IAS ପ୍ରଶ୍ନ : କେଉଁ ଦେଶର ୨୦ ହଜାର ନୋଟ୍ ଉପରେ ଭଗବାନ ଗଣେଷଙ୍କ ଫଟୋ ଛପା ଯାଇଛି,ଉତ୍ତର ଏବେ ଜାଣିରଖନ୍ତୁ

ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ, ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ
୧)କେଉଁ ଭାରତୀୟ ନେତାଙ୍କୁ ଭାରତର ଲୌହ ମାନବ ନାଁରେ ଜଣାଯାଏ ? ଉତ୍ତର- ସର୍ଦାର୍ ବଲ୍ଲଭଭାଇ ପଟେଲ୍
୨) କନ୍ୟାକୁମାରୀରେ ରକ୍ ମେମୋରିଆଲ୍ ଶୈଳ ସ୍ମାରକ କୁ କେଉଁ ସ୍ମୃତିରେ ସମର୍ପିତ କରାଯାଇଛି ? ଉତ୍ତର-ସ୍ୱାମୀ ବିବେକାକନ୍ଦ
୩) ପ୍ରସିଦ୍ଧ ଉଦରଣ ସରକାର୍ ଜନତାର, ଜନତାଦ୍ୱାରା, ଜନତାପାଇଁ କିଏ ଦେଇଥିଲେ ? ଉତ୍ତର- ଆବ୍ରାହମ୍ ଲିଙ୍କନ୍
୪) ଇନକଲାବ୍ ଜିନ୍ଦାବାଦ୍ ନାରା ସର୍ବପ୍ରଥମେ କିଏ ଦେଇଥିଲେ ? ଉତ୍ତର- ସର୍ଦାର୍ ଭଗତ ସିଂ ।
୫) ଭାରତର ସର୍ବୋଚ୍ଚ ପୁରସ୍କାର କେଉଁଟା ଅଟେ ? ଉତ୍ତର- ଭାରତ ରତ୍ନ ।
୬) ଭାରତର ସଂବିଧାନକୁ ବନାଇବାପାଇଁ ଗଠିତ ସଂବିଧାନ ସଭା ଅଧ୍ୟକ୍ଷ୍ୟ କିଏ ଥିଲେ ? ଉତ୍ତର- ଡାଃ ରାଜେନ୍ଦ୍ର ପ୍ରସାଦ
୭) ଭାରତୀୟ ଫିଲ୍ମ୍ ଅଭିନେତା, ଶତ୍ରୁଘ୍ନ ସିହ୍ନା କେଉଁ ରାଜ୍ୟରୁ ସଂବନ୍ଧ ରଖନ୍ତି ? ଉତ୍ତର- ବିହାର
୮) ଯୋଜନାକାଳ ସମୟରେ ରାଷ୍ଟ୍ରିୟ ଆୟରେ କେଉଁ କ୍ଷେତ୍ରର ଯୋଗଦାନ ଅଧିକା ରହିଛି ? ଉତ୍ତର- କୃଷି
୯) ରାଜକୋଷୀୟ ଘାଟା ର ତାପର୍ଯ୍ୟ କଣ ? ଉତ୍ତର- ବଜଟିୟ ଘାଟାର ଯୋଗ ଓ ସରକାରର ବଜାର୍ ରୁଣ ତଥା ଦାୟିତ୍ୱ
୧୦) ମୁଦ୍ରା ସଂଙ୍କୁଚନ ମହତ୍ତ୍ୱପୁର୍ଣ୍ଣ କାରଣ କେଉଁଟା ଅଟେ ? ଉତ୍ତର- ମାଲ ଏବଂ ସେବାର ପୁର୍ତ୍ତି ତୁଳନାରେ ମୁଦ୍ରାର ପୁର୍ତ୍ତିରେ କମି
୧୧) କୋଇଲାର ସବୁଠାରୁ ମୋଟା ପରସ୍ଥ ଭାରତରେ କେଉଁଠି ମିଳେ ? ଉତ୍ତର୍-ସିଙ୍ଗରୋଲିରେ
୧୨) ସଂବିଧାନିକ ସ୍ଥିତି ଅନୁସାରେ ମୁଖ୍ୟ ରୁପରେ ଖଣିଜ ଉପରେ ଅଧିକାର କାହାର ହୋଇଥାଏ ? ଉତ୍ତର- ରାଜ୍ୟ ସରକାରଙ୍କ
୧୩) ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଯେଉଁ ବ୍ୟାଙ୍କ୍ ମାଧ୍ୟମରେ ଭାରତର ବିଦେଶ ବେପାର ବିତ୍ତ ପୋଷଣ କରିବାରେ ସାହାଯ୍ୟ କରେ ? ଉତ୍ତର- ଏକଜିମ୍ ବ୍ୟାଙ୍କ୍
୧୪) ନିବେଶର ସଂନ୍ଧର୍ଭ A, AA+ ଓ AAA ତାପର୍ଯ୍ୟ କଣ ଅଟେ ? ଉତ୍ତର- କ୍ରେଡିଟ୍ କାର୍ଡ
୧୫) କୋର୍ ବ୍ୟାଙ୍କିଙ୍ଗ୍ ସର୍ଭିସେସ୍ ରେ କୋର୍ ର ପୁରା ନାଁ କଣ ? ଉତ୍ତର- CORE-Centralized online real time exchange
୧୬) କେଉଁ ସମିତି ଆଧାରରେ ନୋବାର୍ଡ କୁ ସ୍ଥାପିତ କରାଗଲା ? ଉତ୍ତର- ଶିବରମନ ସମିତି
୧୭) ବିଶ୍ୱର କେଉଁ ବ୍ୟାଙ୍କ୍ ଉଦାର ରୁଣ ପ୍ରଦାନ କରିବାର ଝରକା କୁହାଯାଏ ? ଉତ୍ତର- ଅନ୍ତରାଷ୍ଟ୍ରିୟ ବିକାଶ ସଂଘ
୧୮) ଏମିତି କେଉଁ ଜିନିଷ ଅଛି ଯାହା ସବୁବେଳେ ବଢୁଥାଏ, କେବେ କମ୍ ହୁଏ ନାହିଁ ? ଉତ୍ତର- ବୟସ
୧୯)ଆର୍କଟିକ୍ ରେ ରହୁଥିବା ପେଙ୍ଗୁଇନ୍ସ ଙ୍କ ଅଣ୍ତା କଣ ପାଇଁ ଖାଇହେବନି, ଉତ୍ତର- କାରଣ ଆର୍କଟିକ୍ ରେ ପେଙ୍ଗୁଇନ୍ସ ମିଳନ୍ତି ନାହିଁ , ସେ ଆଣ୍ଟ୍ରାଟିକା ରେ ମିଳିଥାନ୍ତି ।
୨୦) ମହାସାଗରରେ ବୁଡି ହୋଇଥିବା ବସ୍ତୁକୁ ଦେଖିବାପାଇଁ କିମ୍ବା ତାଙ୍କର ପତ୍ତା ଲଗାଇବା ପାଈଁ କେଉଁ ପ୍ରକାରର ଯନ୍ତ୍ରର ଉପଯୋଗ ହୁଏ ? ଉତ୍ତର- ସୋନାର୍ ଯନ୍ତ୍ର
୨୧) କୁଲିଜ ନଳିକା ପ୍ରୟୋଗରୁ କେଉଁ କିରଣ ମୁଖ୍ୟ ରୁପରେ ଉତ୍ପନ୍ନ କରିବାପାଈଁ ଜଣାଯାଏ ? ଉତ୍ତର-ଏକ୍ସ କିରଣ
୨୨) ବର୍ତ୍ତମାନ ସମୟରେ ତାପର ଏସ୍ ଆଇ ମାତ୍ରକ କଣ ଅଟେ? ଉତ୍ତର- କେଲବିନ୍
୨୩) ଯେବେ ଆମେ କେଉଁ ବସ୍ତୁକୁ ଥଣ୍ତା କରିଥାଉ ତେବେ ତାହାର ଅଣୁରେ କଣ ପ୍ରଭାବ ପକାଏ ? ଉତ୍ତର- ଚାଲ କମି ଯାଏ
୨୪) କେଉଁ ଦେଶର ୨୦ ହଜାର ନୋଟ୍ ଉପରେ ଭଗବାନ ଗଣେଷଙ୍କ ଫଟୋ ଛପାଯାଇଛି ? ଉତ୍ତର- ଇଣ୍ତୋନେସିଆ (୨୦୦୮ ପରେ ଏହାର ଚଳନ ଆଉ ହେଇନାହିଁ ।)