October 25, 2024

Odia Express

Leading Odia News Portal of Odisha

ମଜାଦାର ଜୋକ୍ସ – ରାତି ଅଧାରେ ସାନ୍ତା ମହଲା ଚାରିପଟେ ବୁଲୁଥିଲା ଧାରା ପଡିଲା – ମହାରାଜ – ତୋ ନା କଣ ? ସାନ୍ତା ଡ଼ରିକି  – ମହାରାଜା ମୋ ନା ସାନ୍ତା – ମହାରାଜ – ଏଠି କଣ କରୁଥିଲୁ ତାପରେ ଯାହା ଉତ୍ତର ଦେଲା ଶୁଣିକି ରାଜା ବେହୋସ..

ହସିବା ଆମ ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ଫାଇଦାଦାୟକ ହୋଇଥାଏ, ଏଥିପାଇଁ ଆମେ ହସିବାର କୌଣସି ମଉକା ଛାଡିବା କଥା ନୁହେଁ ,ଯେବେ ଆମେ ଖୁସି ରହିଥାଉ ତେବେ ଆମର ସ୍ୱାସ୍ଥ୍ୟ ଓ ମାନସିକ ସ୍ୱାସ୍ଥ୍ୟ ବି ମଜବୁତ୍ ରହିଥାଏ, ଓ ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣଙ୍କ ହସ ଅଟକିବ ନାହିଁ ,ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।

୧) ସାନ୍ତା ନିଜ ସାଙ୍ଗକୁ ବୁଝାଉଥିଲା , ଯିଏ ଅମୃତ ପିଅନ୍ତି,ତାଙ୍କୁ ଦେବ କହନ୍ତି, ଯିଏ ବିଷ ପିଅନ୍ତି, ତାଙ୍କୁ ମହାଦେବ କହନ୍ତି , ଓ ଯିଏ ରାଗ ପିଅନ୍ତି, ତାଙ୍କୁ ପତିଦେବ କହନ୍ତି ।

୨) ଗାଁର ଝିଅ ପ୍ରଥମଥର ଫୋନ୍ ନେଇକରି ଆସିଲା ଓ ଦୋକାନରେ ରିଚାର୍ଜ କରାଇଲା ଝିଅ- ୧୦ ଟଙ୍କାର ରିଚାର୍ଜ କରାଇଦିଅ ଭାଇ, ଦୋକାନୀ- ୧୦ ଟଙ୍କାରେ କେବଳ ୭ ଟଙ୍କା ଆସିବ , ଝିଅ- କିଛି କଥା ନୁହେଁ ୩ ଟଙ୍କାର ଚିପ୍ସ ଦେଇଦିଅ

୩) ଝିଅ- ଶୋଇଗଲା ମୋର ସୋନା, ପୁଅ- ହଁ, ଝିଅ- ବଦମାସ୍- ତେବେ ରିପ୍ଲାଇ କେମିତି କରିଦେଲା ସୋନା ? ବହୁରାଣୀ ମୁଁ ସୋନାର ବାପା କହୁଛି, ପରୀକ୍ଷା ଅଛି କାଲି ସୋନାର, ଯଦି ସେ ଫେଲ୍ ହୋଇଗଲା ତେବେ ସୋନାକୁ ଏମିତି ପିଟିବି ସେ ଶୋଇବାର ଲାୟକ ହୋଇପାରିବ ନାହିଁ ।

୪) ଅଧିକାଂଶ ମହିଳାମାନେ ତିନିଥରରେ ସପିଙ୍ଗ୍ କୁ ଯାଇଥାନ୍ତି , ପ୍ରଥମଥର ଦେଖିବାକୁ ଯିବେ , ଦ୍ୱିତୀୟଥର ନେବାକୁ ଯିବେ , ଓ ତୃତୀୟଥର ବଦଳାଇବାକୁ ଯିବେ , କିନ୍ତୁ ଗୋଟେ କଥା ଅଛି, ଗୁପ୍ ଚୁପ୍ ତିନିଥର ଖାଇବେ ।

୫) ବିବାହର ପାର୍ଟିରେ ସରଦାର୍ ଜି ଖାଇବା ପ୍ଲେଟ୍ ଟିଶୁ ପେପର୍ ଦେଖିକରି ଭାବିଲେ , କି ଖାଇବା ଜିନିଷ ଅଟେ ଯେପରି ସେ ଖାଇବାକୁ ଲାଗିଲେ , ତେବେ ସବୁ ସର୍ଦାର୍ ଭାଇ ଏକାସାଙ୍ଗେ ଚିଲ୍ଲାଇଲେ ଆରେ ଖାଆନି ଫିକା ଲାଗୁଛି ।

୬) ଗୋଟେ କଏଦୀ ଆଉ ଏକ କଏଦୀକୁ –ତୁମେ କେମିତି ଆଉ କଣ ପାଇଁ ଆସିଲ ? ଦ୍ୱିତୀୟ କଏଦୀ- ସରକାରଙ୍କ ସହ ମୋର ଜିଦ୍ ଚାଲୁଥିଲା, ପ୍ରଥମ କଏଦୀ ଆଶ୍ଚର୍ଯ୍ୟ ହୋଇ ପଚାରିଲା କଣ ମତଲବ , ଦ୍ୱିତୀୟ କଏଦୀ ଆରାମରେ କହିଲା- ମୁଁ ସରକାରଙ୍କ ପରି ନୋଟ୍ ବନାଉଥିଲି ।

୭) ଜଣେ ମହିଳା ବହୁତ ଦିନରୁ ରୋଗାଗ୍ରସ୍ତ ଥିଲେ,  ମହିଳା- ଡାକ୍ତର ସାହେବ ମେଡିସିନ୍ କେତେ ଦିନ ଯାଏଁ ଚାଲିବ ? ଡାକ୍ତର- ପ୍ରଥମେ ଏହା କୁହନ୍ତୁ, ଏବେ ଆପଣଙ୍କ ସ୍ୱାସ୍ଥ୍ୟ କିପରି ଅଛି ? ମହିଳା- ପୁର୍ବ ଅପେକ୍ଷା ଭଲ ଅଛି, ଆଜି ସକାଳୁ ଟିକିଏ ଲଢେଇବି କରିଥିଲି ମୁଁ ।

୮) ଯେଉଁ ପରି ମ୍ୟାଗିର ଯାଞ୍ଚ ହେଲା, ସେହି ପରି ଫେୟାର୍ ଆଣ୍ତ ଲଭଲିର ବି ଯାଞ୍ଚ ହେବା ଉଚିତ୍ ,ଶଳା ୬ ସପ୍ତାହ ଗଣୁ ଗଣୁ କଲେଜ ଜମାନାର ସହ ଝିଅଙ୍କର ବାଳ ଛୁଆବାଲି ହୋଇଗଲେ, କିନ୍ତୁ ଶଳା ନିଖାର୍ ଆସିଲାନାହିଁ ।

୯) ଲକ୍ ଡାଉନ୍ ରେ ୱାର୍କ ଫର୍ମ ବସ୍- ମୁଁ ତୁମକୁ ଫୋନ୍ କରିଥିଲି, ତ ତୁମର ସ୍ତ୍ରୀ କହିଲେ କି ତୁମେ ଖାଉଛ , ତୁମେ କଲ୍ ବ୍ୟାକ୍ କଲ ନାହିଁ କାହିଁକି, ପପୁ-ସାର୍ ମୁଁ କରିଥିଲି, ଆପଣଙ୍କ ସ୍ତ୍ରୀ କହିଲେ କି ଆପଣ ବାସନ ମାଜୁଛନ୍ତି ।

୧୦) ପପୁ ନିଜ ସାଙ୍ଗ୍ ଗପୁ କୁ ପଚାରିଲା- ସାଙ୍ଗ ମୋର ଡିପି ବହୁତ ପୁରୁଣା ହୋଇଯାଇଛି, ବଦଳାଇଦେବି କି? ପପୁ ସିଧା ସିଧା ସ୍ତ୍ରୀକୁ ପଚାରିଲା- ଏଇ ଡିପି କଣ ହୋଇଥାଏ ? ଗପୁ କହିଲା- ଡିପି ମାନେ ଧର୍ମ ପତ୍ନୀ, କହିକରି ଗପୁ ସେଠାରୁ ଦୌଡିପଳାଇଲା, ଏବେ ପପୁ ମେଡିକାଲ୍ ରେ ଅଛି ।

`୧୧ – ରାତି ଅଧାରେ ସାନ୍ତା ମହଲା ଚାରିପଟେ ବୁଲୁଥିଲା ଧାରା ପଡିଲା – ମହାରାଜ – ତୋ ନା କଣ ? ସାନ୍ତା ଡ଼ରିକି  – ମହାରାଜା ମୋ ନା ସାନ୍ତା – ମହାରାଜ – ଏଠି କଣ କରୁଥିଲୁ ସାନ୍ତା – କିଛି ନାହିଁ ମହାରାଜା – ରାଜା – ସୈନିକ ୟାକୁ ବନ୍ଦୀ କରି ଦିଅ ,ସାନ୍ତା -ନାହିଁ ଆଜ୍ଞା ଥାଉ ଥାଉ ଦୟାକରି ମୁଁ ବନ୍ଦା (ପୁଅ ) ଠିକ ଅଛି ଏହା ଶୁଣି ରାଜା ବେହୋସ

Leave a Reply

Your email address will not be published. Required fields are marked *