାଏ। ଏହା ଦ୍ୱାରା ତିଆରି ହୋଇ ଥିବା କର୍ପୁର ନକଲି ହୋଇଥାଏ। କର୍ପୁରକୁ କିପରି ତିଆରି କରାଯାଏ ଏବଂ ଏହି ତିନି ଟି ଉପାୟରେ କିପରି ହୋଇଥାଏ।ଏହି କଥା ଆପଣ ଆପଣଙ୍କ ସାଙ୍ଗ ମାନଙ୍କ ବନ୍ଧୁ ମାନଙ୍କୁ କହି ପାରିବେ ଯାହା ସମ୍ସଏ ଜାଣି ପାରିବେ ଏହା ବିଷୟରେ।

ଯାହା ଦ୍ୱାରା ସେମାନେ ଜାଣିବେ କି ଆପଣ ଯେଉଁ କର୍ପୁରକୁ ବ୍ୟବହାର କରୁଛନ୍ତି ତାହା ଅସଲି କି ନକଲି। ଏଠାରେ ଦୁଇ ଟି ପ୍ରକାର କର୍ପୁର ରହିଛି। ଏହାକୁ ଜାଣିବା ପାଇଁ ସବୁଠୁ ପ୍ରଥମ ଜିନିଷ ହେଉଛି ତିଆରି କିପରି ହେଇଛି। ଯାହା ଭିତରେ ସିଂଥେଟିକ ବ୍ୟବହାର ହୋଇ ଥିବା ତାହା ବହୁତ ଜଲଦି ଭାଙ୍ଗିବ ନାହିଁ।ଏହାକୁ ଭାଙ୍ଗିବା ପାଇଁ ବହୁତ ବଳ ପ୍ରୟୋଗ କରିବାକୁ ପଡିବ।ତଟିଆ ରେ ଯେଉଁ କର୍ପୁର ଥିଲା ତାହାକୁ ଭାଙ୍ଗିକି ଦେଖିବା।ଏହା ବହୁତ ଜଲଦି ଭାଙ୍ଗି ଗଲା ଏହାର ଅର୍ଥ ସିଂଥେତିକ ର ବ୍ୟବହାର ହୋଇ ନାହିଁ।ଆଉ ଗୋଟିଏ କର୍ପୁରକୁ ଭାଙ୍ଗିବା ପାଇଁ ବହୁତ ବଳ ଲାଗିଲା।ଏହାର ଅର୍ଥ ସିଂଥେଟିକ ର ବ୍ୟବହାର ହୋଇଛି।ଆଉ ଗୋଟିଏ ଉପାୟ ହେଉଛି ଦୁଇଟି କର୍ପୁରକୁ ରଙ୍ଗ ଦେଖନ୍ତୁ।ଯେଉଁ କର୍ପୁରର ରଙ୍ଗ ପୁରା ଧଳା ଦେଖା ଯିବା ତାହା ସିଂଥେଟିକ ଅଟେ ଏବଂ ଯାହାର ରଙ୍ଗ ଧଳା ଦେଖା ଯିବନି ତାହା ଅସଲି ଅଟେ।

ଏହା ସହିତ ଆପଣଙ୍କୁ ଏଥିରେ ତୃତୀୟ ଉପାୟଟି ଆପଣଙ୍କୁ ଜାଣିବାକୁ ପଡିବ। ଏହାକୁ ଦେଖିବା ପାଇଁ ଆପଣ ନିଅନ୍ତୁ ଦୁଇଟି ତଟିଆ।ଏହା ମାଟିର ହେବ ଦରକାର।ଏହି ଦୁଇଟି ରେ ଆପଣ ଦୁଇଟି ଅଲଗା ଅଲଗା କର୍ପୁର ତାପରେ ଏହି ଦୁଇଟି କୁ ଆମେ ଜଳେଇବା।ଯାହା ଜଲଦି ଜାଳି ଯିବା ଏବଂ ଜାଳି ସରିଲା ପରେ ହଳଦିଆ ହୋଇ ଯାଏ ତାହା ଅସଲି ଅଟେ ଏବଂ ଅନ୍ୟ କର୍ପୁରଟି ନକଲି ଅଟେ।ଦେଖନ୍ତୁ ଏହାକୁ ଆପଣ ଜାଳନ୍ତୁ। ଏହାର ଅର୍ଥ ହେଉଛି ହେଉଛି ଆପଣ ଜାଣି ପାରିବେ କି ଏହା ଅସଲି କି ନକଲି।ଦେଖନ୍ତୁ ଦୁଇଟି ଯାକ ଜଳୁଛି ଏହା ଜଳିବା ପରେ ଦେଖିବେ କଣ ହେବ।ଏହାକୁ ଜଳେଇବା ପରେ ଏହାକୁ ଦେଖନ୍ତୁ।ଏହା ଜଳିବା ପରେ କିଛି ବଂଚି ଥିବାର ଦେଖା ଯିବା।

ଏହା ଆଉ ଗୋଟିଏ କର୍ପୁର ପୁରା ଜାଳି ଯାଉଛି।କିଛି ଦେଖା ଯାଉନି।ଏହି କର୍ପୁର ଯେତେବେଳେ ଜଳିଯାଏ କିଛି ବଂଚେ ନାହିଁ ନାହିଁ କିନ୍ତୁ ଅନ୍ୟ ଟି ବଂଚିଥାଏ।ଆପଣ ଦେଖି ପାରିବେ ଏହା ବହୁତ ସହଜରେ ଜାଣି ପାରିବେ ଆପଣ ଯେଉଁ କର୍ପୁର ବ୍ୟବହାର କରୁ ଛନ୍ତି ତାହା ଅସଲି ଅଟେ କି ନକଲି।ଏହି ଉପାୟ ଆପଣ ନିଜେ କରିକି ଦେଖନ୍ତୁ ଏବଂ ଜଣାନ୍ତୁ।

Leave a Reply

Your email address will not be published. Required fields are marked *