July 24, 2024

Odia Express

Here, There and Everywhere

ଇଣ୍ତଷ୍ଟ୍ରିରେ Flop ହୋଇଥିଲେ ଏହି କଳାକାରମାନେ, କିନ୍ତୁ ଆଜି ବି ବଞ୍ଚନ୍ତି ଲକଜୁରୀ ଜୀବନଶୈଳୀ, ଜଣେ ତ

1 min read

ବଲିଉଡ୍ ଇଣ୍ତଷ୍ଟ୍ରିରେ ନାଁ କମାଇପାରିବା ଏତେ ସହଜ ହୋଇନଥାଏ, ସେମିତି ଫିଲ୍ମ ବ୍ୟାକଗ୍ରାଉଣ୍ତ ସହ ସଂମ୍ପର୍କ ରଖିଥିବା କଳାକାର କିମ୍ବା ଆଉଡ୍ ସାଉଡ୍ ମାୟାନଗରି ରେ ରହିବାପାଇଁ ତାଙ୍କୁ କଡା ପରିଶ୍ରମ କରିବାକୁ ପଡିଥାଏ, ସମସ୍ତଙ୍କୁ ସିନେମା ଜଗତରେ ସଫଳତା ପ୍ରାପ୍ତି ହୋଇନଥା,ଏ ସେମିତି ବଲିଉଡ୍ ଷ୍ଟାର୍ କିଡସ୍ ବହୁତ ଆଗକୁ ବଢିଚାଲିଛନ୍ତି, ଓ ନିଜ ନିଜ ଅଲଗା ପରିଚୟ ବନାଇଛନ୍ତି, କିଛି ଷ୍ଟାର୍ କିଡସ୍ ଅଛନ୍ତି ଯିଏ ଫିଲ୍ମରେ ଦେଖାଯିବାପରେ ପୁରା ଫ୍ଲପ୍ ହୋଇଗଲେ, ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଇଣ୍ତଷ୍ଟ୍ରିର ସେହି କଳାକାରଙ୍କ ବିଷୟରେ ଖାସ୍ କଥା କହିବୁ ଯିଏ ଫିଲ୍ମ ବ୍ୟାକଗ୍ରାଉଣ୍ତରେ ରହିବାପରେ ବି ଫିଲ୍ମ ଇଣ୍ତଷ୍ଟ୍ରିରେ ନାଁ କମାଇବାରେ ଅସଫଳ ରହିଛନ୍ତି ।

୧) ଟ୍ୱିଙ୍କିଲ୍ ଖାନ୍ନା- ବଲିଉଡ୍ ର ଦିଗଜ୍ଜ୍ ଷ୍ଟାର୍ ରାଜେଶ ଖାନ୍ନା ଓ ଡିମ୍ପଲ୍ କପାଡୀଆଙ୍କ ଝିଅ ଟ୍ୱିଙ୍କିଲ୍ ଙ୍କ ନାଁ ଏହି ଲିଷ୍ଟର୍ ଉପରେ ଅଛି, ସେ ନିଜ କ୍ୟାରିୟରର ଆରମ୍ଭ ଫିଲ୍ମ ବରଶାତ୍ ରୁ କରିଥିଲେ, ଓ ଏହାପରେ ସେ ସାହାରୁଖ୍ ଖାନ୍ ସହ ଫିଲ୍ମ ବାଦଶାହରେ ବି ଦେଖାଯାଇଥିଲା, ଏହି ଦୁହେଁ ହିଟ୍ ଫିଲ୍ମ ଦେବାପରେ ଟ୍ୱିଙ୍କିଲ୍ ଖାନ୍ନାଙ୍କୁ ବି ଭରସା ଥିଲା, ଆସୁଥିବା ସମୟରେ ଚାଲୁଥିବା ଫିଲ୍ମ ବି ହିଟ୍ ରହିବ, କିନ୍ତୁ ଏମିତି କିଛି ହୋଇନଥିଲା, ତାଙ୍କ ଫିଲ୍ମ ମେଲା ବକ୍ସ ଅଫିସ୍ ରେ ପୁରା ପ୍ଲପ୍ ହେଲା, ପରିଶେଷରେ ଟ୍ୱିଙ୍କିଲ୍ ଖାନ୍ନା ଲାଇମ୍ ଲାଇଟ୍ ରୁ ଦୁରେଇ ଗଲେ ଓ ବଲିଉଡ୍ ଖିଲାଡି ଅକ୍ଷୟ କୁମାରଙ୍କ ସହ ବିବାହ କରିନେଲେ, କହିଦେବୁ କି ଟ୍ୱିଙ୍କିଲ୍ ଏବେ ଜଣେ ଭଲ ଲେଖିକା ହୋଇସାରିଛନ୍ତି, ଏହା ଛଡା ଅଭିନେତ୍ରୀ ୨୦୧୦ ରେ ଜଣେ ପ୍ରଡୁସର୍ କାମ କରିଥିଲେ, ଟ୍ୱିଙ୍କିଲ୍ ବହୁତ ଧନୀକ ଓ ଆଲିଶାନ୍ ଜୀବନ ଅତିବାହିତ କରୁଛନ୍ତି ।

୨) ଜାୟେଦ ଖାନ୍- ଶାହାରୁଖ୍ ଖାନ୍, ସୁସ୍ମିତା ସେନ୍, ଅମୃତ ରାୟଙ୍କ ଷ୍ଟାରର ଫିଲ୍ମ ମୈ ହୁଁ ନା, ତ ଆପଣଙ୍କୁ ମନେ ଥିବ, ଏହି ଫିଲ୍ମରେ ଏହି ସବୁ କଲାକାରଙ୍କ ଛଡା ଅଭିନେତା ଜାୟଦ ଖାନ୍ ବି ନଜର ଆସିଥିଲେ, ପ୍ରସିଦ୍ଧ ଅଭିନେତା ସଞ୍ଜୟ ଖାନଙ୍କ ପୁଅ ଜାୟଦ ଫିଲ୍ମ ବ୍ୟାକଗ୍ରାଉଣ୍ତରୁ ହେବା ସତ୍ତ୍ୱେ ଇଣ୍ତଷ୍ଟ୍ରିରେ କମାଲ୍ ଦେଖାଇପାରିନଥିଲେ, ସେ ଏବେ ଫିଲ୍ମ ନିର୍ମାତା ହୋଇସାରିଛନ୍ତି, ଖବରରୁ ଜଣାଯାଏ କି ସେ ଏବେ କୋଟିଏ ଟଙ୍କାର ସଂମ୍ପତ୍ତିର୍ ମାଲିକ ହୋଇସାରିଛନ୍ତି, ଜାୟଦ ଖାନ୍ ଟିଭି ଇଣ୍ତଷ୍ଟ୍ରିରେ ନିଜ ହାତ ଆଜମାଇଛନ୍ତି ।

୩) ଉଦୟ ଚୋପ୍ରା- ଅଭିନେତା ଉଦୟ ଚୋପ୍ରାଙ୍କୁ ଆପଣ ଭଲରେ ଜାଣିଥିବେ, ସେ ନିଜ ଫିଲ୍ମ କାରଣରୁ ନୁହେଁ କିନ୍ତୁ ୟଶ୍ ରାଜ୍ ଙ୍କ ପୁଅ ନାଁରେ ଓ ଆଦିତ୍ୟ ଚୋପ୍ରାଙ୍କ ଭାଇଙ୍କ ନାଁରେ ଇଣ୍ତଷ୍ଟ୍ରିରେ ଜଣାଯାଆନ୍ତି, କହିଦେବୁ କି ଉଦୟ ଚୋପ୍ରା ମୋହାବତେଁ, ଓ ଧୁମ୍ ସିରିଜ୍ ପରି ହିଟ୍ ଫିଲ୍ମରେ ନଜର ଆସିଛନ୍ତି, ଏହି ଫିଲ୍ମ ପରେ ସିନେମା ଜଗତରେ ଖାସ୍ କମାଲ୍ ଦେଖାଇପାରିନଥିଲେ  ଧିରେ ଧିରେ ଅଭିନୟ ଜଗତରୁ ଦୁରେଇ ଗଲେ । ସେ ୟଶ୍ ରାଜ୍ ଫିଲ୍ମର ସିଇଓ ଓ କୋଟିଏ ସଂମ୍ପତ୍ତିର ମାଲିକ ଅଟନ୍ତି ।

୪) ତୁଷାର କାପୁର- ଜିତେନ୍ଦ୍ରଙ୍କ ପୁଅ ତୁଷାର କାପୁର ବହୁତ ହିଟ୍ ଫିଲ୍ମରେ ନଜର ଆସିଥିଲେ, କିନ୍ତୁ ବାପା ଜିତେନ୍ଦ୍ରଙ୍କ ପରି ସଫଳତା ହାସିଲ୍ କରିପାରିଲେ ନାହିଁ, ତୁଷାର୍ ଗୋଲମାଲ୍ ସିରିଜ୍, ଖାକି, ଓ ସୁଟ୍ ଆଉଟ୍ ଆଟ୍ ୱାଡାଲା ପରି ହିଟ୍ ଫିଲ୍ମରେ ଜବରଦସ୍ତ ଅଭିନୟ କରିସାରିଛନ୍ତି, ତୁଷାର କୋଟିଏ ଟଙ୍କାର ସଂମ୍ପତ୍ତିର୍ ମାଲିକ ହୋଇଛନ୍ତି, ସେ ଲକଜୁରି ଜୀବନ ଶୈଳୀ ରେ ଚଳୁଛନ୍ତି ।

Leave a Reply

Your email address will not be published. Required fields are marked *