March 20, 2025

Odia Express

Leading Odia News Portal of Odisha

ଜଗନ୍ନାଥ ମନ୍ଦିରର ଅଜଣା ରହସ୍ୟ – ଏହି ଜାଗାରେ ଆଜି ମଧ୍ୟ ଭଗବାନ ଶ୍ରୀ କୃଷ୍ଣ ଙ୍କ ହୃଦୟ ରହିଛି – ଜାଣିଲେ ଆପଣ ମଧ୍ୟ ଚକିତ ହେବେ..

ସାଙ୍ଗମାନେ ଆପଣମାନେ ଏମିତି ଗୋଟାଏ ମନ୍ଦିରକୁ ଦେଖିଛନ୍ତି ଯେଉଁଠି ସେହି ଭଗବାନଙ୍କ ମୂର୍ତ୍ତୀ ରେ ତାଙ୍କର ହୃଦୟ ରହିଛି।ଏହା ସତ ଅଟେ।ଆଉ କୁହାଯାଇଥାଏ ଯେ ଯେବେବି ସେହି ମୂର୍ତ୍ତୀ ଜାଗାରେ ନୁଆ ମୂର୍ତ୍ତୀ ରଖାଯାଏ, ତେବେ ସେହି ପୁରୁଣା ମୂର୍ତ୍ତୀ ରୁ ସେହି ହୃଦୟ କୁ ବାହାର କରି ସେହି ନୂତନ ମୂର୍ତ୍ତୀ ରେ ସ୍ଥାପନ କରାଯାଏ। ଏହି ସମୟ ରେ ସମ୍ପୂର୍ଣ ସହର ର ବିଜୁଳି ବନ୍ଦ କରିଦିଆଯାଏ ଯେମିତି କି କେହି ବି ଏହି ହୃଦୟ କୁ ଦେଖିନପାରନ୍ତୁ।ଆଜି ଆମେ ମାନେ ଜାଣିବା ପୁରୀ ରେ ସ୍ଥାପିତ ବିଶ୍ଵ ପ୍ରସିଦ୍ଧି ଲାଭ କରିଥିବା ଭଗବାନ ଜଗନ୍ନାଥ ମନ୍ଦିରର କିଛି ଅଜଣା ରହସ୍ୟ ବିଷୟରେ।

୧:- ଭଗବାନ ଜଗନ୍ନାଥ ମନ୍ଦିରର ଉପରେ ଥିବା ପତକାଟି ସବୁବେଳେ ପବନର ବିପରୀତ ପାର୍ଶ୍ବକୁ ପ୍ରବାହିତ ହୁଏ।ଏହା କେଉଁ କାରଣ ଯୋଗୁଁ ହେଉଛି ଏହା କେହି ମଧ୍ଯ ଜାଣିନାହାନ୍ତି ଏବଂ ଏହି ପତାକା କୁ ପ୍ରତିଦିନ ବଦଳା ଯାଇଥାଏ। କୌଣସି ଦିନ ଯଦି ଏହି ମନ୍ଦିର ର ପତକା ବଦଲା ନା ଯାଏ ତେବେ ମନ୍ଦିର ସଂପୂର୍ଣ୍ଣ ୧୮ବର୍ଷ ପର୍ଯନ୍ତ ବନ୍ଦ ରହିବ।

୨:- ଏହି ମନ୍ଦିରଟି ୪ଲକ୍ଷ ବର୍ଗ କିଲୋମିଟର ପର୍ଯ୍ୟନ୍ତ ରହିଛି ଏବଂ ୨୧୪ ଫୁଟର ଉଚ୍ଚତା।ମନ୍ଦିରର ଛାଇରେ ଗୋଟାଏ ରହସ୍ୟ ରହିଛି ଯେ ଏହାର ଛାଇ ସବୁବେଳେ ଅଦୃଶ୍ୟ ରୁହେ।

୩:- ମନ୍ଦିର ର ଉପରେ ଗୋଟାଏ ସୁଦର୍ଶନ ଚକ୍ର ରହିଛି। ଏମିତି କୁହା ଯାଏ କି ଆପଣ ପୁରୀ ର କୌଣସି ଜାଗାରେ ଛିଡ଼ା ହୁଅନ୍ତୁ ଆପଣ କୁ ସୁଦର୍ଶନ ଚକ୍ର ଦେଖାଯିବ। ଏହା ଅଷ୍ଟ ଧାତୁ ରେ ନିର୍ମିତ ହେଇଥିବାରୁ ବହୁତ ପବିତ୍ର ବୋଲି କୁହାଯାଏ।

୪:- ସମୁଦ୍ରର ପବନ ଦିନବେଳେ ସମୁଦ୍ରରୁ ସ୍ଥଳଭାଗକୁ ଆସେ ଏବଂ ରାତି ସମୟରେ ଏହାର ବିପରୀତ, କିନ୍ତୁ ପୁରୀରେ ଏହି ନିୟମର ବିପରୀତ ହୋଇଥାଏ।

୫:- ଜଗନ୍ନାଥ ମନ୍ଦିରରେ ଆଜି ପର୍ଯ୍ୟନ୍ତ କୌଣସି ପକ୍ଷୀ ମନ୍ଦିର ଉପରେ ବସିବାର ଦେଖିବାକୁ ମିଳିନାହାନ୍ତି।ଏହି ଯୋଗୁଁ ମନ୍ଦିର ଉପରେ ଉଡାଜାହାଜ ମଧ୍ୟ ଯିବାର କେହି ଦେଖି ନାହାନ୍ତି।

୬:- ମନ୍ଦିରର ପତକାକୁ ପ୍ରତିଦିନ ଓଲଟା ଚଢ଼ିକି ବଦଳା ଯାଇଥାଏ।ପତାକାରେ ଶିବଙ୍କ ଚନ୍ଦ୍ରର ଚିତ୍ର ରହିଛି।

୭:- କୁହାଯାଏ କି ଜଗନ୍ନାଥ ମନ୍ଦିରରେ ଦୁନିଆର ସବୁଠାରୁ ବଡ଼ ହାଣ୍ଡିଶାଳ ଅଛି।ଏହିଠାରେ ୫୦୦ ରୋଷେୟାମାନେ ଓ ୩୦୦ ସହକର୍ମୀ କାମ କରନ୍ତି।ଏହି ମନ୍ଦିରରେ ୧ଲକ୍ଷ ଲୋକ ଆସିଲେ ମଧ୍ୟ ଖାଦ୍ୟ ର କୌଣସିବି ପ୍ରକାର ସମସ୍ୟା ଦେଖାଦେଇନଥାଏ।

୮:- ମନ୍ଦିରର ସମ୍ମୁଖରେ ଗୋଟିଏ ସିଂହଦ୍ବାର ଅଛି।କୁହାଯାଏ ଏହି ଠାରେ ସମୁଦ୍ରର ଗର୍ଜନ ଶୁଣାଯାଏ।

୯:- ଜଗନ୍ନାଥ ମନ୍ଦିରର ତିନୋଟି ମୂର୍ତ୍ତୀକୁ ପ୍ରତି ବାରବର୍ଷରେ ବଦଳା ଯାଇଥାଏ। ମନ୍ଦିରରେ ଏହି ସମୟରେ କେହି ମଧ୍ୟ ଭିତରକୁ ପ୍ରବେଶ କରିପାରିବେ ନାହିଁ। ମନ୍ଦିର ସମ୍ମୁଖରେ ପୋଲିସ ମାନେ ରହିଥାନ୍ତି ଏବଂ ମନ୍ଦିର ଭିତରକୁ କେବଳ ଜଣେ ପୂଜାରୀର ପ୍ରବେଶର ଅନୁମତି ରହୀଥାଏ।

୧୦:- କୁହାଯାଏ ଯେ ଭଗବାନ କୃଷ୍ଣ ଯେତେବଳେ ଦେହାନ୍ତ କରିଥିଲେ ତାଙ୍କର ଶରୀରର ଗୋଟିଏ ଅଂଶ କୁ ଛାଡି ଆଉ ସବୁ ପଞ୍ଚଭୂତରେ ଲିନ ହେଇଯାଇଥିଲା।ସେହି ଅଂଶଟି ହେଉଛି ସେହି ହୃଦୟ ଯାହାକି ଆଜି ପର୍ଯ୍ୟନ୍ତ ଭଗବାନ ଜଗନ୍ନାଥଙ୍କ କାଠର ମୂର୍ତ୍ତୀରେ ଆଜିପର୍ଯ୍ୟନ୍ତ ରହିଅଛି।

Leave a Reply

Your email address will not be published. Required fields are marked *