October 24, 2024

Odia Express

Leading Odia News Portal of Odisha

22 ଜୁଲାଇ ୨୦୨୨ ଶୁକ୍ରବାର ଆଜିର ରାଶିଫଳ,ଆଜି ଏହି ରାଶିମାନଙ୍କ ପାଇଁ ବଡ ଖୁସି ର ଦିନ ହେବାକୁ ଯାଉଛି,ଏମାନେ ପାଇବେ ଚାକିରୀ ପାଇଁ ବଡ ଖବର

୧)ମେଷ ରାଶି- ଆଜି ଆପଣଙ୍କ ଦିନ ବହୁତ ହିଁ ବଢିଆ ରହିବ । ବିଜନେସ୍ କରୁଥିବା ବ୍ୟକ୍ତିଙ୍କୁ ଆଜି କେଉଁ ବଡ ଡିଲ୍ ଫାଇନାଲ୍ କରିପାରିବେ, ପ୍ରେମ ଜୀବନରେ ଚାଲିଆସୁଥିବା ଅସୁବିଧାଗୁଡିକରୁ ସମାଧାନ ହେବ । ଆପଣ ନିଜ ସାଥିଙ୍କ ସହ ଡିନରକୁ ଯିବାର ପ୍ଲାନ୍ କରିପାରନ୍ତି, ସ୍ୱାସ୍ଥ୍ୟ ସଂବନ୍ଧିତ ଅସୁବିଧାରୁ ମୁକ୍ତି ମିଳିବ, କେଉଁ ଅସହାୟ ଲୋକଙ୍କୁ ସାହାଯ୍ୟ କରି ଆପଣଙ୍କୁ ଖୁସି ଅନୁଭବ ଲାଗିବ, ଦାମ୍ପତ୍ୟ ଜୀବନରେ ସୁଖ ମିଳିବ । ଜୀବନସାଥି ଆପଣଙ୍କ ଭାବନାକୁ ବୁଝିପାରିବେ । ସାମାଜିକ କ୍ଷେତ୍ରରେ ଆପଣ ନିଜ ଅଲଗା ପରିଚୟବନାଇବାରେ ସଫଳ ହେବେ , ଅଧୁରା କାମ ଜଲଦି ପୁରା ହୋଇଯିବ ।

୨) ବୃଷ ରାଶି- ଆଜି ଆପଣଙ୍କ ଦିନ ଭଲ ରହୁଛି, ଦାମ୍ପତ୍ୟ ଜୀବନରେ କେଉଁ କଥାକୁ ନେଇ ଚାଲିଆସୁଥିବା ବିବାଦ ଶେଷ ହେବ, ଯାହାଦ୍ୱାରା ଆପଣଙ୍କ ସଂମ୍ପର୍କ ଆହୁରି ଗଭୀର ହେବ, ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ଆପଣଙ୍କୁ ଧନ ପ୍ରାପ୍ତିର ଯୋଗ ହେଉଛି, ଆପଣଙ୍କୁ କେଉଁ ଅଧୁରା ମନୋକାମନା ପୁରା ହୋଇପାରିବ । ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ, କେଉଁ ପ୍ରତିଯୋଗୀତା ପରିକ୍ଷାରେ ଶିକ୍ଷକଙ୍କ ସହଯୋଗ ମିଲିବ, ବନ୍ଧୁଙ୍କ ସହାୟତାରେ କେଉଁ ମହତ୍ତ୍ୱପୁର୍ଣ୍ଣ କାର୍ଯ୍ୟ ସମୟରେ ପୁରା କରିପାରିବେ, ରୋଜଗାରର ଦିଗରେ କରାଯାଇଥିବା ପ୍ରୟାସ ସଫଳ ହେବ, କାରୋବାରରେ ଉନ୍ନତି ହେବ ।

୩) ମିଥୁନ ରାଶି- ଆଜି ଆପଣଙ୍କ ଦିନ ଖୁସିମୟ ରହିବ । ଯଦି ଆପଣ ପୁର୍ବରୁ କେଉଁଠି ନିବେଶ କରିଛନ୍ତି ତେବେ ତାହାର ଭଲ ଫାଇଦା ମିଲିପାରିବ, ନୁଆ ବ୍ୟକ୍ତିଙ୍କ ସହ ଯୋଡି ହେବାର ମଉକା ମିଳିବ, ଯାହା ଆଗକୁ ଯାଇକରି ଆପଣଙ୍କୁ ଫାଇଦା ମିଳିପାରିବ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କିଛି ମତଭେଦ ଚାଲୁଥିଲେ ତେବେ ତାହା ଆଜି ଶେଷ ହେବ, ଯାହାଦ୍ୱାରା ସଂମ୍ପର୍କରେ ମଧୁରତା ଆସିବ । ଘରେ ବଡ ବୟସ୍କଙ୍କ ଆଶିର୍ବାଦ ସାଥିରେ ରହିବ, ଶିକ୍ଷକଙ୍କ ମନ ପସନ୍ଦର ଜାଗାକୁ ଟ୍ରାନ୍ସଫର୍ ହୋଇପାରେ, ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ଭଲ ପ୍ରସ୍ତାବ ମିଳିପାରିବ ।

୪) କର୍କଟ ରାଶି- ଆଜି ଆପଣଙ୍କ ଦିନ ଖୁସିମୟ ରହିବ । ପରିବାର ଲୋକଙ୍କ ସହ ହସ ଖୁସିରେ ସମୟ ଅତିବାହିତ କରିବେ, ମା ବାପାଙ୍କ ସହ ମନ୍ଦିର ଦର୍ଶନ କରିବାକୁ ଯାଇପାରନ୍ତି । ଚାକିରି ଖୋଜୁଥିଲେ ଆଜି ତାହା ଶେଷ ହେବ, ଆଜି କେଉଁ ବଡ କମ୍ପାନୀରୁ ଇଣ୍ଟରଭ୍ୟୁ ପାଇଁ କଲ୍ ଆସିପାରେ, ଦାମ୍ପତ୍ୟ ଜୀବନତେ ଚାଲୁଥିବା ଅସୁବିଧା ଗୁଡିକ ଦୁର ହେବ, ଜୀବନସାଥୀଙ୍କ ସହ ଭଲ ବ୍ୟବହାର ସକାଶେ ମନ ବହୁତ ଖୁସି ରହିବ, ସରକାରୀ ବିଭାଗ ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ବେତନରେ ବୃଦ୍ଧି ହେବ, ଡେକୋରେସନ୍ ବିଜନେସ୍ କରୁଥିବା ବ୍ୟକ୍ତିଙ୍କୁ ଭଲ ଫାଇଦା ମିଳିବ, ଇଶ୍ୱରଙ୍କ ଭକ୍ତିରୁ ଆପଣଙ୍କ ମନ ଅଧିକା ଲାଗିବ, ଆପଣ ନିଜ ବିରୋଧୀଙ୍କୁ ପରାସ୍ତ କରିବେ ।

୫) ସିଂହ ରାଶି-ଆଜି ଆପଣଙ୍କ ଦିନ ସାମାନ୍ୟ ରୁପେ ଅତିବାହିତ ହେବ, ଆପଣ ଆଜି କେଉଁ କାର୍ଯ୍ୟକୁ ତରବରିଆ ଭାବେ କରନ୍ତୁ ନାହିଁ ନହେଲେ କାମ ବିଗିଡିପାରେ, ଘରେ ଛୋଟ ଛୁଆଙ୍କ ସହ ମସ୍ତିଭରା ସମୟ ଅତିବାହିତ କରିବେ, ଅଫିସ୍ ରେ ଆପଣ ନିଜ୍ କାମ ଉପରେ ଧ୍ୟାନ ଦିଅନ୍ତୁ, ନହେଲେ ଆପଣଙ୍କ କାର୍ଯ୍ୟ ବିଳମ୍ବ ହୋଇପାରେ, ଯାହାକୁ ନେଇ ଆପଣଙ୍କୁ ବଡ୍ ଅଧିକାରୀ ନାରାଜ୍ ହୋଇପାରନ୍ତି, କେଉଁ ଜ୍ଞାନୀ ଲୋକଙ୍କ ଠାରୁ ବିଜନେସ୍ ରେ ଉନ୍ନ୍ନତି କରିବାର ସଠିକ୍ ତରିକା ଜଣାପଡିବ ।ପାରିବାରିକଜୀବନରେ ସୁଖ ଶାନ୍ତି ରହିବ, ଆପଣ ନିଜ ପାରିବାରିକ ଦାୟିତ୍ୱବୋଧକୁ ଭଲରେ ନିଭାଇବେ,

୬) କନ୍ୟା ରାଶି- ଆଜି ଆପଣଙ୍କ ଦିନ ଟିକିଏ ନିରାଶଜନକ ନଜର ଆସୁଛି, ଘରୋଇ ଦରକାରିତା ପଛରେ ଅଧିକା ପଇସା ଖର୍ଚ୍ଚ ହୋଇପାରେ, ଯାହାକୁ ନେଇ ଆପଣ ବହୁତ ଚିନ୍ତିତ ରହିବେ, ଆପଣଙ୍କୁ ଏହା ଉପଦେଶ ଦିଆଯାଉଛି କି ଆପଣ ନିଜ ଆମଦାନୀ ଅନୁସାରେ ଘରୋଇ ଖର୍ଚ୍ଚରେ ବଜେଟ୍ ବନାଇକରି ଚଳନ୍ତୁ ନହେଲେ ଆପଣଙ୍କୁ ଭବିଷ୍ୟତରେ ଆର୍ଥିକ ତଙ୍ଗିର ସାମ୍ନା କରିବାକୁ ପଡିପାରେ, ବିଦ୍ୟାର୍ଥୀଙ୍କୁ କେଉଁ ପ୍ରତିଯୋଗିତା ପରୀକ୍ଷାରେ ସଫଳତା ପାଇବା ପାଇଁ କଡା ପରିଶ୍ରମ କରିବାକୁ ପଡିପାରେ, ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ନାହିଁ, ମୌସୁମର ପରିବର୍ତ୍ତନ ହେବାର କାରଣରୁ ଆପଣଙ୍କୁ ରୋଗଗ୍ରସ୍ତ କରିପାରେ, ଭାଇ ଭଉଣୀଙ୍କ ସହ କେଉଁ କଥାକୁ ନେଇକରି ଯୁକ୍ତି ହୋଇପାରେ, ଆପଣ ନିଜ ବାଣୀ ଓ କ୍ରୋଧ ଉପରେ ନିୟନ୍ତ୍ରଣ କରିବାକୁ ହେବ ।

୭) ତୁଳା ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ନଜର ଆସୁଛି । ଆପଣ କେଉଁ ନୁଆ ପ୍ରୋଜେକ୍ଟ ଉପରେ କାର୍ଯ୍ୟ କରିପାରନ୍ତି, କିନ୍ତୁ ଆପଣ କାହାଠାରୁ ବିପରିତ ସମାଚାର ଶୁଣିକରି ଯାତ୍ରାରେ ଯାଇପାରନ୍ତି । ବେପାର କରୁଥିବା ବ୍ୟକ୍ତିଙ୍କୁ ଭଲ ଲାଭ ପ୍ରାପ୍ତି ହେବ, ଛୋଟ ମୋଟ ବେପାରୀଙ୍କୁ ଲାଭ ମିଳିପାରିବ । ବିଦ୍ୟାର୍ଥୀଙ୍କୁ ଶିକ୍ଷାରେ ମନମୁତାବିକ ପରିଣାମର ପ୍ରାପ୍ତି ହେବ, ପରିବାରର କେଉଁ ସଦସ୍ୟଙ୍କ ଦ୍ୱାରା ଏମିତି କାର୍ଯ୍ୟ କରାଯିବ ଯାହାଦ୍ୱାରା ଆପଣଙ୍କ ମାନ ସମ୍ମାନ ବୃଦ୍ଦି ପାଇବ, ସାମାଜିକ କ୍ଷେତ୍ରରେ ଆପଣଙ୍କ ଲୋକପ୍ରିୟତା ବୃଦ୍ଧିପାଇବ ।

୮) ବିଛା ରାଶି- ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ନଜର ଆସୁଛି, କାର୍ଯ୍ୟ କ୍ଷେତ୍ରରେ ଆପଣ ନିଜ ସବୁ କାର୍ଯ୍ୟ ସମୟ ଅନୁସାରେ ପୁରା କରିନେବେ , ବଡ ଅଧିକାରୀଙ୍କ କୃପା ଦୃଷ୍ଟି ରହିବ, ଘରୋଇ ଖର୍ଚ୍ଚ ଉପରେ ଲଗାମ୍ ଲଗାଇବାକୁ ହେବ, ନହେଲେ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ, ଜୀବନସାଥୀଙ୍କ ସହ ମିଶିକରି ଆପଣ ସନ୍ତାନଙ୍କ ପାଇଁ ଭବିଷ୍ୟତରେ କିଛି ଯୋଜନା କରିପାରନ୍ତି, ମା ବାପାଙ୍କ ଆଶିର୍ବାଦରୁ ଆପଣଙ୍କ କିଛି ଜରୁରୀ କାମ ପୁରା ହେବ, ଘରୋଇ ଜିନିଷ କିଣାକିଣି କରିପାରନ୍ତି, ଲମ୍ବା ଯାତ୍ରାରେ ଯିବା ସମୟରେ ବାହାନ ଚଲାଇବାରେ ସାବଧନତା ରଖନ୍ତୁ  ।

୯) ଧନୁ ରାଶି- ଆଜି ଆପଣଙ୍କ ଦିନ ନିଶ୍ଚିତ ରୁପରେ ଫଳଦାୟକ ହେବ, ବେପାର କରୁଥିବା ବ୍ୟକ୍ତିଙ୍କୁ ବରିଷ୍ଠ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପ୍ରାପ୍ତି ହେବ, ଯଦି ଧନ ପ୍ରାତ୍ପି ମାର୍ଗରେ କିଛି ବାଧା ଉତ୍ପନ୍ନ ହେଉଛି, ତେବେ ତାହା ଶେଷ ହୋଇଯିବ, ଶଶୁରଘର ପକ୍ଷରୁ ମାନ ସମ୍ମାନ ମିଳିବ, ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା କାମକୁ ପ୍ରଶଂସା ମିଳିବ, ଯାହାଦ୍ୱାରା ଆତ୍ମବିଶ୍ୱାସରେ ବୃଦ୍ଧି ହେବ, ମାନସିକ ଚିନ୍ତାଗୁଡିକ ଦୁର ହେବ  ।

୧୦) ମକର ରାଶି- ଆଜି ଆପଣଙ୍କ ଦିନ ନିରାଶଜନକ ଯାଉଛି, କେଉଁ ପୁରୁଣା ରୋଗକୁ ନେଇ ଆପଣ ଚିନ୍ତିତ ରହିବେ, ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ ନାହିଁ, ଘରର କେଉଁ ସଦସ୍ୟଙ୍କ ସହ ଯୁକ୍ତିତର୍କ ହୋଇପାରେ, ଆଜି ଆପଣ କାହାକୁ ଉଧାର ଦିଅନ୍ତୁ ନାହିଁ, ନହେଲେ ଅର୍ଥହାନୀ ହେବାର ସଂମ୍ଭାବନା ଅଛି, ଘରୋଇ ଖର୍ଚ୍ଚ ପଛରେ ଅଧିକା ପଇସା ଖର୍ଚ୍ଚ ହେବ, ବିଦ୍ୟାର୍ଥୀଙ୍କୁ କେଉଁ ବିଶେଷ ଶିକ୍ଷକଙ୍କ ସହାୟତାର ଆବଶ୍ୟକତା ପଡିବ, ଆପଣ ନିଜ ମନରେ ଆସୁଥିବା କଥାକୁ କାହାକୁ ସେୟାର୍ କରନ୍ତୁ ନାହିଁ ।

୧୧) କୁମ୍ଭ ରାଶି- ଆଜି ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବାର ଯୋଗ ହେଉଛି । ସହକର୍ମୀଙ୍କ ସହାୟତା କରିବେ , ଖାଦ୍ୟପେୟରେ ରୁଚି ବଢିବ , ପରିବାର ଲୋକଙ୍କ ସହ ମିଶିକରି ମନ ପସନ୍ଦର ଭୋଜନର ଆନନ୍ଦ ନେଇପାରନ୍ତି, ଯଦି ଆପଣଙ୍କ କୋର୍ଟ କଚେରି ସହ କିଛି ମାମଲା ଚାଲୁଛି ତେବେ ଫଇସଲା ଆପଣଙ୍କ ପକ୍ଷରେ ଆସିବ, ବେପାରୀଙ୍କ ଲାଭ ମିଳିବ, ସରକାରୀ ଚାକିରି କରୁଥିବା ବ୍ୟକ୍ତିଙ୍କୁ ମନମୁତାବିକ ଜାଗାକୁ ଟ୍ରାନ୍ସଫର୍ ମିଳିପାରିବ, ଏହା ସହ ପ୍ରମୋସନ୍ ମିଳିବ

୧୨) ମୀନ ରାଶି- ଆଜି ଆପଣଙ୍କ ଦିନ ମିଳାମିଶା ରହିବ, କେଉଁ ନୁଆ ବିଜନେସ୍ କରିବା ପାଇଁ ମନ ଉତ୍ସୁକ ରହିବ, କେଉଁ ବନ୍ଧୁଙ୍କ କାରଣରୁ ଆପଣଙ୍କୁ ଚାକିରି ମିଲିବ, ଯାହାଦ୍ୱାରା ଆପଣଙ୍କ ବନ୍ଧୁତା ଆହୁରି ନିବିଡତର ହେବ, ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ବୁଝାମଣାରେ କିଛି ବିଜନେସ୍ ଆରମ୍ଭ କରିବାକୁ ଚାହୁଁଥିଲେ ତେବେ ଆଜି ବୁଝିବିଚାରି କାର୍ଯ୍ୟ କରନ୍ତୁ, ବିଦ୍ୟାର୍ଥୀଙ୍କୁ ଦୁର୍ବଲ ବିଷୟ ଉପରେ ଅଧିକା ଧ୍ୟାନ ଦେବାର ଅଛି, ଦାମ୍ପତ୍ୟ ଜୀବନରେ ସୁଖ ମିଳିବ, ଜୀବନସାଥିଙ୍କ ସହ ବୁଲିଯିବାକୁ ପ୍ଲାନ୍ କରିବେ । ସୋସିଆଲ୍ ମିଡିଆ ମାଧ୍ୟମରେ ଆପଣ ନିଜ ପ୍ରଡକ୍ଟକୁ ଭଲ ପ୍ରଚାର କରିପାରିବେ ।

Leave a Reply

Your email address will not be published. Required fields are marked *