February 14, 2025

Odia Express

Leading Odia News Portal of Odisha

ଲୋକପ୍ରିୟ ରେସଲର୍ ଦି ଗ୍ରେଟ୍ ଖଲ୍ଲି ସେୟାର କଲେ ନିଜ ଯୌବନ ଦିନର ଫଟୋ, ଫ୍ୟାନ୍ସ କହିଲେ ଆପଣ ତ..

ଆମର ଦେଶର ଲୋକପ୍ରିୟ ପହଲିବାନ ଦିଲ୍ଲୀପ ସିଂହ ରାଣା ମାନେ ଦି ଗ୍ରେଟ୍ ଖଲ୍ଲି ଆଜି କେଉଁ ପରିଚୟର ଆବଶ୍ୟକତା ନାହିଁ , ଓ ସେ କୁସ୍ତିର ଦୁନିଆଁରେ ପାଦ ରଖିବା ପୁର୍ବରୁ ଦିଲ୍ଲୀପ ସିଂ ରାଣା ପଞ୍ଜାବ ପୋଲିସରେ ଅଫିସର୍ ରହିସାରିଛନ୍ତି , ୨୦୦୯ ରେ ଦିଲ୍ଲୀପ ସିଂ ରାଣା ରେସଲିଙ୍ଗ୍ ଦୁନିଆଁରେ ପାଦ ଥାପିଥିଲେ,  ଆଜିର ସମୟରେ ଦିଲ୍ଲୀପ ସିଂ ରାଣା ଆମ ଦେଶର ସବୁଠାରୁ ଲୋକପ୍ରିୟ ରେସଲର୍ ରୁପରେ ଜଣାଯାଆନ୍ତି , ସେ ନିଜ କ୍ୟାରିୟରରେ ଅଣ୍ତରଟେକର ପରି ଦମଦାର୍ ରେସଲର୍ କୁ ପରାସ୍ତ କରିଛନ୍ତି, ଓ ଦୁନିଆଁ ସାରା ବହୁତ ଦିଗଜ୍ଜଙ୍କ ସହ ରେସଲିଙ୍ଗ୍ କରିଛନ୍ତି , ସେ ନିଜ ବାହୁବଳରେ ଜନ୍ ସିନା, ବିଗ୍ ଶୋ, କେନ୍ ଭଳି ରେସଲରଙ୍କୁ ହରାଇଛନ୍ତି , ଓ ନିଜ ଦେଶର ନାଁ ଉଜ୍ଜଳ କରିଛନ୍ତି ।

କହିଦେବୁ କି ଗ୍ରେଟ୍ ଖଲ୍ଲି ବହୁତ ବର୍ଷ ହେବ WWE ରେ ରେସଲିଙ୍ଗ୍ କରିଛନ୍ତି , ଓ ଆଜି କଡା ପରିଶ୍ରମ ଓ ବାହୁବଳରେ ଭାରତର ଲୋକପ୍ରିୟ ରେସଲର୍ ହୋଇସାରିଛନ୍ତି । ସେ ବଲିଉଡ୍ ରୁ ନେଇକରି ହଲିଉଡ୍ ପର୍ଯ୍ୟନ୍ତ ସବୁ ମୁଭିରେ କାମ କରିଛନ୍ତି , ଓ ତାହା ସହ  ଦିଲ୍ଲୀପ ସିଂ ରାଣା ଟିଭିର ସବୁଠାରୁ ପପୁଲାର୍ ଶୋ ବିଗ୍ ବସ୍ ରେ ନଜର ଆସିଛନ୍ତି , ସେ ବିଗ୍ ବସ୍ ସିଜିନ୍ ୪ ର ୱିନର୍ ରହିଛନ୍ତି । ସେମିତି ଦିଲ୍ଲୀପ ସିଂ ରାଣା ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି , ସେ ବହୁତଥର ନିଜ ଫଟୋ ଓ ଭିଡିଓ ଫ୍ୟାନ୍ସଙ୍କ ସହ ଇନଷ୍ଟାଗ୍ରାମରେ ସେୟାର୍ କରନ୍ତି , ଯାହା ବହୁତ ଭାଇରାଲ୍ ହୋଇଥାଏ । ଓ ସେମିତି ତାଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ବି ଜବରଦସ୍ତ ଅଛି, ଏବେ ଦିଲ୍ଲୀପ ସିଂ ରାଣା ନିଜ ସୋସିଆଲ୍ ମିଡିଆ ଏକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଥିଲେ,  ଯାହା ଏହିଦିନରେ ବହୁତ୍ ଭାଇରାଲ୍ ହେଉଛି । ଏହା ସହ ଦିଲ୍ଲୀପ ସିଂ ରାଣା ନିଜ ଯୁବାବସ୍ଥାର୍ ଫଟୋ ବି ସେୟାର୍ କରିଛନ୍ତି , ଏହି ଫଟୋରେ ଖଲ୍ଲି ନିଜ ଅଣ୍ଟାରେ ହାତ ରଖିକରି ପୋଜ୍ ଦେବାର ନଜର ଆସିଛି ।

କହିଦେବୁ କି ଗ୍ରେଟ୍ ଖଲ୍ଲି ଏହି ଫଟୋକୁ ତାଙ୍କ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି , ଓ ତାଙ୍କର ଫଟୋରେ ବହୁତ ଭଲ ପାଇବା ଦେଇଛନ୍ତି , ଜଣେ ଫ୍ୟାନ୍ ଫଟୋରେ କମେଣ୍ଟ କରି ଲେଖିଛନ୍ତି କି ଆପଣ ତ ଗଡଜିଲ୍ଲାକୁ ବି ମାରିଦେବେ ଆପଣ ପଞ୍ଚ୍ ମାରିକି ଘାଇଲା କରିପାରିବେ , ଆଉ ଜଣେ ୟୁଜର୍ ଲେଖିଲେ କି ସାର୍ ଆପଣ ଟାୱାର୍ ହୋଇଯାଆନ୍ତୁ କାରଣ ଆମ ଗାଁରେ ଟାୱାର୍ ନାହିଁ , କହିଦେବୁ କି ଏହି ପରି ଦି ଗ୍ରେଟ୍ ଖଲି ଫଟୋରେ ବହୁତ କମେଣ୍ଟ କରାଯାଉଛି, ଯାହା ବହୁତ ଭାଇରାଲ୍ ହେଉଛି ।

ଦି ଗ୍ରେଟ୍ ଖଲି ଏବେ ରେସଲିଙ୍ଗ୍ ଦୁନିଆଁରେ ବଡ ନାଁ ହୋଇସାରିଛନ୍ତି, ଓ ଆଜି ଦିଲ୍ଲୀପ ସିଂ ରାଣା ଯାହା ସ୍ଥାନ ପାଇଛନ୍ତି , ତାଙ୍କ ପରିଶ୍ରମ ଓ ଲଗନର ଫଳାଫଳ ଅଟେ କହିଦେବୁ କି ଦିଲ୍ଲୀପ ସିଂ ରାଣା ଏକ ଗରିବ ପରିବାରରେ ଜନ୍ମ ହୋଇଥିଲେ,  ତାଙ୍କ ସ୍ୱପ୍ନ ଉଚ୍ଚ ଥିଲା, ସେ ପରିଶ୍ରମ ବଳରେ ଏହା ସାକାରକରିଛନ୍ତି,  ଦି ଗ୍ରେଟ୍ ଖଲି ହେବାକୁ ତାଙ୍କୁ ଜୀବନରେ ବହୁତ ସଂଘର୍ଷ କରିବାକୁ ପଡିଥିଲା ।

Leave a Reply

Your email address will not be published. Required fields are marked *