IAS INTERVIEW QUESTION : ସେ କେଉଁ ଫୁଲ ଅଟେ ଯାହା ୧୨ ବର୍ଷରେ କେବଳ ଗୋଟେ ଥର ଫୁଟିଥାଏ ?ଉତ୍ତର ବୁଦ୍ଧିମାନ ହେଇଥିଲେ ଦେଇପାରିବେ
ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ, ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ
୧) ଜିଲାପି କୁ ଇଂରାଜୀରେ କଣ କୁହାଯାଏ ? ଉତ୍ତର- funnel cake, rounded sweet, syrup filled ring
୨) ସତୀ ପ୍ରଥାକୁ କିଏ ବିରୋଧ କରିଥିଲେ ? ଉତ୍ତର- ସତୀ ପ୍ରଥାକୁ ରାଜା ରାମମୋହନ ରାୟ କରିଥିଲେ ।
୩) ଚାହା ପିଇବାପରେ ପାଣି କଣପାଇଁ ପିଇବା ଉଚିତ୍ ନୁହେଁ ? ଉତ୍ତର- ଚାହା ପିଇବା ଦ୍ୱାରା ପାଚନ କ୍ରିୟା ଖରାପ ହୋଇଯାଏ, ଓ ତାହା ସହ ଦାନ୍ତରେ ପାଇରିଆ ରୋଗ ହେବାର ସଂମ୍ଭାବନା ବଢିଯାଏ , ଓ ଏହା ଛଡା ପେଟ ବି ଖରାପ ହୋଇପାରେ ।
୪) ପୃଥିବୀର ସବୁଠାରୁ ଭିତର ବାଲା ଭାଗ କ୍ରୋଡ କେଉଁଥିରେ ତିଆରି ହୋଇଥାଏ ? ଉତ୍ତର- ଲୁହା ଓ ନିକେଲ୍ ଦ୍ୱାରା
୫) ସେହି ପଠାର୍ ନାଁ କୁହନ୍ତୁ କି ଯାହା ଏସିଆର ଛାତ ବୋଲି କୁହାଯାଏ ? ଉତର- ପାମିର୍ ପଠାର୍ ଏସିଆର ଛାତ କୁହାଯାଏ ।
୬) କିଏ ସତ୍ୟାର୍ଥ ପ୍ରକାଶ ରଚନା କରିଥିଲେ ? ଉତ୍ତର- ସତ୍ୟାର୍ଥ ପ୍ରକାଶ ରଚନା ସ୍ୱାମୀ ଦୟାନନ୍ଦ ସରସ୍ୱତୀ କରିଥିଲେ ।
୭) ଡାଲଚିନି ଗଛର କେଉଁ ଭାଗରୁ ମିଳିଥାଏ ? ଉତ୍ତର : ଗଛର୍ ଛାଲରୁ
୮) ଅମୃତ ବଜାର ପତ୍ରିକା ପ୍ରକାଶନ କେଉଁ ବର୍ଷରେ ପ୍ରାରମ୍ଭ କରାଯାଇଥିଲା ? ଉତ୍ତର- ସନ୍ ୧୮୬୮ ରେ
୯) ନିଳ ନଦୀ ତଟରେ କେଉଁ ସଭ୍ୟତାର ବିକାଶ ହୋଇଥିଲା ? ଉତ୍ତର- ମିଶ୍ର ସଭ୍ୟତା
୧୦) ସୁପ୍ରିମ୍ କୋର୍ଟ ର ଜର୍ଜଙ୍କ ସଂଖ୍ୟା କିଏ ବଦଳାଇପାରିବ ? ଉତ୍ତର- ସଂସଦକୁ ଆଇନ୍ ବନାଇବାର ଅଧିକାର ଅଛି, ସଂସଦ ଆଇନ୍ ଦ୍ୱାରା ଜର୍ଜର ସଂଖ୍ୟାକୁ ବଦଳାଇ ଯାଇପାରିବ ।
୧୧) ସୁପ୍ରିମ୍ କୋର୍ଟ ମୁଖ୍ୟ ନ୍ୟାୟାଧିଶ ରୁପରେ କାର୍ଯ୍ୟ କରିବାପାଇଁ ବ୍ୟକ୍ତି ଉଚ୍ଚ ନ୍ୟାୟାଳୟରେ କମ୍ ସେ କମ୍ କେତେ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବା ଦରକାର ? ଉତ୍ତର- ପୁରା ୧୦ ବର୍ଷ
୧୨) ଗୋଟେ ଝିଅକୁ ଦେଖିକରି ବ୍ୟକ୍ତି କହିଲା ତାଙ୍କର ମାଙ୍କ ବାପା ମୋର ଶଶୁର ଅଟନ୍ତି, ତେବେ ଏମିତିରେ ଝିର ସେହି ବ୍ୟକ୍ତିର କଣ ଅଟେ ? ଉତ୍ତର- ଝିଅ ସେହି ବ୍ୟକ୍ତିର ଝିଅ ଅଟେ ।
୧୩) ଭାରତରେ କେଉଁ ଦୁଇ ରାଜ୍ୟର ମଧ୍ୟରେ ଏବେ ହୋଇଥିବା ସୀମା ବିବାଦରେ ପୋଲିସ୍ ଜବାନର ମୃତ୍ୟୁ ହେଲା ଓ ବହୁତ୍ ଲୋକ ଆଘାତ ପାଇଥିଲେ ? ଉତ୍ତର- ଆସାମ ଓ ମିଜୋରାମ୍
୧୪)କେଉଁ ନଦୀ ନିଜ ରଙ୍ଗ ବଦଳାଉଥାଏ ?ଉତ୍ତର- କେନୋ କ୍ରିଷ୍ଟଲ୍ସ, ଯାହାକି କଲମ୍ବିଆରେ ବହିଥାଏ, ଏହାର ଖାସିୟତ୍ ଏହା କି ଏହା ସବୁ ମୌସୁମର ସହ ନିଜ ରଙ୍ଗବଦଳାଇଥାଏ, ଏହାକୁ ଲିକ୍ୱିଡ୍ ରେନୱୋ କହନ୍ତି ।
୧୫) କେଉଁ ଫୁଲ ୧୨ ବର୍ଷରେ ଥରେ ହିଁ ଫୁଟିଥାଏ ?
ଉତ୍ତର- ନିଳକୁରଞ୍ଜି ଫୁଲ ୧୨ ବର୍ଷରେ ଥରେ ଫୁଟିଥାଏ, ଏହି ଫୁଲ ସୁନ୍ଦର କେରଳ ରାଜ୍ୟର ମୁନ୍ନାରରେ ସବୁ ୧୨ ବର୍ଷରେ ଥରେ ଫୁଟେ, ଏହି ଫୁଲର ନାଁ ନୀଳକୁରଞ୍ଜି , କେରଳର ସ୍ଥାନୀୟ ଭାଷାରେ ନିଳାର ତାର୍ପର୍ଯ୍ୟ ରଙ୍ଗରୁ ଅଟେ, ଓ କୁରଞ୍ଜି ଫୁଲ ସ୍ଥାନୀୟ ନାଁ ଅଟେ, ଏହି ଫୁଲକୁ ଦେଖିବାପାଇଁ ଦେଶରୁ ନୁହେଁ ବରଂ ବିଦେଶରୁ ଲୋକ ଏଠାକୁ ଆସନ୍ତି ।