October 15, 2024

Odia Express

Leading Odia News Portal of Odisha

୨୦ ବର୍ଷର ପଥୁରି ୧୦ ମିନିଟରେ ବାହାରିଯିବ ଏହି ଉପାୟ ଦ୍ଵାରା – ଘରେ ଧନିଆ ଦ୍ୱାରା ଏହି ଉପାୟ ଗୁଡିକ କରନ୍ତୁ

ସାଙ୍ଗମାନେ ଆଜିକାଲି ପଥୁରି ହେବା ଏକ ସାଧାରଣ ସମସ୍ୟା ହୋଇଗଲାଣି।ବହୁତ ଲୋକ ଏହାଦ୍ବାରା ଚିନ୍ତାରେ ପଡ଼ିଯାଆନ୍ତି। ପଥୁରି ହେବାର ସବୁଠୁ ବଡ଼ କାରଣ ହେଉଛି ଭୁଲ ଜୀବନଶୈଳୀ ଓ ଖାଦ୍ୟ ବ୍ୟବସ୍ଥା।ଏହି ଦୁଇଟି କାରଣ ହିଁ ଏହି ରୋଗକୁ ଜନ୍ମ ଦେଇଥାଏ। ପଥୁରି ଆମ ଶରୀରର ଏକ ଟକ୍ସିନ ଅଟେ ଯାହା ଶରୀରର ବାହାରକୁ ଆସି ନଥାଏ ଓ ଆମ କିଡନୀରେ ଜମି ଯାଇଥାଏ।ତେବେ ଯାଇ ଆମ କିଡନୀରେ ପଥୁରି ସୃଷ୍ଟି ହୋଇଥାଏ।ଯଦି ଠିକ ସମୟରେ ଏହାର ଉପଚାର ନା କରାଯାଏ ତ ଏହା ଭବିଷ୍ୟତରେ ବହୁତ ବଡ ସମସ୍ୟାର ରୂପ ଧାରଣ କରିଥାଏ।ବହୁତ ଲୋକ ଅପରେସନ କରିବା ପାଇଁ ଚାହିଁଥାନ୍ତି କିନ୍ତୁ ଆଜି ମୁଁ ଆପଣ ମାନଙ୍କୁ ଯେଉଁ ଉପାୟ କହିବି ତାହା ଦ୍ଵାରା ଆପଣଙ୍କ ଏହି ସମସ୍ୟା ଆରାମରେ ଦୂର ହୋଇଯିବ।

ଏହି ଉପାୟ ପ୍ରୟୋଗ କରିବା ପାଇଁ ଆମେ ସବୁଠୁ ପ୍ରଥମେ ବ୍ୟବହାର କରିବା ସବୁଜ ଧନିଆ।ଆପଣ ଏହାକୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରିଥିବେ।ଏହି ଧନିଆ ଦ୍ଵାରା ହିଁ ପଥୁରିର ଉପଚାର ହେବ।ଆପଣ ପ୍ରଥମେ ୫୦ ଗ୍ରାମ ଧନିଆକୁ କାଟି ଦିଅନ୍ତୁ।କାଟି ସାରିବା ପରେ ଏହାକୁ ଏକ ଲିଟର ପାଣିରେ ଭିଜେଇ ଦିଅନ୍ତୁ।ଏହାପରେ ମାଧ୍ୟମ ଆଞ୍ଚରେ ଏହାକୁ ଗରମ କରନ୍ତୁ।ଯେବେ ଦେଖିବେ ପାଣି ସବୁଜ ରଙ୍ଗର ହୋଇଗଲାଣି ସେବେ ତାକୁ ଛାଣି ଅଲଗା ରଖିଦେବେ।ସେହି ପାଣିରେ ଗୋଟିଏ ଅଧା କଟା ଲେମ୍ବୁ ମିଶାଇ ଦିଅନ୍ତୁ।ଏହାପରେ ଆପଣ ମାତ୍ର ୧୦୦ ମିଲି ସକାଳେ ଓ ସନ୍ଧ୍ୟାରେ ପିଇବେ।

ଏହାପରେ ଦ୍ଵିତୀୟ ଉପାୟ ହେଉଛି ଆପଣ ଧନିଆ ପେଷ୍ଟ ତିଆରି କରନ୍ତୁ।ଏହାପରେ ନିଅନ୍ତୁ ଗରମ ପାଣି।ଆପଣ ସେହି ୫୦ ଗ୍ରାମ ଧନିଆ ପେଷ୍ଟକୁ ସେହି ଉଷୁମ ପାଣିରେ ମିଶାଇ ଦିଅନ୍ତୁ।ଏବେ ଏଥିରେ ମିଶାନ୍ତୁ ଏକ ଅଧା କଟା ଲେମ୍ବୁ।ଲେମ୍ବୁରେ ସାଇଟ୍ରିକ ଏସିଡ ରହିଥାଏ ଯାହା ଆମ ପଥୁରିକୁ ବାହାର କରିବାରେ ସାହାଯ୍ୟ କରିଥାଏ।ସାଙ୍ଗମାନେ ଏହି ଉପାୟ ସମ୍ପୂର୍ଣ୍ଣ ଆୟର୍ବେଦିକ ଅଟେ ଓ ଆପଣଙ୍କୁ କୌଣସି ପ୍ରକାର ପାର୍ଶ୍ଵ ପ୍ରତିକ୍ରିୟା ହେବ ନାହିଁ।ଏହି ଦୁଇଟି ଜିନିଷ ଆପଣଙ୍କୁ ଆପଣଙ୍କ ରୋଷେଇ ଘରେ ଅତି ସହଜରେ ନିହାତି ଭାବରେ ମିଳିଯିବ।

ଏବେ ସେସବୁକୁ ଭଲ ଭାବେ ଗୋଳେଇ ଦିଅନ୍ତୁ।ଏବେ ମୁଁ ଆପଣଙ୍କୁ କହିବି ଏହାକୁ କେବେ ଓ କିପରି ବ୍ୟବହାର କରିବେ।ଏହାର ବ୍ୟବହାର ଆପଣଙ୍କୁ ସକାଳୁ ଖାଲି ପେଟରେ କରିବାର ଅଛି।ଆପଣ ସକାଳୁ ଫ୍ରେସ ହେବା ପରେ ଏହାକୁ ପିଅନ୍ତୁ।ସାଙ୍ଗମାନେ ଯଦି ଆପଣଙ୍କ ପଥୁରି ୪ ଏମଏମ ଛୋଟ ତ ଏହାକୁ ସକାଳୁ ମାତ୍ର ୫ ଦିନ ନିୟମିତ ଭାବରେ ବ୍ୟବହାର କଲେ ଆପଣଙ୍କୁ ଆରାମ ମିଳିବ।ଯଦି ସମସ୍ୟା ଅଧିକ ଅଛି ତ ସକାଳେ ଓ ସନ୍ଧ୍ୟାରେ ଏହାକୁ ପିଅନ୍ତୁ।

Leave a Reply

Your email address will not be published. Required fields are marked *