May 20, 2025

Odia Express

Leading Odia News Portal of Odisha

ସବୁଠୁ ମଜାଦାର ଓ ସହଜ ପ୍ରଶ୍ନ – କେଉଁ ଲୋକ ଅଛି ଯିଏକି ଯେଉଁଆଡେ ଗଲେ ବି ତାର ଟିକେଟ୍ ଲାଗେ ନାହିଁ ?ବୁଦ୍ଧିମାନ ହେଇଥିଲେ ସଂଗେ ସଂଗେ ଉତ୍ତର ଦେବେ..

ୟୁପିଏସ୍ ସି ସିଭିଲ୍ ସର୍ଭିସ୍ ପରୀକ୍ଷାକୁ ନେଇକରି ଆମ ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା କ୍ରେଜ୍ ଦେଖିବାକୁ ମିଳେ , ସେମିତି ୟୁପିଏସ୍ ସି ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଦୁଇଟି ଲିଖିତ ପରିକ୍ଷା ହୋଇଥାଏ , ଓ ଅନ୍ତିମ ଚରଣରେ ଲିଖିତ ପରିକ୍ଷାରେ ସଫଳ ହେଲେ ପରୀକ୍ଷାର୍ଥୀଙ୍କୁ ଇଣ୍ଟରଭ୍ୟୁ ରାଉଣ୍ତ ପାଈଁ ବିବେଚିତ କରାଯାଏ , ଓ ଏହି ତିନୋଟି ଚରଣ ପାସ୍ କରିବାପରେ ପରୀକ୍ଷାର୍ଥୀ ଆଈଏଏସ୍ ଓ ଆଇପିଏସ୍ ହେବାର ସ୍ୱପ୍ନ ପୁରଣ ହୋଇଯାଏ , ସେମିତି ୟୁପିଏସ୍ ସି ସିଭିଲ୍ ସର୍ଭିସ୍ ପରୀକ୍ଷା ଇଣ୍ଟରଭ୍ୟୁ ରାଊଣ୍ତ ବହୁତ କଠିନ ହୋଇଥାଏ , ଏହି ରାଉଣ୍ତରେ ପରୀ‍କ୍ଷାର୍ଥୀକୁ ବହୁତ କଠିନ ପ୍ରଶ୍ନର ଉତ୍ତର ଦେବାକୁ ପଡୀଥାଏ , ଏଥିରେ ଆଶାର୍ଥୀର ତର୍କଶକ୍ତି, ଉପସ୍ଥିତ ବୁଦ୍ଧି ଆଦିକୁ ଦେଇ ଗତି କରିବାକୁ ପଡିପାରେ , ତେବେ ଆସନ୍ତୁ ଜାଣିବା ୟୁପିଏସ୍ ସି ସିଭିଲ୍ ସର୍ଭିସ୍ ରେ ପଚାରାଯାଇଥିବା କିଛି ପ୍ରଶ୍ନ ଓ ତାହାର ଉତ୍ତର ।

୧) ଜନ୍ମଦର ଓ ମୃତ୍ୟୁଦରର ଅନ୍ତର ପରିଣାମକୁ କଣ କହନ୍ତି ?

ଉତ୍ତର- ଜନସଂଖ୍ୟା ର ବୃଦ୍ଧି ଦର ।

୨) ବର୍ଣ୍ଣାଦ୍ଦ ବ୍ୟକ୍ତି କେଉଁ ରଙ୍ଗରେ ଭେଦ କରିପାରେ ନାହିଁ ?

ଉତ୍ତର- ଲାଲ୍-ସବୁଜ ।

୩) ରାଜନୈତିକ ଦଳର ପଞ୍ଜିକରଣ କାହା ଦ୍ୱାରା ହୋଇଥାଏ ?

ଉତ୍ତର- ନିର୍ବାଚନ ଆୟୋଗ ଦ୍ୱାରା

୪) ଶରୀରର କେଉଁ ଅଙ୍ଗରେ ଆୟୋଡିନ୍ ସଂଚିତ ହୋଇଥାଏ ?

ଉତ୍ତର- ଥାଇରଏଡ୍ ଗ୍ରନ୍ଥିରେ

୫) ପ୍ରଶ୍ନ- ଫୋର୍ବସ୍ ତରଫରୁ ଜାରି ତାଜା ରାଙ୍କିଙ୍ଗ୍ ରେ ସର୍ବାଧିକ କମାଉଥିବା ୧୦୦ ଖେଳାଳୀଙ୍କ ସୁଚୀରେ କିଏ ଏକମାତ୍ର ଭାରତୀୟ ଖେଳାଳୀଙ୍କୁ ୧୯୭ କୋଟି ଆୟର ସହ ୫୯ତମ ନମ୍ବର ପ୍ରାପ୍ତ ହୋଇଛି ।

ଉତ୍ତର- ବିରାଟ କୋହଲି, ମିକ୍ସ ମାର୍ଶଲ୍ ଆର୍ଟ୍ସ ର ଦିଗଜ୍ ଖେଳାଳୀ କର୍ଣ୍ଣର ମ୍ୟାକ୍ ଗ୍ରେନର୍ ପ୍ରାୟ ୧୫୧୭ କୋଟି କମାଇ ସହ ଦୁନିଆଁର ସର୍ବାଧିକ ଆୟ କରୁଥିବା ଏକ ମାତ୍ର ଖେଳାଳୀ ହୋଇଛନ୍ତି ।

୬) ଗେଲ୍ ଗ୍ୟାସ୍ ଲିମିଟେଡ୍ ନୁଆ ସିଇଓ ରୁପରେ କିଏ ପଦଭାର ସଂମ୍ଭାଳିଲେ ?

ଉତ୍ତର- ରମନ ଚଡ୍ଡା

୭) ଭାରତର ପ୍ରସିଦ୍ଧ ଅର୍ଥଶାସ୍ତ୍ରୀ କଳ୍ପନା କୋଚର୍ ଆଗାମୀ ମାସରେ ଆଇଏମ୍ ଏଫ୍ ରେ ମାନବ ସଂସାଧନ ପ୍ରମୁଖ ପଦରେ ହଟିବାପରେ କାହା ସହ ଯୋଡୀ ହେବେ ?

ଉତ୍ତର- ୱିଲ୍ ଆଣ୍ତ ମେଲିଣ୍ତା ଫାଉଣ୍ତଡେସନ୍

୮) ଆଇସିସି ଟେଷ୍ଟ ଟିମ୍ ରାଙ୍କିଙ୍ଗ୍ ର ବାର୍ଷିକ ଅପଡେଟ୍ ଜାରି ହେବାରେ କେଉଁ ଟିମ୍ ୧୨୧ ରେଟିଙ୍ଗ୍ ରାଙ୍କ୍ ସହ ପ୍ରଥମ ସ୍ଥାନରେ ଅଛି ?

ଉତ୍ତର- ଭାରତୀୟ ଟିମ୍

୯) କେଉଁ ଦେଶର ଏକ ସରକାରୀ ଆପ୍ କୁ ଆଣ୍ତରଏଡ୍ ଅଟୋ ପ୍ଲାଟଫର୍ମରେ ନ ଚଲାଇବାର କାରଣରୁ ଗୁଗୁଲ୍ ଉପରେ ୯୦୪ କୋଟି ଟଙ୍କାର ଜୋରିମାନା ଲଗାଗଲା ?

ଉତ୍ତର- ଇଟିଲି

୧୦) ବିସିସିଆଇ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ନୁଆ ମୁଖ୍ୟ କୋଚ୍ ରୁପରେ କାହାକୁ ନିଯୁକ୍ତ କରିଛନ୍ତି ?

ଉତ୍ତର- ରମେଶ ପାୱର୍ ଙ୍କୁ

୧୧) କାହାର ନୈତୃତ୍ୟରେ ୧୭୭୬ ରେ ଆମେରିକାକୁ ସ୍ୱନ୍ତତ୍ରତା ପ୍ରାପ୍ତି ହୋଇଥିଲା ?

ଉତ୍ତର- ଜର୍ଜ ୱାଶିଙ୍ଗଟନ୍

୧୨) ୧୮୫୭ ଇ ବିଦ୍ରୋହରେ ଝାନସି ରାଣୀ ଲକ୍ଷ୍ମୀବାଇ କାହାର ସହଯୋଗରେ ଗ୍ୱାଲିୟର୍ ରେ ବିଦ୍ରୋହ କଲେ ?

ଉତ୍ତର- ତାତ୍ୟା ଟୋପେ

୧୩) ଆଗ୍ରାର ଜାମା ମସଜିଦ୍ କିଏ ନିର୍ମାଣ କରାଇଥିଲେ ?

ଉତ୍ତର- ସହଜାଦୀ ଜାହାନାରା ବେଗମ୍

୧୪) କେଉଁ ସିଖ୍ ଗୁରୁ ଫାର୍ସୀ ଭାଷାରେ ଜଫରନାମା ଲେଖିଥିଲେ ?

ଉତ୍ତର- ଗୁରୁ ଗୋବିନ୍ଦ ସିଂ

୧୫) ଦାଣ୍ତି ଯାତ୍ରା ଗାନ୍ଧୀଜୀ କେତେ ଦୁରତା ତୟ କରି ଲବଣ ଆଇନ୍ ବିରୋଧ କଲେ ?

ଉତ୍ତର- ୩୮୫ କିମି

୧୬) ଜନସମସ୍ୟାକୁ ନିରାକରଣ ପାଇଁ କେଉଁ ଅଧିନିୟମ ଲାଗୁ କରିବାର ରାଜସ୍ଥାନ ପ୍ରଥମ ରାଜ୍ୟ ଅଟେ ?

ଉତ୍ତର- ଶୁଣାଣୀର ଅଧିକାର ଅଧିନିୟମ ।

୧୭) ରାଜସ୍ଥାନ ଅଲମ୍ପିକ୍ ଆସୋସିଏସନ୍ ର ନବନିୟୋଜିତ ଚେୟାର୍ ମ୍ୟାନ୍ କିଏ ?

ଉତ୍ତର- ଧନରାଜ୍ ଚୌଧୁରୀ

୧୮) ସେ କେଉଁ ମଣିଷ୍ ଅଟେ ଯିଏକି ଯେଉଁଆଡେ ଗଲେ ବି ତାର ଟିକେଟ୍ ଲାଗେ ନାହିଁ ?

ଉତ୍ତର- ନବଜାତ ଶିଶୁ ।

Leave a Reply

Your email address will not be published. Required fields are marked *