September 11, 2024

Odia Express

Leading Odia News Portal of Odisha

ପ୍ରଧାନମନ୍ତ୍ରୀଙ୍କ ପରି ମୁକେଶ ଅମ୍ବାନୀଙ୍କୁ ମିଳେ ସିକ୍ୟୁରିଟି, ସବୁ ମାସର ସୁରକ୍ଷା ଉପରେ ଦିଆଯାଏ ଏତେ ମୋଟା ଅଙ୍କର ଦରମା

ଯେବେ ଆମ ଦେଶର ସବୁଠାରୁ ଧନୀ ବ୍ୟକ୍ତିଙ୍କ ବିଷୟରେ ଆଲୋଚନା ହୁଏ ତେବେ ତାଙ୍କ ମଧ୍ୟରେ ସବୁଠାରୁ ପ୍ରଥମ ନାଁ ମୁକେଶ ଅମ୍ବାନୀଙ୍କର ନିଶ୍ଚିତ ଆସେ , ମୁକେଶ ଅମ୍ବାଣୀ ଜଣେ ଭାରତୀୟ ଟାଇକୁନ୍ ଅଟନ୍ତି, ଯିଏ ରିଲାୟନ୍ସ ଇଣ୍ତଷ୍ଟ୍ରି ଲିମିଟେଡ୍ ର ଅଧ୍ୟକ୍ଷ୍ୟ ଅଛନ୍ତି । ଦୁନିଆଁର ସବୁଠାରୁ ଧନୀ ଲୋକଙ୍କ ଠାରୁ ମୁକେଶ ଅମ୍ବାନୀ ଜଣାଯାଆନ୍ତି , ମୁକେଶ ଅମ୍ବାନୀ ଭାରତର ସବୁଠାରୁ ଧନୀ ବ୍ୟକ୍ତି ଭାବେ ଜଣାଯାଆନ୍ତି , ଏତିକି ନୁହେଁ ବରଂ ଦୁନିଆଁର ସବୁଠାରୁ ଶକ୍ତିଶାଳୀ ଦିଗଜ୍ଜ୍ ଭାବେ ମାନାଯାଈଛି, ମୁକେଶ ଅମ୍ବାନୀ ନିଜ ଲକଜୁରୀ ଜୀବନଶୈଳୀକୁ ନେଇ ଚର୍ଚ୍ଚିତ ରୁହନ୍ତି । ଏବେ କାର ସମୟରେ ମୁକେଶ ଅମ୍ବାନୀ ଏମିତି ଏକ ନାଁ ଯାହା ପୁରା ଦୁନିଆଁରେ ପ୍ରସିଦ୍ଧି ଲାଭ କରିଛି, ରିଲାୟନ୍ସ ଇଣ୍ତଷ୍ଟ୍ରିର ଚେୟାରମାନ୍ ଦୁନିଆଁର ଟପ୍ ୧୦ ବିଜନେସ୍ ମ୍ୟାନ୍ ରୁ ଜଣେ ମୁକେଶ ଅମ୍ବାନୀଙ୍କୁ ଦେଶର ପ୍ରଧାନ ମନ୍ତ୍ରୀଙ୍କ ପରି ଭାରତ ସରକାରଙ୍କ ତରଫରୁ (‌Z+) ସିକ୍ୟୁରିଟି ମିଳିଛି ।

ଯଦି ଆପଣ ଲୋକଙ୍କ ମନରେ କେବେ ଏହି ଭାବନା ଆସିଥିବ କି ମୁକେଶ ଅମ୍ବାନୀ ଦେଶର ସବୁଠାରୁ ଧନୀକ ବ୍ୟକ୍ତି ଜଣାଯାଆନ୍ତି, ତେବେ ତାଙ୍କ ପାଖରେ ସଂମ୍ପତ୍ତି କେତେ ଥିବ ତେବେ ଆପଣଙ୍କୁ କହିଦେବୁ କି “ବ୍ଲୁମବର୍ଗ ବିଲେନିୟର ଇଣ୍ତେକ୍ସ” ଅନୁସାରେ ମୁକେଶ ଅମ୍ବାନୀ ପ୍ରାୟ ୭,୧୨ ବିଲିୟନ୍ ଡଲାର୍ ସଂମ୍ପତ୍ତିର ମାଲିକ ଅଟନ୍ତି । ଓ ମୁକେଶ ଅମ୍ବାନୀଙ୍କୁ ଜେଡ୍ ପ୍ଲସ୍ ସିକ୍ୟୁରିଟି ପ୍ରାୟ ୭ ବର୍ଷ ପୁର୍ବରୁ ମିଳିଥିଲା । ସେମିତି ନିଜ ସୁର୍କ୍ଷା ପାଇଁ ତାଙ୍କୁ ଏକ ଭଲ ମୋଟା ରାଶି ବି ଦେବାକୁ ପଡିଥାଏ ।

ଏବେ ଆପଣଙ୍କ ମନରେ ଏହି ଭାବନା ଆସୁଥିବ କି ଜେଡ୍ ପ୍ଲସ୍ ସିକ୍ୟୁରିଟିର ମତଲବ କଣ ବା ହୋଇଥାଏ, ତେବେ ଆପଣଙ୍କୁ କହିଦେବୁ କି ଜେଡ୍ ପ୍ଲସ୍ ସୁରକ୍ଷାରେ ୫୫ ଜଣ ପର୍ସନାଲ୍ ସୁରକ୍ଷା ଗାର୍ଡସ୍ ନିଯୁକ୍ତି ପାଇଥାନ୍ତି, ଯେଉଁଥିରେ କମ୍ ସେ କମ୍ ୧୦ ଏଲିଟ୍ ଲେବଲ୍ ର ନ୍ୟାଶାନାଲ୍ ସିକ୍ୟୁରିଟି ଗାର୍ଡସ୍ ହୋଇଥାନ୍ତି, ଯିଏ ୨୪ ଘଣ୍ଟା ଆପଣଙ୍କ ସୁରକ୍ଷାରେ ନିଯୁକ୍ତ ହୋଇଥାନ୍ତି ।

ଜେଡ୍ ପ୍ଲସ୍ ସୁରକ୍ଷା ଦେଶର କିଛି ବଛା ବଛା ଲୋକଙ୍କୁ ଭାରତ ସରକାରଙ୍କ ତରଫରୁ ମିଳିଥାଏ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଶ୍ରେଣୀର ସୁରକ୍ଷା ମିଳିଥାଏ, ଏହି ସୁରକ୍ଷାରେ ଅତ୍ୟାଧୁନିକ ହତିଆରଦ୍ୱାରା ସଶସ୍ତ୍ର ୧୦ ଏନ୍ ଏସ୍ ଜି କମାଣ୍ତୋ ସାମିଲ୍ ଅଛନ୍ତି । ମୁକେଶ ଅମ୍ବାନୀଙ୍କ ସୁରକ୍ଷାରେ ପ୍ରାୟ ସବୁ ସମୟରେ ୫୫ ଜଣ ଜବାନ୍ ସୁରକ୍ଷାକର୍ମୀ ନିଯୁକ୍ତ ହୋଇଥାନ୍ତି, ଏହି ସୁରକ୍ଷା କାରଣରୁ ମୁକେଶ ଅମ୍ବାନୀଙ୍କ କାଫିଲାର ବହୁତ ସାରା ଗାଡି ସାମିଲ୍ ହୋଇଥାଏ, ମୁକେଶ ଅମ୍ବାନୀଙ୍କ କାଫିଲା ଧଳା ମର୍ସଡିଜ୍ AMG G63 ମଡେଲ୍ ର କାର୍ ଆଗ ଓ ପଛରେ ରହିଥାଏ

ସେମିତି ମଝିରେ ମୁକେଶ ଅମ୍ବାନୀ ନିଜ ବୁଲେଟ୍ ପ୍ରୁଫ୍ ବିଏମ୍ ଡବଲୁ କାର୍ ରେ ମହଜୁଦ୍ ହୋଇଥାନ୍ତି । ଜେଡ୍ ପ୍ଲସ୍ ସିକ୍ୟୁରିଟି ଭାରତ୍ ସରକାରଙ୍କ ତରଫରୁ ମିଳେ, ଯାହା ମୁକେଶ ଅମ୍ବାନୀଙ୍କୁ ଦିଆଯାଇଛି, କିନ୍ତୁ ମୁକେଶ ଅମ୍ବାନୀ ସବୁ ମାସ ଜେଡ୍ ପ୍ଲସ୍ ସିକ୍ୟୁରିଟିଙ୍କୁ ଲକ୍ଷାଧିକ ଟଙ୍କାର ଦରମା ଦିଅନ୍ତି, ମିଡିଆ ରିପୋର୍ଟ୍ସ ଅନୁସାରେ ଜେଡ୍ ପ୍ଲସ୍ ସିକ୍ୟୁରିଟିଙ୍କ ପାଇଁ ସବୁ ମାସ ଭାରତ ସରକାରଙ୍କୁ ୧୬ ଲକ୍ଷରୁ ଅଧିକା ଟଙ୍କାର ଅଧିକା ଦରମା ଦେବାକୁ ପଡେ , ଏହା ଛଡା ମୁକେଶ ଅମ୍ବାନୀ ନିଜ ସୁରକ୍ଷାରେ ମହଜୁଦ୍ ସବୁ ଜବାନଙ୍କୁ ରହିବାପାଇଁ କ୍ୱାର୍ଟର, ଖାଇବା ବ୍ୟବସ୍ଥା ଆଦି ଉପଲ୍ଲବ୍ଧ କରାନ୍ତି ।

ଆପଣଙ୍କୁ କହିଦେବୁ କି ଜେଡ୍ ପ୍ଲସ୍ ସିକ୍ୟୁରିଟି ଛଡା ଅମ୍ବାନୀ ପରିବାରର ସୁରକ୍ଷାରେ ନିଜ ଏଜେନ୍ସିର ଗାର୍ଡ ସାମିଲ୍ ଅଛନ୍ତି, ଯିଏ ୨୪ ଘଣ୍ଟା ତାଙ୍କ ପରିବାର ପାଇଁ ନିଯୁକ୍ତ ହୋଇଥାନ୍ତି, ମୁକେଶ ଅମ୍ବାନୀ ଙ୍କୁ ବିଏମ୍ ଡବଲୁ 760 li ମର୍ସଡେଜ୍ ବେଞ୍ଚ୍ s600 ଗାଡିଗୁଡିକ ଅଧିକା ପସନ୍ଦ, ଦୁହେଁ ଗାଡିଗୁଡିକ ବୁଲେଟ୍ ପ୍ରୁଫ୍ ଆର୍ମଡ୍ ଅଛି ।

Leave a Reply

Your email address will not be published. Required fields are marked *