February 13, 2025

Odia Express

Leading Odia News Portal of Odisha

ଏହି ୫ଟି ଜିନିଷ ଖାଇଲେ କିଡନୀରେ ଷ୍ଟୋନ ହୋଇଥାଏ – ଭୁଲରେ ବି ଏହି ଜିନିଷ ଗୁଡିକୁ ଖାଆନ୍ତୁ ନାହିଁ…

ଆଜିକା ଜୀବନରେ ଆମେ ସମସ୍ତେ କିଛି ଖାଦ୍ୟ ଖାଇଥାନ୍ତି।ଯାହାକି ଆମ ପାଇଁ ଦିନେ କ୍ଷତିକରି ସାବ୍ୟସ୍ତ ହୋଇଥାଏ।ଯାହାକୁ ଖାଇବାପରେ ଆମ ଦେହ ଖରାପ ହୋଇଯିବାର ସୁଯୋଗ ରହିଥାଏ।ଖାଲି ଖାଦ୍ୟ ନୁହଁ ବରଂ ଅଲଗା ଜିନିଷ କିଛି ଖାଇବାରେ ବା ଅଲଗା କିଛି କାରଣ ଯୋଗୁ ଆମ ଦେହ ଭଲ ରହେନାହିଁ।ସେଥିମଧ୍ୟରୁ କିଡନୀ ଷ୍ଟୋନ ଅନ୍ୟତମ।

ଷ୍ଟୋନ ବା ପଥର ଯେତେବେଳେ ଆମ ପେଟରେ ହୋଇଥାଏ କିନ୍ତୁ ଏହା ଜଣା ନଥାଏ କିନ୍ତୁ ଯେତେବେଳେ ଏହା ଆମକୁ ଦରଜ ଲାଗେ ବା ଯେତେବେଳେ ଆମକୁ ଯନ୍ତ୍ରଣା ହୋଇଥାଏ ସେତେବେଳେ ଆମେ କିଡନୀ ବିଷୟରେ ସଚେତନ ହେଇଥାଉ।ଏହା ବିଭିନ ପ୍ରକାର ଫାଷ୍ଟ ଫୁଡ଼ ଖାଦ୍ୟ ଖାଇବା ଦ୍ୱାରା ହୋଇଥାଏ।ପରିସ୍ରାରକୁ ଅଧିକ ସମୟ ଚାପିବାରେ,ଲୁଣ ଅଧିକ ଖାଇବା ଫଳରେ ଆମ ଶରୀରର ପେଟ ଭିତରେ ପଥର ଜାତ ହୋଇଥାଏ।ଯାହା ଆମକୁ ବହୁତ ଯନ୍ତ୍ରଣା ଦିଏ।ଯାହା ବି ହୋଉ ବେସିକରି ଏହା ଖାଦ୍ୟ ପାଇଁ ଅଧିକ ହୋଇଥାଏ।

ବେଳେବେଳେ ଏହି ପଥର ଗୁଡିକ ଅଟେ ଛୋଟ ହୋଇଥାଏ ଯେ ଏହା ଆମର ପରିସ୍ରା ନଳି ଦେଇ ଚାଲିଆସେ।ଏହା ସାଧାରଣତଃ ୨୫ରୁ ୩୦ ବର୍ଷ ମଧ୍ୟରେ ଥିବା ବ୍ୟକ୍ତିଙ୍କୁ ହୋଇଥାଏ।ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମକୁ କିଛି ଖାଦ୍ୟକୁ ବିଲକୁଲ ମନା କରିବାକୁ ହେବ।

ଯଦି ଆପଣ ଜଣେ କିଡନୀ ରୋଗୀ ହୋଇଥାନ୍ତି ତାହେଲେ ଏହି ଖାଦ୍ୟକୁ ଆମକୁ ମାନକରିବାକୁ ହବ ଅର୍ଥାତ ଏହାକୁ ଆମ ଖାଦ୍ୟ ଶୃଙ୍ଖଳାରୁ ହଟାଇବାକୁ ପଡିବ।ସବୁବେଳେ ଆମକୁ ଆମିଷ ଖାଦ୍ୟ ତଥା ମାଛ,ମାଂଶ ଓ ବିଭିନ ଥଣ୍ଡା ଜାତୀୟ ଜିନିଷ ଯଥା କିଛି କୋଲଡ୍ରିଂକ୍ସ ଓ ଅଲଗା ଖାଦ୍ୟକୁ ଖାଇବା ଅନୁଚିତ।ଯଦି ଆପଣଙ୍କୁ ଏହା କିଛି ଅଲଗା ପ୍ରକାର ପଥର ଜାତ ହୋଇଥାଏ।ତାହେଲେ ଆପଣଙ୍କୁ କଲରା,ବାଇଗଣ,ଚାହା,କୋବି,ଚକଲଟେ,ସୋୟାବିନ ଅନ୍ୟ ମିଠା ଜାତୀୟ ଖାଦ୍ୟକୁ ଖାଇବା ଅନୁଚିତ।ଭିଟାମିନ ସି ଜାତୀୟ ଖାଦ୍ୟ ଖାଇଲେ ମଧ୍ୟ ଆପଣଙ୍କୁ ଏଥିରୁ ମୁକ୍ତି ମିଳେ ନାହିଁ।

ଏହା ଛଡା ଆପଣ ଯଦି ସୋଡିଉମ ଜାତୀୟ ଖାଦ୍ୟ ଅଧିକ ଖାଉଛନ୍ତି ତାହେଲେ ଏହା ଅପଣଙ୍କ ପାଇଁ ବହୁତ କ୍ଷତିକରି ଅଟେ।ଏହାକୁ ପୁରାପୁରି ଭାବରେ ଅବହେଳା କରନ୍ତୁ।ସୋଡିଉମ ଅର୍ଥାତ ଲୁଣ ଅଧିକ ଖାଇଲେ କିଡନୀରେ ଷ୍ଟୋନ ହବାର ସୁଯୋଗ ରହିଥାଏ।ଏହା ଛଡା ଡ଼ବାରେ ବନ୍ଦ ଥିବା ଖାଦ୍ୟ ମଧ୍ୟ ଖାଇବା ଉଚିତ ନୁହଁ।ଯେତେ ପାରିବେ ଏହା ସହ ଦୂରତା ବନେଇକି ରଖନ୍ତୁ।

ଆମ ଶରୀର ଭିତରେ ବୋହୁ ପରିମାଣରେ ସୋଡିଉମ ରହିଥାଏ।ଯେତେବେଳେ କଲସିୟମର ପରିମାଣ ଅଧିକ ହୋଇଯାଏ ଏହା ଦେହର ସୋଡିଉମକୁ ସୋସିଦିଏ।ଯାହା ଫଳରେ ଆମ ପରିସ୍ରାରେ କିଛି କଲସିଉମ ବାହାରି ଆସିଥାଏ।ଏହା ଛଡା କିଛି ଏହିପରି ଖାଦ୍ୟ ଅଛି ଯାହା କିଡ୍ନୀରେ ଥିବା ପଥରକୁ ଭଲ ମଧ୍ୟ କରିପାରନ୍ତି।

କିଛି ଫଳ ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଆମେ ନିରୋଗ ରହିପାରିବା।ଏହା ପରେ କିଛି ଖାଦ୍ୟ ମଧ୍ୟ ରହିଥାଏ।ଯାହା ଆମ ପାଇଁ ବହୁତ କ୍ଷତିକରି ହୋଇଥାଏ।ବାଇଗଣ,ସୋଲା ଓ ଅନ୍ୟ କିଛି ଖାଇବା ଦ୍ୱାରା ଆମର କିଡ୍ନୀର ସମସ୍ୟା ବଢିଥାଏ।ଏହିସବୁ ଖାଦ୍ୟ ଖାଇବା ଫଳରେ ଏହା ମଧ୍ୟରେ ପୁରିନ ରହିଥାଏ ଯାହାକୁ ବହୁତ ମାତ୍ରାରେ ଆମ କିଡ୍ନୀ କଣ୍ଟ୍ରୋଲ କରିଥାଏ।ଯାହା ଫଳରେ ଏଥିରେ କିଛି ପଥର ଜମା ହୋଇଥାଏ।ଖାସ କରି ମାଂଶ ଜାତୀୟ ଖାଦ୍ୟରୁ ବହୁତ ଦୁରୀ ବନେଇ ରଖନ୍ତୁ।

ଯଦି ଆପଣ ଏହି ସମସ୍ୟା ସହ ଜଡିତ ଅଛନ୍ତି ତାହେଲେ ଆପଣଙ୍କୁ ପାଣି ସବୁବେଳେ ପିଇବାକୁ ପଡିବ କାରଣ ଏହି ପାଣି ପିବା ଦ୍ୱାରା ଏହା ପରିସ୍ରା ରେ ନିର୍ଗତ ହୁଏ ଯାହା ମଧ୍ୟ ଦେଇ କିଡ୍ନୀରୁ ଷ୍ଟୋନ ବାହାରି ଆସିଥାଏ।ଚେଷ୍ଟା କରନ୍ତୁ ଦିନକୁ ୨ରୁ ୩ ଗ୍ଲାସ ଲେମ୍ବୁ ପାଣି ପିବାକୁ ଓ ସକାଳୁ ଉଠି ଟିକେ ଉଷୁମ ପାଣିରେ ଏକ ଲେମ୍ବୁକୁ ଚିପିକରୀ ପିଅନ୍ତୁ।ଯାହା ଅପଣଙ୍କ ସମସ୍ୟାକୁ ବହୁତ ମାତ୍ରାରେ କମାଇଥାଏ।

Leave a Reply

Your email address will not be published. Required fields are marked *