May 20, 2025

Odia Express

Leading Odia News Portal of Odisha

ଗୋଟେ ରାତିରେ ପେଟ ସଫା କରିବା ଏବଂ କବ୍ଜକୁ ମୂଳରୁ ଓପାଡିବାର ଅଚୁକ ଚିକିତ୍ସା – ନିଶ୍ଚୟ ଆଜି କରିକି ଦେଖନ୍ତୁ

ସାଙ୍ଗମାନେ କବ୍ଜର ସମସ୍ୟା ସେତେ ହି ସଙ୍ଗୀନ ଅଟେ ଯତେ ଆମେ ଡାଇବେଟିଜ ଏବଂ ବିପି ଆଦି ସମସ୍ୟାରେ ହୋଇଥାଉ।ଯଦି ସକାଳୁ ଉଠିବା ଦ୍ୱାରା ଆପଣଙ୍କ ପେଟ ଠିକସେ ସଫା ହେଉନାହିଁ ଏବଂ ଭାରିପଣ ରହୁଛି ତାହେଲେ ହେଇପାରେ ଆପଣଙ୍କୁ ମଧ୍ୟ କବ୍ଜର ସମସ୍ୟା ରହିଥିବ।କବ୍ଜ ହେଲେ ଗୋଟେ କଥା ଧ୍ୟାନରେ ରଖିବେ କି ଆପଣ ଏହାକୁ କେବେବି ହାଲ୍କାରେ ନେବେ ନାହିଁ କାରଣ ଯେଉଁ ପ୍ରକାର ଡାଇବେଟିଜ,କୋଲେଷ୍ଟ୍ରୋଲ ଏବଂ ହାର୍ଟ ଆଦି ରୋଗ ଆମ ଶରୀର ପାଇଁ ବିପଦ ହୋଇଥାଏ।

ସେହିପରି ଲମ୍ବା ସମୟରୁ ଚାଲୁଥିବା କବ୍ଜଅଧ୍ୟ ଆମ ଶରୀର ପାଇଁ ଘାତକ ହୋଇପରେ କାରଣ ଏହାର ସିଧା ପ୍ରଭାବ ପ୍ରଥମେ ଆମ ଲିଭର ଉପରେ ପଡ଼ିଥାଏ ଏବଂ ପରେ ପରେ ଧୀରେ ଧୀରେ ଆମ ଶରୀରରୁ ଭିଟାମିନ କମ ହେବାରେ ଲାଗିଥାଏ ଏବଂ ଆମ ଶରୀର ଦୁର୍ବଳ ଏବଂ ପତଳା ହେବାକୁ ଲାଗିଥାଏ।ଏହା ସହିତ ପେଟବଥା,ମୁଣ୍ଡ ବିନ୍ଧିବା,ଚୁଟି ଛାଡିବା ସହିତ ସହିତ ଆମ ମୁହଁରେ ମଧ୍ୟ ଏହାର ଗମ୍ଭୀର ପ୍ରଭାବ ପଡ଼ିଥାଏ।ଆୟୁର୍ବେଦରେ ମଧ୍ୟ ଏହା ଲେଖା ଯାଇଛି କି ଯଦି ଆମ ପେଟ ସଫା ରହିବ ତାହେଲେ ଆମକୁ ବହୁତ ପ୍ରକାରର ଗମ୍ଭୀର ଏବଂ ଘାତକ ରୋଗ କେବେ ଛୁଇଁ ମଧ୍ୟ ପାରିବେ ନାହିଁ।ଆଜି ସାଙ୍ଗମାନେ ଆମେ ଆପଣଙ୍କ ପାଇଁ କିଛି ଏମିତି ହି ନୁଷ୍କା ଆଣିଛୁ ଯାହା ଆପଣଙ୍କ ପେଟ ସଫା ରଖିବ ଏବଂ ଏହା ସହିତ କବ୍ଜରୁ ମଧ୍ୟ ମୁକ୍ତି କରେଇବ।ତ ଆସନ୍ତୁ ଦେଖିବା ଆପଣ ଏହା କିପରି ତିଆରି କରିବେ।

ଏହି ଉପାୟକୁ ଘରେ କେହିବି ବହୁତ ସହଜରେ ତିଆରି କରିପାରିବ କିନ୍ତୁ ଆପଣଙ୍କୁ ଏହାର ଧ୍ୟାନ ରଖିବାର ଅଛି କି କେଉଁ ଜିନିଷ କେତେ ମିସେଇବେ।ପ୍ରଥମେ ଆପଣ ଗୋଟେ ଗ୍ଲାସରେ ପାଣି ନିଅନ୍ତୁ ଏବଂ ସେଥିରେ ଜୁଆଣି ମିଶାନ୍ତୁ।ଭୁଲ ଖାଇବା ଏବଂ ଖାଇବାରେ ଅନିୟମତା କବ୍ଜ ହେବାର ମୁଖ୍ୟ କାରଣ ହୋଇଥାଏ।ଏହା ଫଳରେ ଆମ ପେଟ ଠିକ ଭାବରେ ସଫା ହୁଏ ନାହିଁ ଏବଂ ଗ୍ୟାସ ଆଦି ସମସ୍ୟା ହୋଇଥାଏ।ଜୁଆଣି ପୁରୁଣା ସମୟରୁ କବ୍ଜର ଏକ ମୁଖ୍ୟ ଔଷଧ ଅଟେ ସେଥିପାଇଁ ପେଟର ଅଧିକରୁ ଅଧିକ ସମସ୍ୟାରେ ଏହାର ବ୍ୟବହାର କରାଯାଇଥାଏ।ଆମକୁ ଏଠି ଅଧା ଚାମଚ ଜୁଆଣି ନବାର ଅଛି ଏବଂ ଏହାକୁ ଭଲ ଭାବରେ ପାଣିରେ ମିଶାନ୍ତୁ ଏବଂ ଏହାପରେ ଏକ ଅଦା ଖଣ୍ଡ ନିଅନ୍ତୁ କାରଣ ଅଦା ଆମର ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ।

ଏହାପରେ ତୃତୀୟ ଜିନିଷ ମିଶାନ୍ତୁ ତାହା ହେଲା ମୁଲେଠି।ଦେଖିବାରେ ଏହା ଏକ କାଠ ଭଳି ହୋଇଥାଏ।ଏଥିରେ ଆପଣଙ୍କ ଏହାର ୨ ଖଣ୍ଡ ପକାଇବାର ଅଛି।ଏହାପରେ ସେହି ପାଣିକୁ ଧୀମା ଆଞ୍ଚରେ ଗରମ କରନ୍ତୁ।ଏଥିରେ ଆଉ ଅଧା କପ ପାଣି ମିଶାନ୍ତୁ ଏବଂ ସେତେଯାଏ ଗରମ କରନ୍ତୁ ଯେତେଯାଏ ଦେଢ଼ କପ ପାଣି ୧ ନ ହୋଇଛି ଏବଂ ଗରମ କରିବା ସମୟରେ ଆପଣ ଏହାକୁ ନିଶ୍ଚୟ ହଲନ୍ତୁ।ଏହାପରେ ଏହାକୁ ଥଣ୍ଡା କରନ୍ତୁ ଏବଂ ଥଣ୍ଡା କଲା ପରେ ଏହି ଉପାୟ ଆମର ତିଆରି ହୋଇଯାଇଛି।ଏହାକୁ ଛାଣି ଦିଅନ୍ତୁ ଏବଂ ସ୍ୱାଦ ପାଇଁ ଆପଣ ଯଦି ଚାହିଁବେ ଏଥିରେ ଅଳ୍ପ ବିଟଲୁଣ ପକାଇ ଦିଅନ୍ତୁ।ଏହି ଉପାୟକୁ କରିବା ଦ୍ୱାରା ଆମର ପେଟ ସବୁବେଳେ ସଫା ରହିବ।

Leave a Reply

Your email address will not be published. Required fields are marked *