October 23, 2024

Odia Express

Leading Odia News Portal of Odisha

ପ୍ରଥମେ ଅଜଗର (Python) ଗିଳିଦେଇଥିଲା ଜୀବିତ ମାଙ୍କଡ (Monkey) , ତାହାପରେ ଯାହା ହେଲା ସେ ମଚାଇଦେଲା ଆଖପାଖ ଲୋକଙ୍କ ମଧ୍ୟରେ ଭୟର ବାତାବରଣ

ସାପକୁ ଦୁନିଆଁ ସାରା ସବୁଠାରୁ ଖତରନାକ୍ ଜୀବ ବୋଲି ମାନାଯାଏ, ସବୁ ସାପ ଖତରନାକ ହୋଇନଥାନ୍ତି, ବରଂ କିଛି ପ୍ରଜାତି ଏମିତି ହୋଇଥାନ୍ତି ଯାହା ମଣିଷ ପାଇଁ ଭୟ ସୃଷ୍ଟି କରିଥାନ୍ତି ବାକି ଅନ୍ୟ କେବଳ କିଟ ପତଙ୍ଗ ଖାଇକରି ବଞ୍ଚନ୍ତି । ସାପରେ ଅଜଗର ସାପର ବିଷୟରେ କହିଲେ ଏହା ସବୁ ପ୍ରକାରର ଜୀବଙ୍କ ପାଈଁ ବିପଦର ଘଣ୍ଟି ପରି ହୋଇଥାଏ, ଏକ ଅଜଗର ସାପ ଦେଖିବାକୁ ଯେତେ ବଡ ହୋଇଥାଏ, ସେତେ ଭୟାନକ ହୋଇଥାଏ, ଏହା ସହ ଏହାର ଏତେ କ୍ଷମତା ହୋଇଥାଏ କି ସେ ଏକ ଛୁଆକୁ ଗିଳିପାରିବ

ସେମିତି ଏବେ ଗୁଜୁରାଟରେ ଏକ ଏମିତି ଅଜବ ଧରଣର ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି, ଏଠାରେ ବଡୋଦରା ସହରରେ କେଉଁ ଏକ ହ୍ରଦ ପାଖରେ ୧୧ ଫୁଟ ଅଜଗର ମିଳିଥିଲା, ଯିଏ ଏକ ଜୀଅନ୍ତା ମାଙ୍କଡକୁ ପୁରା ଗିଳିଦେଲା, ଆରମ୍ଭରୁ ସବୁ ଠିକ୍ ଚାଲୁଥିଲା କିନ୍ତୁ ପରେ ଅଜଗର ନିଜକୁ ଅସୁବିଧାରେ ପକାଇଦେଲା< କାରଣ ସେ ମାଙ୍କଡକୁ ହଜମ କରିପାରିଲା ନାହିଁ ।

କହିଦେବୁ କି ଏହି ଅଜଗର ଯେଉଁ ମାଙ୍କଡକୁ ଗିଳିବାକୁ ଚେଷ୍ଟା କରିଥିଲା ସେ ସେହି ଭିତରକୁ ଯାଇକରି କେଉଁଠି ଫସିଗଲା, ଯାହାକୁ ନେଇ ଅଜଗର ଜୀବନ ଉପରେ ବିପଦ ଆସିଗଲା, ଆଖପାଖ ଲୋକ ଭୟଭୀତ ହୋଇଗଲେ, ଏହି ସବୁ ସୁଚନା ବନ ବିଭାଗ ପର୍ଯ୍ୟନ୍ତ ପହଞ୍ଚାଗଲା, ସେ ତୁରନ୍ତ ସେଠାରେ ପହଞ୍ଚି ଅଜଗରକୁ ରେସକ୍ୟୁ କଲେ

ବନ୍ୟ ଜୀବ ରକ୍ଷା ଅଧିକାରୀ ରାୱଲ ଏହି ବିଷୟରେ କହିଲେ କି ଏହି କାମରେ ଟିକିଏ ପରିଶ୍ରମ ଅଧିକା ଲାଗିଥିଲା, କିନ୍ତୁ ପରିଶେଷରେ ଆମେ ଅଜଗରକୁ ଧରିବାରେ ସଫଳ ହେଲୁ, ଏହାପରେ ଆମେ ତାକୁ କରୋଲି ବାଗରେ ଥିବା ରକ୍ଷା କେନ୍ଦ୍ରକୁ ନେଇ ଆସିଥିଲୁ, ଏଠାରେ ଅଜଗର ସେହି ମାଙ୍କଡକୁ ବାହାର କରିଦେଲା< କାରଣ ସେ ମାଙ୍କଡକୁ ଭିତରେ ହଜମ କରିପାରିନଥିଲା ।

ରାୱଲଙ୍କ ଅନୁସାରେ ଏବେ ଅଜଗର ପଶୁ ଚିକିତ୍ସକ୍ ଙ୍କ ସ୍ୱାରା ସୁସ୍ଥ୍ୟ ବନାଇବାପରେ ଜଙ୍ଗଲରେ ଛାଡିଦିଆଯିବ, ମିଳିଥିବା ସୁଚନ୍ ଅନୁସାରେ ଏବେ ଅଜଗର ପୁରା ଠିକ୍ ହୋଇନାହିଁ, ଏଥିପାଇଁ ତାକୁ ବିଶେଷଜ୍ଞ ଙ୍କ ନିରିକ୍ଷଣରେ ରଖାଯାଇଛି । ବଡୋଦରାର ପାଖରେ ବସନା- କୋଟାରିଆ ପାଖରେ ବାହାରୁଥିବା ଛୋଟ ନଦୀର ପାଖରେ ରହୁଥିବା ଗ୍ରାମୀଣ ଲୋକଙ୍କ ଅନୁସାରେ ଏହି ଘଟଣା ୭ ଅଗଷ୍ଟର ଅଟେ, ସେ ଏକ ଅଜଗରକୁ ବଞ୍ଚାଇବାରଦେଖିଥିଲେ, ଓ ଏହାର ସୁଚନା ସେ ତୁରନ୍ତ କରେଲିବାଗ ବନ ଅଧିକାରୀଙ୍କୁ ଦେଇଦେଲେ, ସେମିତି ଏବେ ବନ ଅଧିକାରୀ ଲଗାତାର୍ ଅଜଗରକୁ ଚେକ୍ ଅଫ୍ କରୁଛନ୍ତି ।

ରାୱଲ୍ କହିଲେକି ଯେବେ ବିଶେଷଜ୍ଞ ଏହି ଅଜଗରକୁ ପୁରା ଭାବେ ସୁସ୍ଥ୍ୟ ଘୋଷିତ କରିଦେବେ, ତେବେ ଏହାକୁ ଜଙ୍ଗଲରେ ପଠାଇଦିଆଯିବ, କିନ୍ତୁ ଏବେ ଅଜଗର ଆମ ନିରିକ୍ଷଣରେ ଅଛି, କିନ୍ତୁ ମାଙ୍କଡର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା,  କହିଦେବୁ କି ଏହି ମାମଲାର ସାମ୍ନାକୁ ଆସିବାପରେ ଏହି ଅଜଗରର ଫଟୋ ସୋସିଆଲ୍ ମୀଡିଆରେ ଭାଇରାଲ୍ ହେବାରେ ଲାଗିଛି, ସମସ୍ତେ ଦେଖିକରି ଏହା ଆଶ୍ଚର୍ଯ୍ୟ ହେଉଛନ୍ତି । ଓ ନିଜ ନିଜ ପ୍ରତିକ୍ରିୟାମାନ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *