June 20, 2025

Odia Express

Leading Odia News Portal of Odisha

ବେଲଗଛ ଗୃହରେ କେଉଁ ଦିଗରେ ଲଗାଇବା ଶୁଭ ହୋଇଥାଏ ନା ଅଶୁଭ ? ଜାଣନ୍ତୁ ଓ ନିଜେ ଏବେ ଘରେ ଏହି ଦିଗରେ ଲଗାନ୍ତୁ..

ନମସ୍କାର ସାଙ୍ଗମାନେ।ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲରେ କିଛି ବିଶେଷ ତଥ୍ୟ ବିଷୟରେ ଜଣାଇବାକୁ ଯାଉଅଛୁ।ସାଙ୍ଗମାନେ ଭଗବାନ ଶିବଙ୍କ ପୂଜାରେ ବେଲ ପତ୍ରର ମହତ୍ୱ ବିଷୟରେ ସମସ୍ତେ ଜାଣିଛନ୍ତି।କିନ୍ତୁ ସାଙ୍ଗମାନେ କଣ ଆପଣ ଜାଣିଛନ୍ତି ଏହି ଗଛକୁ ଘରେ ଲଗାଇବାଦ୍ୱାରା ମଧ୍ୟ ଆପଣଙ୍କୁ ସବୁବେଳେ ପୁଣ୍ୟର ପ୍ରାପ୍ତି ହୋଇଥାଏ?ଯଦି ଆପଣଙ୍କ ପାଖରେ ବଗିଚା ନଥାଏ ତେବେ ଏକ କୁଣ୍ଡରେ ମଧ୍ୟ ଆପଣ ଭି ଗଛ ଲଗାଇପାରିବେ।ଏବଂ ଏହା ବଡ଼ ହେବାପରେ କୌଣସି ମନ୍ଦିରରେ ଏହାକୁ ଦାନ କରିଦିଅନ୍ତୁ ଏବଂ ପରେ ଅନ୍ୟଏକ ବେଲ ଗଛ ଆଣି ଲଗାନ୍ତୁ।

ଶିଵ ପୁରାଣରେ ଘରେ ବେଲ ବୃକ୍ଷ ଲଗାଇବାର ଲାଭ ବିଷୟରେ ଉଲ୍ଲେଖ କରାଯାଇଛି।ଏହା ଅନୁସାରେ ଯେଉଁ ଘରେ ଏହି ବୃକ୍ଷ ଲଗାଯାଇଛି ତାହା କାଶୀ ତୀର୍ଥ ସମାନ ପବିତ୍ର ,ସ୍ୱଚ୍ଛ ଏବଂ ପୂଜନୀୟ ସ୍ଥଳ ହୋଇଥାଏ।ଏହିପରି ଜାଗା କିମ୍ବା ଘର ସବୁପ୍ରକାର ତନ୍ତ୍ର ଏବଂ ବାଧାରୁ ମୁକ୍ତ ହୋଇଥାଏ।ଯେଉଁ ଗୃହରେ ବେଲର ବୃକ୍ଷ ଥାଏ ସେହି ଘରେ ରହୁଥିବା ସବୁ ସଦସ୍ୟଙ୍କୁ ସବୁବେଳେ ପୁଣ୍ୟର ପ୍ରାପ୍ତି ହୋଇଥାଏ।ଏଠାରେ ରହୁଥିବା ଲୋକଙ୍କ ଉପରେ କେବେହେଲେ ଚନ୍ଦ୍ରମାର ଖରାପ ଦଶା କିମ୍ବା ଦୃଷ୍ଟି ପଡିନଥାଏ।ସବୁ ସଦସ୍ୟ ୟସସ୍ୱି ହୋଇଥାଏ ଏବଂ ପୁରା ପରିବାର ସମାଜରେ ଉଚିତ ସ୍ନମାନ ପାଇଥାଏ।

ଏହି ଶିଵ ପୁରାଣରେ ଘରର ଅଲଗା ଅଲଗା ଦିଗରେ ବେଲର ବୃକ୍ଷ ରହିଥିଲେ ତାହାର ଅଲଗା ଅଲଗା ଲାଭ ବିଷୟରେ ଜଣାଯାଇଛି।ଆସନ୍ତୁ ଏହି ବିଷୟରେ ଜାଣିବା।ଘରର ଉତର ପଶ୍ଚିମ ଦିଗରେ ବେଲର ବୃକ୍ଷ ଥିଲେ ତାହା ପରିବାରର ସମସ୍ତ ସଦସ୍ୟଙ୍କୁ ଯସସ୍ୱି ଏବଂ ତେଜବାନ କରିଥାଏ।ଏବଂ ସ୍ନମାନ ତଥା ଯଶ ପାଇବା ପାଇଁ ଏହାକୁ ଏହି ଦିଗରେ ଲଗାନ୍ତୁ।ଗୃହର ଉତ୍ତର ପୂର୍ବରେ ଲାଗିଥିବା ବେଲର ଗଛ ଘରକୁ ଆର୍ଥିକ ସସମ୍ପୂର୍ଣ୍ଣତା ଦେଇଥାଏଏହାଦ୍ୱାରା ପରିବାରର ସମସ୍ତ ବ୍ୟକ୍ତି ଧନବାନ ହୋଇଥାଏ।ଏବଂ କେବେହେଲେ ତାଙ୍କୁ ଧନର କମି ହୋଇନଥାଏ।କରଜରୁ ମଧ୍ୟ ମୁକ୍ତି ପାଇବାକୁ ହେଲେ ଏହି ଦିଗରେ ବେଲ ବୃକ୍ଷ ଲଗାଇବା ଉଚିତ।ଏବଂ ସବୁପ୍ରକାର ସୁଖ ପ୍ରାପ୍ତିପାଇଁ ଘରର ମଝିରେ ବେଲ ଗଛ ଲଗାଇବା ଉଚିତ।ଏହାଦ୍ୱାରା ପରିବାରର ସବୁ ସଦସ୍ୟଙ୍କ ମଧ୍ୟରେ ପ୍ରେମ ଭାବ ରହିଥାଏ।ତାଙ୍କ ଜୀବନରେ କୌଣସି ପ୍ରକାରର ଦୁଃଖ ଆସିନଥାଏ।ତାଙ୍କ ଜୀବନରେ ସବୁବେଳେ ଶାନ୍ତି ରହିଥାଏ।ଏବଂ ସେମାନେ କଳହରୁ ସବୁବେଳେ ବଞ୍ଚିରହିଥାନ୍ତି।

ବସ୍ତୁ ଶାସ୍ତ୍ର ଅନୁସାରେ ଗୃହର ପ୍ରାଗଣରେ ବେଲ ବୃକ୍ଷ ଥିଲେ ଆପଣ ସବୁ ପ୍ରକାର ନକରତ୍ମକ ଉର୍ଜାରୁ ବଞ୍ଚି ରହିଥାନ୍ତି।ଏହି ବୃକ୍ଷରେ ନିୟମିତ ରୂପରେ ପାଣି ଦିଅନ୍ତୁ ଏବଂ ଏହାର ସେବା ମଧ୍ୟ କରନ୍ତୁ।ଯେଉଁଭଳି ଭାବରେ ଘରେ ତୁଳସୀ ଗଛ ଲଗାଇବା ପାଇଁ କିଛି ନିୟମ ଅଛି ସେହିଭଳି ଘରେ ବେଲ ବୃକ୍ଷ ଲଗାଇବାର ମଧ୍ୟ କିଛି ନିୟମ ଅଛି।ପୁରାଣ ଅନୁସାରେ କୌଣସି ପୁର୍ଣିମା ତିଥି, ଅମାବାସ୍ୟା,ମହାଷ୍ଟମୀ ଏବଂ ସୋମବାର ଦିନ ବେଲ ପତ୍ର ତୋଳିବା ଉଚିତ ନୁହେଁ।ଆପଣ ବେଲ ପତ୍ରକୁ ଶିଵ ପୂଜାରେ ବାରମ୍ବାର ମଧ୍ୟ ବ୍ୟବହାର କରିପାରିବେ ଯେପର୍ଯ୍ୟନ୍ତ ପତ୍ର ଖରାପ ହୋଇଯାଇନାହିଁ।କେବଳ ଏହା ଧ୍ୟାନ ରଖନ୍ତୁ ପତ୍ର ଶୁଖିଲା ନହୋଇଥିବା ଦରକାର।

ଆପଣ ଯେଉଁ ଦିନ ଶିଵ ପୂଜା କରନ୍ତି କିମ୍ବା ମୁଖ୍ୟତଃ ସୋମବାର ଦିନ ପୂଜା କରିବା ଆଗରୁ ଏକ ଦିନ ପୂର୍ବରୁହିଁ ପତ୍ର ତୋଳି ରଖିଦିଅନ୍ତୁ।ଏବଂ ଯେଉଁ ମାସରେ ଦ୍ଵାଦଶୀ ରବିବାର ଦିନ ପଡେ ସେହି ସନ୍ଧ୍ୟା ସମୟରେ ଏହି ବୃକ୍ଷ ତଳେ ଦୀପ ଅବଶ୍ୟ ଜଳାନ୍ତୁ।ଏବଂ ଦୀପ ଜଳାଇବା ସମୟରେ ମନରେ ନିଜର ମନସ୍କାମନା ଅବଶ୍ୟ ବୋଳାନ୍ତୁ।ଏହାଦ୍ୱାରା ମନସ୍କାମନା ବହୁତ ଜଲ୍ଦି ପୁରା ହୋଇଥାଏ।ଏବଂ ଏହା କରିବାଦ୍ୱାରା ଘରେ ଧନର ଅଭାବ ମଧ୍ୟ ରହେ ନାହିଁ।ଏବଂ ସବୁ ଜନ୍ମର ମହାପାପରୁ ମଧ୍ୟ ମୁକ୍ତି ମିଳିଥାଏ।

Leave a Reply

Your email address will not be published. Required fields are marked *