October 20, 2024

Odia Express

Leading Odia News Portal of Odisha

ଅକ୍ସୀଜେନ ସ୍ତର ବୃଦ୍ଧି କରିବାର ଉପାୟ – ଏହି କାମକୁ ଘରେ କରିଲେ ବଢିବା ଆପଣଙ୍କ ଅକ୍ସିଜେନ ସ୍ତର – ଉପାୟ ଗୁଡିକ ଜାଣିଥାନ୍ତୁ କାମରେ ଆସିପାରେ

ଆଜି ସାରା ଦୁନିଆରେ ମହାମାରୀ ବ୍ୟାପି ଯାଇଛି ଆଉ ସବୁ ଲୋକମାନଙ୍କ ଭିତରେ ହାହାକାର ଲାଗି ରହିଛି। ଲୋକମାନେ ଏହି ମହାମାରୀ କାରଣରୁ ବିନା ଅକ୍ସୀଜେନରେ ମୃତ୍ୟୁ ବରଣ କରୁଛନ୍ତି ଆଉ ଶ୍ବାସରୁଦ୍ଧ ହେଇ ମରିଯିବାର ଭୟ ସଭିଙ୍କୁ ଆତଙ୍କିତ କରିଛି।ସବୁଲୋକ ନିଜର ଇମ୍ମ୍ୟୁନିଟି ପାଇଁ ଅଧିକ ଚିନ୍ତିତ ଅଛନ୍ତି ଆଉ ନିଜର ଅକ୍ସୀଜେନ ସ୍ତର ବୃଦ୍ଧି କରିବା ପାଇଁ ସମସ୍ତେ ବହୁତ ଚିନ୍ତାରେ ଅଛନ୍ତି। ମାତ୍ର ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ କାରଣ ଆଜି ଆମେ ଆପଣଙ୍କ ପାଖରେ ଏକ ଏପରି ଉପାୟ ନେଇକି ଆସିଛୁ ଯାହା କରିବା ପରେ ଆପଣଙ୍କର ଅକ୍ସୀଜେନ ସ୍ତର କେବେ କମ ହି ହେବ ନାହିଁ ଆଉ ଯଦି ବି ତାହା କମି ଯାଇଥିବ ତାହେଲେ ଆପଣ ତାହାକୁ ଏହି ଉପାୟ ଦ୍ୱାରା ବୃଦ୍ଧି କରାଇ ପାରିବେ।ଏହି ଉପାୟ ଆପଣେଇବା ଦ୍ୱାରା ଆପଣଙ୍କର ଫୁସଫୁସ ପୂର୍ବ ତୁଳନାରେ ଅଧିକ ଫୁଲଜୀବ ଆଉ ତାହା ଭିତରେ ଅଧିକ ସ୍ଥାନ ରହିବା ସହିତ ଆପଣଙ୍କ ଶରୀର ଭିତରକୁ ଅଧିକ ଅକ୍ସୀଜେନ ସପ୍ଲାଏ ହେବ।ତେବେ ଆସନ୍ତୁ ଜାଣିବା ଏହି ଉପାୟ ବାବଦରେ।

୧:- ପ୍ରଥମ ଉପାୟ କରିବା ପାଇଁ ଆପଣଙ୍କୁ ଆପଣଙ୍କ ବେଡ ଉପରେ ତିନିଟି ଜାଗାରେ ତକିଆ ରଖିବାର ଅଛି। ପ୍ରଥମ ସ୍ଥାନ ଆପଣଙ୍କ ମୁଣ୍ଡ ପାଖରେ ଯେଉଁଠାରେ ଆପଣ ତକିଆ ରଖି ଶୁଅନ୍ତି।ଆଉ ଏକ ଜାଗା ଆପଣଙ୍କ ପେଟ ପାଖରେ ଯେଉଁଠାରେ କି ତାହା ଆପଣଙ୍କ ପେଟରୁ ଟିକେ ତଳେ ରହିବ।ଆଉ ଏକ ଜାଗା ଆପଣଙ୍କ ଗୋଡ଼ ପାଖରେ। ଏହାପରେ ଆପଣ ଆରାମ ସହ ପେଟରେ ସୋଇଯାଅନ୍ତୁ। ଯଦି ଆପଣଙ୍କ ପେଟରେ ଅଧିକ ଚର୍ବି ଅଛି ତାହେଲେ ଆପଣ ପେଟ ପାଖରେ ଦୁଇଟି ତକିଆ ରଖନ୍ତୁ ଆଉ ତାହା ଯେପରି ଆପଣଙ୍କ ପେଟକୁ ଖଟ ଉପରେ ରଖିବାକୁ ହିଁ ଦେବନାହିଁ। ଏହାପରେ ଆପଣ ଦେଖିବେ କି ଆପଣଙ୍କ ଶରୀର ଭିତରକୁ ବେସି ଅକ୍ସୀଜେନ ଯିବ ଆଉ ଯେଉଁ ମାନଙ୍କର ୮୫% ଅକ୍ସୀଜେନ ଥିବ ସେମାନଙ୍କର ସାଙ୍ଗେ ସାଙ୍ଗେ ୯୫% ଅକ୍ସୀଜେନ ହେଇଯିବ।ଆପଣ ରହି ଉପାୟ ଆପଣେଇ ଦେଖନ୍ତୁ।

୨:- ଆମର ଅକ୍ସୀଜେନ ସ୍ତର ବଢ଼େଇବା ପାଇଁ ପ୍ରାଣାୟମ କରିବା ବହୁତ ଜରୁରୀ ଅଟେ। ସବୁ ଡକ୍ଟର ତଥା ନିଉଜ ଚ୍ୟାନେଲ ମାନଙ୍କର ବି କହିବା କଥା କି ଆପଣ ସକାଳୁ ଠି କମ ସେ କମ ଅଧା ଘଣ୍ଟା ପ୍ରାଣାୟମ ନିଶ୍ଚୟ କରନ୍ତୁ।ଆଉ ଆପଣ ନିଶ୍ୱାସଗତ ବ୍ୟାୟାମ ନିଶ୍ଚୟ କରନ୍ତୁ ଯାହା କି ଆପଣଙ୍କୁ ଆପଣଙ୍କ ନିଶ୍ୱାସ ନେବାରେ ସାହାଯ୍ୟ କରିବ। ଆପଣ ଗୋଟେ ନାକରୁ ନିଶ୍ୱାସ ନେଇ ଆଉ ଏକ ନାକରେ ନିଶ୍ୱାସ ଛାଡ଼ନ୍ତୁ ଯାହା କି ଆପଣଙ୍କ ଶ୍ବାସନଳୀ ତଥା ଆପଣଙ୍କ ଫୁସଫୁସ ସବୁକୁ ସୁରଖିତ ରଖିବା ସହ ଖରାପ ହେବାକୁ ଦେବନାହିଁ।

୩:- କଣ ଆପଣ ଜାଣନ୍ତି କି ଆଜି ହସ୍ପିଟାଲ ମାନଙ୍କରେ ବି ଆମର ଅକ୍ସୀଜେନ ସ୍ତର ବଢ଼େଇବା ପାଇଁ ଷ୍ଟିମର ମାନଙ୍କର ପ୍ରୟୋଗ କରି ତାକୁ ବାମ୍ଫ ନିଆଯାଉଛି। ଆପଣ ଘରେ ବି ଏହି ବାମ୍ଫ ଷ୍ଟିମର ସାହାଯ୍ୟରେ ହେଉ ଅଥବା ବିନା ଷ୍ଟିମରରେ ବି ନେଇପାରିବେ।ଏହା ଆପଣଙ୍କ ଶ୍ବାସନଳୀକୁ ପୁରା ସଫା କରି ଆଉ ଆପଣଙ୍କ ନିଶ୍ୱାସ ନେବାରେ କିଛି ଅସୁବିଧା ହୁଏ ନାହିଁ।

୪ – ଯଦି ଆପଣ ନିଜ ଶରୀରରେ ଅମ୍ଳଜାନର ସ୍ତରକୁ ଉନ୍ନତ କରିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆପଣ ଏକ ଆପଲ୍ ଖାଇ ଦିନ ଆରମ୍ଭ କରନ୍ତି | ଯଦି ଆପଣ ପ୍ରତିଦିନ ଆପଲ୍ ଖାଆନ୍ତି, ତେବେ ଅମ୍ଳଜାନ ସ୍ତର ଉନ୍ନତି ଆରମ୍ଭ କରେ | ଆସନ୍ତୁ ଆପଣଙ୍କୁ କହିବା ଯେ ଭିଟାମିନ୍ ସି ଆପଲରେ ଥାଏ ଏବଂ ଏଥିରେ ଆଇରନ୍ ମଧ୍ୟ ମିଳିଥାଏ, ଯାହା ରକ୍ତରେ ଅମ୍ଳଜାନର ମାତ୍ରା ବଢେଇବାରେ କାମ କରେ

Leave a Reply

Your email address will not be published. Required fields are marked *