October 26, 2024

Odia Express

Leading Odia News Portal of Odisha

ଟି ଟ୍ୱେଣ୍ଟି ବିଶ୍ୱକପ୍ ରେ ପାକିସ୍ଥାନ ସହ ମୁକାବିଲା କରିବ ଭାରତ, ଗୌତମ ଗାମ୍ଭୀର କହିଲେ ଏହି ୨ ଭାରତୀୟ ଖେଳାଳୀ ହେବେ ଏହି ମ୍ୟାଚ୍ ପାଇଁ ମହତ୍ତ୍ୱପୁର୍ଣ୍ଣ

ଇଣ୍ଟରନ୍ୟାଶାନାଲ୍ କ୍ରିକେଟ୍ କାଉନସିଲ୍ ଏହି ବର୍ଷ ଅକ୍ଟୋବର- ନଭେମ୍ବରରେ ଭାରତୀୟ ଦଳ ୟୁଏଇରେ ଖେଳାଯାଉତିବା ଟି ଟ୍ୱେଣ୍ଟି ବିଶ୍ୱକପ୍ କୁ ନେଇକରି ଶୁକ୍ରବାରକୁ ଏକ ଗୁରୁତ୍ୱପୁର୍ଣ୍ଣ ଘୋଷଣା କରିଛି, ଏହି ଟୁର୍ଣ୍ଣାମେଣ୍ଟର ସମୟରେ ଗ୍ରୁପ୍ ରେ ଖେଳାଯାଉଥିବା ଟିମ୍ ନାଁ ଜାରି କରାଯାଇଥିଲା, ଆଇସିସି ଟୁର୍ଣ୍ଣାମେଣ୍ଟକୁ ଦୁଇଟି ଗ୍ରୁପ୍ ର ଟିମ୍ ବିଷୟରେ କହିଲେ ଯେଉଁଥିରେ ପ୍ରଥମ ଭାରତ ଓ ଦ୍ୱିତୀୟ ପାକିସ୍ଥାନ ଟିମ୍ ଅଛନ୍ତି, ଏହି ଦିନ ଚିର ପ୍ରତିଧ୍ୱନ୍ଦୀ ଟିମ୍ ଏହି ଥର ଗ୍ରୁପ୍ ୨ ରେ ରଖାଯାଇଛି, ଆଇସିସି ଶୁକ୍ରବାରକୁ ଯେଉଁ ଗ୍ରୁପ୍ ଟିମ୍ ଲିଷ୍ଟ ଜାରି କରିଥିଲେ ସେଥିରେ ଇଂଲଣ୍ତ, ଅଷ୍ଟ୍ରେଲିଆ, ସାଉଥ୍ ଆଫ୍ରିକା, ୱେଷ୍ଟଇଣ୍ତିଜ୍, କୁ ଛଡା ଦୁଇଟି କ୍ୱାଲିଫାୟାର୍ ଟିମ୍ ହେବ, ସେମିତି ଦ୍ୱିତୀୟ ଗ୍ରୁପ୍ ରେ ଭାରତ,ପାକିସ୍ଥାନ, ନ୍ୟୁଜିଲାଣ୍ତ, ଅଫଗାନିସ୍ଥାନ, ଛଡା ଦୁଇଟି କ୍ୱାଲିଫାୟାର୍ ଟିମ୍ ହେବ ।

ପୁର୍ବ ଭାରତୀୟ ଓପନର୍ ଗୌତମ ଗାମ୍ଭିର ଭାରତ ଓ ପାକିସ୍ଥାନର ଟି ଟ୍ୱେଣ୍ଟି ବିଶ୍ୱକପ୍ ରେ ହେବାକୁ ଥିବା ମୁକାବଲାରେ ନିଜ ରାୟ ଦେଲେ , ଥରେ ଷ୍ଟାର୍ ସ୍ପୋର୍ଟ୍ସ ସହ କଥାବାର୍ତ୍ତାରେ ସେ କହିଲେ ଯେବେ ମୁଁ ପାକିସ୍ଥାନ ବିପକ୍ଷରେ ନିଜ ପ୍ରଥମ ମ୍ୟାଚ୍ ଖେଳିଥିଲି ତେବେ ବହୁତ ଅଧିକା ନର୍ଭସ୍ ଓ ଉତ୍ସାହିତ ବି ଥିଲି, ସେହି ସବୁ ଖେଳାଳୀଙ୍କ ମୁକାବଲା ଯିଏ ପାକିସ୍ଥାନ ବିପକ୍ଷରେ ମ୍ୟାଚ୍ ଖେଳିଥିଲେ, ଏମିତିରେ ସିନିୟର୍ ଖେଳାଳୀଙ୍କ ଦାୟିତ୍ୱ ରୁହେ ସେ ଟିମ୍ ରେ ମହଜୁଦ୍ ଯୁବା ଖେଳାଳୀଙ୍କୁ ଶାନ୍ତ ଓ ସଂୟମତା ରଖନ୍ତୁ, କାରଣ ଭାବନା ଆପଣଙ୍କୁ ମ୍ୟାଚରେ ଜିତ୍ ଦେବାର ନାହିଁ, ଏହା ବଲ୍ ଓ ବ୍ୟାଟ୍ ପ୍ରତିଯୋଗିତା ହେବାର ଅଛି, ଓ ଏହି ସାହାରାରେ ଆପଣଙ୍କୁ ମ୍ୟାଚ୍ ଜିତିବାର ଅଛି, ଏମିତିରେ ଉଦାହରଣ ପାଇଁ ବିରାଟ କୋହଲି ଓ ରୋହିତ୍ ଶର୍ମାଙ୍କ କାନ୍ଧରେ ବହୁତ ବଡ ଦାୟିତ୍ୱ ହେବାର ଅଛି, ଯେବେ ଆପଣ ପାକିସ୍ଥାନ ଟିମ୍ ବିପକ୍ଷରେ ଟି ୨୦ ବିଶ୍ୱକପ୍ ଖେଳିବାପାଇଁ ବାହାରିବେ ।

ଅନୁଭବି ବ୍ୟାଟ୍ସମ୍ୟାନ୍ ରବିନ୍ ଉଥପ୍ପା କହିଲେ କି ଏହା ବହୁତ ସାରା ଭାବନାକୁ ବାହାରକୁ ନେଇ ଆସେ ଓ ଆଶା ଏହା ହୋଇଥାଏ କି ଲୋକେ ସବୁବେଳେ ଏହି ମ୍ୟାଚକୁ ନେଇକରି ଭାବନ୍ତି, ମୋତେ ଏମିତି ଲାଗୁଛି କି ଯିଏ ଭାରତ ବିପକ୍ଷରେ ଖେଳିଛି କିମ୍ବା ଯେଉଁ ଯୁବା ଖେଳାଳୀ ଖେଳିବାର ସ୍ୱପ୍ନ ଦେଖୁଛି , ସେ ସବୁବେଳେ ଭାରତ ଓ ପାକିସ୍ଥାନ୍ ମୁକାବଲା କୁ ନେଇକରି ଭାବେ, ପାକିସ୍ଥାନ ମ୍ୟାଚ୍ ସମୟରେ ବହୁତ ସାରା ଭାବନା ବାହାରିଆସେ , ଏହି ମ୍ୟାଚ୍ ସମୟରେ ଯିଏ ଖେଳିବାର ହୋଇଥାନ୍ତି ସେଥିରୁ ଅଧିକା ଦେଖିବା ବାଲାଙ୍କ ଭାବନା ସାମ୍ନା ବାହାରକୁ ବାହାରିଆସିଥାଏ ।

Leave a Reply

Your email address will not be published. Required fields are marked *