July 24, 2024

Odia Express

Here, There and Everywhere

ସ୍ତ୍ରୀ Mira Rajputs ବଦଳାଉଥିଲେ କପଡା ତ ସାହିଦ୍ କାପୁର ବନାଇନେଲେ ଭିଡିଓ, ସୋସିଆଲ୍ ମିଡିଆରେ ହେଲା ବହୁତ ଭାଇରାଲ୍

1 min read

ଜଣାଶୁଣା ଅଭିନେତା ସାହିଦ୍ କାପୁର ଓ ତାଙ୍କ ସ୍ତ୍ରୀ ମୀରା ରାଜପୁତ୍ ବଲିଉଡ୍ ର ସବୁଠାରୁ ଲୋକପ୍ରିୟ କପଲ୍ ଅଟନ୍ତି, ଆସିବା ଦିନରୁ ଏହି ଯୋଡି ସୋସିଆଲ୍ ମୀଡିଆରେ ନୁଆ ନୁଆ ଭୀଡିଓ ଅପଲୋଡ୍ କରନ୍ତି, ଏବେ ସାହିଦ୍ କାପୁର ଙ୍କ ସ୍ତ୍ରି ମୀରା ରାଜପୁତ୍ ଏକ ଭିଡିଓ ସେୟାର୍ କରିଛନ୍ତି, ଯାହା ଏହି ଦିନରେ ସୋସିଆଲ୍ ମୀଡିଆରେ ଚର୍ଚ୍ଚାର ବିଷୟ ହୋଇଛି ।

ଭିଡିଓରେ ସାହିଦ୍ କାପୁର ସର୍ଟଲେସ୍ ଅଛନ୍ତି, ସେମିତି ମୀରା ରାଜପୁତ୍ ଆଉଟଫିଟ୍ ସହ ଷ୍ଟ୍ରଗଲ୍ କରୁଥିବାର ନଜର ଆସିଛନ୍ତି, ଏହି ସମୟରେ ସାହିଦ୍ କାପୁର ମୀରା କାପୁରଙ୍କୁ ହଇରାଣ କରୁଥିବାର ନଜର ଆସିଛନ୍ତି  । ଏହି ଭିଡିଓରେ ମୀରା ରାଜପୁତ୍ କପଡା ପିନ୍ଧୁଥିବାର ନଜର ଆସୁଛି, ସାହିଦ୍ କାପୁର ଏକ ସେଲଫି ଭିଡିଓ ବନାଇଛନ୍ତି, ଯେଉଁଥିରେ ସେ ହସୁଥିବାର ନଜର ଆସିଛନ୍ତି, ଭିଡିଓ ବନାଇବା ସମୟରେ ମୀରା ରାଜପୁତଙ୍କୁ ଜଣାନାହିଁ କି ସେ ଅଚାନକ କ୍ୟାମେରା ଆଡକୁ ଦେଖନ୍ତି ଆଉ ତାପରେ ଗାଳି କରନ୍ତି ।

ଏହି ଭିଡିଓକୁ ସେୟାର୍ କରି ସାହିଦ୍ କାପୁର କ୍ୟାପସନ୍ ରେ ଲେଖିଲେ କି ଲିଜେଣ୍ଟ ମୀରା ରାଜପୁତ୍, ସ୍ୱାମୀଙ୍କ ଏହି ଭୀଡିଓରେ ମୀରା ରାଜପୁତ୍ କମେଣ୍ଟ କରି କହିଲେ କି ଆରେ ଏବେ ତୁମେ ରୁହ ଓ ଦେଖ କଣ କରୁଛି, ମୀରା ଓ ସାହିଦ୍ ଙ୍କ ଏହି ମସ୍ତିଭରା ଭିଡିଓ ସୋସିଆଲ୍ ମିଡିଆରେ ବହୁତ ପସନ୍ଦ କରାଯାଇଛି, ଫ୍ୟାନ୍ସମାନେ ଏହି ଯୋଡିଙ୍କୁ ପ୍ରେମଭରା କମେଣ୍ଟ୍ କରୁଛନ୍ତି, କିଛି ଲୋକ ସାହିଦ୍ କାପୁରଙ୍କ ଏହି ହରକତ୍ ପସନ୍ଦ କରୁନାହାନ୍ତି, ଓ କିଛି ଲୋକ ଏହାକୁ ବହୁତ ପସନ୍ଦ କରୁଛନ୍ତି ।

ଏହା ପ୍ରଥମଥର ନୁହେଁ ଯେବେ ସାହିଦ୍ କାପୁର ନିଜ ସ୍ତ୍ରୀଙ୍କ ସହ ମଜାକିଆ ଭିଡିଓ ସେୟାର୍ କରିଛନ୍ତି, ସେ ଏହାପୁର୍ବରୁ ଏହି ପରି ଭିଡିଓ ସେୟାର୍ କରିସାରିଛନ୍ତି, ଓ ଆସିବା ଦିନରୁ ସୋସିଆଲ୍ ମିଡିଆରେ ଆକ୍ଟିଭ୍ ରୁହନ୍ତି, ସେମିତି ମୀରା ରାଜପୁତ୍ ନିଜ ଛୁଆଙ୍କ ସହ ଫଟୋ ସେୟାର୍ କରନ୍ତି, ଓ ଏହି ଯୋଡି ରୋମାନ୍ସର ଚର୍ଚ୍ଚା ବହୁତ ଚର୍ଚିତ ହୋଇଥାଏ । ଗତ ଦିନରେ ମୀରା ଓ ସାହିଦ୍ କାଉର ମାଲଦୀପ ଛୁଟି କଟାଇବାକୁ ଯାଇଥିଲେ, ଏହି ସମୟରେ ଦୁହେଁ ସାଙ୍ଗରେ ଛୁଆ ମିଶା ଓ ଜୈନ ବି ନଜର ଆସିଥିଲେ, ଯାହାଙ୍କ ଫଟୋକୁ ବହୁତ ପସନ୍ଦ କରାଯାଇଛି, ସେମିତି ୨୪ ଅକ୍ଟୋବରକୁ ମୀରା ରାଜପୁତ୍ ସାହିଦ୍ ଙ୍କ ପାଇଁ କରୱାଚୌଥ ବ୍ରତ ରଖିଥିଲେ, ଯାହାର ଫଟୋ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହୋଇଛି ।

କହିଦେବୁ କି ମୀରା ରାଜପୁତ ଓ ସାହିଦ୍ କାପୁର ଙ୍କ ବିବାହ ୨୦୧୫ ରେ ହୋଇଥିଲା, ସେମିତି ଦୁହେଁଙ୍କ ବାହାଘର ଆରେଞ୍ଜ ମାରେଜ୍ ହୋଇଥିଲା, ବାହାଘରର ଏକ ବର୍ଷ ପରେ ସାହିଦ୍ କାପୁରଙ୍କ ଝିଅ ମିଶା ଜନ୍ମ ହୋଇଥିଲା, ଏହାପରେ ୨୦୧୮ ରେ ତାଙ୍କ ଘରେ ଗୋଟେ ପୁଅର ଜନ୍ମ ହେଲା ଯାହାର ନାଁ ଜୈନ ରଖାଗଲା ।

ଏବେ କଥା ହେବା ସାହିଦ୍ କାପୁରଙ୍କ ୱାର୍କଫ୍ରଣ୍ତ୍ ବିଷୟରେ ତେବେ ସେ ଜଲଦି ସ୍ପୋର୍ଟସ୍ ଡ୍ରାମା ଫିଲ୍ମ ଜର୍ସିରେ ନଜର ଆସିବେ, ଏହି ଫିଲ୍ମରେ ସାହିଦ୍ କ୍ରିକେଟିୟର୍ ଭୁମିକାରେ ନଜର୍ ଆସିବେ, କୁହାଯାଉଛି କି ସାହିଦ୍ ଏହି ଫିଲ୍ମ ପାଇଁ କଡା ପରିଶ୍ରମ କରିଛନ୍ତି, ଗତ ଦିନରେ ଏହି ଫିଲ୍ମ ସହ ଯୋଡି ହୋଇଥିବା କିଛି ଫଟୋ ଭାଇରାଲ୍ ହୋଇଥିଲା, ଯେଉଁଥିରେ ସାହିଦ୍ ପରିଶ୍ରମ କରୁଥିବାର ନଜର ଆସିଛନ୍ତି ।

ରିପୋର୍ଟରୁ ଜଣାଯାଏ କି ଏହି ଫିଲ୍ମ ସାହିଦ୍ କାପୁରଙ୍କ ସହ ତାଙ୍କ ବାପା ପଙ୍କଜ କାପୁର ବି ଏକ ମୁଖ୍ୟ ଭୁମିକାରେ ନଜର ଆସିବେ, ଅଭିନେତ୍ରୀ ମୃଣାଳ ଠାକୁର ବି ନଜର ଆସିବେ, କୁହାଯାଉଛି କି ସାହିଦ୍ କାପୁର ଏହି ଫିଲ୍ମ ୨୦୨୧ ଶେଷରେ ମାନେ ୩୧ ଡିସେମ୍ବରରେ ରିଲିଜ୍ ହେବାର ଅଛି । ଗୌତମ ତିନ୍ନନୁରୀ ଙ୍କ ନିର୍ଦ୍ଧେଶନାରେ ଏହି ଫିଲ୍ମ ତାମିଲ୍ ଫିଲ୍ମ ଜର୍ସିର ରିମେକ୍ ଅଟେ ।

https://www.instagram.com/reel/CVrftS7ha-d/

Leave a Reply

Your email address will not be published. Required fields are marked *