October 24, 2024

Odia Express

Leading Odia News Portal of Odisha

ଦୁଃଖଦ ଖବର : ଏବେ ଏବେ ଏହି ବଡ କ୍ରିକେଟ ଖେଳାଳି ଙ୍କର ହୃଦଘାତର କାରଣରୁ ହେଲା ନିଧନ, ସାରା ଦେଶରେ ଶୋକର ଛାୟା ଖେଳିଗଲା..

କ୍ରିକେଟ୍ ଜଗତରେ ଏକ ବଡ ଦୁଃଖଦ ଖବର ସାମ୍ନାକୁ ଆସିଛି, ଭାରତୀୟ କ୍ରିକେଟ୍ ଟିମ୍ ର ପୁର୍ବତନ ବ୍ୟାଟ୍ସମ୍ୟାନ୍ ୟଶପାଲ ଶର୍ମାଙ୍କ ୬୬ ବର୍ଷରେ ହୃଦଘାତରେ ନିଧନ ହୋଇଯାଈଛନ୍ତି, ୟଶପାଲ୍ ଶର୍ମା ୧୩ ଜୁଲାଇକୁ ସକାଳୁ ହୃଦଘାତ ହୋଇଥିଲା, ଯାହାପରେ ସେ ଏହି ଦୁନିଆଁ ଛାଡିଚାଲିଗଲେ, ଆପଣଙ୍କୁ କହିଦେବୁ କି ୟଶପାଲ୍ ଶର୍ମାଙ୍କୁ ୧୯୮୩ ବିଶ୍ୱକପ୍ ଜିତିଥିବା ଟିମ୍ ରେ ଥିଲେ । ୟଶପାଲ୍ ଶର୍ମାଙ୍କ ନିଧନ ପରେ ଏବେ କ୍ରିକେଟ୍ ଜଗତରେ ଶୋକର ଲହଡି ଖେଳିଯାଇଛି, ଏମିତି ବହୁତ କମ୍ ଲୋକ ଥିବେ ଯାହାଙ୍କୁ ଏହି ବିଷୟରେ ଜଣାଥିବ କି ୟଶପାଲ୍ ଶର୍ମା ଭାରତୀୟ ଟିମ୍ ରେ ଆସିବା ପାଇଁ ଦିଗଜ୍ଜ ଅଭିନେତା ଦିଲ୍ଲୀପ କୁମାର ଙ୍କ ହାତ ଥିଲା ।

ହିନ୍ଦୀ ସିନେମାଜଗତରେ ଦିଗଜ୍ଜ ଅଭିନେତା ଦିଲ୍ଲୀପ କୁମାର ନଥିଲେ ବୋଧେ ୟଶପାଲ୍ ଶର୍ମାଙ୍କୁ ଭାରତୀୟ ଟିମ୍ ରେ ସ୍ଥାନ ମିଳିବା ବୋଧେ ଟିକିଏ ମୁସକିଲ୍ ହୋଇଥାନ୍ତା, ୟଶପାଲ୍ ଶର୍ମା ନିଜେ ଏହି କଥା କହିଥିଲେ କି ଦିଲ୍ଲୀପ କୁମାରଙ୍କ କାରଣରୁ ସେ ଭାରତୀୟ ଟିମ୍ ରେ ଜାଗା ପାଇଲେ, ୟଶପାଲ୍ ଶର୍ମା କହିଲେ କି ୧୯୭୪-୭୫ ରେ ଘରୋଇ ସିଜିନ୍ ୟୁପି ଓ ପଞ୍ଜାବ ମଧ୍ୟରେ ମୁକାବଲା ଚାଲୁଥିଲା, ସେହି ମୁକାବଲାକୁ ଦେଖିବାପାଇଁ ବଲିଉଡ୍ ର ଦିଗଜ୍ ଅଭିନେତା ସେଠାକୁ ଆସିଥିଲେ ।

ଯେବେ ମ୍ୟାଚ୍ ଚାଲୁଥିଲା ତେବେ ସେହି ସମୟରେ ଅଭିନେତା ଦିଲ୍ଲୀପ କୁମାରଙ୍କ ଧ୍ୟାନ ୟଶପାଲ୍ ଶର୍ମାଙ୍କ ଆଡକୁ ଗଲା, ସେ ନ୍ୟାଶାନାଲ୍ ଟିମ୍ ଚୟନପାଇଁ ୟଶପାଲ୍ ଶର୍ମାଙ୍କ ନାଁକୁ ସୁପାରିଶ୍ କରିଥିଲେ, ୟଶପାଲ୍ ଶର୍ମା ଏହି ସବୁ କଥା ଦିଲ୍ଲୀପ କୁମାରଙ୍କ ନିଧନର କିଛି ଦିନ ପୁର୍ବରୁ କହିଥିଲେ, ୟଶପାଲ୍ ଶର୍ମା ଦିଲ୍ଲୀପ କୁମାରଙ୍କୁ ନିଜ ବାପାଙ୍କ ପରି ସମ୍ମାନ ଦେଉଥିଲେ ।

ୟଶପାଲ୍ ଶର୍ମାଙ୍କ ସହ କଥାବାର୍ତ୍ତା କରିବା ସମୟରେ କହିଲେ କି ୟୁସୁଫ୍ ଭାଇ ମୋର କ୍ୟାରିୟର ବଦଲାଇବାପାଇଁ ମୋର ଜୀବନରେ ନୁଆ ନାଁ ଦେଲେ, ଯେବେ ଦିଲ୍ଲୀପ ସାର୍ ପଞ୍ଜାବ ଓ ୟୁପି ମୁକାବଲା ଦେଖିବାକୁ ଆସିଲେ ତେବେ ୟଶପାଲ୍ ଶର୍ମା ସେହି ମ୍ୟାଚରେ ଶତକ ଲଗାଇଥିଲେ, ଦିଲ୍ଲୀପ୍ ସାହେବ ୟଶପାଲ୍ ଙ୍କ ଏହି ବ୍ୟାଟିଙ୍ଗ୍ ଦେଖିକରି ପ୍ରଭାବିତ ହୋଇଗଲେ, ଏହାପରେ ଦିଲ୍ଲୀପ ସାହେବ ୟଶପାଲ୍ ଙ୍କୁ କହିଲେ କି ତୁମେ ଭଲ ବ୍ୟାଟିଙ୍ଗ୍ କରୁଛ, ମୁଁ ତୁମ ପାଇଁ ବିସିସିଆଇ ସହ କଥାବାର୍ତ୍ତା ହେଇଛି, ୟଶପାଲ୍ ଶର୍ମ୍ କହିଲେ କି ଦିଲ୍ଲୀପ କୁମାର ମୋର ସବୁଠାରୁ ପସନ୍ଦିଦା ଅଭିନେତା ରହିଛନ୍ତି, ସେମିତି ସବୁ ଦୁନିଆଁ ତାଙ୍କୁ ଦିଲ୍ଲିପ କୁମାରଙ୍କ ନାଁରେ ଜାଣିଛନ୍ତି, କିନ୍ତୁ ମୁଁ ତାଙ୍କୁ ୟୁସୁଫ୍ ଭାଇ କହି ଡାକେ, ସେ ମୋର କ୍ରିକେଟ୍ କ୍ୟାରିୟର ଗଢିଛନ୍ତି ।

ଆପଣଙ୍କୁ କହିଦେବୁ କି ଭାରତୀୟ କ୍ରିକେଟ୍ ଟିମ୍ ର ପୁର୍ବ ବ୍ୟାଟ୍ସମ୍ୟାନ୍ ୟଶପାଲ୍ ଶର୍ମା ଭାରତ ପାଇଁ ୪୨ ୱାନ୍ ଡେ ଓ ୩୭ ଟି ଟେଷ୍ଟ ଖେଳିଥିଲେ, ଯଦି ଆମେ ଘରୋଇ ସ୍ତରର କଥା କହିବା ତେବେ ସେ ୧୬୦ ଟି ଫାଷ୍ଟ କ୍ଲାସ୍ ମ୍ୟାଚ୍ ଓ ୭୪ ଲିଷ୍ଟ ମ୍ୟାଚ୍ ଖେଳିଥିଲେ, ୧୯୮୩ ରେ ଭାରତ ବିଶ୍ୱକପ୍ ଜିତିଥିଲା, ବିଶ୍ୱକପ୍ ରେ ଭାରତ ପ୍ରଥମ ମୁକାବଲାରେ ସେ ୮୯ ରନ୍ କରିଥିଲେ, ଏହାପରେ ଇଂଲଣ୍ତ ବିପକ୍ଷରେ ସେମିଫାଇନାଲ୍ ରେ ୟଶପାଲ୍ ଶର୍ମା ୬୧ ରନ୍ ର ଶାନଦାର୍ ପାରି ଖେଲିଥିଲେ, ୟଶପାଲ୍ ଶର୍ମାଙ୍କ ନିଧନ ଖବର ଶୁଣିବାପରେ କ୍ରିକେଟ୍ ଜଗତରୁ ନେଇକରି ବଲିଉଡ୍ ର ବଡ ବଡ କଳାକାର ବି ଏବେ ଦୁଃଖ ପ୍ରକାଶ କରିଛନ୍ତି, ଓ ଫିଲ୍ମ ଇଣ୍ତଷ୍ଟ୍ରିର ବହୁତ କଲାକାର ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

Leave a Reply

Your email address will not be published. Required fields are marked *