October 26, 2024

Odia Express

Leading Odia News Portal of Odisha

ଆଇଏଏସ୍ ଇଣ୍ଟରଭ୍ୟୁର ପ୍ରଶ୍ନ : ଯଦି ଆମେ ମାଟିରେ ଗାତ ଖୋଳି ଖୋଳି କଣ ଆମେ ଅନ୍ତରୀକ୍ଷରେ ପହଞ୍ଚିଯିବା ? ସଠିକ ଉତ୍ତର ଏବେ ଜାଣିରଖନ୍ତୁ.

ସଂଘ ଲୋକ ସେବା ଆୟୋଗ ପରୀକ୍ଷା କେଉଁ ଅଗ୍ନୀ ପରୀକ୍ଷାରୁ କମ୍ ହୋଇନଥାଏ, ଓ ସିଭିଲ୍ ସର୍ଭିସେସ୍ ର ପରୀକ୍ଷା ତିନୋଟି ଚରଣରେ ହୋଇଥାଏ, ସବୁଠାରୁ ଅନ୍ତିମ ଚରଣ ଇଣ୍ଟରଭ୍ୟୁ ପ୍ରକିୟା ହୋଇଥାଏ , ଓ ୟୁପିଏସ୍ ସି ର ପ୍ରୀ ଓ ମେନ୍ସ କ୍ୟାଲିଫାଇ କରିବା ବାଲା ଆଶାର୍ଥୀଙ୍କୁ ଅନ୍ତିମ ଚରଣ ପାଇଁ ପଠାଯାଏ , ଯେଉଁଥିରେ ଇଣ୍ଟରଭ୍ୟୁ ନିଆଯାଏ , ଓ ସେମିତି ଆଇଏଏସ୍ ଏହି ଇଣ୍ଟରଭ୍ୟୁରେ କ୍ୟାଣ୍ତିଡେଟ୍ ଙ୍କୁ ବହୁତ ଟ୍ରିକି ପ୍ରଶ୍ନ ପଚାରିଥାନ୍ତି, ଓ ଆଶାର୍ଥୀଙ୍କର ଏହି ପ୍ରଶ୍ନରେ ଉତ୍ତର ଲୁଚି ରହିଥାଏ, ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ପ୍ରଶ୍ନଗୁଡୀକ ନେଇକରି ଆସିଛୁ, ଆସନ୍ତୁ ଜାଣିବା ସେହି ବିଷୟରେ ।

୧) ଭାରତୀୟ ରାଷ୍ଟ୍ରିୟ କଂଗ୍ରେସକୁ ଅଳ୍ପମତ ପ୍ରତିନିଧି କିଏ କହିଥିଲେ ? ଉତ୍ତର- ଡଫରିବ୍

୨) ଭାଇସରାୟ ଲର୍ଡ ରିଡିଙ୍ଗ୍ କେଉଁ ବର୍ଷ ବିଶେଷାଧିକାର ବ୍ୟବହାର କରି ଲୁଣ କର ଉପରେ ଆଇନ୍ ପାରିତ କରିଥିଲେ ?

ଉତ୍ତର- ୧୯୨୩ ଇଷ୍ଟରେ

୩) ଅଖିଳ ଭାରତୀୟ ଖିଲାଫତ କମିଟିର ଅଧ୍ୟକ୍ଷତା କିଏ କରିଥିଲେ ? ଉତ୍ତର- ମହାତ୍ମାଗାନ୍ଧୀ(ଏହାର ଅଧିବେଶନ ୨୪ ନଭେମ୍ବର ୧୯୧୯ କୁ ଦିଲ୍ଲୀରେ ହୋଇଥିଲା)

୪) ୮୦ ରୁ ଆଠ କେତେ ଥର କମାଇପାରିବା ? ଉତ୍ତର- ଥରେ, କାରଣ ଦ୍ୱିତୀୟଥର ତ ୭୨ ରୁ ୮ କମାଇବାକୁ ହେବ ।

୫) ଗାନ୍ଧୀଜୀଙ୍କ ଦ୍ୱାରା ୧୯୪୯ ରେ ଆରମ୍ଭ କରାଯାଇଥିବା ବ୍ୟକ୍ତିଗତ ସତ୍ୟାଗ୍ରହ ଉଦ୍ଧେଶ୍ୟ କଣ ଥିଲା ?

ଉତ୍ତର- ବ୍ରିଟିଶ୍ ସରକାରଙ୍କ ଦାବି କୁ ଖୋଖଲା ପ୍ରମାଣିତ କରିବା ଭାରତ ଜନତା ଦ୍ୱିତୀୟ ବିଶ୍ୱଯୁଦ୍ଧ ସରକାରଙ୍କ ସାଥିରେ ଥିଲା ।

୬) ଦେଶର ସବୁଠାରୁ ଲମ୍ବା ଡ୍ୟାମ୍ (ବିଶ୍ୱର ବି) ଓଡିଶାର ହିରାକୁଦ ଡ୍ୟାମ୍ ଅଟେ । ଏହା କେଉଁ ନଦୀରେ ଅଛି ଓ ଏହାର ଲମ୍ବା କେତେ ? ଉତ୍ତର- ମହାନଦୀରେ, ଲମ୍ବା-୪୮୦୦ ମିଟର

୭) Quick Siliver ର ଉପମାନରୁ କେଉଁ ଧାତୁକୁ ଜଣାଯାଏ ?ଉତ୍ତର- ମର୍କୁରୀକୁ

୮) ଭାରତୀୟ ମାନକ ସମୟ(IST) କେଉଁ ସ୍ଥାନର ସ୍ଥାନୀୟ ସମୟକୁ ଦର୍ଶାଇଥାଏ ? ଉତ୍ତର- ଇଲାହାବାଦ୍ (୮୨,୫ ଂ ପୁର୍ବ ଦେଶାନ୍ତର)

୯) ତବା ନଦୀ କାହାର ସହାୟକ ନଦୀ ଅଟେ ? ଉତ୍ତର- ନର୍ମଦା ନଦୀର

୧୦) ଉତ୍ତରୀ ସାଗର ଓ ବାଲ୍ଟିକ୍ ସାଗର ଯୋଡିବା ବାଲା ସାମୁଦ୍ରିକ ନହର କିଏ ଅଟେ ? ଉତ୍ତର- କିଲ ନହର

୧୧) ପ୍ରଥମ ବିଶ୍ୱଯୁଦ୍ଧରେ ସୈନିକ ବିପ୍ଳବ ପ୍ରସ୍ତୁତି ସୁଚନା ଇଂରେଜ ଙ୍କୁ ଦେଇଥିବା ଦେଶଦ୍ରୋହି କିଏ ? ଉତ୍ତର୍-କୃପାଳ ସିଂ

୧୨) ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ କଂଗ୍ରେସର କେଉଁ ଅଧିବେଶନରେ ସ୍ୱୀକାର କରାଯାଇଥିଲା ? ଉତ୍ତର- କଲିକତାର ଅଧିବେଶନରେ

୧୩) ଛାଡପତ୍ରର ମୁଳ କାରଣ କଣ ଅଟେ ? ଉତ୍ତର- ଛାଡପତ୍ର ଶବ୍ଦ ଶୁଣିକରି ଆପଣଙ୍କୁ ଏହା ଲାଗୁଥିବ କି ଏହାର ମୁଖ୍ୟ କାରଣ ଝଗଡା ହେବା, କିନ୍ତୁ ଛାଡପତ୍ରର ମୁଳ କାରଣ ବିବାହ ହେବା, ଯଦି ବିବାହ ନୁହେଁ ବରଂ ଛାଡପତ୍ର ନୁହେଁ ।

୧୪) ଯଦି ଆମେ ମାଟିରେ ଗାତ ଖୋଳିବା ତେବେ କଣ ଆମେ ଅନ୍ତରୀକ୍ଷରେ ପହଞ୍ଚିଯିବା?

ଉତ୍ତର- ୧୯୭୦ ରେ ଏକ ରୁଷି ବୈଜ୍ଞାନିକ ପୃଥିବୀରେ କୋଲା ସୁପରଡିପ ବୋରହୋଲ୍ ନାମରେ ଏକ ହୋଲ୍ କୁ ଖୋଳିବାକୁ ଆରମ୍ଭ କରିଦେଲେ , ଓ ସେ ଦେଖିବାକୁ ଚାହୁଁଥିଲେ କି ପୃଥିବୀ କେତେ ଗଭୀର ଅଟେ, ଓ ଲଗାତାର ୧୯ ବର୍ଷ ଖୋଳିବାପରେ ୧୨୨୬୨ ମିଟର ମାନେ ୪୦,୨୩୦ ଫୁଟ୍ ପର୍ଯ୍ୟନ୍ତ ପହଞ୍ଚିବା ପରେ ତାପମାନ ବଢିବା କାରଣରୁ ମେସିନ୍ କାମ କରିବା ବନ୍ଦ କରିଦେଲା, ତେବେ ରୁଷ୍ ଏହି ବୈଜ୍ଞାନିକ ଏହି ହୋଲର ନାଁ Door to Hell ନର୍କର ବାଟ ରଖିଦେଲେ , ଓ ବୈଜ୍ଞାନିକଙ୍କ ମୁତାବିକ ପୃଥିବୀର ୬୪୦୦ କିମି ତଳେ ଅଛି, ଯେଉଁଠାକୁ ପହଞ୍ଚିବା ସ୍ୱପ୍ନରେ ଭାବିପାରିବା ନାହିଁ , ଓ ଏହି କାରଣରୁ ପୃଥିବୀରେ ଗାତ ଖୋଳିକରି ଅନ୍ତରୀକ୍ଷରେ ପହଞ୍ଚିବା କଥା ବିଲକୁଲ୍ ମିଥ୍ୟା ଅଟେ ।

Leave a Reply

Your email address will not be published. Required fields are marked *