October 24, 2024

Odia Express

Leading Odia News Portal of Odisha

ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ପାଖରେ 2900 କୋଟିର ଅଛି ସଂମ୍ପତ୍ତି, ତାପରେ ବି କରୁଛନ୍ତି ଏହି ଜଘନ୍ୟ କାମ

ସେଲିବ୍ରେଟି ଓ ବିବାହ ଦୁହେଁଙ୍କର ଗଭିର ସଂମ୍ପର୍କ ଅଛି, ଆସିବା ଦିନରୁ କେଉଁ ନା କେଉଁ ବଡ କିମ୍ବା ଦିଗଜ କଳାକାରଙ୍କ ସହ ଯୋଡି ହୋଇଥିବାର ଖବର୍ ଆମକୁ ଚକିତ କରିଦିଏ, ସେମିତି ଏହି ଦିନ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ନାଁରେ ପେପରରେ ଚର୍ଚ୍ଚା ଲଗାତାର ହୋଇଛି, ଏହାର କାରଣ ତାଙ୍କର କେଉଁ ବଡ ଉପାଧି ନୁହେଁ ବରଂ ତାଙ୍କର ଆଡଲଟ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ଯୋଡି ହୋଇ ଫିଲ୍ମ ନିର୍ମାଣ କରିବାକୁ ନେଇ ହୋଇଛି , ଏହାକୁ ନେଇ ମୁମ୍ବାଇ ପୋଲିସ୍ ରାଜ କୁନ୍ଦ୍ରାଙ୍କୁ ଗିରଫ କରିନେଇଛନ୍ତି, ତାଙ୍କ ଗିରଫ ପରେ ସୋସିଆଲ୍ ମିଡିଆରେ ଲୋକେ ନାନା ପ୍ରକାରର ପ୍ରଶ୍ନ ପଚାରୁଛନ୍ତି, ସମସ୍ତେ ଏହା ଜାଣିବାକୁ ଚାହୁଁଛନ୍ତି କି ଏତେ ବଡ ବିଜନେସ୍ ମ୍ୟାନ୍ କଣ ଅସୁବିଧା ହେଲା ଯେ ସେ ଏମିତି ଜଘନ୍ୟ କାର୍ଯ୍ୟରେ ଲିପ୍ତ ହେଲେ, ଏହାର ପଛରେ କାରଣ କାହାକୁ ବି ବୁଝାପଡିନାହିଁ, କିନ୍ତୁ ଫେସବୁକ୍ ଓ ଇନଷ୍ଟାଗ୍ରାମରେ ରାଜ କୁନ୍ଦ୍ରାଙ୍କୁ ନେଇକରି ନାନାପ୍ରକାର ମିମସ୍ ସେୟାର୍ କରାଯାଇଛି ।

ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ରାଜ କୁନ୍ଦ୍ରାଙ୍କ ଗଣନା ଭାରତର ସବୁଠାରୁ ଧନୀ ଲୋକଙ୍କ ମଧ୍ୟରେ ହୋଇଥାଏ , ସେ ରିଚେଷ୍ଟ ବ୍ରିଟିଶ୍ ଏସିଆନ୍ ଲିଷ୍ଟରେ ୧୯୮ ତମ ସ୍ଥାନରେ ଅଛନ୍ତି । କିନ୍ତୁ ଏମିତିରେ ତାଙ୍କର ଅଶ୍ଳିଳ ଫିଲ୍ମ ଆଡକୁ ବଢିବା ସତରେ ଆଶ୍ଚର୍ଯ୍ୟକର କଥା, ରାଜଙ୍କ ଜନ୍ମ ସେମିତି ଲଣ୍ତନରେ ହୋଇଥିଲା କିନ୍ତୁ ତାଙ୍କ ପରିବାର ପଞ୍ଜାବରୁ ଅଟନ୍ତି , ଗୋଟେ ସମୟରେ ରାଜଙ୍କ ବାପା କୃଷ୍ଣ କୁନ୍ଦ୍ରା ବସ୍ କଣ୍ତକ୍ଟର ଥିଲେ, କିନ୍ତୁ ସବୁବେଳେ ବିଜନେସ୍ ଆଡକୁ ରୁଜ୍ଞାନ ହେବାକୁ ନେଇ ସେ ପଶ୍ଚିମୀ ଶାଲ୍ ବିକ୍ରି କରିବାର କାରୋବାର ଆରମ୍ଭ କରିଦେଲେ, ଏଇ ବିଜନେସ୍ ରେ ସେ ଏତେ ପଇସା କମାଇଲେ କି ପୁରା ଇଂଲଣ୍ତ ତାଙ୍କ ନାଁର ଗୁଣ ଗାଇଲା ।

ବାପାଙ୍କୁ ଦେଖିକରି ରାଜ କୁନ୍ଦ୍ରାଙ୍କ ଇଚ୍ଛା ବିଜନେସ୍ ରେ ଅଛି, ବହୁତ ଛୋଟ ବଡ ବିଜନେସ୍ କରିଥିଲେ, ଆଯି ତାଙ୍କ ପାଖରେ କେଉଁ ବି ଜିନିଷର  କମି ନାହିଁ ଏକ ରିପୋର୍ଟର ଅନୁସାରେ ରାଜ କୁନ୍ଦ୍ରାଙ୍କ ପାଖରେ ୨୦୧୭ ରେ ୨୩୦୦ କୋଟି ସଂମ୍ପତ୍ତି ତିଲା , ଯେବେ କି ୨୦୧୯ ରେ ବଢିକରି ୨୩୫୦ କୋଟି ଓ ୨୦୨୦ ରେ ୨୫୦୦ କୋଟି, ଓ୨୦୨୧ ରେ ୨୯୦୦ କୋଟି ହୋଇଗଲା, ବର୍ତ୍ତମାନ ରାଜକୁନ୍ଦ୍ରା ଷ୍ଟିଲ୍ ପ୍ଲାଣ୍ଟ, ରିୟଲ୍ ଇଷ୍ଟେଟ୍, ଫ୍ୟାସନ୍ ଇଣ୍ତଷ୍ଟ୍ରି, କଷ୍ଟ୍ରକ୍ ସନ୍ ପରି ବ୍ୟବସାୟରେ ଯୋଡି ହୋଇଛନ୍ତି, କିନ୍ତୁ ସେ ଆଡଲତ୍ ଫିଲ୍ମର ପ୍ରଡକ୍ସନ୍ ଆରମ୍ଭ କରିଦେଲେ, ଏହି କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ।

କହିଦେବୁ କି ରାଜ କୁନ୍ଦ୍ରାଙ୍କୁ ଗିରଫ ହେବା ପରେ ଏବେ ଶିଳ୍ପା ସେଟ୍ଟିଙ୍କ କିଛି ବି ବୟାନ ସାମ୍ନାକୁ ଆସିନାହିଁ , ସେ ଚୁପ୍ ରହିବା କାରଣରୁ କାହାକୁ ବୁଝାପଡୁନି, ଖବରରୁ ଜଣାଯାଏ ଯେ ମୁମ୍ବାଇ ପୋଲିସ୍ ରାଜକୁନ୍ଦ୍ରା ସମେତ ଅନ୍ୟ ୧୩ ଜଣ ଲୋକଙ୍କୁ ହିରାସତରେ ନେଇଛନ୍ତି, ଯାହାକି ଆଡଲଟ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ସହଯୋଗି ଥିଲେ, ସେମିତି ରାଜକୁନ୍ଦ୍ରାଙ୍କ ନାଁ ଏହି ଲିଷ୍ଟରେ ଟପ୍ ରେ ଅଛି ।

Leave a Reply

Your email address will not be published. Required fields are marked *