February 13, 2025

Odia Express

Leading Odia News Portal of Odisha

ଭାଗ୍ୟଶାଳୀ ହୋଇଥାନ୍ତି ଏହି ୪ଟି ନାମ ଥିବା ମହିଳା – ଜୀବନରେ ସବୁବେଳେ ଖୁସି ରେ ରୁହନ୍ତି ଏହିମାନେ – ଦେଖନ୍ତୁ କିଏ ସେ ଭାଗ୍ୟବାନ ମହିଳା..

ସାଙ୍ଗମାନେ ପ୍ରତ୍ୟେକ ବ୍ୟକ୍ତିର ସ୍ଵଭାଵ ଏବଂ ବିଚାର ଅନ୍ୟଠୁ ଅଲଗା ହୋଇଥାଏ।ଏମାନଙ୍କ ଏହି ପ୍ରକୃତି ଏମାନଙ୍କ ନାମର ପ୍ରଥମ ଅକ୍ଷରର ମୁତାବକ ହୋଇଥାଏ।ବ୍ୟକ୍ତି ନାମର ପ୍ରଥମ ଅକ୍ଷର ତାର ପ୍ରକୃତି ଏବଂ ତାହାର ବ୍ୟକ୍ତିତ୍ୱ ସହ ଯୋଡି ହୋଇଥିବା କେତେକ ରହସ୍ୟ ଖୋଲି ଦେଇଥାଏ।ଏମିତିରେ ଶାସ୍ତ୍ର ଅନୁସାରେ କିଛି ନାମରୁ ଆରମ୍ଭ ହୋଇଥିବା ଲୋକ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।ଏମାନେ ଯାହା ସହିତ ବି ରିସ୍ତା ତିଆରି କରନ୍ତି ତାଙ୍କ ସହିତ ପୁରା ସଚ୍ଚୋଟ ରହନ୍ତି।କୁହାଯାଏ କି ଏହି ନାମ ଥିବା ମହିଳା ଯେଉଁଠି ବି ଯାଆନ୍ତି ଖୁସି ଦେଇଥାନ୍ତି।ଏମାନଙ୍କ ଉପରେ ଦେବୀ ଲଷ୍ମୀଙ୍କର ହାତ ରହିଥାଏ ଏବଂ ଏହା ସହିତ ଏମାନଙ୍କ ସହିତ ଥିବା ଲୋକ ନିଜକୁ ଭାଗ୍ୟଶାଳୀ ମଧ୍ୟ କହି ପାରିବେ।ତ ଆସନ୍ତୁ ସାଙ୍ଗମାନେ ଆମେ ଆଜି ଏମିତି ୪ଟି ନାମଥିବା ମହିଳାଙ୍କ ବିଷୟରେ ଜାଣିବା ଯାହାକୁ ଯଦି ଆପଣ ପାଇଥାନ୍ତି ତାହେଲେ ଆପଣ ବହୁତ ଭାଗ୍ୟଶାଳୀ ହୋଇପାରନ୍ତି।

ପ୍ରଥମ ହେଉଛି D ନାମଥିବା ମହିଳା:-ସାଙ୍ଗମାନେ ଯେଉଁ ମହିଳାମାନଙ୍କର ନାମ D ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।ଏମାନେ ଯେଉଁଠି ବି ଯାଆନ୍ତି ସେଠି ଖିସି ଦେଇଥାନ୍ତି।ଏମାନଙ୍କ ଭଲ ପ୍ରକୃତି କାରଣରୁ ଏମାନଙ୍କ ଉପରେ ଦେବୀ ଲଷ୍ମୀଙ୍କର ଅପାର କୃପା ରହିଥାଏ।ଏଥି ସହିତ ଏମାନଙ୍କର ଯେଉଁ ଘରେ ବିବାହ ହୋଇଥାଏ ତାଙ୍କ ପାଇଁ ମଧ୍ୟ ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।ଏମାନେ ନିଜ ଶାଶୂଘରେ ସୁଖ ସମୃଦ୍ଧି ଆଣିଥାନ୍ତି ଏବଂ ଏହାସହିତ ଘରେ ଧନର ବର୍ଷା ହେବା ଆରମ୍ଭ କରିଥାଏ।

ଦ୍ୱିତୀୟ ହେଉଛି G ନାମଥିବା ମହିଳା:-ସାଙ୍ଗମାନେ ଯେଉଁ ମହିଳାମାନଙ୍କର ନାମ G ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।ଏମାନେ ବହୁତ ଖୁସିମିଜାଜ ଏବଂ ସ୍ନେହୀ ହୋଇଥାନ୍ତି।ଏମାନେ ଯାହା ସହିତ ମିଶିଥାନ୍ତି ସେମାନଙ୍କ ଉପରେ ନିଜର ଗଭୀର ଛାପ ଛାଡିଥାନ୍ତି।ଏମିତି ଝିଅ ନିଜ ଚାରିପାଖରେ ଖୁସି ହି ଦେଇଥାନ୍ତି।ବୋଧହୁଏ ଏଥିପାଇଁ ଏମାନଙ୍କ ଭାଗ୍ୟ ଏମାନଙ୍କ ସାଥ ଦେଇଥାଏ।ନିଜ ହସମୁଖ ପ୍ରକୃତି ଯୋଗୁ ଏମାନେ ନିଜ ଶଶୁର ଘର ଲୋକଙ୍କୁ ସବୁବେଳେ ହି ଖୁସିରେ ରଖିଥାନ୍ତି।

ତୃତୀୟ ହେଉଛି V ନାମ ଥିବା ମହିଳା:-ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ଏଥିସହିତ ଏମାନଙ୍କ ହୃଦୟ ମଧ୍ୟ ବହୁତ ସଫା ଏବଂ କୋମଳ ହୋଇଥାଏ।ନିଜ ଜୀବନସାଥୀକୁ ବହୁତ ପ୍ରେମ କରିବା ସହିତ ତାଙ୍କ ସମସ୍ତ ଛୋଟ ବଡ ଜିନିଷର ବହୁତ ଯତ୍ନ ନେଇଥାନ୍ତି।ଏମିତିରେ ଏମାନଙ୍କ ସହିତ ଯେଉଁ ଲୋକଙ୍କର ରିସ୍ତା ରହିଥାଏ ସେମାନେ ନିଜକୁ ବହୁତ ଭାଗ୍ୟଶାଳୀ ମଣିପାରିବେ।

ଚତୁର୍ଥ ହେଉଛି Y ନାମଥିବା ମହିଳା:-ସାଙ୍ଗମାନେ ଯେଉଁ ମହିଳାଙ୍କ ନାମ Y ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଭାଗ୍ୟସାଳି ହୋଇଥାନ୍ତି।ଏମାନେ ନିଜ କଥାକୁ ନେଇକରି ବହୁତ ସଚେତନ ହୋଇଥାନ୍ତି।ଏମାନେ ଯେଉଁ ଗୋଟେ କଥାକୁ ଭାବିଥାନ୍ତି ତାକୁ ନିଶ୍ଚୟ କରିଥାନ୍ତି।ଏମାନେ ଯାହା ସହିତ ନିଜ ରିସ୍ତା ରଖିଥାନ୍ତି ତାହା ପ୍ରତି ସମ୍ପୂର୍ଣ୍ଣ ଭାବେ ସମର୍ପିତ ହୋଇଥାନ୍ତି।ଏମାନେ ଯାହା ବି କଥା ଦିଅନ୍ତି ପୁରା ନିଷ୍ଠାର ସହ ତାକୁ ପୁର୍ଣ କରନ୍ତି।ନିଜ ଜୀବନସାଥୀ ପାଇଁ ସବୁବେଳେ ବଫାଦାର ହୋଇଥାନ୍ତି।ଏମାନେ ସମସ୍ତଙ୍କ ଖିସିର ସବୁବେଳେ ଯତ୍ନ ନେଇଥାନ୍ତି।

Leave a Reply

Your email address will not be published. Required fields are marked *