ଚାଲନ୍ତୁ ଜାଣିବା ବିଛା ରାଶିର ସବୁଠୁ ଭଲ ଏବଂ ଖରାପ ଜୀବନସାଥୀ ବିଷୟରେ – ବିଛା ରାଶିର ଲୋକ ନିଶ୍ଚୟ ପଢନ୍ତୁ..

ବିଛା ରାଶି ସହ ମେଷ ରାଶିର ଯୋଡି ଏକ ଭଲ ଯୋଡି ହୋଇ ନଥାଏ।ଏହି ଯୋଡି ବିଭାହ କଲେ ଅଧିକ ଦିନ ସେହି ସମ୍ପର୍କରେ ତିଷ୍ଠି ରହି ପାରନ୍ତିନି।ଏହି ରାଶି ମଧ୍ୟରେ ବିରୋଧାଭାଗ ଥିବାରୁ ଏମାନଙ୍କ ମଧ୍ୟରେ ଅଧିକ ମତାନ୍ତର ହୋଇଥାଏ।୨.ବିଛା ରାଶି ସହ ବିଛା ରାଶିର ଯୋଡି ଏକ ଭଲ ଯୋଡି ହୋଇଥାଏ।ଏମାନଙ୍କ ମଧ୍ୟରେ ଠିକ ବୁଝା ବୁଣା ରହିଥାଏ।ବିଛା ରାଶି ଆକର୍ଷିତ ହୋଇ ଥିବାରୁ ଏହି ରାଶି ରାଶି ମଧ୍ୟରେ ହୋଇଥାଏ ।ଏହି ଯୋଡି ସୁଖୀ ଜିପନ ଯାପନ କରନ୍ତି।୩.ବିଛା ରାଶି ସହ ମିଥୁନ ରାଶିର ଯୋଡି ବହୁତ ଭଲ ହୋଇଥାଏ।ଏହି ଯୋଡି ଦୁହେଁ ପରଷ୍ପରକୁ ବହୁତ ଭଲ ଭାବେ ବୁଝନ୍ତି ଯାହାଦ୍ୱାର ଏମାନଙ୍କ ମଧ୍ୟରେ ପ୍ରେମ ମଜବୁତ ହୋଇଥାଏ।ଏହି ଦୁଇ ରାଶିର ଲୋକ ବହୁତ ବୁଦ୍ଧିମାନ ହୋଇଥାନ୍ତି।ଏବଂ ଏମାନଙ୍କ ସମ୍ପର୍କ ବହୁତ ଦିନ ପର୍ଯ୍ୟନ୍ତ ତିଷ୍ଠି ରୁହେ।
୪.ବିଛା ରାଶି ଏବଂ କର୍କଟ ରାଶି ମଧ୍ୟ ଏକ ଭଲଯୋଡି ହୋଇଥାନ୍ତି।ଏମାନେ ଦୁହିଁ ଜଣ ମିଶି ବଡ ବଡ ସମଷୟର ସମାଧାନ ବହୁତ ସହଜରେ କରିବାରେ ସଫଳ ହୋଇଥାନ୍ତି।ଏମାନଙ୍କ ମଧ୍ୟରେ ଭଲ ବୁଝାବୁଣା ରହିଥିବାରୁ ଏମାନେ ସାରା ଜୀବନ ସୁଖୀ ଜୀବନ ବିତାଇ ଥାଆନ୍ତି।
୫ ବିଛା ରାଶି ଏବଂ ସିଂହ ରାଶିର ଯୋଡିକୁ ଭଲ ଯୋଡି କୁହା ଯାଇ ପାରିବ ନାହିଁ।ଏହି ରାଶି ରାଶି ମଧ୍ୟରେ ଶତ୍ରୁତା ଭାବ ରହିଥିବାରୁ ଏହି ରାଶି ମଧ୍ୟରେ ବହୁତ ମତାନ୍ତର ହୋଇଥାଏ କିନ୍ତୁ ଏମାନେ ଯଦି ନିଜ ସମ୍ପର୍କ ଉପରେ ଧ୍ୟାନ ତେବେ ତା ସବୁ ଠିକ ହୋଇ ଯାଇ ପାରେ
୬.ବିଛା ରାଶି ଏବଂ କନ୍ୟା ରାଶିର ଯୋଡି ଏକ ସାମାନ୍ୟ ଯୋଡି ହୋଇଥାଏ।ଯଦି କନ୍ୟା ରାଶି ର ବ୍ୟକ୍ତି ନିଜ ଦାୟୀତ୍ୱ ହୀନତା ଏବଂ ବିଛା ରାଶିର ନିଜ ରାଗକୁ ନିୟନ୍ତ୍ରଣ କରିପାରିବେ ତେବେ ଏହି ଯୋଡି ସୁଖୀ ଜୀବନ ଯାପନ କରି ପାରିବେ।
୭.ବିଛା ରାଶି ଏବଂ ତୁଳା ରାଶିର ଯୋଡି ବହୁତ ଭଲ ଯୋଡି ହୋଇଥାଏ।ଯେମିତି ଜଳ ବାୟୁର ସମ୍ପର୍କ ରହିଥାଏ ସେମିତି ଏହି ଯୋଡି ମଧ୍ୟ ସେହିପରି ସମ୍ପର୍କ ରହିଥାଏ।ତେଣୁ ଏହି ଯୋଡି ସୁଖୀ ଜୀବନ ଜାପାନ କରନ୍ତି।
୮.ବିଛା ରାଶି ଏବଂ ଧନୁ ରାଶିର ଯୋଡି ଭଲ ହୋଇ ନଥାଏ।ଏମାନଙ୍କ ବିଚାର ପରସ୍ପର ଠୁ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ।ଯେଉଁଠି ପାଇଁ ଏମାନଙ୍କ ମଧ୍ୟରେ ଭୁଲ ବୁଝାବୁଣା ରହିପାରେ ନାହିଁ।ଯଦି ଧନୁ ରାଶିର ବ୍ୟକ୍ତି ବିଛା ରାଶିର ବ୍ୟକ୍ତି ପାଖରେ ସଂପ୍ରସିତ ହୋଇଯିବେ ତ ଏମାନଙ୍କ ସମ୍ପର୍କ ଠିକ ହୋଇଯିବ।
୯.ବିଛା ରାଶି ଏବଂ ମକର ରାଶିର ଯୋଡି ମଧ୍ୟ ଏକ ଭଲ ଯୋଡି ମଧ୍ୟ ଏକ ଭଲ ଯୋଡି ବୋଲି ମଣାଯାଏ।ଏହି ଯୋଡ଼ିରେ ବିଚାରାଶିର ବ୍ୟକ୍ତି ସବୁବେଳେ ମକର ରାଶିର ବ୍ୟକ୍ତି ପାଖରେ ଆଶ୍ରିତ ହୋଇ ରହି ଥାଏ।ଏବଂ ମକର ରାଶିର ବ୍ୟକ୍ତି ସବୁ ସୁଖ ସୁବିଧା ଦେବାରେ ସକ୍ଷମ ହୋଇଥାଏ।
୧୦.ବିଛା ରାଶି ଏବଂ କୁମ୍ଭ ରାଶିର ଯୋଡି ଏକ ଭଲ ଯୋଡି ହୋଇ ନଥାଏ।ଏହି ରାଶି ମଧ୍ୟରେ ଶତ୍ରୁତା ଭାବ ରହିଥାଏ।ସେଥିଲାଗି ଏମାନେ ଅଧିକ ଦିନି ତିଷ୍ଠି ପାରନ୍ତି ନାହିଁ ।
୧୧.ବିଛା ରାଶି ଏବଂ ମୀନ ରାଶି ର ଯୋଡି ଏକ ଭଲ ଯୋଡି ହୋଇଥାଏ।ଏହି ଯୋଡି ଅନ୍ୟ ଜଣକ ଖୁସିକୁ ଗୁରୁତ୍ୱ ଦେଇଥାନ୍ତି।ଯାହାକି ଫଳରେ ଏମାନଙ୍କ ମଧ୍ୟରେ ଭଲ ବୁଝାବୁଣା ରହିଥାଏ।ସେଥିଲାଗି ଏମାନେ ଖୁସିରେ ଜୀବନ ଯାପନ କରନ୍ତି।