ଏହିଭଳି ଭାବେ ରଖାଯାଇଥିବା ଗଙ୍ଗାଜଳ ଘରେ ଆଣିଥାଏ ଗରିବତା – ସାବଧାନ ରୁହନ୍ତୁ ନଚେତ ଆପଣ..

ସାଙ୍ଗମାନେ ହିନ୍ଦୁଧର୍ମରେ ଏମିଟି ତ ବହୁତ ଦେବୀ ଦେବତା ଅଛନ୍ତି ଯାହାଙ୍କୁ ପୂଜା କରାଯାଇଥାଏ କିନ୍ତୁ ଏମାନଙ୍କ ମଧ୍ୟରୁ ସବୁଠୁ ଲୋକପ୍ରିୟ ଦେବତା ଶିବ ଅଟନ୍ତି।ତାଙ୍କୁ ସବୁ ଦେବତାମାନଙ୍କ ମଧ୍ୟରେ ସବୁଠୁ ଶକ୍ତିଶାଳୀ ମାନଯାଏ ଏବଂ ଏହି କାରଣରୁ ସମସ୍ତେ ତାଙ୍କୁ ପ୍ରସନ୍ନ କରିବାରେ ଲାଗିଥାନ୍ତି ଏବଂ ତାଙ୍କ ଜଟାରେ ସେ ଗଙ୍ଗାକୁ ଧାରଣ କରିଥାନ୍ତି।ଭାରତରେ ସବୁଠୁ ଅଧିକ ମନ୍ଦିର ମଧ୍ୟ ଶିବଙ୍କର ହି ଅଛି।ଆପଣ ଭାରତର କୌଣସି ବି ସହର କିମ୍ଵ ଗାଁକୁ ଯାଆନ୍ତୁ ସେଠି ଆପଣଙ୍କୁ କୌଣସି ନା କୌଣସି ଶିବ ମନ୍ଦିର ନିଶ୍ଚୟ ମିଳିବେ।ଯେଉଁଠି ବି ଶିବ ମନ୍ଦିର ରହିଥାଏ ସେଠି ଗଙ୍ଗା ଅବଶ୍ୟ ରହିଥାନ୍ତି ଅବଶ୍ୟ ରହିଥାନ୍ତି।ସେଥିପାଇଁ ଗଙ୍ଗା ଅତ୍ୟନ୍ତ ପବିତ୍ର ହୋଇଥାଏ କାରଣ ଶିବ ଏହାକୁ ତାଙ୍କ ଜଟାରେ ଧାରଣ କରିଥାନ୍ତି।
ହିନ୍ଦୁଧର୍ମର ଗଙ୍ଗାଜଳକୁ ବହୁତ ପବିତ୍ର ମନାଯାଇଅଛି।କୁହାଯାଏ କି ଯେଉଁ ଘରେ ଗଙ୍ଗାଜଳ ରହିଥାଏ ସେହି ଘରୁ ନକାରତ୍ମକ ଉର୍ଜା ବହୁତ ଦୂରରେ ରହିଥାଏ କିନ୍ତୁ କେତେକ ଥର ଆମେ ଗଙ୍ଗାଜଳ ରଖିବା ସମୟରେ କିଛି ଏମିତି ଜିନିଷ ଅଛି ଯାହା ଉପରେ ଧ୍ୟାନ ଦେଇପାରନ୍ତି ନାହିଁ।ତ ଆସନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କିଛି ଏମିତି ଉପାୟ ଯାହାକୁ କରିବା ଦ୍ୱାରା ଆପଣଙ୍କ ଘରେ ସକାରତ୍ମକ ଉର୍ଜାର ଆଗମନ ହେବ।
ଯେଉଁ କୋଠରୀରେ ଅନ୍ଧାର ଥିବା ସେହିଭଳି ଘରେ ଗଙ୍ଗାଜଳ ରଖନ୍ତୁ ନାହିଁ।ଏଥିରୁ ନକାରତ୍ମକ ଉର୍ଜା ଆସିଥାଏ।ଏହାକୁ ଲମ୍ବା ସମୟ ପାଇଁ ରଖନ୍ତୁ ନାହିଁ କିନ୍ତୁ କିଛି କିଛି ସମୟ ମଧ୍ୟରେ ବଦଳାନ୍ତୁ।ଏହା କରିବା ଦ୍ୱାରା ସକାରତ୍ମକ ଉର୍ଜାର ବିସ୍ତାର ହୋଇଥାଏ।ଯଦି ଆପଣ ସମୟ ସମୟରେ ଏହାକୁ ଅନ୍ୟ ଘରେ ରଖିବେ ତହେଲେ ସକାରତ୍ମକ ଉର୍ଜା ଆସିବ।ଯଦି ଆପଣ ଗଙ୍ଗା ଜଳର ଏକ ଛୋଟ ଉପାୟ କରିବେ ତାହେଲେ ସକାରତ୍ମକ ଆପଣଙ୍କ ଘରେ ସବୁବେଳେ ରହିଥିବ।ଏଥିପାଇଁ ଆପଣ ସୋମବାର କିମ୍ବା ଗୁରୁବାର ଦିନ ଗଙ୍ଗାଜଳକୁ ପିତଳ କିମ୍ବା ଚାନ୍ଦି ବାସନରେ ବନ୍ଦ କରିକି ରଖିଦିଅନ୍ତୁ ଏବଂ ସେଥିରେ ଗଙ୍ଗାଜଳ କମ ହେବାକୁ ଲାଗିବ ଯଦି ସେଥିରେ ଆହୁରି ଗଙ୍ଗାଜଳ ଭରିଦିଅନ୍ତୁ।କୁହାଯାଏ କି ଯେଉଁ ଘରେ ଗଙ୍ଗାଜଳ ଥାଏ ସେହି ଘରେ ସୁଖ ସମୃଦ୍ଧି ଆସିଥାଏ।
ତ ସାଙ୍ଗମାନେ ଏହା ଥିଲା ଏହିପ୍ରକାର ରଖାଯାଇଥିବା ଗଙ୍ଗା ଜଳ ଘରେ ଆଣିଥାଏ ଗରିବତା।ଆପଣଙ୍କୁ ଏହି ଆର୍ଟିକିଲ କିପରି ଲାଗିଲା ଆମକୁ ନିଶ୍ଚୟ କହିବେ ଏବଂ ନିଜ ବନ୍ଧୁ ଏବଂ ପରିବାର ମଧ୍ୟରେ ସେୟାର ଅବଶ୍ୟ କରିବେ।କଣ ଆପଣଙ୍କ ଘରେ ଗଙ୍ଗାଜଳ ଅଛି?ଯଦି ଥାଏ ତାହେଲେ ଏହି ସବୁ ଉପାୟ ନିଶ୍ଚୟ ପାଳନ କରନ୍ତୁ ନହେଲେ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି।ନମସ୍କାର।