November 7, 2024

Odia Express

Leading Odia News Portal of Odisha

ବିବାହ ପ୍ରପୋଜାଲ ସ୍ୱୀକାର କରିବା ପୂର୍ବରୁ ପୁଅଙ୍କ ବିଷୟରେ ଏହି କଥା ଜାଣିନିଅନ୍ତୁ..

ନମସ୍କାର ସାଙ୍ଗମାନେ ଆଜି ଆମେ ଏହି ଆର୍ଟିକିଲରେ ଆପଣଙ୍କୁ କିଛି ବିଶେଷ ତଥ୍ୟ ବିଷୟରେ ଜଣାଇବୁ।ସାଙ୍ଗମାନେ ଯେପର୍ଯ୍ୟନ୍ତ ଆମେ ବିବାହ ବିଷୟରେ କଥା ହେଉ ଭାରତୀୟ ସମାଜରେ ଏହାକୁ ଏକ ମୁଖ୍ୟ ସମ୍ପର୍କ ଧାରାଯାଇଥାଏ।ଯାହା କେବଳ ଦୁଇ ଲୋକଙ୍କୁ ଏକା ସହ ମିଶାଇବା ସହିତ ମଧ୍ୟ ଦୁଇ ପରିବାରକୁ ଏକା ସହିତ ମିଶାଇଥାଏ।ବିବାହ ବନ୍ଧନରେ ଯୋଡିହେବା ଦ୍ୱାରା ସେଥିରୁ ମୁକ୍ତ ହେବା ବହୁତ ଜଟିଳ ପ୍ରକ୍ରିୟା ହୋଇଥାଏ।ଏଥିପାଇଁ ଜୀବନର ଏକ କଠିନ ଚୟନ ଏହା ହୋଇଥାଏ।ଏହାଦ୍ୱାରା ଯଦି ଆପଣଙ୍କର କିଛି ଭୁଲ ପାହାଚ କିମ୍ବା ଭୁଲ ପଦକ୍ଷେପ ଆପଣଙ୍କ ଭବିଷ୍ୟତକୁ ବରବାଦ କିମ୍ବା ଅନ୍ଧକାରକୁ ଠେଲି ଦେଇଥାଏ।ଏକ ସୁଖୀ ଏବଂ ସଫଳ ଜୀବନ ପାଇଁ ଏହା ବିହୁତ ଆବଶ୍ୟକ ଥାଏକି ସ୍ତ୍ରୀ ଏବଂ ପୁରୁଷ ପରସ୍ପରକୁ ଆଗରୁହିଁ ବୁଝିଯିବା ଉଚିତ।ଏବଂ ପରସ୍ପରର ଭଲ ଗୁଣ ଏବଂ ଖରାପ ଗୁଣ ପ୍ରଥମରୁ ହିଁ ଜାଣିନେବା ଉଚିତ।ଏହି ଆର୍ଟିକିଲଟି ସେହି ଝିଅମାନଙ୍କ ପାଇଁ ଯେଉଁମାନଙ୍କ ବିବାହ କରିବାର ବୟସ ହୋଇଯାଇଛି ଏବଂ ତାଙ୍କ ପରିବାର ତାଙ୍କ ପାଇଁ ସୁଯୋଗ୍ୟ ବରର ତଲାସ କରୁଛନ୍ତି।ଆମେ ଏହି ଆର୍ଟିକିଲ ମାଧ୍ୟମରେ ଆପଣଙ୍କୁ ଏପରି କିଛି ତଥ୍ୟ ଜଣାଇବୁ ଯାହାକୁ ଆପଣ ପୁଅ ପାଇଁ ରାଜି ହେବା ପୁର୍ବରୁ ପୁଅ ବିଷୟରେ ଜାଣିନେବା ଉଚିତ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ସେ ସ୍ତ୍ରୀ ହେଉ କିମ୍ବା ପୁରୁଷ ଯିଏ ହେଲେ ମଧ୍ୟ ନିଜର ଅପମାନ ବରଦାସ୍ତ କରିପାରି ନଥାଏ।ଯେକୌଣସି ବ୍ୟକ୍ତି ଏହା ଚାହିଁ ନଥାଏ ନିଜ ଜୀବନରେ ଆସୁଥିବା ବ୍ୟକ୍ତି ଖାଲି ତାଙ୍କର ସ୍ନମାନ ଏବଂ ସ୍ୱାଭିମାନରେ ବିଶ୍ୱାସ କରେ।ସମ୍ପର୍କରେ ଦୁଇ ପାର୍ଶ୍ୱରେ ଚାଲିଥାଏ।ଏଥିପାଇଁ ଏହା ବହୁତ ଜରୁରୀ ଥାଏ ଏହା ଦେଖିବା ଆପଣଙ୍କ ଜୀବନରେ ଆସିବାକୁ ଯାଉଥିବା ବ୍ୟକ୍ତି ଜୀବନରେ ଆପଣଙ୍କୁ ସ୍ନମାନ କରୁଛି ନା ନାହିଁ।

ପତି ପତ୍ନୀ ସମ୍ପର୍କରେ ଏହା ବିହୁତ ଜରୁରୀ ଥାଏ ଯେ ପାରଷ୍ପରିକ ସମର୍ପଣ ଏବଂ ବିଶ୍ୱାସନୀୟ ହେବା।ଯେଉଁ ସମ୍ପର୍କରେ ପରସ୍ପର ଉପରେ ଭରଷା ନଥାଏ ତାହାକୁ କେବେହେଲେ ସଫଳ କୁହାଯାଇ ନଥାଏ।ଏଥିପାଇଁ ଏକ ଏପରି ବ୍ୟକ୍ତିର ଚୟନ କରିବା ଉଚିତ ଯିଏ ପ୍ରତି ମାମଲାରେ ଆପଣଙ୍କ ପ୍ରତି କୃତଜ୍ଞ ଥିବ ଏବଂ ବିଶ୍ୱସ୍ତ ମଧ୍ୟ ଥିବ।ଏବଂ ଆପଣଙ୍କ ସାମ୍ନାରେ ତାଙ୍କର ଜୀବନ ଏକ ଖୋଲା ବହି ସଦୁର୍ସ ଥିବା।

ଆପଣ ଯାହାଙ୍କ ସହିତ ବିବାହ କରିବାକୁ ଯାଉଛନ୍ତି କିମ୍ବା ଯାହାଙ୍କ ସହିତ ବିବାହ କରିବାର ବିଚାର କରୁଛନ୍ତି ତାଙ୍କ ସହିତ ବେସି ରୁ ବେସି ସମୟ ବିତାନ୍ତୁ।ଯଦି ଆପଣଙ୍କୁ କେଉଁ ସ୍ଥାନରେ ଏହା ଲାଗେ ଯେ ସେହି ବ୍ୟକ୍ତି ଆପଣଙ୍କ କଥାର ମହତ୍ୱ ବୁଝୁନାଥାଏ କେବଳ ନିଜ କଥାରେ ହିଁ ଜୋର ଦେଉଥାଏ ତେବେ ଆପଣଙ୍କୁ ଏହି ସମ୍ପର୍କକୁ ଆଗକୁ ବଢ଼ିବାକୁ ଦେବା ଉଚିତ ନୁହେଁ।

ବୋହୁତ ପୁଅ ମାନଙ୍କ ଏପରି ଭାବନା ଥାଏ ଯେ ସେମାନେ ଝିଅ ମାନଙ୍କୁ ନିଜ ଠାରୁ କମ ଭାବିଥାନ୍ତି।ତାଙ୍କର ଏହିପରି ଭାବନା ତାଙ୍କ ପରିବାରଠାରୁ ହିଁ ଆସିଥାଏ।ଯେଉଁ ବ୍ୟକ୍ତି ସେହିତ ଆପଣ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଯଦି ସେ ଆପଣଙ୍କୁ ନିଜ ଠାରୁ କମ ଭାବୁଥାଏ ତେବେ ଏହି ସମ୍ପର୍କ କେତେଦୂର ଆପଣଙ୍କ ପାଇଁ ଉପଯୋଗୀ ଆପଣ ତାଜା ଜାଣିପାରୁଥିବେ।ତେବେ ଆପଣଙ୍କୁ ଅବଶ୍ୟ ପୁଅର ପ୍ରପୋଜାଲ ସ୍ୱୀକାର କରିବା ଆଗରୁ ଏହି ସବୁ ଗୁଣ ଦେଖିନେବା ଉଚିତ।

Leave a Reply

Your email address will not be published. Required fields are marked *