ଆପଣଂକ ଗୋଲାପ ଗଛରେ ଏହି ଉପାୟ କରିଦିୟନ୍ତୁ – ୩ ଗୁଣ ଅଧିକ ଫୁଲ ଆସିବ – ଏବେ ଜାଣିରଖନ୍ତୁ ..
ନମସ୍କାର ବନ୍ଧୁଗଣ ଆଜି ଆମେ ଏଠି ଆପଣଙ୍କୁ କହିବାକୁ ଯାଉଛୁକି ତିନିଟି ଉପାୟ ଯାହାକୁ ଆପଣ ନିଜ ଗୋଲାପ ଗଛବା ନିଜ ବଗିଚାରେ ଆପଣେଇବା ଦ୍ୱାରା କଣ ହେବନା ସମ୍ପୂର୍ଣ୍ଣ ଶୀତ ୠତୁରେ ଆପଣଙ୍କ ଗୋଲାପ ଗଛରେ ବା ପୁରା ଶୀତ ଋତୁରେ ଆପଣଙ୍କୁ ଗୋଲାପ ଫୁଲ ସହ ଅନ୍ୟ ଫୁଲ ଗୁଡିକ ବି ସହଜରେ ମିଳି ପାରିବ ଆସନ୍ତୁ ଏ ତିନିଟି ଉପାୟ ଜାଣିବା ଓ ଏହି ଉପାୟ ଗୁଡିକୁ ଆପଣ ଭଲ ଭାବରେ ନିଜ ବଗିଚାରେ ଉପଯୋଗ କରିବେ ସବୁଠାରୁ ପ୍ରଥମ ଉପାୟ ଓ ମହତ୍ତ୍ୱପୁର୍ଣ୍ଣ ଉପାୟଟି ହେଲା ଗୋଲାପ ଗଛକୁ କାଟିବା ଯେତେବେଳେ ବି ଆପଣଙ୍କ କୁଣ୍ଡରେ ଗୋଲାପ ଗଛ ଭଲ ଭାବରେ ପସ୍ପୁଟିତ ହୋଇଯିବ ସେତେବେଳେ ଆପଣଙ୍କୁ ତାର ଡାଳକୁ କାଟିବା ବହୁତ ଜରୁରୀ ହୋଇଥାଏ ।
ଏହା ଏମିତି ଏକ ଉପାୟ ଅଟେ ଯାହାକୁ ଆମେ ସବୁବେଳେ ଛାଡିଯାଉ ଆମେ କଣ କରୁନା ଯେତେବେଳେ ଫୁଲ ଆସେ ଆମେ ତାକୁ ଭଲଭାବରେ କାଟିନଥାଉ ନହେଲେ ତାକୁ କେବଳ ଉପରୁ ହିଁ କାଟି ନେଇଥାଉ ଆଉ ନହେଲେ କାଟି ନଥାଉ ଆମକୁ ସବୁବେଳେ ଧ୍ୟାନ ଦେଈ କାଟିବା ଦରକାର।

ଆପଣ ଯଦି ଗୋଲାପ ଫୁଲର ଡ଼ାଲକୁ ଧ୍ୟାନ ଦେଇ ଦେଖିବେତ ଆପଣଙ୍କୁ ସେଠି ଦୁଇ ପ୍ରକାର ପତ୍ର ଦେଖାଯିବ ଗୋଟେରେ ଦେଖିବେ ୩ଟି ପତ୍ରଥିବ ଓ ଅନ୍ୟଟିରେ ଦେଖିବେ ୫ଟି ପତ୍ର ଥିବ ଆପଣ ଦେଖିବେ ଯେତେବେଳେ ଆପଣଙ୍କ ଫୁଲ ଆସି ଗଛରେ ହିଁ ଫୁଲ ମୌଳିବାକୁ ଲାଗିବ ସେତେବେଳେ ଆପଣଙ୍କୁ ସେ ଫୁଲକୁ କାଟି ଅଲଗା କରିଦେବାର ଅଛି ଆଉ ଆପଣ କେଉଁଠୁ କାଟିବେ ନା ଯେଉଁଠି ଆପନଙ୍କର ସେ ୫ଟି ପତ୍ର ଥିବ ୩ଟି ପତ୍ର ଥିବା ଜାଗାରୁ ଆପଣଙ୍କୁ କାଟିବାର ନାହିଁ ଆପଣଙ୍କୁ ଯେଉଁଠି ୫ଟି ପତ୍ର ଦେଖାଯିବ ଆପଣ ସେଠିହିଁ କାଟିଦେବେ ।

ଏହା କରିବା ଅତ୍ୟନ୍ତ ଆବଶ୍ୟକ କାଟିବା ଦ୍ୱାରା ନୂଆ ଡାଲ ବାହାରିବ ଓ ଯେତେ ନୁଆ ଡାଲ ବାହାରିବ ସେତେ ଭଲ ଫୁଲ ଆସିବ।ଏବେ ଆମେ ଜାଣିବା ଦ୍ୱିତୀୟ ଉପାୟ ସେଥିପାଇଁ ଆପଣଙ୍କୁ ଦରକାର ମ୍ୟାଗ୍ନିସିୟମ ସଲଫେଟ ବା କାହାକୁ ଏପସମ ଲୁଣ କୁହାଯାଏ।
ଏ ଲୁଣ ଖାଇବା ଉପଯୋଗୀ ନୁହେଁ ତାପରେ ଏହାର ଗୋଟେ ଛୋଟ ଚାମୁଚ ଆପଣ କଣ କରିବେ ନା ସେ କୁଣ୍ଡର ମାଟି ଉପରେ ପକାଇବେ ଓ ତାପରେ ପୋଟାସ ମଧ୍ୟ ଗୋଟେ ଅଧା ଚାମୁଚ ପକାଇବା ଓ ଏସବୁ ଫରଟିଲାଇଜର ପକାଇବା ପରେ ଆମେ ପାଣି ମିସେଇବା ଦରକାର।ତାପରେ ଗୋଟେ ସ୍ପ୍ରେ କରାଯିବା ପାତ୍ରରେ ମିଶାଇବା ତାପରେ ତାକୁ ପାଣି ଦେଇ ଭଲ ଭାବରେ ଫେଣ୍ଟି ଦେବା ସେଥିରେ ଗୋଟେରୁ ଦୁଇ ଚାମୁଚ ପାଣିରେ ମିସେଇବା ପାଇଁ ଛାଡ଼ିଦେବା ଓ ତାପରେ ସେ ଗଛର ପତ୍ର ଉପରେ ସ୍ପ୍ରେ କରିବା ଏହା ଦ୍ୱାରା ପତ୍ରକୁ ସିଧାସଳଖ ଖାଇବା ମିଳିଥାଏ କାରଣ ମାଟିରୁ ଖାଇବା ନେଲା ବେଳେ ଟିକେ ସମୟ ଲାଗିଥାଏ।ସେଥିପାଇଁ ସେଠି ମିସେଇବା ଶହ ପତ୍ର ଉପରେ ସ୍ପ୍ରେ କରିବା।

ରାସାୟନିକ ଖତ ପ୍ରୟୋଗ ପରେ ଆଜି ଆମେ କଥା ହେବା ତୃତୀୟ ଉପାୟ ବିଶୟରେ ସେଥିରେ ଆପନଙ୍କୁ ଦରକାର ବର୍ଣି କମ୍ପୋଷ୍ଟ ଏହା ନାହିଁତ ଆପଣ ସାଧାରଣତ ଗୋବର ଖତ ବ୍ୟବହାର କରିପାରିବେ ଗୋଲାପ ଗଛରେ ଆପଣଙ୍କୁ ପ୍ରତି ୧୦ ଦିନରେ ବା ଗୋଟେ ମାସରେ ୩-୪ ଦିନ ସେ କମ୍ପୋଷ୍ଟ ବା ଗୋବର ଖତ ନେଇ ଦେବେ ଆପଣ ସେ ଗଛ କୁ ଖାଇବା ଯେତେଦେବେ ଆପଣଙ୍କର ସେତେ ଭଲ କ୍ବାଲିଟିର ଫୁଲ ଆଶିବ ଓ ସେତେ ବେସି ଆପଣଙ୍କ ଗଛ ଫୁଲ ତିଆରି କରିବ ଯଦି ଆପଣ ଭଲ ଭାବରେ ଗଛକୁ ଖାଦ୍ୟ ଦେବେ ନାହିଁତ ଆପଣଙ୍କୁ ସେହି ଭଳିଆ ଫୁଲ ମିଳିବ ତାସହିତ ଗୋଲାପ ଗଛକୁ ଖରା ବହୁତ ପସନ୍ଦ ଶୀତଦିନେ ଆପଣ ତାକୁ ସମ୍ପୂର୍ଣ୍ଣ ସୂର୍ଯ୍ୟାଲୋକରେ ରଖିବେ।
ଆପଣ ଏ ରାସାୟନିକ ପଦାର୍ଥ ଯଦି ବ୍ୟବହାର କରିବାକୁ ଚାହୁଁ ନାହାନ୍ତିତ ଆପଣ ଘରେ ପଡିଥିବା ଚାପତି ବ୍ୟବହାର କରିପାରିବେ।ଏହା ବ୍ୟତୀତ କଦଳୀ ଚୋପା ଓ ଅଣ୍ଡା ଖୋଳ ଆଦି ନିଜ ଗଛରେ ଦେଇ ପାରିବେ।ଯଦି ଆପଣ ଚାହୁଁଛନ୍ତି ସେ ରାସାୟନିକ ପଦାର୍ଥ ଦେବାକୁ ତାହେଲେ ସେ ଆପଣଙ୍କୁ କୌଣସିବି ମେଡ଼ିସିନ ଦୋକାନ ଓ ନରର୍ସରିରେ ମିଳିଯିବ ବା ଆପଣ ଅନଲାଇନ ପାଇ ପାରିବେ।
