October 22, 2024

Odia Express

Leading Odia News Portal of Odisha

ଜାଣନ୍ତୁ କଣ ଡିଜେଲ୍ ଓ ପେଟ୍ରୋଲ୍ ରୁ ଅଧିକା ଫାଇଦାଦାୟକ ଅଟେ CNG ବାଲା ଗାଡି ଚଲାଇବା ?

ଯେପରି ଆପଣ ଜାଣିଛନ୍ତି କି ପେଟ୍ରୋଲ୍ ଓ ଡିଜେଲ୍ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି, ଯାହାର କାରଣରୁ ଲୋକେ ଗାଡି ଉପରେ ଖର୍ଚ୍ଚ ବଢିବାରେ ଲାଗିଛି, ଓ ଲୋକେ ପେଟ୍ରୋଲ୍ ଓ ଡିଜେଲ୍ ର ବିକଳ୍ପ ଖୋଜୁଛନ୍ତି, ଏହି କାରଣରୁ ଆଜିର ସମୟରେ ଅଧିକାଂଶ ଲୋକ ସିଏନ୍ ଜି ଓ ଇଲେକ୍ଟ୍ରିକ୍ କାରର୍ ଅଧିକା ବ୍ୟବହାର କରୁଛନ୍ତି ।ଆପଣଙ୍କୁ କହିଦେବୁ କି ଏବେ ଏକ ବର୍ଗ ଏମିତି ଅଛି ଯାହା ପେଟ୍ରୋଲ୍ ଓ ଡିଜେଲ୍ ବାଲା କାରକୁ ପଛରେ ପକାଇଦେବ, ଏଥିପାଇଁ ଆଜି ଆମେ ଆପଣଙ୍କୁ ସିଏନ୍ ଜି କାର୍ ଚଲାଇବାର ଫାଇଦା ବିଷୟରେ କହିବାକୁ ଯାଉଛୁ । ଯାହାଦ୍ୱାରା ଆପଣ ବି ଫାଇଦା ହିସାବରେ ସଠିକ୍ କାର୍ ବାଛିବେ ।

ସବୁଠାରୁ ପ୍ରଥମେ ଆପଣ ଜାଣିଛନ୍ତି କି ପେଟ୍ରୋଲ୍ ଓ ଡିଜେଲ୍ କାରରେ ଖାସ୍ କରି ଡିଜେଲ୍ କାରରେ ପ୍ରଦୁଷଣ ଅଧିକା ହୋଇଥାଏ , ସେମିତି ସିଏନ୍ ଜି ଚଲାଉଥିବା ବାହାନରେ ପ୍ରଦୁଷଣ କମ୍ ହୋଇଥାଏ, ସିଏନ୍ ଜି କାର୍ବନ୍ ଡାଇଏକ୍ସସାଇଡ୍ ଓ ଜଳ ବାଷ୍ପ ସୃଷ୍ଟି କରେ, ଯେପରି ସିଏନ୍ ଜି ହାନିକାରକ କାର୍ବନ ମନୋଅକ୍ସସାଇଡ୍ ଉତ୍ସର୍ଜନ କୁ କମ୍ କରିଥାଏ, ଓ ନାଇଟ୍ରୋଜେନ୍ ଅକ୍ସସାଇଡ୍ କୁ କମ୍ କରିଥାଏ , କମ୍ ପ୍ରଦୁଷଣ ସହ ସିଏନ୍ ଜି କାରର ଏକ ବଡ ଫାଇଦା ହେଲା ଏହି କାରରେ ପଇସା ଖର୍ଚ୍ଚ କମ୍ ହୋଇଥାଏ, ଯାହାର ମୁଖ୍ୟ କାରଣ ମାଇଲେଜ୍, ସିଏନ୍ ଜି କାରର ମାଇଲେଜ୍ ପେଟ୍ରୋଲ୍ ଓ ଡିଜେଲ୍ କାର ଠାରୁ ଅଧିକା ହୋଇଥାଏ , ଏହି କାରଣରୁ ଲୋକେ ସିଏନ୍ ଜି କାରକୁ ଅଧିକା ପସନ୍ଦ କରନ୍ତି ।

ଏହାର ତୃତୀୟ ଫାଇଦା ହେଲା କି ଯେଉଁଠି ପେଟ୍ରୋଲ୍ ଓ ଡିଜେଲ୍ ଶେଷ ହେବାର ବିପଦ ଲାଗେଏ, ଓ ଏହି କାରଣରୁ ମହଙ୍ଗା ହେଇଯାଉଛି, ସେମିତି ସିଏନ୍ ଜି ଭରପୁର୍ ମାତ୍ରାରେ ମହଜୁଦ୍ ଅଛି, ଆପଣଙ୍କୁ କହିଦେବୁ କି ଭାରତରେ ପ୍ରାକୃତିକ ଗ୍ୟାସର ପ୍ରାୟ ସ୍ଥାନୀୟ ଭଣ୍ତାରରେ ମହଜୁଦ୍ ଦାବିର ସପ୍ଲାଇ ୨୭ ବର୍ଷ ପର୍ଯ୍ୟନ୍ତ ଅଛି ।

Leave a Reply

Your email address will not be published. Required fields are marked *