September 16, 2024

Odia Express

Leading Odia News Portal of Odisha

୧୯ ତମ ଶତାଦ୍ଧୀର ନିଶ ବାଲା ରାଜକୁମାରୀ, ତାଙ୍କର ପ୍ରେମରେ ପଡିକରି ୧୩ ଜଣ ରାଜକୁମାର ଦେଇଥିଲେ ନିଜ ଜୀବନ

ସୁନ୍ଦରତାର କିଛି ବି ଲିଖିତ ନିୟମ ନାହିଁ, କେଉଁ ବି ଜିନିଷ ସୁନ୍ଦର ନଜର ଆସିପାରେ , ପ୍ରଥମ ଜମାନାର ତୁଳନାରେ ଏବେ ସୁନ୍ଦରତା ମାଇନା ବଦଳିଯାଇଛି, ଯେଉଁଠି ପୁର୍ବରୁ ଲୋକେ ଅନ୍ୟଙ୍କ ଚେହେରା ଦେଖିକରି ପସନ୍ଦ କରୁଥିଲେ ସେମିତି ଏବେ ଲୋକେ ନିଜ ଚେହେରାକୁ ଅଧିକା ଧ୍ୟାନ ଦେଉଛନ୍ତି, ଆଜି ଯେଉଁଠି ଲୋକେ ସ୍ଲିମ୍ ସଫା ଚେହେରା, ରଙ୍ଗ ଓ ଶରୀରର ଗଢଣ ଯୋଗୁଁ ପସନ୍ଦ କରୁଛନ୍ତି, ୧୯ ତମ ଶତାଦ୍ଧୀରେ ମୋଟାପାକୁ ସୁନ୍ଦର ବୁଝାଯାଉଥିଲା, ଭାରତ ନୁହେଁ ବରଂ ଦୁନିଆଁର ବହୁତ ଦେଶରେ କିଛି ଲୋକ ମୋଟା ଲୋକଙ୍କୁ ସୁନ୍ଦର ଭାବୁଥିଲେ,  ମଜାଦାର୍ କଥା ଏହା କି ପତଳା ଓ ଫିଟ୍ ଲୋକ ପୁର୍ବରୁ ବେଶୀ ପସନ୍ଦ କରାଯାଉନଥିଲେ ।

ଆଜି ଆମେ ଆପଣଙ୍କୁ ଏମିତି ଏକ ରାଜକୁମାରିଙ୍କ ବିଷୟରେ କହିବୁ ଯିଏ ୧୯ ତମ ଶତାଦ୍ଧୀରେ ସମୟର ରାଣୀ ହେଉଥିଲେ ୧୯ ତମ ଶତାଦ୍ଧୀର ଏବେ ଇରାନ୍ ରେ ଏକ ନିଶବାଲି ରାଜକୁମାରୀ ବହୁତ ଲୋକପ୍ରିୟ ଥିଲେ ଏହି ରାଜକୁମାରୀଙ୍କ ନାଁ ଜହର୍ ଖାନମ୍ ତଦଜ ଏସ୍ ସଲ୍ଟାନେହ ଥିଲା, ମାନ୍ୟତା ଏହା ଥିଲା କି ସେ ଦୁନିଆଁର ସବୁଠାରୁ ସୁନ୍ଦରୀ ରାଜକୁମାରୀ ଥିଲେ, କହିଦେବୁ କି ଆଜିର ଜମାନାରେ ତୁଳନା ଦେଖିବାରୁ ସୁନ୍ଦର ନଥିଲେ କିନ୍ତୁ ତାଙ୍କର ବହୁତ ଗୁଣ ଥିଲା, ପ୍ରଥମ ଏହା ଥିଲା କି ସେ ସାହୀ ବଂଶର ସଂମ୍ପର୍କ ରଖୁଥିଲେ, ଯାହା ଯୋଗୁଁ ବହୁତ ଧନୀ ଥିଲେ,  ଓ ଦ୍ୱିତୀୟ ଏହା ଥିଲା କି ସେହି ସମୟରେ ଇରାକ୍ ରେ ଶିକ୍ଷିତ ମହିଳା ବି ସେ ଥିଲେ ।

ଯଦି ରାଜକୁମାରୀ ଜହରା ଖାନମ୍ ତଦଜ ଏସ୍ ସଲ୍ଟାନେହ ଙ୍କ ସୁନ୍ଦରତାରକଥା କହିବା ତେବେ ତାଙ୍କ ରଙ୍ଗ ଗୋରା ଥିଲା, କିନ୍ତୁ ସେ ଶାରରୀକ ରୁପରେ ମୋଟି ଥିଲେ,  ପରେ ରାଜକୁମାରୀ ସୁନ୍ଦରତା ପାଇଂ ଲୋକେ ଜୀବନ ଦେବାପାଇଁ ପ୍ରସ୍ତୁତ ହୋଇ ରହୁଥିଲେ, କିନ୍ତୁ କୁହାଯାଏ କି ରାଜକୁମାରୀ ଜହରା ଖାନମ୍ ଙ୍କୁବହୁତ ଲୋକ ବିବାହ କରିବାର ପ୍ରସ୍ତାବ ଦେଲେ କିନ୍ତୁ ସେ ଅଧିକାଂଶ ମନା କରିଦେଇଥିଲେ, ରାଜକୁମାରୀଙ୍କ ଦ୍ୱାରା ବିବାହ ପ୍ରସ୍ତାବ ମନା କରାଯିବାପରେ ୧୩ ଜଣ ରାଜକୁମାର ଆତ୍ମହତ୍ୟା କରିଦେଇଥିବାର ଖବର ଜଣାଯାଏ , ସେମିତି ଏହି ସମୟରେ ସେ ପ୍ରାୟ ୧୪୫ ଜଣ ଯୁବକଙ୍କ ବିବାହ ପ୍ରସ୍ତାବ ପଠାଇଥିଲେ ।

କହିଦେବୁ କି ରାଜକୁମାରୀ ଜହରା ଏତେ ବିବାହ ପ୍ରସ୍ତାବ ଏଥିପାଇଁ ମନା କରିଦେଇଥିଲେ କାରଣ ସେ ପୁର୍ବରୁ ନିଜ ପ୍ରେମୀ ଫାରସି ରାଜା ନାସିର୍ ଅଲ୍ ଦିନ୍ ଶାହ କଜରଙ୍କୁ ବିବାହ କରିସାରିଥିଲେ, ଆଶ୍ଚର୍ଯ୍ୟର କଥା ଏହା କି ରାଜା ନାସିର୍ ଅଲ୍ ଦିନ୍ ଶାହ୍ କଜର୍ ସେମିତି ୮୪ ଜଣ ସ୍ତ୍ରି ଥିଲେ, କିନ୍ତୁଜହରା ତାଙ୍କ ପାଖରେ ଥିଲେ, ବିବାହିତ ହେବାପରେ ବି ରାଜକୁମାରୀ ଜହରାଙ୍କୁ ଅନ୍ୟ ରାଜକୁମାରଙ୍କ ସହ ସଂମ୍ପର୍କ ରହିଥିଲା, ଏହି ଆଫେୟାର୍ ତାଙ୍କ ବିବାହ ଭାଙ୍ଗିବାର୍ କାରଣ ହୋଇଥିଲା, ସେମିତି ମହିଳାଙ୍କ ସଂଘର୍ଷ ଉପରେ ବହୁତ ଆବାଜ୍ ଉଠାଯାଇଥିଲା, ଓ ସଫଳ ରହିଥିଲେ ।

Leave a Reply

Your email address will not be published. Required fields are marked *