October 24, 2024

Odia Express

Leading Odia News Portal of Odisha

21 ଜୁଲାଇ ୨୦୨୨ ଗୁରୁବାର,ଆଜିର ରାଶିଫଳ – କେମିତି କାଟିବ ଆଜି ଆପଣଙ୍କ ଦିନ -ଆଜି ଗ୍ରହ ନକ୍ଷତ୍ର ବନାଉଛନ୍ତି ରାଜଯୋଗ, ଜାଣନ୍ତୁ କେଉଁ ରାଶିଗୁଡିକ ଉପରେ ହେବ ଧନର ବର୍ଷା

୧) ମେଷରାଶି-ଆଜି ଆପଣଙ୍କ ଦିନ ଖୁସିରେ କଟିବ । କାରୋବାର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ଭଲ ଲାଭ ମିଳିବ, ବିଦ୍ୟାର୍ଥିଙ୍କ ମନ ପାଠପଢାରେ ଲାଗିବ, କେଉଁ ପ୍ରତିଯୋଗିତା ପରୀକ୍ଷାରେ ଭଲ ଫଳାଫଳ ମିଳିବାର ଯୋଗ ହେଉଛି, ଦାମ୍ପତ୍ୟ ଜୀବନରେ ଚାଲୁଥିବା ଅସୁବିଧାର ସମାଧାନ ହେବ, ଘର ପରିବାରରେ ସୁଖଶାନ୍ତିର ମାହୋଲ୍ ରହିବ, ସ୍ୱାସ୍ଥ୍ୟର ଦୃଷ୍ଟିରୁ ଦିନ ଠିକ୍ ରହିବ, ଆପଣ ନିଜକୁ ଉର୍ଜାବାନ ଅନୁଭବ କରିବେ, ବଡ ଭାଇ ଭଉଣୀଙ୍କ ପୁରା ସହଯୋଗ ମିଳିବ, ଯଦି ଆପଣ କିଛି ନୁଆ ନିବେଶ କରିବାକୁ ଚାହୁଁଛନ୍ତି ତେବେ ତାହାପାଇଁ ଦିନ ଭଲ ନଜର ଆସୁଛି, ଖାଦ୍ୟପେୟରେ ରୁଚି ବଢିବ, ପରିବାର ଲୋକଙ୍କ ସହ ମନପସନ୍ଦର ଭୋଜନର ଆନନ୍ଦ ନେଇପାରନ୍ତି ।

୨) ବୃଷ ରାଶି- ଆଜି ଆପଣଙ୍କ ଦିନ ଶାନଦାର୍ ରହିବ, କସ୍ମେଟିକ୍ କାରୋବାର କରୁଥିବା ବ୍ୟକ୍ତିଙ୍କୁ ଭଲ ଲାଭ ମିଳିବ, ଆପଣଙ୍କ ସାକ୍ଷାତ କେଉଁ ବିଶେଷ ବ୍ୟକ୍ତିଙ୍କ ସହ ହୋଇପାରେ,  ଯାହା ଆଗକୁ ଯାଇକରି ଭଲ ଫାଇଦା ଦେବ, ଯେଉଁ ବ୍ୟକ୍ତି ବହୁତ ଲମ୍ବା ସମୟରୁ ଚାକିରି ଖୋଜୁଛନ୍ତି ତାଙ୍କୁ ଭଲ ଚାକିରିଟିଏ ମିଳିବ, ସରକାରୀ ବିଭାଗରେ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ମନ ମୁତାବିକ ଯାଗାକୁ ଟ୍ରାନ୍ସଫର୍ କରାଯାଇପାରେ, ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ଭଲ ପ୍ରସ୍ତାବ ମିଲିବ, ଆପଣ ନିଜ କାମକାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବେ, ଆପଣଙ୍କ ଅଧୁରା ଇଚ୍ଛା ପୁରା ହେବ ।

୩) ମିଥୁନ ରାଶି- ଆଜି ଆପଣଙ୍କ ଦିନ ମିଳାମିଶା ରହିବ, ବେପାରରେ ନିବେଶ କରିବା ପାଇଁ ଦିନଟି ଆପଣଙ୍କ ପକ୍ଷରେ ଅଛି, ଆଜି ପଇସା ଉଧାର ଲେଣ ଦେଣ କରନ୍ତୁ ନାହିଁ ନହେଲେ କ୍ଷତି ହୋଇପାରେ, ଦାମ୍ପତ୍ୟ ଜୀବନରେ କେଉଁ କଥାକୁ ନେଇ ଅସୁବିଧା ଦେଖାଦେଇପାରେ, ଯାହାକୁ ନେଇ ଆପଣଙ୍କ ମନ ଚିନ୍ତିତ ରହିବ ଆପଣ ନିଜ କ୍ରୋଧକୁ ନିୟନ୍ତ୍ରଣ ରଖିବାର ଜରୁରୀ ଅଛି । କେଉଁ ପ୍ରକାରର ବାଦ ବିବାଦରେ ପଡନ୍ତୁ ନାହିଁ, ମୌସୁମର ପରିବର୍ତ୍ତନ ହେବା କାରଣରୁ ସ୍ୱାସ୍ଥ୍ୟ ସଂବନ୍ଧୀ ଅସୁବିଧା ଦେଖାଦେଇପାରେ, ଅଧିକା ମସଲାଦାର୍ ଜିନିଷ ସେବନ କରନ୍ତୁ ନାହିଁ,  ନହେଲେ ପେଟ ସହ ଯୋଡି ହୋଇଥିବା ଅସୁବିଧା ଦେଖାଦେଇପାରେ,

୪) କର୍କଟ ରାଶି- ଆଜି ଏହି ରାଶିର ବ୍ୟକ୍ତିଙ୍କୁ ରାଜଯୋଗରୁ ଲାଭ ମିଳିବ, ଆପଣ ଯେଉଁ ବି କ୍ଷେତ୍ରରେ ପ୍ରୟାସ କରିବେ ସେଥିରୁ ସଫଳତା ହାସିଲ୍ କରିପାରିବେ, ଆପଣଙ୍କ ଅଧୁରା ମନୋକାମନା ପୁରା ହେବ, ଏହି ଯୋଗରୁ ଆପଣଙ୍କ ଧନର ପ୍ରାପ୍ତି ହେବ । ଆପଣ ସବୁ କାମ ପୁରା କରିବେ, ଭଲ ଚାକିରି ମିଳିପାରିବ, ପ୍ରୋଫେସନାଲ୍ ଲାଇଫ୍ ରେ ଭଲ ସଫଲତା ହାସିଲ୍ ହେବ, ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ବୃଦ୍ଧି ପାଇବ , ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ପ୍ରୟାସ କରିବେ ।

୫)ସିଂହରାଶି-ଆଜିଆପଣଙ୍କମଧ୍ୟରେଉତ୍ସାହର୍ନଜରଆସୁଛି, ଘର୍ପରିବାରରମାହୋଲ୍ଖୁସିମୟରହିବ, ଆପଣସବୁକାର୍ଯ୍ୟନିଜପରିଶ୍ରମ୍ବଳରେକରିବେ, ଜୀବନସାଥୀଙ୍କସହଡିନରରପ୍ଲାନ୍କରିପାରନ୍ତି, କିଛିପୁରୁଣାବନ୍ଧୁଙ୍କସହ୍ସାକ୍ଷାତହୋଇପାରେ, ଯାହାଦ୍ୱାରାପୁରୁଣାସ୍ମୃତିଉଜାଗରହେବ, ବାହାନକିଣିବାରେମନବଳାଇବେ।ଆପଣଙ୍କୁଜରୁରୀକାମରେପରିବାରରପୁରାସହଯୋଗମିଲିପାରିବ।

୬)କନ୍ୟାରାଶି- ଆଜିକା ରୋବାରରେ ଯୋଡିହୋଇଥିବା ବ୍ୟକ୍ତିଙ୍କପାଇଁ ବହୁତ ଦିନଟି ଭଲଅଛି, ଅଫିସ୍ରେସହକର୍ମୀଆପଣଙ୍କୁପୁରାସହଯୋଗକରିବେ, ଆପଣନିଜକୁଉର୍ଜାବାନଅନୁଭବ୍କରିବେ, ଆପଣସବୁଜରୁରୀକାମକୁପୁରାକରିପରିବାରସହଅଧିକାସମୟକଟାଇବାକୁଚେଷ୍ଟାକରିବେ, ଆପଣଙ୍କୁପରିଶ୍ରମରଫଳମିଳିବ, ଆପଣଙ୍କବିଚାରସକରାତ୍ମକ୍ରହିବ।

୭)ତୁଳାରାଶି- ଆଜି ଆପଣ ନିଜ ପରିଶ୍ରମ ଧନଲାଭ କରିପାରିବେ, ସନ୍ତାନଙ୍କ ସହସ ମୟ କଟାଇଆପଣଖୁସି ଅନୁଭବକରିବେ  ଆପଣ ନିଜ ପରିବାରର ଦାୟିତ୍ୱକୁ ଭଲଢଙ୍ଗରେ ନିଭାଇବେ, ମାନସିକ ଚିନ୍ତା ଦୁର୍ହେବ,  ବିଦ୍ୟାର୍ଥିଙ୍କୁ କେଉଁ ବଡକଲେଜରେପ ଢିବାକୁଚାହୁଁଥିଲେ ତେବେତାଙ୍କ ସ୍ୱପ୍ନପୁରା ହୋଇପାରେ, ଆଜିଆପଣଙ୍କୁକେଉଁପ୍ରୋପଟିପ୍ଲାନ୍କରିବାରମନବଳାଇପାରନ୍ତି, ଅବିବାହିତବ୍ୟକ୍ତିଙ୍କୁବିବାହର୍ପ୍ରସ୍ତାବମିଳିବ।

୮)ବିଛାରାଶି- ଆଜିଆପଣଙ୍କଦିନଉତଥାନପ ତନଭ ରାରହିବ, କେଉଁଖା ସ୍ବନ୍ଧୁଙ୍କ ସହ ଯୁକ୍ତିତର୍କ ହୋଇପାରେ ଯାହାର କାରଣରୁ ମନ ବହୁତ ଚିନ୍ତିତ ରହିବ, ଆପଣ ନିଜବାଣୀଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାର୍ଅଛି, ନହେଲେବଡ୍ଅ ଧିକାରୀଙ୍କଠାରୁ ଆପଣ କିଛିଶୁଣିପାରନ୍ତି, ଜୀବନସାଥୀଙ୍କସହଆପଣଙ୍କସଂମ୍ପର୍କରେମଧୁରତାଆସିବ।ଆପଣକିଛିନୁଆକରିବାରଭାବିପାରନ୍ତି, ଏଥିରେଆପଣଙ୍କୁସଫଳତାମିଲିବ, କେଉଁଅନୁଭବିବ୍ୟକ୍ତିଙ୍କସହ୍ସାକ୍ଷାତହୋଇପାରେ, ଯାହାଭବିଷ୍ୟତପାଇଁଫାଇଦାଦାୟକରହିବ।

୯)ଧନୁରାଶି-ଆଜିବନ୍ଧୁଙ୍କସହମିଶିକରିଫିଲ୍ମଦେଖିବାରପ୍ଲାନ୍କରିପାରନ୍ତି, କାର୍ଯ୍ୟରେଜୀବନସାଥୀଙ୍କସହଯୋଗପ୍ରାପ୍ତିହେବ, ଯାହାଦ୍ୱାରାଆପଣଙ୍କମନକୁଖୁସିମିଳିବ, ଏହିରାଶିରବ୍ୟକ୍ତିଯିଏକିସରକାରୀଚାକିରିକରୁଛନ୍ତିତାଙ୍କୁପ୍ରମୋଶନମିଳିବାରପ୍ରବଳଯୋଗଅଛି, ଶିକ୍ଷାକ୍ଷେତ୍ରରେଯୋଡିହୋଇଥିବାବିଦ୍ୟାର୍ଥୀଙ୍କମନପାଠପଢାରେଲାଗିବ।ଆର୍ଥିକସ୍ଥିତିମଜବୁତ୍ରହିବ, ଆୟରଜରିଆବଢିବ, ସାମାଜିକମାନସମ୍ମାନପ୍ରତିଷ୍ଠାଲାଭକରିବେ

୧୦)ମକରରାଶି- ଆଜିଆପଣଙ୍କଆତ୍ମବିଶ୍ୱାସବଢିଥିବାରନଜରଆସୁଛି, କାରୋବାରରେଧନଲାଭହେବାରଯୋଗ ଅଛି, ଆଜିଆପଣନିଜପରିବାରସଦସ୍ୟଙ୍କସହଖୁସିରମୁହୁର୍ତ୍ତଅତିବାହିତକରିବେ, ଅଧ୍ୟାମପ୍ରତିଆପଣଙ୍କରୁଚିବଢିବ, ଆପଣଙ୍କସ୍ୱାସ୍ଥ୍ୟଭଲରହିବ, ଚାକିରିକ୍ଷେତ୍ରରେସହଯୋଗିସାହାଯ୍ୟକରିବେ, ଅପିସ୍କାମରେଦୁରସହରଯାତ୍ରାକରିପାରନ୍ତି, ବାହାନପ୍ରୟୋଗରେସାବଧାନରୁହନ୍ତୁ, ଦାମ୍ପତ୍ୟଜୀବନରେମଧୁରତାଆସିବ।

୧୧) କୁମ୍ଭ ରାଶି- ଆଜି ଆପଣଙ୍କ ଦିନ ଉତ୍ତମ ରହିବ, ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ, କାର୍ଯ୍ୟକ୍ଷେତ୍ରରେ ଆଶାନୁସାରେ ସଫଳତା ମିଲିବ, ପାରିବାରିକ ଜୀବନରେ ଚାଲୁଥିବା ଅସୁବିଧାର ସମାଧାନ ମିଳିପାରେ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବେ, ଆଜି ଅଫିସ୍ କାମରେ ଯାତ୍ରା କରିବାକୁ ପଡିପାରେ, ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ସୁଖଦ ରହିବ, ସ୍ୱାସ୍ଥ୍ୟ ଭଲ ଉନ୍ନତ ରହିବ । ଅଚାନକ ଘରେ ଅତିଥିଙ୍କ ଆଗମନ ହୋଇପାରେ ।

୧୨) ମୀନ ରାଶି- ଆଜି ଆପଣଙ୍କ ଦିନ ଶାନଦାର୍ ନଜର୍ ଆସୁଛି, ମାନସିକ ଚିନ୍ତାଗୁଡିକ ଦୁର ହୋଇଯିବ, କୋର୍ଟ କଚେରି ମାମଲାରେ ଫଇସଲା ଆପଣଙ୍କ ପକ୍ଷରେ ଆସିବ, ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, ଘରୋଇ ଦରକାରିତାର ପୁର୍ତ୍ତି ହେବ । ଆୟର ଜରିଆ ବଢିବ, ବିଦ୍ୟାର୍ଥୀଙ୍କ ଶିକ୍ଷାରେ ଆସୁଥିବା ସମସ୍ୟାଗୁଡିକ ଦୁର ହୋଇଯିବ, ଆପଣ ଯେଉଁ କାମକୁ କରିବାକୁ ଚାହିଁବେ ସେଥିରେ ସଫଳତା ମିଳିବାର ପ୍ରବଳ ଯୋଗ ଅଛି, ଆପଣଙ୍କ ଭାଗ୍ୟର ପୁରା ସାଥ୍ ମିଳିବ, ଦାମ୍ପତ୍ୟ ଜୀବନରେ ମଧୁରତା ବଢିବ । ଆଜି ଆପଣଙ୍କୁ କେଉଁ ବି କାମ କରିବା ପୁର୍ବରୁ ଆଶିର୍ବାଦ ନେବା ଜରୁରି, ପ୍ରେମ ଜୀବନରେ ସକରାତ୍ମକ ପରିଣାମ ଦେଖିବାକୁ ମିଳିବ ।

Leave a Reply

Your email address will not be published. Required fields are marked *