September 19, 2024

Odia Express

Leading Odia News Portal of Odisha

ଆର୍ଥିକ ସଙ୍କଟରେ ପଡିଛନ୍ତି ଅଭିନେତା Javed ହାଇଦର୍, ଫିସ୍ ଜମା ନକରିବାରୁ ଝିଅକୁ ଅନଲାଇନ୍ କ୍ଲାସରୁ କରିଥିଲେ ବାହାର୍

କୋରନା ଭାଇରସ୍ ପରି ମହାମାରୀ ସମସ୍ତଙ୍କ ଜୀବନକୁ ପୁରା ପ୍ରଭାବିତ କରିଛି, ସମସ୍ତଙ୍କ ବ୍ୟବସାୟକୁ ପୁରା କ୍ଷତି ପହଞ୍ଚାଇଛି, ବହୁତ ଲୋକ ବେରୋଜଗାର ହୋଇଯାଇଛନ୍ତିଓ କିଛି ମାନସିକ ଚାପରେ ଆସି ସୁସାଇଡ୍ କରିବାର୍ ପଦକ୍ଷେପ ଉଠାଇଛନ୍ତି, ମନୋରଞ୍ଜନର ଜଗତରେ କୋରନା ଭାଇରସର ଗଭୀର ପ୍ରଭାବ ଦେଖିବାକୁ ମିଳିଥିଲା, ବହୁତ କଲାକାର ଏମିତି ଥିଲେ ଯିଏକି ସାମ୍ନାରେ ଆସିକରି ଏହି କଥାକୁ ସ୍ୱିକାର କଲେ କି ଲକଡାଉନ୍ କୁ ନେଇ ତାଙ୍କ ପାଖରେ କିଛି ବି କାମ ନାହିଁ ଓ ସେ ବେରୋଜଗାର ହୋଇଯାଇଛନ୍ତି, ଏହି ଲିଷ୍ଟରେ ଏବେ ଆଉ ଏକ ନାଁ ଯୋଡି ହୋଇଛି ଓ ସେ ନାଁ ହେଲା ଅଭିନେତା ଜାଭେଦ୍ ହାଇଦରଙ୍କର ନାଁ ।

ଜାଭେଦ୍ ହାଇଦର୍ ଏକ କ୍ୟାରାକ୍ଟର୍ ଆର୍ଟିଷ୍ଟ ଅଟନ୍ତି, ଯିଏକି ଛୁଆବେଳରୁ ଫିଲ୍ମରେ କାମ କରିଛନ୍ତି, କିନ୍ତୁ କୋରନା ଭାଇରସ୍ କାରଣରୁ ତାଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଯାଇଥିଲା, ତାଙ୍କ ପାଖରେ କିଛି ବି ପଇସା ବଳିନଥିଲା, ତାଙ୍କ ପାଖରେ ଆଜି କିଛି ପଇସା କମିନାହିଁ, ଆଜି ସେ ବାଦାମ ବିକ୍ରି କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି ।

ବାଳ କଳାକାର ଉପରେ ନିଜ ଆରମ୍ଭ କରିଥିବା ଅଭିନେତା ଜାଭେଦ୍ ହାଇଦର୍ ବହୁତ ଫିଲ୍ମରେ କାମ କରିଛନ୍ତି, ଜାଭେଦ୍ ହାଇଦର୍ ଫିଲ୍ମ ଖୁଦଗର୍ଜରେ ଶତ୍ରୁଘ୍ନ ସିହ୍ନାଙ୍କ ଛୁଆବେଳର ରୋଲ୍ କରିଥିଲେ, କିନ୍ତୁ ଆଜି କାମ ନ ହେବା ଯୋଗୁଁ ସେ ବହୁତ ଅସୁବିଧା ହେଉଛନ୍ତି, ଝିଅର ସ୍କୁଲ୍ ଫିସ୍ ନ ଭରିବା କାରଣରୁ ତାଙ୍କୁ ଅସୁବିଧା ହେଉଛି ।

ଏକ ମିଡିଆ ଚ୍ୟାନେଲ୍ ରେ ଖାସ୍ କଥାବାର୍ତ୍ତା ସମୟରେ ଜାଭେଦ୍ ହାଇଦର୍ କହିଲେ କି ମୋର ଝିଅ ଅଷ୍ଟମ କ୍ଲାସରେ ପଢୁଛି, ବାପା ହେବା ଦ୍ୱାରା ମୋର ଚେଷ୍ଟା ରହେ କି ମୁଁ ନିଜ ଝିଅକୁ ଭଲରେ ଶିକ୍ଷା ଦେଇପାରେ, ଯେବେ ପର୍ଯ୍ୟନ୍ତ ମୋର କାମ ଥିଲା ତେବେ କିଛି ଅସୁବିଧା ହୋଇନଥିଲା, କିନ୍ତୁ ଗତ କିଛି ସମୟରୁ ହାଲତ୍ ବହୁତ ଖରାପ ହୋଇଯାଈଛି, ଲକ୍ ଡାଉନ୍ କାରଣରୁ ମୋର ଝିଅକୁ ଅନଲାଇନ୍ କ୍ଲାସ୍ ହେଉଛି, ସ୍କୁଲ୍ ତରଫରୁ ତିନି ମାସ ଫିସ୍ ମାଗୁଛନ୍ତି, କିନ୍ତୁ ତାହାପରେ ସବୁ ମାସ ପ୍ରାୟ ୨୫୦୦ ଟଙ୍କା ଭରିବାକୁ ହୋଇଥାଏ, ମୁଁ ସ୍କୁଲ୍ ଯାଇକରି ସେଠାକାର ଆଡମିନିଷ୍ଟ୍ରେସନ୍ ସହ କଥାବାର୍ତ୍ତା କଲି, ସେ ସିଧା କହିଲେ କି ତିନି ମାସ ପାଇଁ ତ ଛାଡିଦେଇଥିଲେ ।

ଆଗକୁ କଥାବାର୍ତ୍ତାରେ ଜାଭେଦ୍ କହିଲେ କି ମୋତେ ଏହା ବୁଝାପଡୁନି କି ସ୍କୁଲରେ ସବୁ ମା ବାପା ଙ୍କ ଉପରେ କଣପାଇଁ ଦୟା କରନ୍ତି ନାହିଁ, ଲକ୍ ଡାଉନ୍ କାରଣରୁ ଦୁଇ ବର୍ଷରୁ ଝିଅର ଅନଲାଇନ୍ କ୍ଲାସ୍ ଚାଲୁଥିଲା, ଓ ମୁଁ ଲଗାତାର୍ ଫିସ୍ ଜମା କରୁଥିଲି, କିନ୍ତୁ ଗତ କିଛି ସମୟରୁ କାମ କାରଣରୁ ଫିସ୍ ଜମା କରିପାରିନଥିଲି, ଓ ମୋର ଝିଅକୁ ଅନଲାଇନ୍ କ୍ଲାସରୁ ବାହାର କରିଦେଲେ, ମୁଁ କେଉଁଠୁ ପଇସା ଏକାଠି କରି ଫିସ୍ ଭରିଲି, ତେବେ ଯାଇ ମୋର ଝିଅ ଅନଲାଇନ୍ କ୍ଲାସରେ ବସିପାରିଲା ।

ଜାଭେଦ୍ ହାଇଦର୍ ଙ୍କ ଖାସ୍ କଥାବାର୍ତ୍ତାରେ ସେ ଲୋକଙ୍କୁ ପଇସା ନେବାର ଡର ରହୁଥିଲା, ସେ କହିଲେ କି ବହୁତଥର ଲୋକେ ମୋର ସାଙ୍ଗ ମୋତେ କହିଲା କି ତାକୁ ସାହାଯ୍ୟ ମାଗିନେଇ, କିନ୍ତୁ ଟିକିଏ ନାଁ କମାଇଛି, ଏଥିପାଇଁ କହିବାକୁ ଲାଜ୍ ଲାଗୁଛି, କାରଣ କାମ ନାହିଁ ତ କେଉଁଠି କହିଲେ ଖରାପ ନଭାବୁ, ପଇସା ଏମିତି ଜିନିଷ ହୋଇଥାଏ କି କେବେ ଆପଣ ମାଗିଲେ ଓ ସାମ୍ଣା ବାଲା ମନା କରିଦେଲା, ତେବେ ଅସୁବିଧା ହୋଇଥାଏ , ଏଥିପାଇଁ ସ୍ତ୍ରୀର ଗହଣା ରଖିକରି ଓ ନିଜ ଫିଲ୍ମ ଜଗତର ଲୋକଙ୍କ ଠାରୁ ସାହାଯ୍ୟ ମାଗିକରି ଘର ଚଲାଇବାକୁ ପଡିଥାଏ ।

Leave a Reply

Your email address will not be published. Required fields are marked *