December 5, 2024

Odia Express

Leading Odia News Portal of Odisha

ଭୃସଙ୍ଗ ପତ୍ରର ଫାଈଦା, ଏହି ପତ୍ର ବୁଢାପା ପର୍ଯ୍ୟନ୍ତ ବାଳକୁ ରଖିଥାଏ କଳା – ଏହା ସହ ଆପଣଙ୍କ ଅନେକ ଲାଭର କାମ ଦେବା ଏହି ଭୃସଙ୍ଗ ପତ୍ର

ଏମିତି ତ ଭାରତରେ ସବୁ ଘରର ରୋଷେଇ ଘରରେ କାମ ଆସୁଥିବା ମସାଲା ରୁପରେ ଡ୍ରାଇ ଫ୍ରୁଟ୍ ଫଳର ନିଜ ବିଶେଷ ମହତ୍ତ୍ୱ ଅଛି, ଯିଏ ଖାଇବା ସ୍ୱାଦ କରିବା ସହ ଆମର ସ୍ୱାସ୍ଥ୍ୟ ବି ବିଶେଷ ଧ୍ୟାନ ରଖନ୍ତି , ଆଜି ସେହି ଶୃଙ୍ଖଳାରେ ଆମେ ଭୃସଙ୍ଗ ପତ୍ର ବିଷୟରେ କଥା ହେବା । ଭୃସଙ୍ଗ ପତ୍ର ମୁଖ୍ୟତଃ ହିମାଳୟ କ୍ଷେତ୍ରକୁ ଛାଡିକରି ସଂପୁର୍ଣ୍ଣ ଭାରତରେ ମିଳିଥାଏ , ଏହା ଏକ ସଦାବାହାର୍ ଗଛ ଅଟେ, ଭୃସଙ୍ଗ୍ ପତ୍ରରେ ପୋଷକ ତତ୍ୱ ମିଳିଥାଏ ,ଯାହା ବାଳକୁ ସୁସ୍ଥ୍ୟ ରଖେ,  ଏହାର ପତ୍ରକୁ ପେଷିକରି ଲେପ ବନାଇଦିଅନ୍ତୁ, ତାପରେ ସିଧା ବାଳରେ ଜଡରେ ଲଗାନ୍ତୁ, ଆପଣ ଭୃସଙ୍ଗ ପତ୍ରକୁ ଖାଇପାରିବେ , ଏଥିରେ ବାଳ କଳା, ଲମ୍ବା, ଓ ଘନ ହୋଈଯିବ , ତାହା ସହ ବାଳର ଜଡ ବି ମଜବୁତ୍ ହୋଇଯିବ ।

ଭିଟାମିନ୍ ବି୧, ବି୩, ବି୯ ଓ ସି ହୋଇଥାଏ , ଏହା ଛଡା ଆଇରନ୍, କ୍ୟାଲସିୟମ୍, ଓ ଫସଫରସ୍ ମିଳିଥାଏ , ଏହା ସବୁଦିନ ସେବନ କରିଲେ ବାଳ କଳା ଓ ଘନ ହୋଇଯାଏ , ଏହା  ରୁପି ପରି ସମସ୍ୟା ଦୁର ହୋଇଯାଏ , ଉଚ୍ଚ ରକ୍ତଚାପ ବାଲା ବ୍ୟକ୍ତି ସବୁଦିନ ୭-୮ ପତ୍ରକୁ ସବୁଦିନ ଚୋବାଇକରି ଖାଆନ୍ତୁ , ତାହା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ ।ଏହି ପତ୍ର ସଂନ୍ଧ୍ୟା ସମୟରେ ଚୋବାଇଲେ ଶରୀରରେ ବିଶିଷ୍ଟ ପ୍ରକାରର ଫୁର୍ତ୍ତି ତଥା ଉତ୍ତେଜନା ସଂଚାର ହୋଇଥାଏ , ଏକ ପ୍ରକାରରୁ ପ୍ରାକୃତିକ ଆଣ୍ଟିଏକ୍ସିଡେଣ୍ଟ ପ୍ରଭାବ ଦେଇଥାଏ । ଯଦି ଆପଣ ପତଳା ଝାଡା ହେଉଛି, ଏହାକୁ ଅଳ୍ପ ମାତ୍ରାରେ ନେଇକରି ପାଣୀକୁ ସିଝାଇ ଜଳକୁ ପିଇଲେ ତୁରନ୍ତ ଲାଭ ହୋଇଥାଏ ।

ଅତିସାର ଏହାର ତାଜା ପତ୍ରର ଅର୍କ ବହୁତ ଲାଭଦାୟକ ହୋଇଥାଏ । ଯେଉଁ ଲୋକଙ୍କୁ ନେତ୍ର ରୋଗ ହୋଇଥାଏ ,ତେବେ ମିଠା ନିମ୍ବ ପତ୍ରର ଚୁର୍ଣ୍ଣରେ ୨ ଗ୍ରାମ ନିତ୍ୟ ଜଳ ଗ୍ରହଣ କଲେ ଲାଭ ମିଳିଥାଏ,  ଏହାର ପତ୍ରକୁ ସୁଖାଇକରି ପେଶାଯାଏ , ଭୃସଙ୍ଗ ପତ୍ର ଗଛର ଛାଳକୁ ୧ ଗ୍ରାମ ଚୁର୍ଣ୍ଣ ବନାଇଦିଅନ୍ତୁ , ଏହାର ଜଡର ଚୁର୍ଣ୍ଣରେ କ୍ଷୀର ପ୍ରର୍ଯ୍ୟାପ୍ତ ମିଶ୍ରୀ ମିଶିକରି ପିଇଲେ ଯୌନ ଉତ୍ତେଜନା ବୃଦ୍ଧି ହୋଇଥାଏ , ତାହା ଶରୀର ସୁଦୃଢ ହୋଇଥାଏ । ଏକଜିମା ଓ ଘା ପାଇଁ –ଭୃସଙ୍ଗ ପତ୍ର ବିଜର ତେଲ ଉତ୍ତମ କିଟନାଶକ ହୋଇଥାଏ , ଏକଜିମା ଠିକ୍ କରିବାରେ ଅଥବା ଘା ଶୁଖାଇବାପାଇଁ ଲାଭଦାୟକ ହୋଇଥାଏ

ଏହି ପତ୍ରକୁ ସୁଖାଇଦିଅନ୍ତୁ,  ସୁଖାଈବାପରେ ପାଉଡର୍ ବନାଇଦିଅନ୍ତୁ, ଏବେ ୨୦୦ ଏମ୍ ଏଲ୍ ନଡିଆ ତେଲରେ ଜଇତୁନ୍ ତେଲ୍ ପ୍ରାୟ ୪-୫ ଚାମଚ ଭୃସଙ୍ଗ ପତ୍ରର ପାଉଡର୍ ମିକ୍ସ କରି ସିଝାଇଦିଅନ୍ତୁ , ଭଲରେ ସିଝାଇବା ପରେ ତେଲକୁ ଥଣ୍ତା ହେବା ପରେ ରଖିଦିଅନ୍ତୁ , ତାପରେ ତେଲକୁ ଛାଣିକରି ବୋତଲରେ ଭର୍ତ୍ତି କରିଦିଅନ୍ତୁ , ସୋଇବା ପୁର୍ବରୁ ରାତିରେ ଏହି ତେଲ ଲଗାନ୍ତୁ , ଯଦି ଏହି ତେଲ ଗୁଣଗୁଣା ଲଗାଯାଏ , ତେବେ ଜଲଦି ପ୍ରଭାବ ଦେଖାଯିବ , ଏହି ପତ୍ରକୁ ପେଷିକରି ପେଷ୍ଟ୍ କରିଦିଅନ୍ତୁ, ଏଥିରେ ଟିକିଏ ଦହି ମିଶାନ୍ତୁ, ଓ ନିଜ ବାଳରେ ଲଗାନ୍ତୁ ତାପରେ ୨୦-୨୫ ମିନିଟ୍ ରହିଲାପରେ ସ୍ୟାମ୍ପୁରେ ଧୋଇଦିଅନ୍ତୁ , ଏହା ଦ୍ୱାରା ଧଳା ବାଳ କଳା ହୋଇଯିବ , ଭୃସଙ୍ଗ ପତ୍ରକୁ ସିଝାନ୍ତୁ,  ଏଥିରେ ଲେମ୍ବୁ ଚିପୁଡୀଦିଅନ୍ତୁ, ଓ ଚିନି ମିଶାନ୍ତୁ ,ଏହିପରି ଚାହା ବନାଇକରି ଏକ ସପ୍ତାହରେ ପିଅନ୍ତୁ, ଏହି ଚାହା ବାଳ, ଲମ୍ବା ଓ ଘନ ହୋଇଯିବ , ବାଳକୁ ସଫା ହେବାରୁ ରକ୍ଷା କରିବ , ତାହା ସହ ଡାଇବେଟିଜ୍ ସିଷ୍ଟମକୁ ବି ସୁସ୍ଥ୍ୟ କରିବ

ଏବେ ନଡିଆ ତେଲକୁ ଗର୍ମ କରନ୍ତୁ , ତାପରେ ସୁଖିଲା ଭୃସଙ୍ଗ ପତ୍ରକୁ ନଡିଆ ତେଲରେ ପକାନ୍ତୁ , ଏବେ ଗରମ ହେଲା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ, ଯେପରି ନଡିଆ ତେଲର ରଙ୍ଗ ନ ବଦଳୁ, ଚେହେରାର ଚମକ- ପୁରୁଣା ସମୟରେ ଭୃସଙ୍ଗର ପତ୍ର ପ୍ରାକୃତିକ ଗ୍ଲୋ ବଢାଇବାପାଇଁ ବ୍ୟବହାର କରାଯାଏ,  ଓ ଚେହେରାର ରଙ୍ଗତ ବଢାଇଥାଏ , ଏହାର ବ୍ୟବହାରରେ ଆପଣ ଫେସ୍ ପ୍ୟାକ୍ ରୁପରେ ବି କରିପାରିବେ , ଏହା ଚେହେରର ସମସ୍ୟା ପରି ଚେହେରାର ରୁକ୍ଷାପଣ ଓ ଫାଇନ୍ ଲାଇନ୍ ଦୁର କରିଥାଏ ।ଖରାରେ ଭୃସଙ୍ଗ ପତ୍ରକୁ ସୁଖାଇଦିଅନ୍ତୁ , ଓ ପେଷିକରି ପାଉଡର୍ କରିଦିଅନ୍ତୁ, ଏବେ ଏଥିରେ ଗୋଲାପଜଳ ଓ ଟିକିଏ ମୁଲତାନୀ ମାଟି ମିଶାଇଦିଅନ୍ତୁ, ଓ ନଡିଆ ତେଲରେ କେଉଁ ବି ତେଲ ମିଶାଇଦିଅନ୍ତୁ

ଏବେ ଆପଣ ଏହାକୁ ଚେହେରାରେ ଲଗାଇକରି ୨୦ ମିନିଟ୍ ପାଇଁ ଛାଡିଦିଅନ୍ତୁ, ତାପରେ ଚେହେରାକୁ ଥଣ୍ତା ପାଣିରେ ଧୋଇଦିଅନ୍ତୁ  ଅଧିକାଂଶ ମହିଳାଙ୍କ ବ୍ରଣ ହୋଇଥାଏ । ଏଥିପାଇଁ ସେମାନେ ଘରୁ ବାହାରିପାରନ୍ତି ନାହିଁ , କିନ୍ତୁ ଏବେ ଭୃସଙ୍ଗ ପତ୍ରରେ ଏଇ ସମସ୍ୟା ଦୁର ହୋଈଯିବ , ଏହି ପତ୍ରକୁ ଭଲରେ ସଫା କରି ଗ୍ରାଇଣ୍ତିଙ୍ଗ୍ କରିଦିଅନ୍ତୁ, ଏବେ ଏହି ପେଷ୍ଟରେ ଲେମ୍ବୁର ରସ ମିଶାନ୍ତୁ, ଓ ଚେହେରାରେ ବ୍ରଣ ହୋଇଥିବା ସ୍ଥାନରେ ଲଗାନ୍ତୁ , ୧୫ ମିନିଟ୍ ଲଗାଇକରି ପାଣିରେ ଧୋଇଦିଅନ୍ତୁ, ଏମିତି କିଛି ଦିନ କରିଲେ ବ୍ରଣ ସମସ୍ୟା ଦୁର ହୋଇଯିବ , ଟିକିଏ ଭୃସଙ୍ଗ ପତ୍ର ନେଇକରି ‍କ୍ଷୀର ସହ ମିଶାଈ ଲେପ କରି ବାଳର ଜଡରେ ଲଗାଈଲେ ରୁପି ହୁଏ ନାହିଂ ,ଏବେ ଏହାକୁ ୨୦ ମିନିଟ୍ ସୁଖିବାକୁ ଦିଅନ୍ତୁ, ତାପରେ ମୁଣ୍ତକୁ ଥଣ୍ତାପାଣିରେ ଧୋଇଦିଅନ୍ତୁ, ଏମିତି କିଛି ସପ୍ତାହ କରିଲେ ରୁଷିର ସମସ୍ୟା ଦୁର ହୋଇଯିବ ।

Leave a Reply

Your email address will not be published. Required fields are marked *