January 26, 2025

Odia Express

Leading Odia News Portal of Odisha

ଏହା ହେଲା ଭଗବାନ Krishna କହିଥିବା ୧୦ ଟି କଥା, ଯଦି ଆପଣ କାହାକୁ କହିବେ ତେବେ ଆପଣ ଜୀବନ ସାରା ପଶ୍ଚାତାପ କରିବେ ଜାଣନ୍ତୁ ସେହି କଥା ଗୁଡିକ

ଆମେ ଏଠାରେ ୧୦ ଜିନିଷ ସଂକଳିତ କରିଛୁ ଯାହା ପୌରାଣିକ କଥାରେ ବହିରୁ ମିଳିଥାଏ , ଆଜିକାଲି ଏହି କଥାର କିଛି ମହତ୍ତ୍ୱ୍ ନାହିଁ, କିଛି ଲୋକ ଏହା ଉପରେ ବିଶ୍ୱାସ କରନ୍ତି, ଯଦି କିଏ ଆପଣଙ୍କୁ ସବୁ ପ୍ରକାରର ରହସ୍ୟ ଜାଣିବାକୁ ଚେଷ୍ଟା କରେ ତେବେ ବୁଝିଯିବେ କି ଏହା ଆପଣଙ୍କ ହିତରେ ନାହିଁ , ଏହା କେବଳ ଆପଣଙ୍କ ଶକ୍ତି ଦୁର୍ବଳତା, ଯୋଗ୍ୟତାଓ ପୃଷ୍ଠଭୁମିକୁ ଜାଣିବାକୁ ଚାହେଁ ।

୧) ଘର ପରିବାର ମାମଲା- ବହୁତ ଲୋକ ଏମିତି ହୋଇଥାନ୍ତି ଯିଏ ନିଜ ପରିବାରରସବୁ କଥା ନିଜ ସାଙ୍ଗ,ସଂମ୍ପର୍କୀୟ, ପରିଚିତ ଲୋକଙ୍କୁ ସେୟାର୍ କରନ୍ତି, ଏମିତି ଲୋକ ପଛରେ ହଇରାଣ ହୁଅନ୍ତି ,ଏମାନେ ଘରର ସଦସ୍ୟଙ୍କ ମଝିରେ ଅସ୍ଥିରତା ଓ ଅବିଶ୍ୱାସ ସୃଷ୍ଟି ହୋଇଥାଏ, ବହୁତ ମୁର୍ଖ ଲୋକ ଅନ୍ୟଙ୍କୁ କହନ୍ତି କି ନିଜ ସ୍ତ୍ରୀଙ୍କ ସହ କିପରି ବ୍ୟବହାର କରିବା ଉଚିତ୍ ,ନିଜ ପରିବାର କଥାକୁ ସବୁବେଳେ ଗୁପ୍ତ ରଖନ୍ତୁ ।

୨) ଘରର ରହସ୍ୟ- ବହୁତ ଲୋକ ଏମିତି ହୋଇଥାନ୍ତି ଯିଏ ସମସ୍ତଙ୍କୁ ଘରେ ପଶିବାକୁ ଦିଅନ୍ତି, ଓ ଘରର କୋଣ କୋଣ ବିଷୟରେ ଅବଗତ କରାନ୍ତି, ଯିଏ ଆପଣଙ୍କ ବିଶ୍ୱାସପାତ୍ର ଅଟେ, ତାଙ୍କୁ ନିଶ୍ଚିତ ରୁପରେ ଏହାକୁ ବାହାର କରିବାର ଅନୁମତି ଦିଆଯାଈପାରେ, କିନ୍ତୁ ଆମେ ଦେଖିଛୁ କି ବହୁତ ଲୋକ ଆପଣଙ୍କ ଘରେ ବି ପ୍ରବେଶ କରିବାକୁ ଚାହଁନ୍ତି ଓ ଯାହାର ସହ ଆପଣଙ୍କ ବିଶେଷ ସଂମ୍ବନ୍ଧ ନାହିଁ, ଜାଣନ୍ତୁ ଯେଉଁ ବ୍ୟକ୍ତିକୁ ଆପଣ ଘରେ ଆସିବାକୁ ଦେଇଛନ୍ତି ସେ କେତେ ସଚ୍ଚୋଟ ଅଟେ ।

୩) ଆପଣଙ୍କ ଧନ- ଲୋକ ଜାଣିବାକୁ ଚାହଁନ୍ତି କି ଆପଣ କେତେ ପଇସା ଆୟ କରନ୍ତି, ଯଦି ଆପଣ ସିଧା କହିବେ ନାହିଁ ତେବେ ସେମାନେ ଓଲଟା ପ୍ରଶ୍ନ ପଚାରି ଅନୁମାନ ଲଗାଇଦେବେ, ଆମର ପ୍ରାଚୀନଅ ଶାସ୍ତ୍ରରେ କୁହାଯାଇଛି କି ଯଦି ଆପନ ନିଜ ଧନକୁ ଯଥାସଂମ୍ଭବ ଗୁପ୍ତ ରଖିବେ ତେବେ ଏହା ଆପଣଙ୍କ ପାଇଁ ଭଲ ରହିବ ।

୪) ଆତ୍ମ- ଅପମାନ- ଯଦି ସାର୍ବଜନିକ ରୁପରେ ଆପଣଙ୍କ ଅପମାନ କରାଯାଉଛି ତେବେ କଡା ବଦଳାଇଦିଅନ୍ତୁ, ବହୁତ୍ ମାମଲାରେ ବ୍ୟକ୍ତିକୁ ବହୁତଥର ଅପମାନର ସାମ୍ନା କରିବାକୁ ବାଧ୍ୟ କରାଯାଏ, ଅପମାନକୁ ମନରେ ଅଧିକା ସମୟ ରଖନ୍ତୁ ନାହିଁ, ବରଂ ଏହା ଭାବନ୍ତୁ କି କେଉଁ ଅନ୍ୟ ଲୋକ ଆପଣଙ୍କ ସହ ଏମିତି କରିପାରିବ ନାହିଁ ।

୫) ଆପଣଙ୍କ ଦୁର୍ବଳତା- ଯଦି ଆପଣ ନିଜ ଦୁର୍ବଳତା କିମ୍ବା ଦୁର୍ବଳତା ସମସ୍ତଙ୍କ ସାମ୍ନାରେ ପ୍ରକଟ୍ କରନ୍ତି, ତେବେ ତାଙ୍କୁ କିଛି ବି କେବେ କେବେ ଗାଳିଦେବେ କିମ୍ବା ମାନସିକ ରୁପରେ ପ୍ରତାଡିତ କରିବେ, ଏଥିପାଇଁ ଆପଣଙ୍କୁ ଧ୍ୟାନ ରୁ ଭାବିବା ଦରକାର କି କେବେ କେଉଁଠି କେଉଁ ଦୁର୍ବଳତା କୁ ଗୁପ୍ତ ରଖିବାର ଅଛି ।

୬) ମନର କଥା- ମନରେ କିଛି ଏମିତି କଥା ହୋଇଥାଏ ଯାହାକୁ ସାର୍ବଜନିକ କରି ଆପଣ ନିଜ ଆଖପାଖର୍ ଅସୁବିଧାକୁ ଆଣିଥାନ୍ତି , ଆପଣ କେଉଁ କଥା ପାଇଁ ଉଦାସୀ, ରାଗ କିମ୍ବା ଅବମାନନା ହୋଇପାରେ , ମନରେ ହଜାର ବିଚାର ଆସିଥାଏ ,କିନ୍ତୁ ଏକ ବୁଦ୍ଧିମାନ ବ୍ୟକ୍ତି ଅନ୍ୟଙ୍କୁ କେବଳ ସେମିତି ବିଚାର କହିଥାଏ, ଯାହା ତାହାର ହିତରେ ଥିବ ।

୭) ଗୁରୁମନ୍ତ୍ର ,ସାଧନା- ଯଦି ଆପଣ କେଉଁ ଯୋଗ୍ୟ ଗୁରୁ ଙ୍କ ଠାରୁ ଦୀକ୍ଷା ନେଇଛନ୍ତି ତେବେ ତାଙ୍କ ଦ୍ୱାରା ଦିଆଯାଇଥିବା ଗୁରୁମନ୍ତ୍ରକୁ ଗୁପ୍ତ ରଖନ୍ତୁ, ଏହା ଛଡା ଯଦି ଆପଣ କେଉଁ ବି ପ୍ରକାରର ସାଧନା, ତପସ୍ୟା ଧ୍ୟାନ କରୁଛନ୍ତି ତେବେ ତାହାକୁ ଗୁପ୍ତ ରଖନ୍ତୁ, ନହେଲେ ତ ଶାସ୍ତ୍ର୍ ଅନୁସାରେ ଏହା ବ୍ୟର୍ଥ ହେବ ।

୮) କିଛି ଲୋକ ଆପଣଙ୍କ ବୟସ ଜାଣିଛନ୍ତି ଓ କିଛି ଜାଣିବାକୁ ଚାହଁନ୍ତି, କିନ୍ତୁ ଯଦି କିଏ ଆପଣଙ୍କୁ ବିନା କାରଣରେ ବୟସ ପଚାରେ ତେବେ ବିଲକୁଲ୍ କହନ୍ତୁ ନାହିଁ ।

୯) ଦାନ : ଆମର ଶାସ୍ତ୍ର କହେ କି ଆପଣ ଯାହା ବି ଦାନ ଦେଇଛନ୍ତି ତାହାକୁ ଗୁପ୍ତ ରଖାଯାଏ ,ତେବେ ଆପଣଙ୍କୁ ତାହାର ଫଳ ମିଳିବ , ଦେବତାଙ୍କ ଦୃଷ୍ଟିରେ ଗୁପ୍ତ ଦାନ ରହିଥାଏ, ଓ ଦ୍ୱିତୀୟ ଲୋକଙ୍କୁ କୁହାଯାଇଥିବା ଦାନର ଫଳ ବ୍ୟର୍ଥ ହୋଇଯାଇଥାଏ ।

Leave a Reply

Your email address will not be published. Required fields are marked *