IAS ଇଣ୍ଟରଭ୍ୟୁର ପ୍ରଶ୍ନ – ଚାହାକୁ ଶୁଦ୍ଧ ହିନ୍ଦୀରେ କଣ କୁହାଯାଏ ? ବୁଦ୍ଧିମାନ ଲୋକ ଯିଏ ହେଇଥିବେ ସେ ସଂଗେ ସଂଗେ ଉତ୍ତର ଦେଇଦେବେ..
ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ, ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ ୧) ସନ୍ ୧୯୦୨ ରେ କାର୍ଲ ଲ୍ୟାଣ୍ତଷ୍ଟେନର୍ କାହାର ଖୋଜ୍ କରିଥିଲେ ? ଉତ୍ତର- ରକ୍ତ ସମୁହ( Blood group)
୨) ସମୁଦ୍ରର ଜଳ ନୀଳ କଣପାଇଁ ଦେଖାଯାଏ ? ଉତ୍ତର- ଜଳର କଣଦ୍ୱାରା ପ୍ରକାଶର ପ୍ରକୀର୍ଣନ କାରଣରୁ ।
୩) ପ୍ରୋଟିନ୍ କେଉଁ ଗ୍ୟାସ୍ ପ୍ରମୁଖ ଯୌଗିକ ଅଟେ ? ଉତର- ନାଇଟ୍ରୋଜେନ୍
୪) ଇଥୋଲୋଜି ରେ କାହାର ଅଧ୍ୟୟନ କରାଯାଏ ? ଉତ୍ତର- ପଶୁଙ୍କ ବ୍ୟବହାର ଅଧ୍ୟୟନ ତାଙ୍କର ସାମାନ୍ୟ ବାତାବରଣରେ
୫) ନୋବେଲ୍ ପୁରସ୍କାରରୁ ସମ୍ମାନିତ ହେଇଥିବା ବିଶ୍ୱର ପ୍ରଥମ ମହିଳା ବିଜ୍ଞାନ କ୍ଷେତ୍ରରେ କରିଥିଲେ ସେ କିଏ ଥିଲେ ? ମ୍ୟାଡାମ୍ କ୍ୟୁରୀ(୧୯୩୦) ଭୌତିକ ବିଜ୍ଞାନରେ
୬) ପାଣିରେ ଛୁଞ୍ଚି ବୁଡିଯାଏ, ଯେବେ କି ଭାରି ସମୁଦ୍ରରେ ଜାହାଜ ଭାସିରହିଥାଏ ଏହାର କାରଣ କଣ ? ଉତ୍ତର- ଜାହାଜର ବୁଡୁଥିବା ଭାଗରୁ ହଟାଯାଇଥିବା ପାଣି ର ଭାର ସବୁ ଜାହାଜର ବରାବର ହୋଇଥାଏ, ଏଥିପାଇଁ ସେ ପ୍ଲେବନ୍ କରିଥାଏ , ଛୁଞ୍ଚିଦ୍ୱାରା ହଟାଯାଇଥିବା ପାଣିର ଭାର ଛୁଞ୍ଚିର ଭାରରୁ କମ୍ ହୋଇଥାଏ, ଯାହାକି ଛୁଞ୍ଚି ପାଣିରେ ବୁଡିଯାଏ ।
୭) ଭାରତର ସ୍ୱଦେଶ ନିର୍ମିତ ଦ୍ୱିତୀୟ ପୀଢି ପ୍ରଥମ ଉପଗ୍ରହ କେଉଁଟାଅଟେ ? ଉତ୍ତର- ଇନସେଟ୍-୨ଏ
୮) ସୁର୍ଯ୍ୟଙ୍କ ପ୍ରକାଶ ସହାୟତାରୁ ଶରୀରରେ କେଉଁ ଭିଟାମିନ୍ ନିର୍ମାଣ ହୋଇଥାଏ ? ଉତ୍ତର- ଭିଟାମିନ୍ ଏ ।
୯) ହେଲି ପୁଛଲ ତାରା ପ୍ରତି କେତେ ବର୍ଷ ପରେ ଦେଖାପଡିଥାଏ ? ଉତ୍ତର- ୭୬ ବର୍ଷ
୧୦) କେଉଁ ତରଙ୍ଗର ସହାୟତାରେ ବାଦୁଡି ରାତିରେ ସୁରକ୍ଷିତ ଉଡନ୍ତି ? ଉତ୍ତର- ଅଲଟ୍ରାସୋନିକ୍ ତରଙ୍ଗର ସହାୟତାରେ
୧୧) ତେଲର ଜଳର ତଳେ ବ୍ୟାପିଯିବାର କଣକାରଣ ହୋଇଥାଏ ? ଉତ୍ତର- ତେଲର ପୃଷ୍ଠ ତନାବଜଳ ଅପେକ୍ଷା କମ୍ ହେବାର କାରଣରୁ
୧୨) ରାସ୍ତାରେ ଚାଲୁଥିବା ଅପେକ୍ଷା ବରଫରେ ଚାଲିବା କଠିନ କଣପାଇଁ ହୋଇଥାଏ ? ଉତ୍ତର- ଉତ୍ତର ବରଫରେ ରାସ୍ତାର ଅପେକ୍ଷା ଘର୍ଷଣ କମ୍ ହୋଇଥାଏ ।
୧୩) ଉଚ୍ଚ ସ୍ଥାନରେ ପାଣି ୧୦୦ ଡିଗ୍ରୀ ସେଲସିୟମ୍ କମ୍ ତାପରେ କଣପାଇଁ ଫୁଟୁଥାଏ ? ଉତ୍ତର- କାରଣ ବାୟୁମଣ୍ତଳିୟ ପ୍ରେସର କମ୍ ହୋଇଥାଏ ।
୧୪) ଷ୍ଟେନଲେସ୍ ଷ୍ଟିଲ୍ କେଉଁ ଧାତୁର ମିଶ୍ରିତ୍ କରି ବନାଯାଇଛି ? ଉତ୍ତର- କ୍ରୋମିୟମ୍, ଲୁହା ଓ ନିକେଲ୍ ।
୧୫) ବନସ୍ପତି ବିଜ୍ଞାନ ର ସେହି ଶାଖାର କଣ ନାଁ ଅଟେ ? ଯେଉଁଥିରେ ଶୈବାଳ ଅଧ୍ୟୟନ କରାଯାଏ ? ଉତ୍ତର- ଫାଇକୋଲୋଜି ।
୧୬) ସ୍ୱଚାଳିତ ବ୍ରେକ୍ କେଉଁ ନିୟମ ଆଧାରରେ ହୋଇଛି ? ଉତ୍ତର-ପାରକେଲ୍ ନିୟମ ଆଧାରରେ
୧୭) କଣ୍ଟ୍ରୋ ଲର୍ ଆଣ୍ତ ଅଡିଟର୍ ଜେନେରାଲ୍ କେବେ ସେବା ନିବୃତ ହୋଇଥାନ୍ତି ? ଉତ୍ତର- ନିଯୁକ୍ତିର ୬ ବର୍ଷ କିମ୍ବା ୬୫ ବର୍ଷର ଆୟୁ ପୁରା ହେବାପରେ
୧୮) କେଉଁ ବିଧାୟକ ଙ୍କୁ ଧନ ବିଧେୟକ ହେବାର ଅନ୍ତିମ ନିର୍ଣ୍ଣୟ କିଏ ଦେଇଥାଏ ? ଉତ୍ତର- ଏହାର ଅନ୍ତିମ ନିର୍ଣ୍ଣୟ ଲୋକସଭା ଅଧ୍ୟକ୍ଷ୍ୟ ଦେଇଥାନ୍ତି ।
୧୯) ଚାହାକୁ ହିନ୍ଦୀରେ କଣ କୁହାଯାଏ ? ଉତ୍ତର- କ୍ଷୀର ଜଳ ମିଶ୍ରିତ ଶର୍କରା ଯୁକ୍ତ ପର୍ବତୀୟ ବୁଟି ।