May 20, 2025

Odia Express

Leading Odia News Portal of Odisha

ବଞ୍ଚିଥିବା ସମୟରେ ଜୀବନକୁ ସ୍ୱର୍ଗ ବନାଇଦେଇଥାନ୍ତି ଏହି ୫ନାମର ଝିଅମାନେ – ନିଶ୍ଚୟ ଏହି କଥା ଜାଣିରଖନ୍ତୁ..

ନମସ୍କାର ସାଙ୍ଗମାନେ।ଆପଣମାନେ ଜାଣିଛନ୍ତି ବିବାହ ଏହି ଦୁନିଆର ସବୁଠାରୁ ପବିତ୍ର ବନ୍ଧନ ଅଟେ।ଏହା କୁହାଯାଇଥାଏ ଯେ ଏକ ଭଲ ଜୀବନ ସାଥି ଯେକୌଣସି ବ୍ୟକ୍ତିର ଜୀବନକୁ ସ୍ୱର୍ଗ ବନାଇଦେଇଥାଏ।ନିଜ ପାଇଁ ଏକ ଠିକ ଜୀବନସାଥି ବାଛିବା ପାଇଁ ଆମକୁ ଜୋତିଶଶାସ୍ତ୍ରର ସାହାଯ୍ୟ ନେବାକୁ ପଡିଥାଏ।କାରଣ ଜୋତିଶ ଶାସ୍ତ୍ର ଅନୁସାରେ ନାମ ଏବଂ ରାଶି ଅନୁସାରେ ଜୀବନ ସାଥି ବାଛିବା ଦ୍ୱାରା ଆପଣଙ୍କ ଭାଗ୍ୟର ଦ୍ୱାର ଖୋଲିଯାଇଥାଏ।

ଆଜି ଆମେ ଏହି ଆର୍ଟିକିଲରେ ଆପଣଙ୍କୁ ଏପରି ୫ ନାମର ଝିଅମାନଙ୍କ ବିଷୟରେ ଜଣାଇବୁ ଯାହାଙ୍କ ସହିତ ବିବାହ କରିବାଦ୍ୱାରା ପୁଅଙ୍କ ଭାଗ୍ୟ ବଦଳି ଯାଇଥାଏ।ଏବଂ ଜୀବନ ଖୁସି ଏବଂ ଆନନ୍ଦରେ ଭାରିଯାଇଥାଏ।ଏବଂ ତାଙ୍କ ଜୀବନ ସ୍ୱର୍ଗ ବନିଯାଇଥାଏ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।

Young traditional Indian woman

ପ୍ରଥମ :- A ନାମ ଥିବା ଝିଅମାନେ।ଏହି ନାମର ଝିଅମାନେ ଅନ୍ୟ ଝିଅମାନଙ୍କ ତୁଳନାରେ ବହୁତ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି।ଏହି ନାମର ଝିଅମାନଙ୍କ ମଧ୍ୟରେ ବହୁତ ଭଲ ଗୁଣ ରହିଥାଏ।ଏମାନେ ଯେଉଁ ପରିବାରକୁ ଯାଇଥାନ୍ତି ସେହି ପରିବାରର ସଦସ୍ୟମାନଙ୍କ ଭଲ ଭାବରେ ଯତ୍ନ ନେଇଥାନ୍ତି ଏବଂ ସମ୍ଭାଳିଥାନ୍ତି।ଏହି ନାମର ଝିଅମାନେ ଯାହାକୁ ଭଲ ପାଇଥାନ୍ତି ତାଙ୍କୁ ନିଜର ସଚା ଜୀବନସାଥି ମାନିଥାନ୍ତି।ଏହି ଝିଅମାନଙ୍କ ବିଶ୍ୱାସ ହାସିଲ କରିବା ଅଳ୍ପ କାଠିକ ହୋଇଥାଏ।କିନ୍ତୁ ଏମାନେ ନିଜେ ସାମ୍ନାବାଲାର ବିଶ୍ୱାସ ହାସିଲ କରିପାରିଥାନ୍ତି।ଯଦି ଏହି ନାମର କୌଣସି ଝିଅ ଆପଣଙ୍କ ଜୀବନରେ ଆସେ ତେବେ ତାକୁ ନିଜର ଜୀବନସାଥି ବନାଇବାରେ ଟିକେ ହେଲେ ମଧ୍ୟ ଡେରି କରନ୍ତୁ ନାହିଁ।

ଦ୍ୱିତୀୟ:- M ନାମର ଝିଅମାନେ।ଯେଉଁ ଝିଅମାନଙ୍କ ନାମ ଇଂରାଜୀ ଆକ୍ଷର Mରୁ ଆରମ୍ଭ ହୋଇଥାଏ ସେମାନେ ନିଜ ଶ୍ୱଶୁର ଘରର ବାତାବରଣ ସର୍ବଦା ସୁଖୀ ବନାଇ ରଖିଥାନ୍ତି।ଏମାନେ ଆତ୍ମବିଶ୍ୱାସ ମାମଲାରେ ବୋହୁତ ମଜବୁତ ହୋଇଥାନ୍ତି ଏବଂ ଏହାସହିତ ଏମାନେ ସବୁବେଳେ ସତ କହିବାକୁ ଭଲ ପାଇଥାନ୍ତି।ଯଦି ଏହି ନାମର କୌଣସି ଝିଅ କେଉଁ ବ୍ୟକ୍ତିର ଜୀବନରେ ଆସନ୍ତି ତେବେ ସେହି ବ୍ୟକ୍ତିର ଜୀବନ ସ୍ୱର୍ଗ ବନାଇଦେଇଥାନ୍ତି।

ତୃତୀୟ:- N ନାମର ଝିଅମାନେ।ଯେଉଁ ଝିଅମାନଙ୍କ ନାମ ଇଂରାଜୀ ଆକ୍ଷର Nରୁ ଆରମ୍ଭ ହୋଇଥାଏ ଶାସ୍ତ୍ର ଅନୁସାରେ ସେହି ଝିଅମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।ଯେଉଁ ଘରେ ଏମାନଙ୍କ ପାଦ ପଡିଥାଏ ସେହି ଘରକୁ ଏମାନେ ସ୍ୱର୍ଗ ବନାଇଦେଇଥାନ୍ତି।ଏମାନେ ନିଜ ଜୀବନସାଥି ଏବଂ ନିଜ ପରିବାରର ବହୁତ ଭଲ ଭାବରେ ଧ୍ୟାନ ରଖିଥାନ୍ତି।ଏହି ନାମର ଝିଅମାନେ ପରିବାରକୁ ଆସୁଥିବା ସମସ୍ତ ବିପଦକୁ ସାହସର ସହିତ ସାମ୍ନା କରିଥାନ୍ତି।ଏବଂ କେବେହେଲେ ନିଜ ଘର ପରିବାରକୁ ଭାଙ୍ଗିବା ଏବଂ ଅଲଗାହେବାକୁ ଦେଇନଥାନ୍ତି।

ଚତୁର୍ଥ:-P ନାମର ଝିଅମାନେ।ଯେଉଁ ଝିଅମାନଙ୍କ ନାମ ଇଂରାଜୀ ଆକ୍ଷର Pରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ସୁନ୍ଦର ଏବଂ ଶାନ୍ତ ସ୍ୱଭାବର ହୋଇଥାନ୍ତି।ଏମାନଙ୍କ ମଧ୍ୟରେ ମିଛର ଭାବନା ନଥାଏ।ଏବଂ ଏମାନେ ନିଜ ପାଟନର ଏବଂ ତାହାର ଘରକୁ ସମ୍ଭଳିକି ରଖିଥାନ୍ତି।ଏବଂ ଯେଉଁଲୋକମାନଙ୍କ ଜୀବନରେ ଏହି ଝିଅ ଆସିଥାନ୍ତି ତାଙ୍କ ଦାମ୍ପତ୍ୟ ଜୀବନ ସର୍ବଦା ପ୍ରେମରେ ଭରି ରହିଥାଏ।କାରଣ ଏମାନେ ନିଜ ପାଟନରକୁ ବହୁତ ଅଧିକ ଭଲପାଇଥାନ୍ତି।

ପଞ୍ଚମ:- V ନାମର ଝିଅମାନେ।ଯେଉଁ ଝିଅମାନଙ୍କ ନାମ ଇଂରାଜୀ ଆକ୍ଷର Vରୁ ଆରମ୍ଭ ହୋଇଥାଏ ସେହି ଝିଅମାନେ ଯେଉଁ ବ୍ୟକ୍ତିର ଜୀବନରେ ଆସିଥାନ୍ତି ତାହାର ଜୀବନ ସ୍ୱର୍ଗ ବନାଇଦେଇଥାନ୍ତି।ଏହି ଝିଅମାନେ ନିଜ ପରିବାରକୁ ନିଜର ସ୍ୱର୍ଗ ମାନିଥାନ୍ତି।ଏବଂ ନିଜ ପରିବାରର ସମସ୍ତ ଖୁସି ଦେଖିଥାନ୍ତି।ଏମାନେ ବହୁତ ସଫା ହୃଦୟ ଯୁକ୍ତ ହୋଇଥାନ୍ତି ଏବଂ କେବେହେଲେ ନିଜ ଜୀବନସାଥିକୁ ପ୍ରେମରେ ଧୋକା ଦେଇନଥାନ୍ତି।

Leave a Reply

Your email address will not be published. Required fields are marked *