July 24, 2024

Odia Express

Here, There and Everywhere

୧ Nabhembara ଠାରୁ କରାଯାଉଛି କିଛି ୫ ଟି ବଡ ପରିବର୍ତ୍ତନ, ଜାଣନ୍ତୁ ଆପଣଙ୍କ Pocket ଉପରେ କିପରି ରହିବ ଏହାର୍ ପ୍ରଭାବ

1 min read

ଯେପରି ଆପଣ ଜାଣିଛନ୍ତି କି ଉତ୍ସବର ସିଜିନ୍ ଚାଲୁଛି, ଉତ୍ସବର ସିଜିନ୍ ରେ ଦରଦାମ୍ ଉଚ୍ଚାରେ ପହଞ୍ଚିଯାଇଚି, ଖାସକରି ଦିପାବଲୀ ଓ ଧନତେରାସ୍ ବଡ ଉତ୍ସବରେ ଦରଦାମ୍ ଲୋକଙ୍କୁ ବହୁତ ଚିନ୍ତାରେ ପକାଇଛି, ସେମିତି ସମୟର ସହ ଜିନିଷର ଦାମ ବୃଦ୍ଧି ହେବାରେ ଲାଗିଛି, ଯାହାର୍ ପ୍ରଭାବ ସାଧାରଣ ଜନତାଙ୍କ ପକେଟ ଉପରେ ପଡିବାକୁ ଯାଊଛି, ଲଗାତାର ବଢୁଥିବା ଦରଦାମ୍ ଓ ପେଟ୍ରୋଲ୍ ଡିଜେଲ୍ ଦାମ୍ ବଢୁଥିବାକୁ ନେଇ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇଯାଇଛି, ଏବେ ୧ ନଭେମ୍ବର ରୁ କିଛି ନିୟମ ପରିବର୍ତ୍ତନ ହେଉଛି, ଯେଉଁଥିରେ ଲୋକଙ୍କୁ କିଛି ଝଟକା ଲାଗିପାରେ, ୧ ନଭେମ୍ବରରୁ ସବୁଦିନର କାର୍ଯ୍ୟ ସହ ଯୋଡି ହୋଇଥିବା କିଛି ଜିନିଷ ଓ ସେକ୍ଟର୍ସ ରେ ପରିବର୍ତ୍ତନ ଦେଖିବାକୁ ମିଳିବ, ଏଥିରେ କିଛି ପରିବର୍ତ୍ତନ ହୋଇଛି, ଯାହା ସାଧାରଣ ଲୋକଙ୍କୁ ସିଧା ପ୍ରଭାବିତ କରିବ, ସେମିତି କିଛି ଏମିତି ଅଛି ଯାହା ଲୋକଙ୍କ୍ ପଇସା କମାଇବା ଅବସର ଦେଇପାରେ, ଏହି ସବୁ ପରିବର୍ତ୍ତନ ଦିପାବଳୀର କିଛି ଦିନ ପୁର୍ବରୁ ଲାଗୁ କରାଯିବ, ତେବେ ଚାଲନ୍ତୁ ଜାଣିବା ୧ ନଭେମ୍ବର କେଉଁ ପରିବର୍ତ୍ତନ ଦେଖିବାକୁ ମିଳିବ ।

୧) ପେନସନ୍ ଭୋଗୀଙ୍କୁ ବଡ ଆଶ୍ୱସ୍ତି- ୧ ନଭେମ୍ବରରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଏକ ନୁଆ ସେବା ଆରମ୍ଭ କରିବାକୁ ଯାଉଛି, ଏହା ଦ୍ୱାରା ପେନସନ୍ ଭୋଗୀଙ୍କୁ ବ୍ୟାଙ୍କ୍ ଶାଖା ଆସିକରି ଜୀବନ ପ୍ରମାଣ ପତ୍ର ଜମା କରିବାକୁ ଦରକାର ପଡିବ ନାହିଁ, ଏହି ସୁବିଧା ପେନସନ୍ ଭୋଗୀଙ୍କୁ ଭିଡିଓ କଲ୍ ସହାୟତାରେ ଏମିତି କରିବାର ଅନୁମତି ମିଳିପାରିବ ।

୨) ନିବେଶ କରୁଥିବା ଲୋକଙ୍କ ପାଇଁ ଖୁସିଖବର- ଆଜିକାଲିର  ସମୟରେ ଏମିତି ଲୋକ ଅଛନ୍ତି ଯେଉଁମାନେ ନିଜ ପରିଶ୍ରମ ଆୟ ନିବେଶ କରିବାକୁ ଚାହଁନ୍ତି, ଯଦି ଆପଣ ସେହି ଲୋକଙ୍କ ମଧ୍ୟରୁ ଅଟନ୍ତି ତେବେ ଏକ ଖୁସିଖବର ଅଛି, ହଁ ଆଜ୍ଞା, ଯେବେ ପଲିସି ବଜାର ଇନିଶିଆଲ୍ ପବ୍ଲିକ୍ ଅଫର୍ ଆଇପିଓ ଖୁଲିବ ତେବେ ୧ ନଭେମ୍ବର କୁ ଏକ ଆହୁରି ମଉକା ମିଳିବ, ଡିଜିଟାଲ୍ ଜମା କମ୍ପାନୀ ପେଟିଏମ୍ ଆଇପିଓ ୮ ନଭେମ୍ବରକୁ ଲଞ୍ଚ ହେବାକୁ ଯାଉଛି, ଏମିତିରେ ପରିଶ୍ରମର ଆୟକୁ ନିବେଶ କରିବାର ଇଚ୍ଛା ରଖୁଥିବା ଲୋକଙ୍କୁ ସୁବିଧା ମିଳିବ, ୧ ନଭେମ୍ବରକୁ ପଲିସି ବଜାରର ଛଡା ଏସଜେଏସ୍ ଏଣ୍ଟରପ୍ରାଇଜେସ୍, ରାସାୟନିକ ନିର୍ମାତା ସିଗାଜି ଇଣ୍ତଷ୍ଟ୍ରି ଆଇପିଓ ବି ଖୁଲିବାର ଅଛି ।

୩) ସିଲିଣ୍ତରର ଦାମ୍ ବୃଦ୍ଧି ହେବାର ଅଛି ସଂମ୍ଭାବନା – ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ଘରେ ଖାଇବା ତିଆରି କରିବାପାଇଁ ଏଲପିଜି ସିଲିଣ୍ତର ବ୍ୟବହାର କରାଯାଏ, କିନ୍ତୁ ନଭେମ୍ବର ପ୍ରଥମ ଦିନରୁ ଏଲପିଜି ସିଲିଣ୍ତର ଦାମ୍ ବୃଦ୍ଧି ହେବାର ଆଶା ଅଛି, ଏକ ସମାଚାର ଏଜେନ୍ସି ଏହି ମାସର ଆରମ୍ଭରୁ ଏହା କହିଥିଲେ କି ବହୁତ ଘରେ ଖାଇବା ତିଆରି କରିବାପାଇଁ ବ୍ୟବହାର ହେଉଥିବା ଏଲପିଜି ସିଲିଣ୍ତର ଦାମ୍ ତେଲ ବିପଣନ କମ୍ପାନୀ ଦ୍ୱାରା ବୃଦ୍ଧି ହୋଇପାରେ, ଇନ୍ଧନ ଉପରେ ଅଣ୍ତର  ରିକଭରି ୧୦୦ ପ୍ରତି ସିଲିଣ୍ତର ଅଧିକା ହୋଇଛି, ସରକାର ଫଇସଲାରେ ଏହା ବୃଦ୍ଧି ନିର୍ଭର କରିବ, ଯଦି ସରକାର୍ ଅନୁମତି ଦେଉଛି ତେବେ ସବୁ ଶ୍ରେଣୀର ଘରେ ରୋଷେଇ ଗ୍ୟାସ ଦର ଏହା ପଞ୍ଚମ ବୃଦ୍ଧି ହେବ, କହିଦେବୁ କି ଏହି ସମୟରେ ରୋଷେଇ ଗ୍ୟାସ୍ ସିଲିଣ୍ତର ଦାମ୍ ୮୯୯ ଟଙ୍କା ରାଜଧାନୀ ଦିଲ୍ଲୀରେ ଅଛି ।

୪) କିଛି ମୋବାଇଲ୍ ରେ ହ୍ୱାଟ୍ସା ଆପ୍ ସେବା ହେବ ବନ୍ଦ- ୧ ନଭେମ୍ବରରୁ ହ୍ୱାଟ୍ସଆପ୍ କାମ କରିବା ବନ୍ଦ କରିଦେବ, ହଁ ଆଜ୍ଞା ଇନଷ୍ଟାଣ୍ଟ୍ ମେସେଜିଙ୍ଗ୍ ପ୍ଲାଟଫର୍ମ ହ୍ୱାଟସାପ୍ ସେହି ସ୍ମାର୍ଟଫୋନ୍ ସୁଚି ସେୟାର୍ କରିଛି ଯାହା ପୁରୁଣା ସଫ୍ଟୱେର୍ ଯେପରି ଆଣ୍ତରୋଏଡ୍ ଓଆଇଓଏସ୍ ଉପଯୋଗ୍ କରୁଛନ୍ତି ସେ ୟୁଜର୍ ୧ ନଭେମ୍ବରକୁ ହ୍ୱାଟ୍ସଆପ୍ ବ୍ୟବହାର କରିପାରିବେ ନାହିଁ ।

୫) ଉତ୍ସବର ସିଜିନ୍ ରେ ବିଶେଷ ଟ୍ରେନ୍ ସୁବିଧା- ଯେପରି ଜାଣିଛେ କି ଦିପାବଳୀ ଛଟପୁଜା, ଓ ଅନ୍ୟ ଉତ୍ସବ ଆସୁଛି, ଏହି ସବୁ କୁ ଧ୍ୟାନରେ ରଖି ଭାରତୀୟ ରେଲୱେ ନଭେମ୍ବର ୧ ତାରିଖରୁ ବିଶେଷ ଟ୍ରେନ୍ ଚଲାଇବାର ଫଇସଲା ନେଇଛନ୍ତି, କିଛି ଟ୍ରେନ୍ ୧ ନଭେମ୍ବରରୁ ଆରମ୍ଭ ହୋଇଯିବ, ସେମିତି ଅନ୍ୟ କିଛି ଟ୍ରେନକୁ ମାସ ସାରା ଅଲଗା ଅଲଗା ତାରିଖରେ ଯାତ୍ରା ଆରମ୍ଭ କରିବ, ଏହା ଛଡା ଦକ୍ଷିଣ ରେଲୱେ ୨୫ ଅକ୍ଟୋବରକୁ ଏହା ଘୋଷଣା କରିଛି କି ୧ ନଭେମ୍ୱରରୁ ତାଙ୍କ ଗୈର ମନସୁନ୍ ଶାରଣୀ ପ୍ରଭାବୀ ହେବ ।

Leave a Reply

Your email address will not be published. Required fields are marked *